Daily Archives

May 23, 2023

ବନ୍ଧୁତ୍ୱର ପରିଭାଷା କଣ? ଟ୍ୱିଟରରେ ଫଟୋ ପୋଷ୍ଟ କରି ବୁଝାଇଲେ ହର୍ଷ ଗୋଏଙ୍କା

ମୁମ୍ବାଇ: ବାସ୍ତବ ବନ୍ଧୁତା କଣ ହୋଇଥାଏ ? ବନ୍ଧୁତ୍ୱର ପରିଭାଷା କଣ ତାହାକୁ ଏକ ପୋଷ୍ଟ ମାଧ୍ୟମରେ ବୁଝାଇବାକୁ ଚେଷ୍ଟା କରିଛନ୍ତି ଆରପିଜି ଏଣ୍ଟରପ୍ରାଇଜେସର ଚେୟାରମ୍ୟାନ ତଥା ଶିଳ୍ପପତି ହର୍ଷ ଗୋଏଙ୍କା | ବାସ୍ତବରେ ସୋସିଆଲ ମିଡିଆରେ ଶିଳ୍ପପତି ହର୍ଷ ଗୋଏଙ୍କା ପ୍ରାୟ ସମୟ ସକ୍ରିୟ…
ଅଧିକ ଖବର ଦେଖନ୍ତୁ...

ଚଳିତ ବର୍ଷର ଦ୍ବିତୀୟ ବଡ଼ ବଲିଉଡ ଫିଲ୍ମ ପାଲଟିଲା ‘ଦି କେରଳ ଷ୍ଟୋରୀ’, ବକ୍ସ ଅଫିସ ଆୟ ୨୦୦କୋଟି ପାର୍

ମୁମ୍ବାଇ: ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’। ଫିଲ୍ମର ବଜେଟ ମାତ୍ର ୧୫-୨୦କୋଟି ଥିବା ବେଳେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଦେଖାଯାଇଛି। ରିଲିଜର ୧୮ଦିନରେ ଫିଲ୍ମଟି ୨୦୦କୋଟି କ୍ଲବରେ ସାମିଲ ହୋଇଛି। ଫିଲ୍ମଟି ୯ମ ଦିନର ଆୟ…
ଅଧିକ ଖବର ଦେଖନ୍ତୁ...

‘ଖତରୋଁ କେ ଖିଲାଡି’‌ରେ ଭାଗ ନେଇ ଏହି ଅଭିନେତ୍ରୀମାନେ ଆହତ ହୋଇଛନ୍ତି

ନୂଆଦିଲ୍ଲୀ: 'ଖତରୋଁ କେ ଖିଲାଡି ସିଜନ-୧୩'ର ଆରମ୍ଭ ହୋଇଯାଇଛି।  ଏହି ସୋ’ରେ ଅଭିନେତ୍ରୀ ଐଶ୍ବର୍ଯ୍ୟା ଶର୍ମା ଓ ନାୟରା ବନାର୍ଜି ଗୁରୁତର ଆହତ ହୋଇଛନ୍ତି। ଐଶ୍ବର୍ଯ୍ୟା ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କ ହାତରେ ଗଭୀର ଭାବେ ଆଘାତ ଲାଗିଥିବା ଦେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଶତ୍ରୁପକ୍ଷ ଆପଣଙ୍କ ପ୍ରଭାବରେ ହାଲିଆ ରହିବେ। ନୂଆ କାମରେ ରୁଚି ବଢ଼ିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରିୟଜନଙ୍କ ଠାରୁ ଉପହାର ମିଳିବା ଯୋଗୁଁ ଖୁସି ହେବେ। ବୃଷ: ବ୍ୟକ୍ତି ବିଶେ‌ଷଙ୍କ ଠାରୁ ଆପଣଙ୍କୁ ସାହାଯ୍ୟ ମିଳିପାରେ। ରାତିରେ ବନ୍ଧୁ ସହିତ ହୋଟେଲକୁ ଭୋଜନ ପାଇଁ…
ଅଧିକ ଖବର ଦେଖନ୍ତୁ...

୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ଆନୁମାନିକ ୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରାଯାଇଛି। ଖୋର୍ଦ୍ଧା ଅବକାରୀ ଇନ୍ସପେକ୍ଟର ଭୈରବ ସାହୁଙ୍କ ସୂଚନାନୁସାରେ, ଆଜି ସକାଳେ ଅବକାରୀ ଗୁଇନ୍ଦା ସୂତ୍ରରୁ ସୂଚନା ପାଇ ଭ୍ରାମ୍ୟମାଣ ଅବକାରୀ…
ଅଧିକ ଖବର ଦେଖନ୍ତୁ...

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଖେଳପଡ଼ିଆରୁ ବ୍ରାଉନସୁଗାର ଜବତ, ୨ ବେପାରୀ ଗିରଫ

ବ୍ରହ୍ମପୁର: ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଖେଳପଡ଼ିଆରେ ବ୍ରାଉନସୁଗାର ବିକ୍ରି ହେଉଥିବା ଖବର ପାଇ ଟାଉନ ଥାନା ପୁଲିସ ଚଢ଼ଉ କରିଥିଲା। ସେଠାରୁ ୨ଜଣକୁ କାବୁ କରି ଯାଞ୍ଚ କରିଥିଲା। ସେମାନଙ୍କ ଠାରୁ ବ୍ରାଉନସୁଗାର ଥିବା ୧୦ଟି ହଳଦିଆ କାଗଜ ପୁଡ଼ିଆ ମିଳିଥିଲା, ଯାହାର ମୋଟ ଓଜନ ୨୮ଗ୍ରାମ ୯୫…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ କ୍ବାଲିଫାୟର-୧ : ଗୁଜରାଟ ଆଗରେ ୧୭୩ ରନର ଲକ୍ଷ୍ୟ ରଖିଲା ଚେନ୍ନାଇ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ପ୍ରଥମ କ୍ବାଲିଫାୟର-୧ରେ ଗୁଜରାଟ ଆଗରେ ୧୭୩ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ୍ । ଏହି ମ୍ୟାଚରେ ଗୁଜରାଟ ଟାଇଟନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ…
ଅଧିକ ଖବର ଦେଖନ୍ତୁ...

ବିନା ପରିଚୟ ପତ୍ର ଦେଇ ଓୟୋ ହୋଟେଲକୁ ଯାଇଥିବା ୧୦ ଯୋଡିଙ୍କୁ ଅଟକ ରଖିଲା ପୁଲିସ

ଲଖନଉ: ବିନା ପରିଚୟ ପତ୍ରରେ ଓୟୋ ହୋଟେଲକୁ ଯିବା ମହଙ୍ଗା ସାବ୍ୟସ୍ତ ହୋଇଛି | ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାର ସିଭିଲ୍ ଲାଇନ୍ ଅଞ୍ଚଳରେ ଥିବା ଏକ ହୋଟେଲ ଉପରେ ପୁଲିସ ଚଢ଼ାଉ କରି ୧୦ ଯୋଡିଙ୍କୁ ଅଟକ ରଖିଥିଲା | ପୁଲିସ କହିଛି ଯେ ଇଟାୱାସ୍ଥିତ ଏହି ହୋଟେଲ…
ଅଧିକ ଖବର ଦେଖନ୍ତୁ...

ୟୁପିଏସ୍‌ସି ପରୀକ୍ଷା: ଚତୁର୍ଥ ଉଦ୍ୟମରେ ୩୮ତମ ରୢାଙ୍କ ରଖିଲେ ଜଗତସିଂହପୁରର ଅନୁପ ଦାସ

ଜଗତସିଂହପୁର ଟାଉନ୍: କେନ୍ଦ୍ରୀୟ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ସିଭିଲ ସର୍ଭିସ୍‌ ପରୀକ୍ଷା-୨୦୨୨ରେ ଜଗତସିଂହପୁର ମାଟିର ପୁଅ ଅନୁପ ଦାସ ୩୮ତମ ସ୍ଥାନ ହାସଲ କରିଛନ୍ତି। ସିଭିଲ ସର୍ଭିସ୍‌ ପରୀକ୍ଷାରେ ସେ ଚତୁର୍ଥ ଥର ଏଭଳି ସଫଳତା ହାସଲ କରିଛନ୍ତି। ଏହା ପୂର୍ବରୁ ସେ ୨୦୧୯…
ଅଧିକ ଖବର ଦେଖନ୍ତୁ...

ଏହି କାରଣରୁ ରାତ୍ରି ଭୋଜନ ସମୟରେ ଟିମ୍ ଆଗରେ କାନ୍ଦିଥିଲେ ଧୋନି

ନୂଆଦିଲ୍ଲୀ: ସବୁବେଳେ ନିଜ ହେଲିକପ୍ଟର ସଟ୍ ପାଇଁ ଚର୍ଚ୍ଚାରେ ରହୁଥିବା ଭାରତୀୟ କ୍ରିକେଟର ତଥା ସିଏସକେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବେ ଆଉ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ଧୋନିଙ୍କୁ ନେଇ ଯେଉଁ ଖୁଲାସା କରିଛନ୍ତି, ତାକୁ ନେଇ ଏବେ…
ଅଧିକ ଖବର ଦେଖନ୍ତୁ...