Daily Archives

May 22, 2023

କୁକୁଡା ଚିଆଁ ଉତ୍ପାଦନ କେନ୍ଦ୍ର ଏବେ କୋମାରେ

ରାୟଗଡା: ସରକାର କା ମାଲ ଦରିଆ ମେ ଡାଲ ସଦୃଶ୍ୟ ଜିଲ୍ଲା ସଦର ମହକୁମାରେ ରହିଥିବା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ ତରଫରୁ ନିର୍ମାଣ ହୋଇଥିବା କୁକୁଡ ଚିଆଁ ଉତ୍ପାଦନ କେନ୍ଦ୍ର ଏବେ ଏକ ପ୍ରକାର କୋମରେ ଚାଲି ଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଉଦଘାଟନ ହେବା ପର ଠାରୁ ଏହା କାମରେ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ବିଦ୍ୟାଳୟ ଖୋଲିବାକୁ ଛାତ୍ରଛାତ୍ରୀଙ୍କ ଧାରଣା

ଖୋର୍ଦ୍ଧା: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଖାତିର ନ କରି ଗଣଶିକ୍ଷା ବିଭାଗର ବିଦ୍ୟାଳୟ ମିଶ୍ରଣ ପଦକ୍ଷେପରେ ବନ୍ଦ ପଡ଼ିଥିବା ବିଦ୍ୟାଳୟ ପୁଣି ଖୋଲିବା ନେଇ ଜିଲ୍ଲାପାଳଙ୍କ ସାକ୍ଷାତ ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ପିଣ୍ଡାରେ କୁନିକୁନି ଛାତ୍ରଛାତ୍ରୀଙ୍କ ବସିବା ଘଟଣା ଆଜି ଜିଲ୍ଲାପାଳ…
ଅଧିକ ଖବର ଦେଖନ୍ତୁ...

କଳା ବ୍ୟାଜ୍ ପରିଧାନ କଲେ ଭଦ୍ରକ ଜିଲ୍ଲାର ୪୦ଟି ବିଭାଗର କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲା

ଭଦ୍ରକ: ରାଜ୍ୟ ମିଳିତ ଅମଲା ମଞ୍ଚ ଆହ୍ଵାନରେ ଭଦ୍ରକ ଜିଲ୍ଲାର ସମସ୍ତ ୪୦ ଗୋଟି ବିଭାଗର କାର୍ଯ୍ୟରତ ଜିଲ୍ଲାସ୍ତରୀୟ ଅମଲା କଳା ବ୍ୟାଜ୍ ପରିଧାନ କରି ଆନ୍ଦୋଳନରେ ଶତ ପ୍ରତିଶତ ସାମିଲ ହୋଇଥିଲେ। ଆନ୍ଦୋଳନର ପ୍ରଥମ ଦିନକୁ ଏକ ଉନ୍ମାଦନା ଜିଲ୍ଲା ଅମଲାଙ୍କ ପାଖରେ ଦେଖିବାକୁ ମିଳିଥିଲା। ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...

ଭୂମିତଳେ ଥିବା ପରମାଣୁ କେନ୍ଦ୍ର ଗୁଡ଼ିକୁ ଧ୍ବଂସ କରିପାରିବ ଆମେରିକାର ଏହି ଶକ୍ତିଶାଳୀ ବୋମା

ଦୁବାଇ : ପରମାଣୁ କାର୍ଯ୍ୟକ୍ରମକୁ ନେଇ ଇରାନ ସହ ଉତ୍ତେଜନା ବଢ଼ୁଥିବା ବେଳେ ଆମେରିକା ସେନା ଚଳିତ ମାସରେ ପୃଥିବୀର ଗଭୀର ଭିତରକୁ ଯାଇ ଭୂତଳ ୟୁରେନିୟମ ଏନରିଚମେଣ୍ଟ ସେଣ୍ଟରଗୁଡ଼ିକୁ ଧ୍ୱଂସ କରିବା ପାଇଁ ପ୍ରସ୍ତୁତ ଏକ ଶକ୍ତିଶାଳୀ ବୋମାର ଫଟୋ ଜାରି କରିଛି । ମେ ୨ ତାରିଖରେ ଆମେରିକା…
ଅଧିକ ଖବର ଦେଖନ୍ତୁ...

ନାଗଫାଶ ବନ୍ଧନ ଓ ଇନ୍ଦ୍ରଜିତ ବଧ ନାଟକ ଉଦଯାପିତ

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ବଙ୍ଗିଦା ପଞ୍ଚାୟତର କଙ୍କଣହାର ଠାରେ ଗତ ୨୧ ଦିନ ଧରି ଚାଲିଥିବା ‘ନାଗଫାଶ ବନ୍ଧନ ଓ ଇନ୍ଦ୍ରଜିତ ବଧ’ ଶୀର୍ଷକ ରାମ ନାଟକ ଆଜି ଉଦଯାପିତ ହୋଇଯାଇଛି। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଆୟୋଜକ କମିଟିର ଅଧ୍ୟକ୍ଷ ମାଧବ ଚନ୍ଦ୍ର ରାଉତରାୟ…
ଅଧିକ ଖବର ଦେଖନ୍ତୁ...

ଏହି ପରିବା ଜୁସ୍‌ ପିଇଲେ ହେବ ଓଜନ ହ୍ରାସ, ରୀତିମତ ଖାଇଲେ ଉଜ୍ବଳ ଦିଶିବ ତ୍ବଚା

ସବୁଜ ପରିବାଠାରୁ ଭଲ ଖାଦ୍ୟ ମଣିଷ ଶରୀର ପାଇଁ ଆଉ କିଛି ହୋଇପାରେନା। ଆପଣ ଯେତେ ପ୍ରକାରର ବି ଖାଦ୍ୟ ଖାଆନ୍ତୁ ତାହା ପନିପରିବାର ତୁଳନୀୟ ନୁହେଁ। ପରିବା ମଧ୍ୟରୁ ଉନ୍ନତମାନର ପରିବା ମଧ୍ୟରେ ଲାଉ ଅନ୍ୟତମ। ଲାଉରେ ବିଭିନ୍ନ ପ୍ରକାରର ସୁଗୁଣ ରହିଛି, ଯାହାକି ସ୍ବାସ୍ଥ୍ୟ ପାଇଁ ଭଲ ହୋଇଥାଏ।…
ଅଧିକ ଖବର ଦେଖନ୍ତୁ...

ବନରକ୍ଷୀଙ୍କୁ ଗୁଳି କରି ମାରିଦେଲେ ଶିକାରୀ

ବାରିପଦା: ରକ୍ତରଞ୍ଜିତ ହେଲା ଶିମିଳିପାଳ ଅଭୟାରଣ୍ୟ। ଏଥର ବର୍ବରତାର ସବୁସୀମା ଟପିଗଲେ ଶିକାରୀ। ଶିକ‌ାର କରିବାକୁ ଯାଇଥିବା ବେଳେ ଚଢ଼ଉ ହେବାରୁ ଖସିଯିବା ଉଦ୍ଦେଶ୍ୟରେ ବନ କର୍ମଚାରୀଙ୍କ ଉପରେ ଆଖିବୁଜା ଗୁଳିମ‌ାଡ଼ କରିଛନ୍ତି। ଏଥିରେ ଜଣେ ବନରକ୍ଷୀଙ୍କ ମୃତ୍ୟୁ ଘଟିଥିବା ଖବର ରହିଛି। ମୃତକ…
ଅଧିକ ଖବର ଦେଖନ୍ତୁ...

ମଙ୍ଗଳବାର ପୁଣି ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ବର: ଗତ କାଲି (ରବିବାର) ଦିନ ଝଡ଼ତୋଫାନରେ କ୍ଷତିଗ୍ରସ୍ତ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ମଙ୍ଗଳବାର ପୁଣି ଚାଲିବ ବୋଲି ରେଳବାଇ ସୂତ୍ରରୁ ଜଣାପଡିଛି। ଚାରିଦିନ ତଳେ ପୁରୀରେ ଲୋକାର୍ପିତ ଭାରତର ଅତ୍ୟାଧୁନିକ ସେମି ହାଇସ୍ପିଡ୍‌ ଟ୍ରେନ୍ ପୁରୀ-ହାଓଡା ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’…
ଅଧିକ ଖବର ଦେଖନ୍ତୁ...

କୃତ୍ରିମ ବୁଦ୍ଧିମତାର ସଫଳତା: ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଛି ରୋବର୍ଟ

ନୂଆଦିଲ୍ଲୀ: ସେହିଦିନ ଆଉ ବିଳମ୍ବ ନାହିଁ ଯେତେବେଳେ ରୋବର୍ଟ ସମସ୍ତଙ୍କ ଚାକିରି ଛଡ଼ାଇ ‌‌ନେବ। ତେବେ ଏକଥା ଏବେ ନୁହେଁ କିଛି ବର୍ଷ ପୂର୍ବରୁ ଶୁଣିବାକୁ ମିଳୁଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର କ୍ରମାଗତ ବିକାଶ ହେତୁ ଏଭଳି ପରିସ୍ଥିତି ଉପୁଜିପାରେ ବୋଲି କୁହାଯାଉଛି। ତେବେ…
ଅଧିକ ଖବର ଦେଖନ୍ତୁ...

ନୀରଜ ଚୋପ୍ରା ହେଲେ ବିଶ୍ବର ନଂ୧ ଜାଭେଲିନ ଫିଙ୍ଗାଳି

ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଦେଶକୁ ଗର୍ବିତ କରିଥିବା ଭାରତୀୟ ଜାଭେଲିନ୍ ଥ୍ରୋଅର୍ ନୀରଜ ଚୋପ୍ରା ପୁଣି ଥରେ ଇତିହାସ ରଚିଛନ୍ତି। ସେ ଏଥର କୌଣସି ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ ହୋଇ ଇତିହାସ ରଚି ନାହାନ୍ତି, କିନ୍ତୁ ବିଶ୍ୱର ଏକ ନମ୍ବର ଜାଭେଲିନ୍ ଥ୍ରୋଅର୍ ହୋଇ…
ଅଧିକ ଖବର ଦେଖନ୍ତୁ...