Daily Archives

May 19, 2023

ବ୍ୟାଙ୍କରୁ ବନ୍ଧକ ସୁନା ଫେରି ପାଇବା ନେଇ ହନ୍ତସନ୍ତ; ବ୍ୟାଙ୍କର ଟାଳଟୁଳ ନୀତିକୁ ନେଇ ବଢୁଛି ସନ୍ଦେହ

ବୈପାରିଗୁଡା: ଚାଷ ପାଇଁ ସୁନା ବନ୍ଧକ ଦେଇ କୃଷି ଋଣ କରିବା ଏବଂ ସମ୍ପୂର୍ଣ୍ଣ ୠଣ ସୁଝିବା ପରେ ସୁନା ଫେରାଇ ଦେବାର ବ୍ୟାଙ୍କ ତରଫରୁ ନିୟମ ରହିଥିଲେ ମଧ୍ୟ ବୈପାରିଗୁଡାସ୍ଥିତ ଏକ ରାଷ୍ଟ୍ରାୟତ ବ୍ୟାଙ୍କ ବିଭିନ୍ନ ଆଳ ଦେଖାଇ ସୁନା ଫେରାଇବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ସିଦ୍ଦରାମେୟା ଶପଥ ଗ୍ରହଣ ଉତ୍ସବରେ ଦେଖାଯିବ ବିରୋଧୀ ଏକତା

ନୂଆଦିଲ୍ଲୀ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ଶପଥକୁ ବିରୋଧୀ ଏକତାର ପ୍ରତୀକ କରିବାକୁ କଂଗ୍ରେସ ପ୍ରସ୍ତୁତି ଚଳାଇଛି। ସିଦ୍ଧରମୈୟାଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ କେତେକ ବିରୋଧୀ ଦଳକୁ ବାଦ୍ ଦେଲେ କଂଗ୍ରେସ ଅଧିକାଂଶ ଦଳକୁ ନିମନ୍ତ୍ରଣ ପଠାଇଛି। ବିରୋଧୀ ଦଳ ନେତାଙ୍କ ମଧ୍ୟରେ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ: ଚାଲିଗଲା ନାବାଳକର ଜୀବନ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥମୁନି ନକ୍ସଲଙ୍କ ଆତଙ୍କ। କେତେବେଳେ ମୋବାଇଲ ଟାୱାର ତ ଅନ୍ୟ କେତେବେଳେ ପଞ୍ଚାୟତ କୋଠାକୁ ବିସ୍ଫୋରଣ ଉଡାଇ ନିଜର ଉପସ୍ଥିତି ଜାହିର କରୁଛନ୍ତି। ଗତକାଲି ସଂଧ୍ୟାରେ ଜଙ୍ଗଲରେ ବିଛାଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ନିରୀହ ଶିଶୁର ଜୀବନ ଯାଇଛି।…
ଅଧିକ ଖବର ଦେଖନ୍ତୁ...

ସାଥୀକୁ ଗୁଳି କରି ହତ୍ୟାକଲା ନକ୍ସଲ

ରାଉରକେଲା: ‌ଦାଦା ବଟି ଆଦାୟକୁ କେନ୍ଦ୍ରକରି ଜଣେ ନକ୍ସଲ ଅନ୍ୟ ନକ୍ସଲସାଥୀକୁ ଗୁଳି କରି ହତ୍ୟା କରିଛି। ଏମିତି ଅଭାବନୀୟ ଘଟଣା ଘଟିଛି ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଗୋଏଲ‌କେରା ଥାନା ଅଞ୍ଚଳରେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ନକ୍ସଲର ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ…
ଅଧିକ ଖବର ଦେଖନ୍ତୁ...

ଦହିରେ ରହିଛି ଅନେକ ଉପକାରୀ ଗୁଣ: ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ; ହାଡ଼ ହୁଏ ମଜବୁତ୍‌

ପ୍ରତ୍ୟେକ ଖାଦ୍ୟରେ କିଛି ନା କିଛି ଭଲ ଗୁଣ ରହିଛି। ମାତ୍ର ଏପରି କିଛି ଖାଦ୍ୟ ରହିଛି, ଯେଉଁଥିରୁ ଆପଣଙ୍କୁ ଏକାସାଙ୍ଗରେ ଅନେକ ଗୁଡ଼ାଏ ଲାଭ ମିଳିଥାଏ। ସେପରି ଏକ ଖାଦ୍ୟ ହେଉଛି ଦହି। ଦହିକୁ ଆପଣ ଖାଲି ଖାଦ୍ୟ ନୁହେଁ, ପାନୀୟ ଭାବେ ବି ନେଇ ପାରନ୍ତି। ଏହାକୁ ଖାଇଲେ ବା ପିଇଲେ ନାନା ଧରଣର…
ଅଧିକ ଖବର ଦେଖନ୍ତୁ...

ଚୋରକୁ କାବୁ କଲା ୮ ବର୍ଷର ଝିଅ

ରାଉରକେଲା: ୮ ବର୍ଷର ସାହସୀ ବାଳିକା ଅଦ୍ଭୁତ ଉପାୟରେ ଜଣେ ଚୋରକୁ କାବୁ କରିଛି। ଏହି ବୟସରେ ତା’ର ଏତେ ବଡ଼ ସାହସିକତାକୁ ଅଞ୍ଚଳବାସୀ ବେଶ୍ ପ୍ରଶଂସା କରିଛନ୍ତି। ଆଜି ସକାଳେ ଏହି ଘଟିଛି ରାଉରକେଲା ସେକ୍ଟର-୧ ଏନ୍‌ଆଇଟି ରୋଡ଼ରେ। ସିଆଇଏସ୍‌ଏଫ୍‌ ଅଧିକାରୀ ଶୁଭ ନାରାୟଣ ଦାସ ପରିବାର ସହ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ସହ ସ୍ବାଭାବିକ ସଂପର୍କ ଚାହୁଁ, କିନ୍ତୁ… ଭାରତ-ପାକ ସଂପର୍କ ଉପରେ କହିଲେ ମୋଦୀ

ନୂଆଦିଲ୍ଲୀ : ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନର ହିରୋସିମାରେ ପହଞ୍ଚିଛନ୍ତି। ଏହି ସାକ୍ଷାତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏକ ବଡ ବୟାନ ଦେଇଛନ୍ତି । ଜାପାନୀ ଗଣମାଧ୍ୟମ ନିକ୍କି ଏସିଆକୁ…
ଅଧିକ ଖବର ଦେଖନ୍ତୁ...

ଅରିଜିତଙ୍କ ‘ଆଜ ଫିର ତୁମପେ ପ୍ୟାର ଆୟା ହେ…’ ଗୀତ ଶୁଣି ବିରକ୍ତିରେ କାନ୍ଦି ପକାଇଥିଲେ ଅନୁରାଧା

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିରେ ୮୦ ଏବଂ ୯୦ ଦଶକରେ ଲୋକପ୍ରିୟ ଥିବା ବରିଷ୍ଠ ଗାୟକମାନଙ୍କ ମଧ୍ୟରୁ ଜଣେ ହେଲେ ଅନୁରାଧା ପୌଡୱାଲ। ସେ ୧୯୭୩ରେ ଅମିତାଭ ବଚ୍ଚନଙ୍କ ଫିଲ୍ମ 'ଅଭିମାନ' ସହିତ ଗୀତ ଗାଇବାର ଯାତ୍ରା ଆରମ୍ଭ କରିଥିଲେ। ଏହା ପରେ, ତାଙ୍କର ଖ୍ୟାତି କ୍ରମାଗତ ଭାବରେ ବୃଦ୍ଧି ପାଇବାରେ…
ଅଧିକ ଖବର ଦେଖନ୍ତୁ...

୮ ଦିନ ପରେ ବି ନିଖୋଜ ଆଇଟିଡିଏ କର୍ମଚାରୀଙ୍କ ପତ୍ତା ନାହିଁ, ସିସିଟିଭି ଫୁଟେଜ ଯାଞ୍ଚ ଆରମ୍ଭ

ଜୟପୁର: ଗତ ୮ଦିନ ହେବ ଜୟପୁର ଆଇଟିଡିଏ କାର୍ଯ୍ୟାଳୟରେ କାମ କରୁଥିବା ନିରଞ୍ଜନ ବାଘ (୨୭) ନାମକ କର୍ମଚାରୀ ନିଖୋଜ ହୋଇ ଯାଇଛନ୍ତି। ବାପା ସହଦେବ ବାଘ ଜୟପୁର ଟାଉନଥାନାରେ ସେ ଦିନ ସନ୍ଧ୍ୟାରେ ଦେଇଥିଲେ। ୮ଦିନ ପରେ ବି ପୁଲିସ ହାତ ଖାଲି। ଏବେ ପୁଲିସକୁ ମିଳିଥିବା ସିସିଟିଭି ଫୁଟେଜର ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...

ନକଲି ମାର୍କସିଟ୍‌ ଭାଇରାଲ; କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କଲେ ଶିକ୍ଷାବିତ୍

ଜୟପୁର: ସଦ୍ୟ ପ୍ରକାଶିତ ମାଟ୍ରିକ ପରୀକ୍ଷା ଫଳର ଜୈନେକା ଛାତ୍ରୀଙ୍କ ନାଁରେ ଏକ ମାର୍କସିଟ୍ ଭାଇରାଲ କରାଯାଇଛି। ଏହି ମାର୍କସିଟରେ ବସନ୍ତ ସୌରା, ବିଜୁପଟ୍ଟନାୟକ ହାଇସ୍କୁଲ କୁନ୍ଦ୍ରା, ରୋଲ ନଂ ୪୧୨ଏଚଏ୧୨ଏ ବୋଲି ଲେଖାଯିବା ସହ ଦ୍ବିତୀୟ ବିଷୟ ଇଂରାଜୀରେ ୧୦୭ ଏବଂ ସାମାଜିକ ବିଜ୍ଞାନରେ…
ଅଧିକ ଖବର ଦେଖନ୍ତୁ...