Daily Archives

May 22, 2023

ପିକ୍‌ଅପ୍‌ ଧକ୍କାରେ ଆହତ ଯୁବକଙ୍କ ମୃତ୍ୟୁ: ଥାନା ଆଗରେ ଶବ ରଖି ଧାରଣା

ଟିଟିଲାଗଡ଼: ଟିଟିଲାଗଡ଼ ସହର ନିକଟ ତୁଲାଙ୍ଗଠାରେ ରବିବାର ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ଆହତ ହୋଇଥିବା ‌କୈଳାସ ବାଗ (୩୨ବର୍ଷ)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାକୁ ନେଇ ମୃତକଙ୍କ ଗାଁ ପୁଡ଼ାପଦରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗାଁ ଲୋକେ କୈଳାସଙ୍କ ଶବକୁ ଟିଟିଲାଗଡ଼…
ଅଧିକ ଖବର ଦେଖନ୍ତୁ...

ମହାନଦୀ ଟ୍ରିବ୍ୟୁନାଲ୍ ଟିମଙ୍କ ସୁନ୍ଦରଗଡ଼ ଗସ୍ତ: ଓଡ଼ିଶା ଓ ଛତିଶଗଡ଼ର ୯୦ ଅଧିକାରୀ ବି ସାମିଲ

ସୁନ୍ଦରଗଡ଼: ମହାନଦୀ ଜଳକୁ ନେଇ ଓଡ଼ିଶା-ଛତିଶଗଡ଼ ରାଜ୍ୟରେ ଲାଗି ରହିଛି ବିବାଦ। ଏହାର ସ୍ଥିତି ଅନୁଧ୍ୟାନ କରିବାକୁ ଝାରସୁଗୁଡ଼ା ଆସିଥିବା ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍ ସୋମବାର ସୁନ୍ଦରଗଡ଼ ସବଡେଗା ବ୍ଲକସ୍ଥିତ କଟିଙ୍ଗିଡିହି ଭଗୋପାଲିରେ ମହାନଦୀର ପ୍ରମୁଖ ଶାଖା ନଦୀରେ ୧୯୮୦ରୁ ପ୍ରସ୍ତାବିତ ଇବ୍…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ଶାହରୁଖଙ୍କ ଲୋକପ୍ରିୟତାକୁ ପସନ୍ଦ କରୁନଥିଲେ ଝିଅ ସୁହାନା

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ଝିଅ ସୁହାନା ଖାନ ଖୁବଶୀଘ୍ର ଅଭିନୟ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି। ଆଜି ତାଙ୍କ ଜନ୍ମଦିନ ଥିବା ବେ‌ଳେ ସେ ୨୩ବର୍ଷରେ ପାଦ ଥାପିଛନ୍ତି। ସୁହାନା ଚଳିତ ବର୍ଷ ଜୋୟା ଅଖତରଙ୍କ ୱେବ୍ ସିରିଜ୍ 'ଦି ଆର୍କିଜ୍' ସହିତ ଅଭିନୟ ଜଗତରେ ପାଦ ଦେବାକୁ…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଯୁବକଙ୍କ ଜୀବନ, ଜଣେ ଗୁରୁତର       

ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଥାନା ବଘିଆପଡା ଫାଣ୍ଡି ଅନ୍ତର୍ଗତ ବଘିଆପଡ଼ା-ଦେବଗଡ଼ ରାସ୍ତା ବ୍ରାହ୍ମଣୀପାଲି ଛକ ନିକଟରେ ଦୁଇ ବାଇକ ମୁହାଁମୁହିଁ  ଧକ୍କା ହୋଇଥିଲା । ଏଥିରେ ଜଣେ ମୃତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ମୃତକ ହେଲେ ବମଣ୍ଡା ଗ୍ରାମର ପପୁନ ସେଠୀ (୩୪) ଓ ଗୁରୁତର…
ଅଧିକ ଖବର ଦେଖନ୍ତୁ...

ମୃତ୍ୟୁର କିଛି ସମୟ ପୂର୍ବରୁ ଆଦିତ୍ୟ ସିଂହ କରିଥିଲେ ଏହି ଇନଷ୍ଟାଗ୍ରାମ ପୋଷ୍ଟ…..

ନୂଆଦିଲ୍ଲୀ: ଜଣାଶୁଣା ଅଭିନେତା, ମଡେଲ ଓ କାଷ୍ଟିଙ୍ଗ ଡାଇରେକ୍ଟର ଆଦିତ୍ୟ ସିଂହଙ୍କ ଆଜି ରହସ୍ୟମୟ ଭାବେ ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। ସୋମବାର ଦ୍ବିପହର ସମୟରେ ଅନ୍ଧେରିସ୍ଥିତ ଘର ଶୌଚାଳୟରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଥିଲା।। ଆଦିତ୍ୟଙ୍କ ଶେଷ ପୋଷ୍ଟ ସାମ୍ନାକୁ…
ଅଧିକ ଖବର ଦେଖନ୍ତୁ...

ଆସାମରୁ ହଟିବ ସ୍ବତନ୍ତ୍ର ସେନା ଆଇନ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ୨୦୨୩ ଶେଷ ସୁଦ୍ଧା ଆସାମରୁ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫସ୍ପା) ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଲକ୍ଷ୍ୟ ରଖାଯାଇଛି । ସେ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ଓ …
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭଲ ଖବର ଶୁଣିବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ଆପଣ ପରିଶ୍ରମ ଅନୁସାରେ ଲାଭ ପାଇବେ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ପ୍ରେମ ସମ୍ବନ୍ଧ ମଧୁର ହେବ। ବୃଷ: ପାରିବାରିକ ଜୀବନ ସୁଖକର ହେବ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଘରର ଆର୍ଥିକ ସମସ୍ୟାର ସମାଧାନ ହେବ।…
ଅଧିକ ଖବର ଦେଖନ୍ତୁ...

୧୦୬ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାମ ଲେଖାଇବେ ୧୩୪୬୮ ଛାତ୍ରଛାତ୍ରୀ

ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକାଦଶ ଶ୍ରେଣୀ ଖୋଲାଯିବା ଲାଗି ପଦକ୍ଷେପ ନିଆଯାଇଛି। ଏଥିଭିତରୁ ୧୦୦ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଳା ଓ ୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ କରାଯିବ। ଏଥିରେ ଦୁଇଟି…
ଅଧିକ ଖବର ଦେଖନ୍ତୁ...

୨୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ଆରବିଆଇ ଜାରିକଲା ଗାଇଡଲାଇନ

ନୂଆଦିଲ୍ଲୀ: ୨୦୦୦ଟଙ୍କିଆ ନୋଟ୍ ବଦଳାଇବା ପ୍ରକ୍ରିୟା ଦେଶର ସମସ୍ତ ବ୍ୟାଙ୍କରେ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ସମୟରେ ବିଜେପି ନେତା ତଥା ଓକିଲ ଅଶ୍ୱିନୀ ଉପାଧ୍ୟାୟ ବିନା ପରିଚୟପତ୍ରରେ ନୋଟ୍ ବଦଳାଇବା ପାଇଁ ରିଜର୍ଭ ବ୍ୟାଙ୍କ ଓ ଷ୍ଟେଟ ବ୍ୟାଙ୍କର ଆଦେଶ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଏକ…
ଅଧିକ ଖବର ଦେଖନ୍ତୁ...

ରିଏଲ୍ ଇଷ୍ଟେଟ୍ ବ୍ୟବସାୟୀ ଫରହାନଙ୍କ ବିବାହ କରୁଥିବା ଚର୍ଚ୍ଚା ମଧ୍ୟରେ କୀର୍ତ୍ତି ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଚର୍ଚ୍ଚାରେ ସାଉଥ ସୁପରଷ୍ଟାର କୀର୍ତ୍ତି ସୁରେଶ। ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହୁଥିବା କୀର୍ତ୍ତି ଏବେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀ କୀର୍ତ୍ତି ସୁରେଶ ଶ୍ରୀକାନ୍ତ ଓଡେଲାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ଦଶରା’ରେ ଅଭିନୟ କରି…
ଅଧିକ ଖବର ଦେଖନ୍ତୁ...