Daily Archives

May 23, 2023

ପଞ୍ଚାୟତ ନିର୍ବାଚନର ବର୍ଷକ ପରେ ହିଂସା: ଜୟପୁରରେ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଜୟପୁର: ଗତ ବର୍ଷକ ତଳେ ସରିଥିଲା ପଞ୍ଚାୟତ ନିର୍ବାଚନ। ବୈପାରଗୁଡା ବ୍ଲକର ଦଶମନ୍ତପୁର ପଞ୍ଚାୟତର ସରପଞ୍ଚ ଆର୍.ରୋହିତ କୁମାର ଜାଲ୍ ଜାତିଗତ ପ୍ରମାଣପତ୍ର ଦାଖଲ କରି ସରପଞ୍ଚ ହୋଇଥିବାକୁ ନେଇ ଏମ୍ . ଅଶୋକ କୁମାର ଜିଲ୍ଲାପ୍ରଶାସନ ନିକଟରେ ଅଭ‌ିଯୋଗ କରିଥିଲେ। ଏହାକୁ ନେଇ ଗତ ମାର୍ଚ୍ଚ…
ଅଧିକ ଖବର ଦେଖନ୍ତୁ...

ପୁରୀ ଶ୍ରୀ ମନ୍ଦିରରେ ଦର୍ଶନ ବେଳେ ପ୍ରବଳ ଭିଡରୁ ୨ ଶ୍ରଦ୍ଧାଳୁ ଅସୁସ୍ଥ

ପୁରୀ: ପୁରୀ ଶ୍ରୀମନ୍ଦିରରେ ମଙ୍ଗଳବାର ଅଘଟଣ ଘଟିଛି। ଅତ୍ୟଧିକ ଗହଳି ଯୋଗୁ ୨ ଶ୍ରଦ୍ଧାଳୁ ଅସୁସ୍ଥ ହୋଇଥିବା ଜଣାପଡିଛି। ଦୁଇ ଶ୍ରଦ୍ଧାଳୁଙ୍କୁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସନ୍ଧ୍ୟାରେ ଦର୍ଶନ ପାଇଁ ପ୍ରବଳ ଭିଡ ହୋଇଥିଲା। ଫଳରେ ଅଣନିଃଶ୍ବାସୀ ହୋଇ ଦୁଇ ଶ୍ରଦ୍ଧାଳୁ ଅସୁସ୍ଥ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ କ୍ବାଲିଫାୟର-୧ : ଗୁଜରାଟକୁ ୧୫ ରନ୍‌ରେ ହରାଇ ଫାଇନାଲରେ ପ୍ରବେଶ କଲା ଚେନ୍ନାଇ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ପ୍ରଥମ କ୍ବାଲିଫାୟର-୧ରେ ଗୁଜରାଟକୁ ୧୫ ରନ୍‌ରେ ହରାଇ ଫାଇନାଲରେ ପ୍ରବେଶ କରିଛି ଚେନ୍ନାଇ । ଦ୍ବି୍ତୀୟ ପାଳିରେ ଗୁଜରାଟ ୧୭୩ ରନ୍‌ର ଲକ୍ଷ୍ୟକୁ ପିଛା କରି ସମସ୍ତ ଓଭରରେ ସମସ୍ତ ୱିକେଟ ହରାଇ ୧୫୭ ରନ୍‌ କରି…
ଅଧିକ ଖବର ଦେଖନ୍ତୁ...

‘କେଜ୍ରିଓ୍ବାଲ ଯାହା ଚାହୁଁଛନ୍ତି, ତାହା ପୂର୍ବରୁ ସର୍ଦ୍ଦାର ପଟେଲ ବି ମନାକରିସାରିଛନ୍ତି’ : ଅଜୟ ମାକେନ

ନୂଆଦିଲ୍ଲୀ : ଦିଲ୍ଲୀକୁ ନେଇ ମୋଦି ସରକାର ଆଣିଥିବା ଅଧ୍ୟାଦେଶ ଉପରେ ଆମ୍ ଆଦମୀ ପାର୍ଟି ଏବଂ ଏହାର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ କଂଗ୍ରେସର ସମର୍ଥନ ଆଶା କରୁଛନ୍ତି । ଏହି ଅଧ୍ୟାଦେଶକୁ ରୋକିବା ପାଇଁ କେଜ୍ରିୱାଲଙ୍କୁ ଯେକୌଣସି ମୂଲ୍ୟରେ ରାଜ୍ୟସଭା କଂଗ୍ରେସର ଆବଶ୍ୟକତା ପଡ଼ିବ, ସେଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଭୁବନେଶ୍ବର ଆଇଆଇଟି କ୍ୟାମ୍ପସରେ ଦୁର୍ଘଟଣା: ଜଣେ ଛାତ୍ର ମୃତ

ଭୁବନେଶ୍ବର: ଭୁବନେଶ୍ବର ଆଇଆଇଟି କ୍ୟାମ୍ପସରେ ମଙ୍ଗଳବାର ଦୁର୍ଘଟଣା ଘଟିଛି। ମୃତକ ହେଲେ ପିଏଚଡି କରୁଥିବା ଛାତ୍ର ଅଭିନନ୍ଦନ ପଣ୍ଡା। ଅଭିନନ୍ଦନ କ୍ୟାମ୍ପସରେ ଚାଲି ଚାଲି ଯାଉଥିବାବେଳେ ନିର୍ମାଣ କାମରେ ନିୟୋଜିତ ଥିବା ହାଇଡ୍ରା ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର…
ଅଧିକ ଖବର ଦେଖନ୍ତୁ...

ଇଏ କରିସ୍ମା କପୁର ନୁହଁନ୍ତି, କିଏ କହିଲେ?

ମୁମ୍ବାଇ: ୯୦ ଦଶକର ବଲିଉଡ ବାବଦରେ ଯେତେବେଳେ ଆଲୋଚନା ହୁଏ ସେତେବେଳେ ବଲିଉଡ ଅଭିନେତ୍ରୀ କରିସ୍ମା କପୁରଙ୍କ ନାମ ସାମ୍ନାକୁ ଆସିଥାଏ | ବିଶେଷ କରି ନିଜ ଅଭିନୟ ଓ ନୃତ୍ୟ ସେତେବେଳେ ସିନେପ୍ରେମୀଙ୍କ ମନ ଜିଣିଥିଲା | ଆଜି ବି ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ସେ ଏବେ ବି…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ପ୍ରଯୋଜନା ଏବଂ ବ୍ୟବସାୟ ପରେ ପୁରୁଣା ଥିଏଟର କିଣିଲେ ନୟନତାରା

ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରା ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ। ସେ ଦୀର୍ଘ ସମୟ ଧରି କାମ କରି ଆସୁଛନ୍ତି ଏବଂ ନିଜର ଏକ ସୁନ୍ଦର କ୍ୟାରିୟର ଗଢ଼ିଛନ୍ତି। ନୟନତାରା 'ନେଟ୍ରିକାନ୍', 'ଗଡଫାଦର', 'ଇରୁ ମୁଗନ୍', 'ଗୋଲ୍ଡ', 'ସାଇ ରା…
ଅଧିକ ଖବର ଦେଖନ୍ତୁ...

ଜାତୀୟ ରାଜପଥରେ କୁମ୍ଭୀରକୁ ‌ଦେଖି ‌ଲୋକେ ଭୟଭୀତ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ରାସ୍ତାରେ ଏକ କୁମ୍ଭୀର ବୁଲୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓ କ୍ଲିପକୁ ପର୍ଲ ପୁଲିସ ବିଭାଗ ଫେସବୁକରେ ସେୟାର କରିଛି। ଏହି ପୋଷ୍ଟର କ୍ୟାପସନରେ ଲେଖାହୋଇଛି, ‘ଆପଣ କେବେ ଜାଣିଛନ୍ତି କି ଆମେ ପର୍ଲ-ଫ୍ଲୋବୁଡ଼…
ଅଧିକ ଖବର ଦେଖନ୍ତୁ...

ମୋଦୀ ଏବେ ବି ଲୋକଙ୍କ ପ୍ରଥମ ପସନ୍ଦ : ଏନଡିଟିଭି-ସିଏସଡିଏସ ସର୍ଭେ

ନୂଆଦିଲ୍ଲୀ : ଦେଶରେ ମୋଦୀ ସରକାରକୁ ୯ ବର୍ଷ ପୂରଣ ହୋଇଛି । ଏହି ୯ ବର୍ଷରେ ସରକାର ଅନେକ ସଫଳତା ଓ ବିଫଳତା ଦେଖିଛନ୍ତି । ନିକଟରେ ହୋଇଥିବା କର୍ଣ୍ଣାଟକ ନିର୍ବାଚନରେ ବିଜେପିର ପରାଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ହ୍ରାସ ପାଉଥିବା ଲୋକପ୍ରିୟତାକୁ ଦର୍ଶାଉଛି କି ?  ଏହାର ଉତ୍ତର…
ଅଧିକ ଖବର ଦେଖନ୍ତୁ...

ଅନ୍ତରଙ୍ଗ ମୁହୂର୍ତର ଭିଡ଼ିଓ ଭାଇରାଲ୍ କରିବା ଧମକ ଦେଇ ଧର୍ମ ପରିବର୍ତ୍ତନ ଉଦ୍ୟମ, ଅଭିଯୁକ୍ତ ଫେରାର୍

ଖୋର୍ଦ୍ଧା: ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପଢ଼ିବା ବେଳେ ଖୋର୍ଦ୍ଧା ମୁକୁନ୍ଦପ୍ରସାଦ ମସଜିଦ୍ ସାହିର ଅଲ୍ଲିମୁଦ୍ଦୀନ ସାହା ସହ ଖୋର୍ଦ୍ଧାର କୁନି ମହାପାତ୍ର (ଛଦ୍ମନାମ)ଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏହା ପରେ ୮ ବର୍ଷ ଏଭଳି ଚାଲିଲା। କୁନିଙ୍କ ପାଠ ପଢ଼ିବା ଶେଷ ହେବା ପରେ ଯେତେବେଳେ ବିବାହ…
ଅଧିକ ଖବର ଦେଖନ୍ତୁ...