Daily Archives

May 21, 2023

ଜିଲ୍ଲାପାଳଙ୍କୁ ରୋଗାଗ୍ରସ୍ତ ଅବସରପ୍ରାପ୍ତ ଶ୍ରମିକଙ୍କ ଆକୁଳ ନିବେଦନ; କହିଲେ- ଆମ ଦୁଃଖ ଦୂର କରନ୍ତୁ

ଜୟପୁର: ସ୍ଥାନୀୟ କାଗଜ କଳ ଅବସରପ୍ରାପ୍ତ ଶ୍ରମିକ ଜୟରାମ ପ୍ରସାଦ ଗତ କିଛିଦିନ ତଳେ ଅସୁସ୍ଥ ହୋଇ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ବଡ ଡାକ୍ତରଖାନାରେ ଚିକିତ୍ସିତ ହୋଇ ସାମାନ୍ୟ ସୁସ୍ଥ ହୋଇ ଫେରିଛନ୍ତି। ଆଜି ସେ ଜିଲ୍ଲାପାଳଙ୍କୁ ନିବେଦନ କରିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ପୁଣି ହିଟ୍-ଆଣ୍ଡ-ରନ ମାମଲା, ପାର୍ଟିରୁ ଫେରୁଥିବା ମହିଳାଙ୍କ କାର ଧକ୍କାରେ ଯୁବକ ମୃତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ଏକ ହିଟ୍-ଏଣ୍ଡ-ରନ୍ ମାମଲା ସାମନାକୁ ଆସିଛି । ଜଣେ ମହିଳା ଚଳାଉଥିବା ଏକ ବିଏମଡବ୍ଲୁ କାର ଧକ୍କାରେ ଜଣେ ପଥଚାରୀଙ୍କ ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି ଦିଲ୍ଲୀର ମୋତି ନଗର ଅଂଚଳରେ । ଏହି ସଡ଼କ ଦୁର୍ଘଟଣା ପରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା…
ଅଧିକ ଖବର ଦେଖନ୍ତୁ...

ଝିଅର ଅଚାନକ ନିର୍ବନ୍ଧ ଜାଣି ଆଶ୍ଚର୍ଯ୍ୟ ହୋଇଗଲେ ବାପା ଅନୁରାଗ କଶ୍ୟପ

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ଅନୁରାଗ କାଶ୍ୟପଙ୍କ ଝିଅ ଆଲିଆ କଶ୍ୟପ ତାଙ୍କର ବିଦେଶୀ ପ୍ରେମିକ ଶେନ ଗ୍ରେଗୋହରେଙ୍କ ସହିତ ନିର୍ବନ୍ଧ କରିଥିଲେ । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେନଙ୍କ ସହ ଫଟୋ ସେୟାର କରି ଆଲିଆ କାଶ୍ୟପ ନିଜେ ଏହି ଖୁସି ଖବର ଦେଇଥିଲେ । ଏହି ଫଟୋଗୁଡ଼ିକ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ଅଭାବ ଲାଗି ବାପା-ମା’ ପଢ଼ାଇ ପାରିଲେନି ପାଠ; ମାଉସୀ ଦେଲେ ଆଶ୍ରୟ, ପରିଶ୍ରମ ଆଗରେ ହାର ମାନିଲା ଦାରିଦ୍ର୍ୟ

ରାୟଗଡା: ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟାତା। ପାଠ ପଢ଼ିବାର ଇଛାକୁ ନେଇ ବହୁ ଘାତ ପ୍ରତିଘାତ ଅତିକ୍ରମ କରି ଶେଷରେ ଚଳିତ ଦଶମ ପରୀକ୍ଷାରେ ରାୟଗଡ଼ା ଜିଲ୍ଲାର ଚାରି ଜଣ ଟପ୍ପରଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହି ନିଜ ସ୍କୁଲକୁ ପରିଚୟ ଦେଇଛନ୍ତି ଜଣେ ଦାଦନ ଶ୍ରମିକଙ୍କ ପୁଅ,…
ଅଧିକ ଖବର ଦେଖନ୍ତୁ...

କିଛି ସମୟ ମଧ୍ୟରେ ଘରେ ପହଞ୍ଚି ଥାଆନ୍ତେ ବରଯାତ୍ରୀ, କିନ୍ତୁ ସିଲିଣ୍ଡର ବିସ୍ଫୋରଣରେ ଚାଲିଗଲା କନ୍ୟାର ମା’ ଓ…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହରଦୋଇ ଜିଲ୍ଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଘରେ ବିବାହ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଥିଲା। କିନ୍ତୁ ହଠାତ କନ୍ୟାଙ୍କ ଘରେ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣରେ କନ୍ୟାଙ୍କ ମା’ ଓ ପିଉସୀଙ୍କ ଘଟଣାସ୍ଥଳରେ ହଁ ପ୍ରାଣବାୟୁ ଉଡ଼ି…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁରେ ପ୍ରବଳ ବର୍ଷା, ଅଣ୍ଡରପାସରେ ବୁଡ଼ିଯାଇଥିବା କାରରେ ଫସି ଯୁବତୀ ମୃତ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ରବିବାର ବଜ୍ରପାତ ସହ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରବଳ ବର୍ଷା ଯୋଗୁଁ  ଅଣ୍ଡରପାସଗୁଡ଼ିକରେ ପାଣି ଭର୍ତ୍ତି ହୋଇଯାଇଥିଲା । ଏପରି ଏକ ଅଣ୍ଡରପାସରେ ବୁଡ଼ି ଜଣେ ଯୁବତୀ ମୃତ୍ୟୁବରଣ କରିଛନ୍ତି । ପରିବାର ସହ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ, ରାଞ୍ଚି, ପାଟଣା ବଜାରରେ କୁଚିଣ୍ଡା ଆମ୍ବ

କୁଚିଣ୍ଡା: ଓଡ଼ିଶାରେ ଲିଚୁ ପାଇଁ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ପ୍ରସିଦ୍ଧି ଥିବା ବେଳେ ଏବେ ଏଠାକାର ଆମ୍ବର ଭାଉ ବି ବଢ଼ିଛି। କୁଚିଣ୍ଡା ଅଞ୍ଚଳର ଆମ୍ବ ଏବେ ଦିଲ୍ଲୀ‌, ରାଞ୍ଚି ଓ ପାଟଣା ବଜାରରେ ପହଞ୍ଚିଛି। ରାଜରାଜୁଡ଼ା ଶାସନରେ ବାମଣ୍ଡା ରାଜା ସାଲେଭାଡି ପଞ୍ଚାୟତ ଅନ୍ତର୍ଗତ…
ଅଧିକ ଖବର ଦେଖନ୍ତୁ...

ପହାଡ଼ ରାସ୍ତାରୁ ମାଟି ଅତଡ଼ା ଖସି ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ରାଇଘର: ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ କଚରାପାରା ଗ୍ରାମ ନିକଟରେ ଆଜି ଅପରାହ୍ନରେ ମାଟି ଅତଡ଼ା ଖସି ଜଣେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ନିକଟରେ ରହିଥିବା ତାଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ନାଗପୁର ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ବ୍ୟକ୍ତି ଜଣକ ହେଲେ ନାଗପୁର…
ଅଧିକ ଖବର ଦେଖନ୍ତୁ...

ମୁଁ ନାର୍କୋ ଟେଷ୍ଟ ଦେବାକୁ ପ୍ରସ୍ତୁତ କିନ୍ତୁ ଭିନେଶ…. କିଛି ଏଭଳି କହିଲେ ବ୍ରିଜଭୂଷଣ ଶରଣ ସିଂହ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋଣ୍ଡାରୁ ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘ (ଡବଲ୍ୟୁଏଫଆଇ) ସଭାପତି ବ୍ରିଜଭୂଷଣ ଶରଣ ସିଂହଙ୍କ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ବ୍ରିଜଭୂଷଣ ଶରଣ ସିଂହ ତାଙ୍କ ଫେସବୁକ ଆକାଉଣ୍ଟରେ ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ସେ ତାଙ୍କର ନାର୍କୋ ଟେଷ୍ଟ,…
ଅଧିକ ଖବର ଦେଖନ୍ତୁ...