Daily Archives

May 24, 2023

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସ୍ବାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ। ପରିବାରରେ ଲାଗି ରହିଥିବା ମତଭେଦ ସମାପ୍ତ ହେବ। ବ୍ୟାବସାୟିକ ସଫଳତାରୁ ଆପଣଙ୍କୁ ଖୁସି ମିଳିବ। ସାଥୀଙ୍କ ଭାବନାକୁ ସମ୍ମାନ କରିବେ।‌ ବୃଷ: କାମ ପୂରା କରିବା ଲାଗି ଅଧିକ ସମୟ ଲାଗିବ। କ୍ରିକେଟ୍‌ ଖେଳାଳିଙ୍କୁ ପ୍ରୋତ୍ସାହନ ମିଳିବ। ବେପାର ବୃଦ୍ଧି…
ଅଧିକ ଖବର ଦେଖନ୍ତୁ...

ପେନ୍ଥାରେ ଥିବା ଗୋଟିଏ ଅଙ୍ଗୁରର ମୂଲ୍ୟ ୩୪ ହଜାର ଟଙ୍କା

ନୂଆଦିଲ୍ଲୀ: ଶୀର୍ଷକ ‘ପେନ୍ଥାରେ ଥିବା ଗୋଟିଏ ଅଙ୍ଗୁରର ମୂଲ୍ୟ ୩୪ ହଜାର ଟଙ୍କା’ ପଢ଼ି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେଣି। ଆଉ ମନେମନେ ଭାବି ସାରିବେଣି କ’ଣ ଗୋଟାଏ ଅଙ୍ଗୁର ଖାଇବାକୁ ହେଲେ ୩୪ ହଜାର ଟଙ୍କା ଦେବାକୁ ପଡ଼ିବ। ଆଜ୍ଞା ହଁ, ଗୋଟାଏ ଅଙ୍ଗୁର ମୂଲ୍ୟ ୩୪ହଜାର ଟଙ୍କା ଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ : ଲକ୍ଷ୍ନୌ ଆଗରେ ୧୮୩ରନର ଲକ୍ଷ୍ୟ ରଖିଲା ମୁମ୍ବାଇ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ଆଗରେ ୧୮୩ ରନର ବିଜୟ ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳର ଦୁଇ…
ଅଧିକ ଖବର ଦେଖନ୍ତୁ...

ମା’ ମାଟି ପ୍ରତି କୃତଜ୍ଞ ରହିଲେ ଅହଂକାର ଦୂରେଇ ଯିବ: ସୌମ୍ୟରଞ୍ଜନ ପଟ୍ଟନାୟକ

କଟକ: ପିତାମାତା, ଅଭିଭାବକମାନେ ବୃତ୍ତି ଚୟନ ବେଳେ ପିଲାଙ୍କ ଉପରେ ନିଜର ଇଛାକୁ ଲଦି ନ ଦେଇ, ସନ୍ତାନର ଇଛା ମୁତାବକ ବୃତ୍ତି ଚୟନ କଲେ ଅର୍ଥାତ ବୃତ୍ତି ଓ ପ୍ରବୃତ୍ତିର ମେଳ ଖାଇଲେ ଜଣେ ଜୀବନରେ ଅଧିକ ସଫଳ ହୋଇପାରିବ। ସାରଳା ଭବନ ଠାରେ ଆୟୋଜିତ ମାଟ୍ରିକ ଚାମ୍ପ୍‌ ସମ୍ବର୍ଦ୍ଧନା ଉତ୍ସବରେ…
ଅଧିକ ଖବର ଦେଖନ୍ତୁ...

ନିର୍ବନ୍ଧ ସରିଥିଲା, ହୋଇଥାନ୍ତା ବିବାହ; ଅଧାରେ ରହିଲା କନ୍ୟା ବେ‌ଶରେ ସଜ ହେବାର ସ୍ବପ୍ନ

ମୁମ୍ବାଇ: ନିର୍ବନ୍ଧ ସରିଥିଲା, ଆରମ୍ଭ ହୋଇଥିଲା ବିବାହର ପ୍ରସ୍ତୁତି। ଜୀବନସାଥୀକୁ ନେଇ ନୂଆ ଯାତ୍ରା ଆରମ୍ଭ କରିବାକୁ ସବୁ ଯୋଜନା କରିଥିଲେ ବୈଭବୀ। ହେଲେ ବେଦୀରେ ବସିବା ପୂର୍ବରୁ ତାଙ୍କୁ ଜୁଇରେ ଶୋଇବାକୁ ପଡ଼ିବ ବୋଲି ସେ କେବେ ବି ଭାବିନଥିଲେ। କନ୍ୟା ବେ‌ଶରେ ସଜ ହେବାର ସ୍ବପ୍ନ…
ଅଧିକ ଖବର ଦେଖନ୍ତୁ...

ମାଟିମନସ୍କ ହେଲେ ବିକାଶଧାରା ଅଟକିବନି: ରାଜ୍ୟପାଳ

ଜଳେଶ୍ୱର: ଭାରତୀୟମାନେ ବିଶ୍ୱବାସୀଙ୍କୁ ମୂଲ୍ୟଯୁକ୍ତ ‘ଶୂନ’ ବା ‘ଜିରୋ’ ଉପହାର ଦେଇଛନ୍ତି। ଯାହା ବୁଦ୍ଧିମତାର ପରିଚୟ। ଏହା ହିଁ ପ୍ରକୃତରେ ବିକାଶଧାରା। ବିକାଶକୁ କେବେ ରୋକାଯାଇ ପାରିବନି। ମଣିଷ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ବଳରେ ଚନ୍ଦ୍ରପୃଷ୍ଠକୁ ଯାଇ ଘର କରିବା କଥା ଭାବୁଛି। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ବଜ୍ରାଘାତରେ କ୍ରିକେଟ୍‌ ଖେଳାଳି ମୃତ

କୁଳିଦା: ଗାଁ ପଡ଼ିଆରେ କ୍ରିକେଟ୍‌ ଖେଳ ଚାଲିଥିଲା। ଆକାଶରେ କଳାମେଘ ଘୋଟିଆସିଲା। ବର୍ଷା ଓ ପବନ ହେଲା। ଫଳରେ ଖେଳୁଥିବା ଯୁବକମାନେ ଘରକୁ ପଳାଇ ଆସୁଥିଲେ। ଏତିକିବେଳେ ହଠାତ୍‌ ବଜ୍ର ପଡ଼ିଲା। ଫଳରେ ଜଣେ ଯୁବକଙ୍କ ଜୀବନ ଚାଲିଗଲା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବସ୍ତା…
ଅଧିକ ଖବର ଦେଖନ୍ତୁ...

ଗ୍ରାହକ ୨୦୦୦ଟଙ୍କିଆ ବଢ଼ାଇ ଦେବାରୁ ଗାଡ଼ିରୁ ଭର୍ତ୍ତି କରିଥିବା ପେଟ୍ରୋଲ କାଢ଼ି ନେଇଗଲେ କର୍ମଚାରୀ

ନୂଆଦିଲ୍ଲୀ: ଦେଶରେ କିଛି ଲୋକ ୨ ହଜାର ଟଙ୍କିଆ ନୋଟ୍‌କୁ ବ୍ୟାଙ୍କରେ ଜମା କିମ୍ବା ବଦଳ କରିବା ପରିବର୍ତ୍ତେ ସୁନା ଗହଣା ଠାରୁ ଆରମ୍ଭ କରି ଆମ୍ବ ଏବଂ ଦାମୀ ଘଣ୍ଟା ଆଦି କିଣିବାରେ ବ୍ୟସ୍ତ ଥିବା ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏହି କ୍ରମରେ ‌ଲୋକେ ପେଟ୍ରୋଲ ପମ୍ପରେ…
ଅଧିକ ଖବର ଦେଖନ୍ତୁ...

ନୂଆ ସଂସଦ ଭବନ ଉଦଘାଟନ ସମାରୋହରେ ଯୋଗ ଦେବ ବିଜେଡ଼ି

ନୂଆଦିଲ୍ଲୀ : ଦେଶର ନୂଆ ସଂସଦ ଉଦଘାଟନକୁ ନେଇ ରାଜନୀତି ଜାରି ରହିଛି । କଂଗ୍ରେସ ସମେତ ଦେଶର ପ୍ରମୁଖ ବିରୋଧୀ ଦଳଗୁଡ଼ିକ ଏହି ଉଦଘାଟନ କାର୍ଯ୍ୟକ୍ରମକୁ ବୟକଟ୍ କରିବାକୁ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ (ବିଜେଡି) ପୁଣି କେନ୍ଦ୍ର ସରକାରଙ୍କ ସମର୍ଥନରେ ଛିଡ଼ା ହୋଇଛି । ଦଳ ଉଦଘାଟନ…
ଅଧିକ ଖବର ଦେଖନ୍ତୁ...

ହତ୍ୟା ଧମକ ପରେ ବାଗେଶ୍ୱର ବାବାଙ୍କୁ ମିଳିଲା ୱାଇ ବର୍ଗର ସୁରକ୍ଷା

ନୂଆଦିଲ୍ଲୀ: ପ୍ରସିଦ୍ଧ ଧାର୍ମିକ ପ୍ରବଚକ ତଥା ବାଗେଶ୍ୱର ଧାମର ଆଚାର୍ଯ୍ୟ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କୁ ୱାଇ ବର୍ଗର ସୁରକ୍ଷା ଦିଆଯାଇଥିବା ବେଳେ ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। କିଛି ସମୟ ପୂର୍ବରୁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ…
ଅଧିକ ଖବର ଦେଖନ୍ତୁ...