Daily Archives

May 24, 2023

ସତ୍‌ସଙ୍ଗ ମଣିଷକୁ ଅନ୍ଧବିଶ୍ୱାସ ଓ କୁସଂସ୍କାରର ଅଜ୍ଞାନତାରୁ ମୁକ୍ତି ଦେବ: ରାଜ୍ୟପାଳ

ଜଳେଶ୍ୱର: ଯିଏ ନିଜକୁ ଭଲପାଉ ନାହିଁ, ସେ କେବେ ବି ଦୁନିଆକୁ ଭଲ ପାଇପାରିବ ନାହିଁ। ପ୍ରତି ମଣିଷ ନିଜ ଚରିତ୍ର ଓ ବ୍ୟବହାରକୁ ତର୍ଜମା କରିବା ଉଚିତ। ଅଜ୍ଞାନତା ଭିତରେ ବୁଡ଼ି ନରହି ଆଧ୍ୟାତ୍ମିକ ଭାବକୁ ନିଜ ଭିତରେ ଜାଗ୍ରତ କରିବାକୁ ଦରକାର। ଧନସମ୍ପତ୍ତି କେତେ ଅଛି; ତାକୁ ରାତିରେ ଶୋଇବା…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକରେ ଉଠିବ କି ହିଜାବ ଉପରେ ଲାଗୁ ନିଷେଧାଜ୍ଞା ?

ବେଙ୍ଗାଲୁରୁ : କର୍ଣ୍ଣାଟକରେ ହିଜାବ ପ୍ରସଙ୍ଗକୁ ନେଇ ପୁଣି ଥରେ ରାଜନୀତି ସରଗରମ ହେବାରେ ଲାଗିଛି । ଆମନେଷ୍ଟି ଇଣ୍ଡିଆ କର୍ଣ୍ଣାଟକର ନୂଆ ସରକାରଙ୍କୁ ହିଜାବ ନିଷେଧାଦେଶ ପ୍ରତ୍ୟାହାର କରିବାକୁ ଦାବି କରିଥିବା ବେଳେ ଏବେ ରାଜ୍ୟ ସରକାର ଏହାକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ ୮୧ ରନ୍‌ରେ ପରାସ୍ତ କଲା ମୁମ୍ବାଇ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ ୮୧ ରନ୍‌ରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ୧୮୩ ରନ୍‌ର ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ୧୬.୧ ଓଭରରେ ସମସ୍ତ ୱିକେଟ ହରାଇ ୧୦୧ ରନ୍‌ କରିବାକୁ ସକ୍ଷମ…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ଲୋକଙ୍କୁ ଯୋଡ଼ିବା ପାଇଁ ନିର୍ମାଣ ହେବା ଉଚିତ; ଏଭଳି କହି ‘ଦି କେରଳ ଷ୍ଟୋରୀ’କୁ ଟାର୍ଗେଟ କଲେ…

ମୁମ୍ବାଇ: ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’। ରିଲିଜର ୧୮ଦିନରେ ଫିଲ୍ମଟି ୨୦୦କୋଟି କ୍ଲବରେ ସାମିଲ ହୋଇଛି। ଏବେ ଚଳିତ ବର୍ଷର ଦ୍ବିତୀୟ ବଡ଼ ବଲିଉଡ ଫିଲ୍ମ ପାଲଟିଛି ‘ଦି କେରଳ ଷ୍ଟୋରୀ’। ଏତେ କମ ବଜେଟରେ ନିର୍ମାଣ ହୋଇଥିବା ଫିଲ୍ମଟି ଏତେ ସଫଳ ହେବ…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କୁ ହତ୍ୟା ଅଭିଯୋଗ, ଶ୍ବଶୁର ଘର ପରିବାର ଲୋକଙ୍କ ନାଁରେ ଏତଲା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଭୁତକାବାଦି (ନାକି) ଗ୍ରାମରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ହୋଇଛି। ମହିଳାଙ୍କ ବାପ ଘର ଲୋକେ ଶ୍ବଶୁର ଘର ଲୋକଙ୍କ ନାଁରେ ହତ୍ୟା ଅଭିଯୋଗ ଆଣି ଥାନାର ଦ୍ବାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ତାଣ୍ଡବ ରଚିଲା କାଳବୈଶାଖୀ: ଉଡାଇଲା ଆଜବେଷ୍ଟସ୍‌, ଉପୁଡ଼ିଲା ବିଶାଳ ଗଛ, ଅନ୍ଧାରରେ ରହିଲେ ଲୋକେ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ବୁଧବାର ରାତିରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ଓ ଖଣ୍ଡହଥା ପଞ୍ଚାୟତରେ ସର୍ବାଧିକ କ୍ଷତି ହୋଇଥିବା ଜଣାପଡ଼ିଛି। ଲୋକଙ୍କର ଘର ଛାଉଣୀରେ ବ୍ୟବହାର ହୋଇଥିବା କିଛି…
ଅଧିକ ଖବର ଦେଖନ୍ତୁ...

ଶଯ୍ୟା ମିଳିଲାନି, ହସ୍ପିଟାଲ ବାହାରେ ସନ୍ତାନକୁ ଜନ୍ମ ଦେଲେ ମା’

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖଣ୍ଡୱାସ୍ଥିତ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବହେଳା ହେତୁ ଜଣେ ଗଭର୍ବତୀଙ୍କୁ  ଭର୍ତ୍ତି କରାଯାଇ ପାରି ନଥିଲା। ଫଳରେ ଗର୍ଭବତୀ ଜଣକ ହସ୍ପିଟାଲ ବାହାରେ ପ୍ରସବ ଯନ୍ତ୍ରଣା ସହିତ ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ଘଟଣାକୁ ନେଇ ଗର୍ଭବତୀଙ୍କ ସ୍ବାମୀ ରି‌ତେଶ…
ଅଧିକ ଖବର ଦେଖନ୍ତୁ...

ମୋ ଦଳର ନେତାମାନଙ୍କ ଉପରେ ଅତ୍ୟାଚାର କରାଯାଉଛି : ଇମ୍ରାନ ଖାଁ

ଲାହୋର : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ବୁଧବାର ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ଚାପ ଯୋଗୁଁ ତାଙ୍କ ଦଳର ନେତାମାନେ ଦଳ ଛାଡ଼ୁଛନ୍ତି । ଏହା ସହ ସେ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ ଦିନେ ସମୟର ଚକ ବଦଳିଯିବ ଏବଂ ସମସ୍ତ ନେତା ଦଳ ଛାଡିଲେ ମଧ୍ୟ ସେ ଯାହାକୁ…
ଅଧିକ ଖବର ଦେଖନ୍ତୁ...

ଭିଡ଼ିଓ ଭାଇରାଲ୍ ଧମକ ଦେଇ ଦୁଷ୍କର୍ମ ଓ ଧର୍ମ ପରିବର୍ତ୍ତନ ମାମଲା: ଅଭିଯୁକ୍ତକୁ ଖସାଇଦେବାକୁ ଉଦ୍ୟମ କରୁଛି ପୁଲିସ

ଖୋର୍ଦ୍ଧା: ମୁସଲିମ ସମ୍ପ୍ରଦାୟର ଜଣେ ଯୁବକ ଅଲ୍ଲୀମୁଦ୍ଦିନ ସାହା ବିବାହର ପ୍ରଲୋଭନ ଦେଖାଇ ଜଣେ ହିନ୍ଦୁ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଓ ପରବର୍ତ୍ତୀ ସମୟରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ୍ କରିବାର ଭୟ ଦେଖାଇ ଧର୍ମ ପରିବର୍ତ୍ତନ କରିବା ପାଇଁ ବାଧ୍ୟ କରିବା ଅଭିଯୋଗରେ…
ଅଧିକ ଖବର ଦେଖନ୍ତୁ...

ଲୋକପ୍ରିୟତା ମିଳିବା ପରେ ଅନଲାଇନ୍ ଲିକ୍ ହେଲା ଅଦାଙ୍କ ଫୋନ ନମ୍ବର

ମୁମ୍ବାଇ: ମେ’ ୫ରେ ରିଲିଜ୍ ହୋଇଥିଲା ବହୁଚର୍ଚ୍ଚିତ ଫିଲ୍ମ ‘ଦି କେରଳ ଷ୍ଟୋରୀ’। ଫିଲ୍ମର ବଜେଟ ମାତ୍ର ୧୫-୨୦କୋଟି ଥିବା ବେଳେ ଏବେ ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଥିବା ଦେଖାଯାଇଛି। ଖୁବଶୀଘ୍ର ଫିଲ୍ମଟି ୨୦୦କୋଟି କ୍ଲବରେ ସାମିଲ ହେବ ବୋଲି ଜଣାପଡ଼ିଛି। ତେବେ ଫିଲ୍ମରେ…
ଅଧିକ ଖବର ଦେଖନ୍ତୁ...