Daily Archives

May 18, 2023

୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳ: ଦ୍ୱିତୀୟ ସ୍ଥାନରେ ଖୋର୍ଦ୍ଧା ଜିଲ୍ଲା ପାସ୍ ହାର

ଖୋର୍ଦ୍ଧା: ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେସନ୍ (ବିଏସ୍ଇ)ର ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ପୂର୍ବବର୍ଷ ତୁଳନାରେ ପାସ୍ ହାରରେ ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ସାମାନ୍ୟ ଉନ୍ନତି କରି ଦ୍ୱିତୀୟ ସ୍ଥାନରେ ପହଂଚିଛି । ପୂର୍ବବର୍ଷ ରେଗୁଲାର ପାସ୍ ହାର ୯୩.୮୨ ପ୍ରତିଶତ ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ତିବ୍ବତରେ ଲଢୁଆ ବିମାନ, ଅସ୍ତ୍ରଶସ୍ତ୍ର ଠୁଳ କରିଚାଲିଛି ଚୀନ, ଭାରତ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ : ଗୋଟିଏ ପଟେ ସୀମାରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ  ଓ ଚୀନ ମଧ୍ୟରେ ଆଲୋଚନା ଚାଲିଥିବାବେଳେ ଅନ୍ୟପଟେ ଚୀନ ତିବ୍ବତରେ ନିଜର ଶକ୍ତି ବୃଦ୍ଧି କରିଚାଲିଛି । ଏକ ଗୋପନ ସାମରିକ ଯୋଜନାର ଅଂଶବିଶେଷ ଭାବେ  ତିବ୍ବତରେ ବହୁ ସଂଖ୍ୟକ ଲଢୁଆ ବିମାନ, ହେଲିକପ୍ଟର, ଏୟାର ସତର୍କତା…
ଅଧିକ ଖବର ଦେଖନ୍ତୁ...

ଟ୍ରେନରେ କେତେ ରଖାଯାଏ ଏସିର ତାପମାତ୍ରା?

ନୂଆଦିଲ୍ଲୀ: ଖରାଦିନରେ ଯାତ୍ରୀମାନେ ଟ୍ରେନ ମାଧ୍ୟମରେ କୌଣସି ଦୂର ସ୍ଥାନକୁ ଯାତ୍ରା କରୁଥିଲେ ମୁଖ୍ୟତଃ ସ୍ଲିପର ଅପେକ୍ଷା ଏସି ବଗିକୁ ଅଧିକ ପସନ୍ଦ କରିଥାନ୍ତି | ଏସି ବଗିରେ ଯାତ୍ରା କରିବା ଦ୍ୱାରା ଯଦିଓ ଟିକେ ଅଧିକ ଖର୍ଚ୍ଚ ହୋଇଥାଏ କିନ୍ତୁ ଯାତ୍ରା ଆରାମଦାୟକ ରହିଥାଏ | ବର୍ତ୍ତମାନ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : କୋହଲିଙ୍କ ଶତକ, ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କଲା ବାଙ୍ଗାଲୋର

ହାଇଦ୍ରାବାଦ: ହାଇଦ୍ରାବାଦଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୫ତମ ମ୍ୟାଚରେ ହାଇଦ୍ରାବାଦକୁ ୮ ୱିକେଟରେ ପରାସ୍ତ କରିଛି ବାଙ୍ଗାଲୋର । ଦ୍ବିତୀୟ ପାଳିରେ ବାଙ୍ଗାଲୋର ୧୮୭ରନର ବିଜୟ ଲକ୍ଷ୍ୟକୁ ପିଛା କରି ୧୯,୨ ଓଭରରେ ୨ ୱିକେଟ ହରାଇ ୧୮୭ ରନ୍‌ କରି ବିଜୟୀ ହୋଇଛି । ବାଙ୍ଗାଲୋର ପକ୍ଷରୁ…
ଅଧିକ ଖବର ଦେଖନ୍ତୁ...

‘ଟାଇଗର-୩’ର ସୁଟିଂରେ ଆହତ ହେଲେ, ସଲମାନଙ୍କ ହାଲ୍ ବେହାଲ କଲା ୫କିଲୋର ଡମ୍ବଲ୍

ମୁମ୍ବାଇ: ବଲିଉଡର ସୁପରଷ୍ଟାର ସଲମାନ ଖାନ ଏବେ ତାଙ୍କ ନୂଆ ଚଳଚ୍ଚିତ୍ର ‘ଟାଇଗର-୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି। 'କିସି କା ଭାଇ କିସି କି ଜାନ' ପରେ ସଲମାନ 'ଟାଇଗର-୩'ରେ ନଜର ଆସି‌ବେ। 'କିସି କା ଭାଇ କିସି କି ଜାନ' ଫ୍ଲପ ହେବା ପରେ 'ଟାଇଗର-୩'କୁ ନେଇ ଆଶାବାଦୀ ଅଛନ୍ତି ସଲମାନ।‌ ତେବେ…
ଅଧିକ ଖବର ଦେଖନ୍ତୁ...

କୁକୁଡ଼ାକୁ ରଙ୍ଗ କରି ଶୁଆ ବୋଲି କହି ଅନଲାଇନରେ ବିକ୍ରି କରିଦେଲେ ଦୋକାନୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ପୋଷ୍ଟ ହୋଇଥାଏ। ଏଥି ମଧ୍ୟରୁ ଏମିତି କିଛି ଘଟଣାର ଭିଡିଓ ଦେଖିବାକୁ ମିଳେ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ନିକଟ‌ରେ ଏକ ଇନଷ୍ଟାଗ୍ରାମ ପେଜରେ ସବୁଜ ରଙ୍ଗର କୁକୁଡ଼ାର ଫଟୋ ସେୟାର କରି ଦାବି କରାଯାଇଛି…
ଅଧିକ ଖବର ଦେଖନ୍ତୁ...

ମେ ୨୮ରେ ନୂଆ ସଂସଦ ଭବନର ଉଦଘାଟନ କରିବେ ମୋଦୀ

ନୂଆଦିଲ୍ଲୀ: ନବନିର୍ମିତ ସଂସଦ ଭବନକୁ ଆସନ୍ତା ୨୮ ତାରିଖରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକସଭା ବାଚସ୍ପତି ଓମ୍ ବିର୍ଲା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ନବନିର୍ମିତ ସଂସଦ ଭବନର ଉଦଘାଟନ ପାଇଁ ଅନୁରୋଧ କରିଛନ୍ତି। ମେ' ୨୮ତାରିଖରେ ଏହି କୋଠା…
ଅଧିକ ଖବର ଦେଖନ୍ତୁ...

ବୁଝାଇବାକୁ ଯାଇଥିବା ପ୍ରେମିକାଙ୍କୁ ଅନ୍ୟ ଯୁବକଙ୍କ ସହିତ ଦେଖି ଭୋଭୋ ହୋଇ କାନ୍ଦିଲେ ପ୍ରେମିକ

ନୂଆଦିଲ୍ଲୀ: ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯେଉଁଥିରେ ଜଣେ ଯୁବକଙ୍କୁ ତାଙ୍କ ସାଙ୍ଗ ସହିତ ଏକ ଗେଟ ବାହାରେ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି। ଯୁବକଙ୍କୁ ଦେଖି ଲାଗୁଛି କି ସେ ତାଙ୍କ ପ୍ରେମିକାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ସେ ନିଜ ଶୈଳୀରେ…
ଅଧିକ ଖବର ଦେଖନ୍ତୁ...

ପୁରୀରେ ଲୋକାର୍ପିତ ହେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌, ଜାଣନ୍ତୁ ହାୱଡ଼ାକୁ କେତେ ଟଙ୍କା ପଡ଼ିବ ଭଡ଼ା

ଭୁବନେଶ୍ବର: ଭାରତୀୟ ରେଳବାଇର ଦ୍ରୁତଗାମୀ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଗୁରୁବାର ଲୋକାର୍ପିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପୁରୀ ରେଳଷ୍ଟେସନ୍‌ରୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି। ଏହି ଟ୍ରେନ୍‌ ଆସନ୍ତା ୨୦ ତାରିଖ ଠାରୁ ନିୟମିତ ଭାବେ ଚଳାଚଳ…
ଅଧିକ ଖବର ଦେଖନ୍ତୁ...

ନିର୍ବନ୍ଧ ଭାଙ୍ଗିବା ଖବରକୁ ନେଇ ଚର୍ଚ୍ଚା ହେବାରୁ ବିବାହ ତାରିଖ ଘୋଷଣା କରିଦେଲେ ତେଲୁଗୁ ଅଭିନେତା !

ହାଇଦ୍ରାବାଦ: ଚଳିତ ବର୍ଷ ଜାନୁଆରି ମାସରେ ସ‌ଫ୍ଟଓୟାର ଇଞ୍ଜିନିୟରଙ୍କ ସହ ନିର୍ବନ୍ଧ କରିଥିଲେ ଟଲିଉଡର ଲୋକପ୍ରିୟ ଅଭିନେତା ସର୍ବାନନ୍ଦ। ନିର୍ବନ୍ଧ ପରେ ଟଲିଉଡର ମୋଷ୍ଟ ଏଲିଜିବଲ ବ୍ୟାଚେଲର ସର୍ବାନନ୍ଦ ଚଳିତ ବର୍ଷ ଆମେରିକାର ସ‌ଫ୍ଟଓୟାର ଇଞ୍ଜିନିୟର ରକସିତା ରେଡ୍ଡୀଙ୍କ ସହିତ ବିବାହ…
ଅଧିକ ଖବର ଦେଖନ୍ତୁ...