Daily Archives

May 19, 2023

ଚଳନ୍ତା ସ୍କୁଟିରେ ସ୍ନାନ କରିବାର ମଜା ନେବା ଯୁବକଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକା୍ର ଭିଡିଓ ଭାଇରାଲ ହୋଇଥାଏ। ତେବେ ଲୋକେ ଭିଡିଓ ଭାଇରାଲ ପାଇଁ ବିଭିନ୍ନ ପ୍ରକାର ଉପାୟ ଅପଣାଉଥିବା ଦେଖିବାକୁ ମିଳୁଛି। ଏଥିମଧ୍ୟରୁ ଏମିତି କିଛି ଭିଡିଓ ରହିଛି ଯାହାକୁ ଲୋକେ ଭାଇରାଲ ପାଇଁ କରୁଥିବା ବେଳେ ତାହା ସେମାନଙ୍କ ଉପରେ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ଏଫ୍‌ କ୍ୟାମ୍ପ ନିକଟରେ ଚଳନ୍ତା ବସ୍ ଉପରକୁ ଗୁଳିମାଡ ଘଟଣା: ପୁଲିସର ତଦନ୍ତ ଜାରି

ବୈପାରିଗୁଡା: ଚଳନ୍ତା ବସ୍ ଉପରକୁ ଗୁଳିମାଡ ଘଟଣା ପରେ ପୁଲିସର ତଦନ୍ତ ଜାରି ରହିଛି। କେଉଁ ପରିସ୍ଥିତିରେ ଏବଂ କେଉଁ କାରଣରୁ ବସ୍ ଉପରକୁ ଗୁଳିମାଡ ହୋଇଛି। ଏହାକୁ ନେଇ ବିଭିନ୍ନ ଦିଗକୁ ଅନୁଧ୍ୟାନ କରାଯାଉଥିବା ପୁଲିସ ପ୍ରକାଶ କରିଛି। ପ୍ରକାଶ ଥାଉ କି, ଗୁରୁବାର ରାତି ପ୍ରାୟ ୧୦ଟା ସମୟରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ଆପଣଙ୍କୁ ଲାଭ ହିଁ ଲାଭ ହେବ। ସାମାଜିକ କାର୍ଯ୍ୟରେ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରିବେ। ବୃଷ: କାମ ସଂପୂର୍ଣ୍ଣ କରିବା ଚେଷ୍ଟାରେ ସଫଳ ହେବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସନ୍ଧ୍ୟାରେ ଭାଇ…
ଅଧିକ ଖବର ଦେଖନ୍ତୁ...

ଏଏସଓ ନିଯୁକ୍ତି ମାମଲା: ପ୍ରକାଶିତ ମେଧା ତାଲିକାକୁ ରଦ୍ଦ କଲେ ହାଇ‌କୋର୍ଟ

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ତରଫରୁ ଅନୁଷ୍ଠିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ନିଯୁକ୍ତି ପରୀକ୍ଷାରେ ପ୍ରକାଶିତ ମେଧା ତାଲିକାକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ବିଷୟଭିତ୍ତିକ ସର୍ବନିମ୍ନ ମାର୍କ ନିୟମ ଲାଗୁ କରାଯିବା ନିଯୁକ୍ତି ନିୟମ ଅନୁସାରେ ଗ୍ରହଣୀୟ ନୁହେଁ। ଓଡ଼ିଶା…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ରାଜସ୍ଥାନ ଆଗରେ ୧୮୮ ରନର ଲକ୍ଷ୍ୟ ରଖିଲା ପଂଜାବ

ଧର୍ମଶାଳା : ହିମାଚଳ ପ୍ରଦେଶର ଧର୍ମଶାଳାଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୬ତମ ମ୍ୟାଚରେ ରାଜସ୍ଥାନ ଆଗରେ ୧୮୮ ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍ । ଏହି ମ୍ୟାଚରେ ରାଜସ୍ଥାନ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଂଜାବ ଆରମ୍ଭରୁ ବେଶ…
ଅଧିକ ଖବର ଦେଖନ୍ତୁ...

ଗୋଟିଏ ଫିଲ୍ମ ପାଇଁ ୨୦୦କୋଟି ନେଉଛନ୍ତି ବିଜୟ ! ସତ କ’ଣ ଜାଣନ୍ତୁ

ନୂଆଦିଲ୍ଲୀ: ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ଥଲପତି ବିଜୟ। ନିଜ ଫିଲ୍ମ ଜରିଆରେ ସେ ଦେଶ-ବିଦେଶରେ କୋଟି କୋଟି ଲୋକଙ୍କ ହୃଦୟ କିଣିଥିବା ବେଳେ ତାଙ୍କୁ ବକ୍ସ ଅଫିସର କିଙ୍ଗ କୁହାଯାଏ। ସେ ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଆଗ ଧାଡ଼ିର ତାରକାମାନଙ୍କ ମଧ୍ୟରୁ ଜଣେ। ତେବେ ଆଗଧାଡ଼ିର ତାରକା…
ଅଧିକ ଖବର ଦେଖନ୍ତୁ...

ଆପଣଙ୍କ ପାଖରେ ୨୦୦୦ ଟଙ୍କିଆ ନୋଟ୍‌ ଅଛି କି ? ବ୍ୟସ୍ତ ହୁଅନ୍ତୁ ନାହିଁ; ଜାଣନ୍ତୁ କରିବେ କ’ଣ…

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଆଜି ୨୦୦୦ ଟଙ୍କିଆ ନୋଟ୍‌ର ପ୍ରତ୍ୟାହାର ଘୋଷଣା କରାଯାଇଛି। ଆରବିଆଇର ଏହି ଘୋଷଣା କିଛି ବର୍ଗର ଲୋକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି, ଯଦିଓ ଏହି ନୋଟ୍‌ଗୁଡ଼ିକ ବୈଧ ହେବ ବୋଲି କୁହାଯାଇଛି। ଏଠାରେ ଆପଣଙ୍କ ମନରେ ୨୦୦୦ ଟଙ୍କିଆ ନୋଟ୍‌ର…
ଅଧିକ ଖବର ଦେଖନ୍ତୁ...

ଏଣିକି ମହାକାଶରେ ବି ବିବାହ କରି ପାରିବେ ବର ଓ ବଧୂ!

ନୂଆଦିଲ୍ଲୀ: ଡେଷ୍ଟିନେସନ ୱେଡିଙ୍ଗ ସାଧାରଣ କଥା ହୋଇଗଲାଣି। ଆଜିକାଲି ଲୋକେ ବିବାହ ପୂର୍ବରୁ ବିଭିନ୍ନ ଡେଷ୍ଟିନେସନ ସ୍ଥାନକୁ ଯାଇ ଫଟୋ ଉଠାଉଥିବା ବେ‌ଳେ ବିବାହ ବି ଏମିତି ଡେଷ୍ଟିନେସନ ସ୍ଥାନକୁ ଯାଇ କରୁଛନ୍ତି। ଏଭଳି ବିବାହର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ…
ଅଧିକ ଖବର ଦେଖନ୍ତୁ...

୨ବର୍ଷ ପରେ ଜେଲରୁ ମୁକୁଳିଲେ ବିଗ୍ ବସ୍-୭ ପ୍ରତିଯୋଗୀ ଏଜାଜ ଖାନ୍, ଏହି ଅପରାଧ ପାଇଁ ମିଳିଥିଲା ଦଣ୍ଡ

ମୁମ୍ବାଇ: ୨ବର୍ଷ ପରେ ଜେଲରୁ ମୁକୁଳିଲେ ବିଗ୍ ବସ୍-୭ ପ୍ରତିଯୋଗୀ ଏଜାଜ ଖାନ୍। ଦୁଇ ବର୍ଷ ଧରି ଡ୍ରଗ୍ସ ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ଏଜାଜ ଖାନଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଡ୍ରଗ୍ସ ମାମଲାରେ ୨୦୨୧ମସିହାରେ ମୁମ୍ବାଇ ବିମାନବନ୍ଦରରେ ନାର୍କୋଟିକ୍ସ କଣ୍ଟ୍ରୋଲ…
ଅଧିକ ଖବର ଦେଖନ୍ତୁ...

୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାରର କାରଣ କ’ଣ? କାହିଁକି ଏପରି ନିଷ୍ପତ୍ତି ନେଲା ରିଜର୍ଭ ବ୍ୟାଙ୍କ?

ଭୁବନେଶ୍ବର : ବଜାରରୁ ୨ ହଜାର ଟଙ୍କିଆ ନୋଟ ପ୍ରତ୍ୟାହାର ପାଇଁ ରିଜର୍ଭ ବ୍ୟାଙ୍କ ଆଜି ଏକ ବଡ଼ ଘୋଷଣା କରିଛି । ଲୋକମାନେ ଆସନ୍ତା  ମେ ୨୩ରୁ ସେପ୍ଟେମ୍ବର ୩୦ ମଧ୍ୟରେ ବ୍ୟାଙ୍କ ଶାଖା କିମ୍ବା ରିଜର୍ଭ ବ୍ୟାଙ୍କ ଆଞ୍ଚଳିକ ଶାଖାରେ ଏହି ନୋଟ ବଦଳାଇପାରିବେ । ତେବେ ହଠାତ୍ ରିଜର୍ଭ କାହିଁକି ଏପରି…
ଅଧିକ ଖବର ଦେଖନ୍ତୁ...