Daily Archives

May 20, 2023

‘କଂଗ୍ରେସ ଛାଡିଲେ ଅବସ୍ଥା କ’ଣ ହୁଏ, ସମସ୍ତେ ଜାଣନ୍ତି’ ପାଇଲଟଙ୍କୁ ଟାର୍ଗେଟ କରି କହିଲେ ରାଜସ୍ଥାନ…

ଜୟପୁର: ରାଜସ୍ଥାନ କଂଗ୍ରେସରେ ଲଢେଇ କମିବାର ନାମ ନେଉନାହିଁ | ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଓ କଂଗ୍ରେସ ନେତା ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଲଢେଇ ଦିନକୁ ଦିନ ବଢିଚାଲିଛି | ବିଶେଷ କରି କିଛିଦିନ ତଳେ ସଚିନ ପାଇଲଟ ଦୁର୍ନୀତି ବିରୋଧରେ ଜନସଂଘର୍ଷ ପଦଯାତ୍ରା ଆୟୋଜନ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: କୋଲକାତା ଆଗରେ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣର ୬୮ତମ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସକୁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ ଭେଟିଛି। କୋଲକାତାର ଇଡେନ ଗାର୍ଡେନରେ ଶନିବାର ଘରୋଇ ଦଳ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଲକ୍ଷ୍ନୌ ଟିମ୍‌…
ଅଧିକ ଖବର ଦେଖନ୍ତୁ...

ନାତୁଣୀ ଅଦା ଶର୍ମାଙ୍କୁ ଦୁଷ୍କର୍ମ କରାଯାଉଥିବାର ଦୃଶ୍ୟ ଦେଖି ଏଭଳି ପ୍ରତିକ୍ରିୟା ରଖିଲେ ଜେଜେ ମା’

ମୁମ୍ବାଇ: ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’। ଫିଲ୍ମର ବଜେଟ ମାତ୍ର ୧୫-୨୦କୋଟି ଥିବା ବେଳେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଦେଖାଯାଇଛି। ଖୁବଶୀଘ୍ର ଫିଲ୍ମଟି ୨୦୦କୋଟି କ୍ଲବରେ ସାମିଲ ହେବ ବୋଲି ଜଣାପଡ଼ିଛି। ତେବେ ଫିଲ୍ମରେ…
ଅଧିକ ଖବର ଦେଖନ୍ତୁ...

ଧୋନିଙ୍କ ପ୍ରଶଂସକ ଖୁସି ହୁଅନ୍ତୁ: ଆଉ ୫ ବର୍ଷ ଧୋନି ଆଇପିଏଲ୍‌ରେ ନଖେଳିବାର କୌଣସି କାରଣ ନାହିଁ ବୋଲି କହିଲେ…

ନୂଆଦିଲ୍ଳୀ: ପୂର୍ବତନ ଭାରତୀୟ କ୍ୟାପଟେନ୍ ତଥା  ଆଇପିଏଲ୍‌ରେ ଚେନ୍ନାଇ ସୁପର୍‌କିଙ୍ଗ୍‌ (ସି‌ଏସ୍‌କେ)ର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଚଳିତବର୍ଷ ଜୁଲାଇ ୭ ତାରିଖରେ ୪୨ ବର୍ଷର ହୋଇଯିବେ। ତେବେ କେତେକ ପ୍ରଶଂସକ ଆଶଙ୍କା କରୁଛନ୍ତି ‌ଯେ ଆଇପିଏଲ୍‌ ୨୦୨୩ ଧୋନିଙ୍କର ଶେଷ ସିଜନ୍‌…
ଅଧିକ ଖବର ଦେଖନ୍ତୁ...

ଭାଇ ପାଇଁ ଭଉଣୀର ସଂଘର୍ଷ, ଟିଉସନ ପଢ଼ାଇ ଭାଇକୁ ପଢ଼ାଇଥିଲେ ପାଠ

ମାଲକାନଗିରି: ଜୀବନରେ ଏମିତି ସମ୍ପର୍କ ଥାଏ ତାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଆଉ ସେହି ସମ୍ପର୍କ ମଧ୍ୟରୁ ଗୋଟିଏ ହେଉଛି ଭାଇଭଉଣୀ ସମ୍ପର୍କ। ସେଥିରେ ନା ଥାଏ କୌଣସି ସ୍ବାର୍ଥ ନା ଥାଏ କୌଣସି ସର୍ତ୍ତ। ଭାଇକୁ ସଫଳତା କରାଇବା ପାଇଁ ଭଉଣୀ ସଂଘର୍ଷ କରି…
ଅଧିକ ଖବର ଦେଖନ୍ତୁ...

୨୦୨୪ ମସିହାରେ କ୍ବାଡ୍‌ ଶିଖର ସମ୍ମିଳନୀ ଆୟୋଜନ କରିବ ଭାରତ, ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାପାନର ହିରୋସିମାଠାରେ କ୍ୱାଡ ଦେଶର ମୁଖ୍ୟମାନଙ୍କ ସହିତ ବୈଠକ କରିଥିଲେ। ଏହି ସମୟରେ ମୋଦୀ କହିଛନ୍ତି ଯେ ୨୦୨୪ରେ ଭାରତରେ କ୍ୱାଡ ସମ୍ମିଳନୀ ଆୟୋଜନ କରି ଆମେ ଖୁସି ହେବୁ। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆ…
ଅଧିକ ଖବର ଦେଖନ୍ତୁ...

ପ୍ରେମିକଙ୍କ ସହ ନିର୍ବନ୍ଧ କଲେ ଅନୁରାଗ କଶ୍ୟପଙ୍କ ଝିଅ ଆଲିଆ

ମୁମ୍ବାଇ: ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ଝିଅ ଆଲିଆ କଶ୍ୟପ ଅନେକ ସମୟରେ ତାଙ୍କ ବୋଲ୍ଡ ଲୁକ୍ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। କିନ୍ତୁ ଏବେ ଆଲିଆ ବ୍ୟକ୍ତିଗତ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଆଲିଆ ଆଜି ତାଙ୍କର ବିଦେଶୀ ପ୍ରେମିକ ଶେନ ଗ୍ରେଗୋହରେଙ୍କ ସହିତ…
ଅଧିକ ଖବର ଦେଖନ୍ତୁ...

ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଏନବିଡବ୍ଲ୍ୟୁ ଜାରି

ଭୁବନେଶ୍ବର: ବହଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାଁରେ ଜାମିନ୍ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି ହୋଇଛି। ଶ୍ରଦ୍ଧାଞ୍ଜଳି ବେହେରା ସିବିଆଇ କୋର୍ଟରେ ପିଟସନ ଦାଖଲ କରିଥିଲେ ବି ଶାରୀରିକ ଭାବେ ଅସୁସ୍ଥତା ଦେଖାଇ ହାଜର ହେଉ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟରେ ସ୍ଥାୟୀ ପୁଲିସ ଚୟନ ବୋର୍ଡକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର: ରାଜ୍ୟରେ ସ୍ଥାୟୀ ପୁଲିସ ଚୟନ ବୋର୍ଡ ଗଠନ ହେବ। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥିରେ ଅଧ୍ୟକ୍ଷଙ୍କ ସମେତ ଦୁଇ ଜଣ ସଦସ୍ୟ ରହିବେ। ଏତଦ୍‌ବ୍ୟତୀତ ବୋର୍ଡ ଅଫିସ କାର୍ଯ୍ୟ ପରିଚାଳନା ଦିଗରେ ୨୪ଟି ପ୍ରଶାସନିକ ତଥା ଅନ୍ୟ ପଦବି ମଧ୍ୟ…
ଅଧିକ ଖବର ଦେଖନ୍ତୁ...

ଗାଡ଼ି କିଣିବା ପରେ ସୋ’ ରୁମ୍‌ରେ ନାଚିଲେ ପୂରା ପରିବାର, ଖୁସିରେ ଭିିଡିଓ ସେୟାର୍‌ କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ: ଯଦି ଆପଣ ହସିବାକୁ ଚାହୁଁଛନ୍ତି ତ ଏହି ଭିଡିଓ ଆପଣଙ୍କ ପ‌ାଇଁ ଉପଯୁକ୍ତ ହେବ। କାରଣ ଆମେ ଯେଉଁ ଭିଡିଓଟିକୁ ଆପଣଙ୍କୁ ଦେଖାଇବୁ ତାହାକୁ ଦେଖିବା ପରେ ଆପଣ ନିଜର ହସ ରୋକିପାରିବେ ନାହିଁ। କାର କିଣିବା ପରେ ଏକ ପରିବାର କିପରି ଖୁସି ମନାଉଛନ୍ତି ତାହା ଏକ ଭିଡିଓ କ୍ଲିପ୍‌ରେ…
ଅଧିକ ଖବର ଦେଖନ୍ତୁ...