Daily Archives

May 18, 2023

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅତିଥି ତାଲିକାରେ ନବୀନଙ୍କ ନାମ; ସୋରେନ୍ ଓ ମମତା ନିମନ୍ତ୍ରିତ,…

ଭୁବନେଶ୍ୱର: କର୍ଣ୍ଣାଟକରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ଅନେକ ଆଲୋଚନା ପରେ ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇଛି | ସିଦ୍ଦରମେୟା ହିଁ ମୁଖ୍ୟମନ୍ତ୍ରୀ ହେବେ ବୋଲି କଂଗ୍ରେସ ପକ୍ଷରୁ ଘୋଷଣା କରାଯାଇଛି | ଆସନ୍ତା ମେ ୨୦ ତାରିଖ ମଧ୍ୟାହ୍ନ ୧୨ଟା ୩୦ ସମୟରେ ଶପଥଗ୍ରହଣ…
ଅଧିକ ଖବର ଦେଖନ୍ତୁ...

୫୫୦୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କଲା ଟେଲିକମ କମ୍ପାନୀ ବିଟି ଗ୍ରୁପ

ନୂଆଦିଲ୍ଲୀ: ସାରା ବିଶ୍ୱରେ ଏବେ ବଡ଼ ବଡ଼ ଟେକ କମ୍ପାନୀ(ଟ୍ୱିଟର, ଆମାଜନ,ଫେସବୁକର ପ୍ୟାରେଣ୍ଟ୍ କମ୍ପାନୀ ମେଟା, ମାଇକ୍ରୋସଫ୍ଟ ) କର୍ମଚାରୀ ଛଟେଇ କରୁଛନ୍ତି | ଏହାରି ଭିତରେ ଆଉ ଏକ ବଡ ଟେଲିକମ କମ୍ପାନୀ ଛଟେଇ କରିବାକୁ ଯାଉଛି । ୟୁକେର ଟେଲିକମ୍ କମ୍ପାନୀ ବିଟି ଗ୍ରୁପ୍ ଏବେ ୫୫,୦୦୦…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଜୀବନସାଥୀଙ୍କ ଠାରୁ ଖୁସି ଖବର ଶୁଣିବେ। କାରବାରରେ ଲାଗି ରହିଥିବା ସମସ୍ୟା ବାପା ଦୂର କରିବେ। ଜମିରେ ନିବେଶ ଲାଗି ଦିନଟି ଭଲ। ଘରକୁ କୌଣସି ବନ୍ଧୁ ଆସିବେ। ବୃଷ: ଜ୍ଞାନବର୍ଦ୍ଧକ କଥା ଶୁଣିବାକୁ ପାଇବେ। ନୂଆ କାମରେ ଆଗ୍ରହ ବଢ଼ିବ। ବିରୋଧୀ ପକ୍ଷ କ୍ଷତି କରିବାକୁ ଚେଷ୍ଟା କରିବେ।…
ଅଧିକ ଖବର ଦେଖନ୍ତୁ...

ପୁଅ-ବୋହୂଙ୍କ ନିର୍ଯାତନା ସହି ନପାରି ବୃଦ୍ଧ ଦମ୍ପତି ଥାନାର ଦ୍ବାରସ୍ଥ

ଜଗତସିଂହପୁର: ବାର୍ଦ୍ଧକ୍ୟ ଆସିଲେ ପୁଅ ବୋହୂଙ୍କର ସାହାରା ଲୋଡ଼ା ପଡ଼େ। ନାତି-ନାତୁଣୀଙ୍କ କୋଳାହଳରେ ସମୟ ବିତାଇବାକୁ ଇଚ୍ଛା ହୁଏ। ସେଥିପାଇଁ ବାପା-ମାଆ ପୁଅଟିଏ ପାଇଁ କେତେ ଦିଅଁ ଦେବତାଙ୍କୁ ଡାକନ୍ତି। ମାତ୍ର ସେହି ପୁଅ, ବୁଢ଼ା ବାପା ମା’ଙ୍କ ଦୁଃଖ ଦୂର କରିବା ତ ଦୂରରେ ଥାଉ, ବୟସର…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା ଉପଖଣ୍ଡରେ ଶ୍ରଦ୍ଧା ସୁମନ ଟପ୍ପର; ସଦର ବ୍ଲକରେ ସର୍ବାଧିକ ଏ-୧, ଚିଲିକାରେ ସର୍ବନିମ୍ନ-୩

ଖୋର୍ଦ୍ଧା: ଖୋର୍ଦ୍ଧା ଉପଖଣ୍ଡର ଖୋର୍ଦ୍ଧା, ଟାଙ୍ଗୀ, ବୋଲଗଡ଼, ବେଗୁନିଆ, ବାଣପୁର ଓ ଚିଲିକା ଶିକ୍ଷା ବ୍ଲକରେ ଖୋର୍ଦ୍ଧା ବ୍ଲକରେ ସର୍ବାଧିକ ୨୮ଜଣ ଏ-୧ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଖୋର୍ଦ୍ଧା ପୌରାଂଚଳର ସରକାରୀ ବାଳିକା ବିଦ୍ୟାଳୟର ଶ୍ରଦ୍ଧା ସୁମନ ସେନ ୫୮୧ ନମ୍ବର ରଖି ଖୋର୍ଦ୍ଧା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : କ୍ଲାସେନଙ୍କ ଶତକ, ବାଙ୍ଗାଲୋର ଆଗରେ ୧୮୭ରନର ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ହାଇଦ୍ରାବାଦ : ହାଇଦ୍ରାବାଦଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଆଗରେ ୧୮୭ରନର ବିଜୟ ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ । ଏହି ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।…
ଅଧିକ ଖବର ଦେଖନ୍ତୁ...

ଭାବିସ୍ୱାମୀଙ୍କ ନାମ ମେହେନ୍ଦିରେ ଲେଖିବା ପରେ ପ୍ରେମିକ ସହ ପଳାଇଲେ ଯୁବତୀ

ମୁଜାଫରପୁର: ବିହାରର ମୁଜାଫରପୁର ଜିଲ୍ଲାର ବୋଚହା ପୁଲିସ ଷ୍ଟେସନ ଅଂଚଳରୁ ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ମିଳିଥିବା ସୂଚନା ମୁତାବକ ଆଜି ଜଣେ ଯୁବତୀଙ୍କ ବାହାଘର ହେବାକୁ ଥିବାବେଳେ ରୀତିନୀତି ମୁତାବକ ସେ ନିଜ ହାତରେ ମେହେନ୍ଦି ଲଗାଇଥିଲେ…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ ପରୀକ୍ଷାରେ ୯୭ ପ୍ରତିଶତ ସହ ଢେଙ୍କାନାଳ ଜିଲ୍ଲାର ଟପ୍ପର ହେଲେ ଏସ୍‌ ରାମେଶ୍ଵରୀ ନନ୍ଦ

ଓଡ଼ାପଡ଼ା: ଚଳିତ ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଛନ୍ତି ଏସ୍‌ ରାମେଶ୍ଵରୀ ନନ୍ଦ। ଚଳିତବର୍ଷ ପ୍ରକାଶ ପାଇଥିବା ମାଟ୍ରିକ ପରୀକ୍ଷା ଫଳରେ ଓଡ଼ାପଡ଼ା ବ୍ଲକ ଅନ୍ତର୍ଗତ ଧଳପୁର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଏସ୍‌ ରାମେଶ୍ଵରୀ ନନ୍ଦ ଶତକଡା ୯୭ ଭାଗରୁ ଅଧିକ ନମ୍ବର ରଖି ଢେଙ୍କାନାଳ…
ଅଧିକ ଖବର ଦେଖନ୍ତୁ...

ଆଲିଆଙ୍କ ପରେ ମୁମ୍ବାଇର ବିକେସିରେ ୧୭କୋଟିର ଆପାର୍ଟମେଣ୍ଟ କିଣିଲେ ନୀତୁ କପୁର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମୁମ୍ବାଇର ବାନ୍ଦ୍ରାଠାରେ ୩୭କୋଟି ଟଙ୍କାର ବିଳାସପୂର୍ଣ୍ଣ ଫ୍ଲାଟ କିଣିବାର କିଛି ଦିନ ପରେ ତାଙ୍କ ଶାଶୁ ତଥା ଅଭିନେତ୍ରୀ ନୀତୁ କପୁର ମଧ୍ୟ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଥିବା ଜଣାପଡ଼ିଛି। ଅଭିନେତ୍ରୀ ନୀତୁ କପୁର ମୁମ୍ବାଇର ବାନ୍ଦ୍ରା-କୁର୍ଲା…
ଅଧିକ ଖବର ଦେଖନ୍ତୁ...

ଗଂଜାମରେ ଚୋର ସନ୍ଦେହରେ ଯୁବକଙ୍କୁ ପିଟି ପିଟି ହତ୍ୟା

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଚିଙ୍ଗୁଡ଼ିଘାଇ ଗ୍ରାମରେ ଜଣେ ଯୁବକଙ୍କୁ ଚୋର ସନ୍ଦେହରେ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି। ମୃତକଜଣକ ହେଉଛନ୍ତି, ପୁରୀ ଜିଲ୍ଲା ବାଦୁରାବର ଗ୍ରାମର ବାହୁଡ଼ା ସାହୁ (୨୨)। ପୁଲିସ ଶବକୁ ଜବତ କରିଥିବା ସହ ସାଇଣ୍ଟିଫିକ୍ ଟିମ୍…
ଅଧିକ ଖବର ଦେଖନ୍ତୁ...