Daily Archives

May 25, 2023

୩ କଲରାପତରିଆ ବାଘ ଛାଲ ଜବତ କଲା ଏସ୍‌ଟିଏଫ୍‌, ସୁରାକ ପାଇପାରିଲାନି ସ୍ଥାନୀୟ ପୁଲିସ ଓ ବନ ବିଭାଗ

ରାୟଗଡା: ରାୟଗଡା ସହରର ସିରିଗୁଡା ସ୍ୱର୍ଗଧାମ ଛକ ନିକଟରୁ ବାଘ ଛାଲ ଜବତ ହୋଇଛି। ବିଶେଷ ସୂତ୍ରରୁ ଖବର ପାଇ ୩୨୬ ନମ୍ବର ଜାତୀୟ ରାଜପଥର ରାୟଗଡା-କୋରାପୁଟ ନିକଟସ୍ଥ ଏକ ସ୍ଥାନରେ ଓଡ଼ିଶା ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ(ଏସଟିଏଫ) ଚଢ଼ଉ କରି ଜଣେ ବନ୍ୟପ୍ରାଣୀ ଅପରାଧୀକୁ ଗିରଫ କରିଛି। ଏଥିସହ…
ଅଧିକ ଖବର ଦେଖନ୍ତୁ...

୨ ଆଜୀବନ କଏଦୀଙ୍କ ମୃତ୍ୟୁ

ବଲାଙ୍ଗୀର/ଦେବଗଡ଼: ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୁଇ ଜଣ କଏଦୀଙ୍କ ମୃତ୍ୟୁ ହୋଇଛି। ଉଭ‌ୟେ ହତ୍ୟା ମାମଲାରେ ବନ୍ଦୀ ଜୀବନ ବିତାଉଥିଲେ। ବଲାଙ୍ଗୀର ଜିଲ୍ଲା କାରାଗାରରେ ଥିଲେ ବେଲପଡ଼ା ଥାନା ସର୍ଗିଗୁଡ଼ା ଗାଁର ସୁନାଧର ବାଗ (୭୦ ବର୍ଷ)। ୨୦୦୭ ମସିହାରେ ଜଣେ…
ଅଧିକ ଖବର ଦେଖନ୍ତୁ...

୨୮ ତାରିଖ ପର୍ଯ୍ୟନ୍ତ ଫ୍ଲାଇଟ୍ ରଦ୍ଦ କଲା ଗୋ ଫାଷ୍ଟ୍

ନୂଆଦିଲ୍ଲୀ : ଆର୍ଥିକ ସଙ୍କଟରେ ଥିବା ଗୋ ଫାଷ୍ଟ ମେ ୨୮ ପର୍ଯ୍ୟନ୍ତ ବିମାନ ଉଡ଼ାଣ ବାତିଲ କରିଛି। ପୂର୍ବରୁ ପରିଚାଳନାଗତ କାରଣ ଦର୍ଶାଇ ମେ ୨୬ ତାରିଖ ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରଖିବାକୁ ଘୋଷଣା କରାଯାଇଥିଲା । ଏହି ସମୟ ସୁଦ୍ଧା ବୁକିଂ ଆରମ୍ଭ କରିବାରେ ସକ୍ଷମ ହେବ ବୋଲି ଏୟାରଲାଇନ୍ସ…
ଅଧିକ ଖବର ଦେଖନ୍ତୁ...

ହାତୀ କ୍ଷୀରରେ ଥାଏ ୬୦ ପ୍ରତିଶତ ଆଲକୋହଲ

ନୂଆଦିଲ୍ଲୀ: ପ୍ରୋଟିନ ପାଇଁ ଆମେମାନେ ମୁଖ୍ୟତଃ କ୍ଷୀର ପିଇଥାଉ | ବିଶେଷ କରି ଛୋଟ ପିଲାମାନଙ୍କୁ ପିଇବାକୁ କ୍ଷୀର ଦିଆଯାଇଥାଏ | ଏହା ବ୍ୟତୀତ କ୍ଷୀରରୁ ତିଆରି ସାମଗ୍ରୀ ଦହି, ଛେନା, ଲହୁଣୀ ଆମର ଦୈନନ୍ଦିନ ଖାଦ୍ୟପଦାର୍ଥରେ ସାମିଲ ହୋଇଥାଏ | ତେବେ ସାଧାରଣତଃ ଆମମାନଙ୍କ ଘରକୁ ଗାଈ, ମଇଁଷିଙ୍କ…
ଅଧିକ ଖବର ଦେଖନ୍ତୁ...

ନିଜ ସିରିଜ୍ ‘ଷ୍ଟାରଡମ’ ପାଇଁ ଅଭିନେତା ବାଛିଲେ ଆରୟନ, ନିଜେ ଦେବେ ନିର୍ଦ୍ଦେଶନା

ମୁମ୍ବାଇ: ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆରୟନ୍ ଖାନ୍ ଖୁବ୍ ଶୀଘ୍ର ମନୋରଞ୍ଜନ ଜଗତରେ ପାଦ ଦେବାକୁ ଯାଉଛନ୍ତି। ସେ କିଛି ସମୟ ପୂର୍ବରୁ ତାଙ୍କର ପ୍ରଥମ ୱେବ୍ ସିରିଜର ସ୍କ୍ରିପ୍ଟିଂ ସମାପ୍ତ କରିଥିବା ବେଳେ ଏହାର ମୁଖ୍ୟ ଚରିତ୍ର ପାଇଁ କଳାକାର ଖୋଜୁଥିଲେ। ସେ ନିଜେ ଏହି ୱେବ୍ ସିରିଜର…
ଅଧିକ ଖବର ଦେଖନ୍ତୁ...

ସକାଳ ଜଳଖିଆରେ ଖାଆନ୍ତୁ ଏହି ସବୁ ଖାଦ୍ୟ; ପେଟ ଥଣ୍ଡା ହେବ, ସୁସ୍ଥ ରହିବ ଶରୀର

ସୁସ୍ଥ ରହିବାକୁ ଚାହୁଁଥିଲେ ନିଜର ଖାଦ୍ୟ, ପାନୀୟ ଓ ଶୟନକୁ ଗୁୁରୁତ୍ବ ଦିଅନ୍ତୁ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସକାଳ ଜଳଖିଆ। ଆଜିକାଲିର କାର୍ଯ୍ୟବ୍ୟସ୍ତତା ହେତୁ ସକାଳ ଜଳଖିଆ ପ୍ରତି ଆମେ ଟିକେ ଟିକେ ଯତ୍ନଶୂନ୍ୟ ହୋଇପଡୁ। ମାତ୍ର ମନେରଖନ୍ତୁ ଦିନ ଭିତରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ…
ଅଧିକ ଖବର ଦେଖନ୍ତୁ...

ମୋଦୀ ୩ୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ, କଂଗ୍ରେସର ଆସନ କମିବ : ଅମିତ ଶାହା

ଗୌହାଟୀ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପରେ ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ଓ କଂଗ୍ରେସ ନିଜର ବର୍ତ୍ତମାନ ଆସନ ସଂଖ୍ୟାଠାରୁ ବି କମ ଆସନ ପାଇବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଦାବି କରିଛନ୍ତି। ଆସାମରେ ଏକ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ଅଧିକାରୀଙ୍କ ନକଲ ଦସ୍ତଖତରେ ଚିଠି ପଠାଇ ଅବସରପ୍ରାପ୍ତ ଶିକ୍ଷକଙ୍କଠାରୁ ୨.୨୦ ଲକ୍ଷ ଟଙ୍କା ନେଇଗଲେ ସିଆରସିସି

ରାୟଗଡା: ଅବସରପ୍ରାପ୍ତ ଶିକ୍ଷକ ରାମ ମେଲେକାଙ୍କୁ ଅଧିକାରୀଙ୍କ ନକଲ ଦସ୍ତଖତରେ ଏକ ଚିଠି ପଠାଇ ହାଟଶେଷଖାଲ କ୍ଲଷ୍ଟର ସିଆରସିସି ସୁରେଶ କୁମାର ପୁସୁପୁ ରେଡ୍ଡୀ ୨ ଲକ୍ଷ ୨୦ ହଜାର ଟଙ୍କା ଠକି ନେଇଯାଇଛନ୍ତି।ଏ ସଂକ୍ରାନ୍ତରେ ଗୁରୁବାର ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ ପରେ ସିଆରସିସି…
ଅଧିକ ଖବର ଦେଖନ୍ତୁ...

ପ୍ରାପ୍ୟ ନ ପାଇ ପିଚୁରାସ୍ତା କାଟିଦେଲେ ଚାଷୀ, ପ୍ରଶାସନ ନିରବ

କଣ୍ଟାମାଳ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଗବଯୋର-ବୈଦ୍ୟନାଥ ତେଲ ନଦୀ ସେତୁ ନିର୍ମାଣ ଦାୟିତ୍ବ ୨୦୧୫ରେ ସୋନପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକ ଘରୋଇ ଠିକା ସଂସ୍ଥାକୁ ଦିଆ ଯାଇଥିଲା। ଉକ୍ତ ସେତୁକୁ ସଂଯୋଗ କରୁଥିବା ରାସ୍ତା ପାଇଁ ଜମି ଅଧିଗ୍ରହଣରେ ବହୁ ବିଳମ୍ବ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ନୋଡାଲ ସଚିବଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ସୋନପୁର: ଗୁରୁବାର ସୁବର୍ଣ୍ଣପୁର ଜିଲ୍ଲା ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ ସଚିବ ତଥା ଇପିକଲ ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦ୍ର ସିଂ ପୁନିଆଁ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଥିଲେ। ଏହି ଅବସରରେ ସେ ସୋନପୁର ପୌର ପରିଷଦର କୁମ୍ଭାରପଡ଼ା ଓ ଖଦାଳପଡ଼ା, ଉଲୁଣ୍ଡା ବ୍ଲକ୍ ମୁଣ୍ଡୋଘାଟ,…
ଅଧିକ ଖବର ଦେଖନ୍ତୁ...