Daily Archives

May 17, 2023

୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଜଳିଗଲା ଟ୍ରକ୍‌

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ବରେ ଗତକାଲି ରାତିରେ ଏକ ୧୪ଚକିଆ ଟ୍ରକ୍ ଜଳିଯାଇଛି। ଅଗ୍ନିକାଣ୍ତର କାରଣ ସ୍ପଷ୍ଟ ହୋଇନାହିଁ। ନେଉଳପୁର ନିକଟରେ ଗତକାଲି ରାତିରେ ଅଟକିଥିବା ଏହି ଟ୍ରକ୍ (ଓଡି୦୪କ୍ୟୁ ୧୧୮୯)ରେ ହଠାତ୍ ନିଆଁ…
ଅଧିକ ଖବର ଦେଖନ୍ତୁ...

ଅନୁଷ୍କା ଓ ଅମିତାଭଙ୍କ ନାମରେ ଚାଲାଣ କାଟିଲା ମୁମ୍ବାଇ ପୁଲିସ

ମୁମ୍ବାଇ: ଫଟୋ ଉଠାଇବା ପାଇଁ ହେଲମେଟ ନ ପିନ୍ଧିଲେ ବି ଯଦି ଟ୍ରାଫିକ୍ ନିୟମ ଭାଙ୍ଗୁଛନ୍ତି ତେବେ ଫାଇନ ଦେବାକୁ ହିଁ ପଡିବ | ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଏବଂ ଅନୁଷ୍କା ଶର୍ମାଙ୍କ ନାମରେ ଚାଲାଣ କଟାଯିବା ପରେ ମୁମ୍ବାଇ ପୁଲିସ ଏହି ବାର୍ତ୍ତା ଦେଇଛି | ବାସ୍ତବରେ କିଛିଦିନ ତଳେ ହେଲମେଟ ନ…
ଅଧିକ ଖବର ଦେଖନ୍ତୁ...

ଆପୋସ ସମ୍ପର୍କ ସ୍ଥାପନ କରିବାରେ ସଂସ୍କୃତିର ଭୂମିକା ଗୁରୁତ୍ୱପୂର୍ଣ୍ଣ : ମୀନାକ୍ଷୀ ଲେଖୀ

ଭୁବନେଶ୍ୱର: ‘‘ସଠିକ ଚିନ୍ତାଧାରା, ସଠିକ ସଂକଳ୍ପ ଏବଂ ସଠିକ କାର୍ଯ୍ୟାନୁଷ୍ଠାନ’’ ଭାରତକୁ ଉପଯୁକ୍ତ ସମ୍ମାନ ଦେଇ ପାରିବ ବୋଲି କହିଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ଏବଂ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖୀ। ଆଜି ଭୁବନେଶ୍ୱର ଠାରେ ଜି-୨୦ ସଂସ୍କୃତି କାର୍ଯ୍ୟ ଗୋଷ୍ଠୀ ଦ୍ୱିତୀୟ…
ଅଧିକ ଖବର ଦେଖନ୍ତୁ...

ୟୁଟ୍ୟୁବରେ ଭିଡିଓ ଲାଇକ କର ଆଉ ଟଙ୍କା କମାଅ, ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଠକିଲେ ସାଇବର ଠକ

ନୋଏଡା: ୟୁଟ୍ୟୁବରେ ଭିଡିଓକୁ ଲାଇକ କର ଆଉ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କର | ସାଇବର ଠକଙ୍କ ଏଭଳି ଲୋଭର ଶିକାର ହୋଇ ଏବେ ସର୍ବସ୍ବ ହରାଇଛନ୍ତି ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ | ମିଳିଥିବା ସୂଚନା ମୁତାବକ ନୋଏଡାରେ ଏଭଳି ଏକ ଘଟଣା ଘଟିଛି | ସାଇବର ଠକଙ୍କ ଜାଲରେ ପଡ଼ି ଜଣେ ଚାଟାର୍ଡ…
ଅଧିକ ଖବର ଦେଖନ୍ତୁ...

ପରଦାରେ ଅଭିନେତ୍ରୀ ସୋନିଆଙ୍କୁ ଆସିଫା ଚରିତ୍ରରେ ଦେଖି ରାଗି ଯାଇଥିଲେ ମାତାପିତା

ମୁମ୍ବାଇ: ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’। ଫିଲ୍ମର ବଜେଟ ମାତ୍ର ୧୫-୨୦କୋଟି ଥିବା ବେଳେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଦେଖାଯାଇଛି। ଖୁବଶୀଘ୍ର ଫିଲ୍ମଟି ୧୫୦କୋଟି କ୍ଲବରେ ସାମିଲ ହେବ ବୋଲି ଜଣାପଡ଼ିଛି। ତେବେ ଫିଲ୍ମରେ…
ଅଧିକ ଖବର ଦେଖନ୍ତୁ...

ବିନା ବ୍ୟାୟାମରେ ୧୬କେଜି ଓଜନ ହ୍ରାସ କରିଥିଲେ ‘ତାରକ ମେହତା କା ଓଲଟା ଚଷମା’ର ଏହି ଅଭିନେତା

ମୁମ୍ବାଇ: ବିନା ବ୍ୟାୟାମରେ ‘ତାରକ ମେହତା କା ଓଲଟା ଚଷମା’ର ଅଭିନେତା ୧୬ କେଜି ଓଜନ ହ୍ରାସ କରିଥିଲେ। ଏହି ଅଭି‌ନେତାଙ୍କ ନାମ ଦିଲୀପ ଜୋସି। ‘ତାରକ ମେହତା କା ଓଲଟା ଚଷମା’ରେ ଜେଠାଲାଲ ଭୂମିକାରେ ଅଭିନୟ କରୁଥିବା ଦିଲୀପ ଜୋସି ଚରିତ୍ରକୁ  ଖୁବ ଜୀବନ୍ତ ଭାବେ ପରଦାରେ ଦେଖାଇ ପାରି…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁ-ଭୁବନେଶ୍ବର ଘରୋଇ ବିମାନରେ ଯାନ୍ତ୍ରିକ ତ୍ରୁଟି, ବିମାନରେ ଫସିରହିଲେ ଶତାଧିକ ଓଡ଼ିଆ ଯାତ୍ରୀ

ଭୁବନେଶ୍ବର: ବେଙ୍ଗାଲୁରୁରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବିମାନରେ ରବିବାର ଯାନ୍ତ୍ରିକ ତ୍ରୁଟି ଦେଖାଯାଇଛି। ଏହି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବେଙ୍ଗାଲୁରୁ ବିମାନବନ୍ଦରରୁ ବିମାନ (ଇଣ୍ଡିଗୋ)ଟି ଟେକ୍ ଅଫ୍ ନେଇପାରି ନାହିଁ। ବିମାନବନ୍ଦରରେ ବିମାନଟି ଅଟକି ରହିଛି। ଫଳରେ ଭୁବନେଶ୍ୱର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ ଯେଉଁ କାମ କରିଛନ୍ତି ତା’ର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ। ବ୍ୟବସାୟରେ ଲାଭ ହେବ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ଆସିବ। ସମାଜରେ ପ୍ରତିଷ୍ଠିତ ହେବେ। ବୃଷ: ସଫଳତା ଓ ଉଚ୍ଚପଦ ପ୍ର‌ାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ। ସବୁ ପ୍ରକାର ବ୍ୟବସାୟ କାମରେ ସଫଳତା ପାଇବେ।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ପଞ୍ଜାବ ଆଗରେ ୨୧୪ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ଧର୍ମଶାଳା : ଧର୍ମଶାଳାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୪ତମ ମ୍ୟାଚରେ ପଞ୍ଜାବ ଆଗରେ ୨୧୪ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ଖେଳ…
ଅଧିକ ଖବର ଦେଖନ୍ତୁ...

କପିଲ ଶର୍ମାଙ୍କ ସୋ’କୁ ଫେରିବେ କି ସୁନୀଲ ଗ୍ରୋଭର, କଣ କହିଲେ କୃଷ୍ନା ଅଭିଷେକ

ମୁମ୍ବାଇ: ଲୋକପ୍ରିୟ କମେଡି ସୋ' 'ଦି କପିଲ ଶର୍ମା ସୋ'ରୁ ହାସ୍ୟ କଳାକାର ସୁନୀଲ ଗ୍ରୋଭର ବିଦାୟ ନେବାର ଘଟଣାକୁ ୬ ବର୍ଷ ବିତିଗଲାଣି | କିନ୍ତୁ ଏବେ ବି ଦର୍ଶକ ତାଙ୍କୁ ଝୁରୁଛନ୍ତି | ଅନେକ ଦର୍ଶକ ସେ କେବେ ପୁଣି ଏହି ସୋ'କୁ ଫେରିବେ ତାହାକୁ ଅପେକ୍ଷା କରି ରହିଛନ୍ତି | ନିକଟରେ ସୋ'ରେ ସପନା…
ଅଧିକ ଖବର ଦେଖନ୍ତୁ...