Daily Archives

May 25, 2023

ଆଉ ଚୁଇଙ୍ଗମ୍ ସହ ଚୋବାଇବାକୁ ପଡ଼ିବ ନାହିଁ ପ୍ଲାଷ୍ଟିକ! ଦେଶର ପ୍ରଥମ ପ୍ଲାଷ୍ଟିକ ମୁକ୍ତ ଚୁଇଙ୍ଗମ୍ ତିଆରି କଲେ ଦୁଇ…

ବେଙ୍ଗାଲୁରୁ: ଦୈନନ୍ଦିନ ଜୀବନରେ ଆପଣ ପ୍ଲାଷ୍ଟିକକୁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ବ୍ୟବହାର କରୁଛନ୍ତି | କିନ୍ତୁ କେବେ ଆପଣ ଜାଣିଛନ୍ତି କି ବେଳେବେଳେ ଆପଣ ପ୍ଲାଷ୍ଟିକ ବି ଖାଉଛନ୍ତି | କଥାଟି ଶୁଣିବାକୁ ଅଜବ ଲାଗୁଥିଲେ ବି ଏକଥା ଏକଦମ ସତ | କାରଣ ଆପଣ ଖାଉଥିବା ଚୁଇଙ୍ଗମ୍ ପଲିଭିନାଇଲ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଯୁବତୀଙ୍କ ମୃତ୍ୟୁ

ଜୟପାଟଣା: କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମଙ୍ଗଳପୁର ପଞ୍ଚାୟତ ରାଜାମୁଣ୍ଡା ଗ୍ରାମର ମଙ୍ଗୁଳା କନ୍ୟା କମଳା ନାଏକ (୨୦)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଗୁରୁବାର ଦିନ ୧୦ଟାରେ କମଳା ନିକଟ ପୋଖରୀରେ ମାଟି କାମ କରୁଥିବା ବାପା-ମାଙ୍କ ପାଇଁ ଖାଦ୍ୟ ନେଇ ଯାଇଥିଲେ। ଫେରିବା ସମୟରେ ବଜ୍ରପାତ…
ଅଧିକ ଖବର ଦେଖନ୍ତୁ...

ବଲାଙ୍ଗୀର ଶୀତଳଷଷ୍ଠୀ; ଶିବ-ପାର୍ବତୀଙ୍କ ଯୁଗଳ ଦର୍ଶନ

ବଲାଙ୍ଗୀର: ବଲାଙ୍ଗୀର ଶୀତଳଷଷ୍ଠୀ ମହୋତ୍ସବରେ ଶୈବ ପୀଠରୁ ପୂଜା ମଣ୍ଡପ ସବୁଠି ଭକ୍ତଙ୍କ ଭିଡ଼। ବୁଧବାର ମାନବୀୟ ରୀତିନୀତିରେ ବରଯାତ୍ରୀ ଶୋଭାଯାତ୍ରାରେ ବାହାରିଥିଲେ ଦେବଦମ୍ପତି। ବିଳମ୍ବିତ ରାତିରେ ସମ୍ପନ୍ନ ହେଲା ଶିବ-ପାର୍ବତୀଙ୍କ ବାହାଘର। ଗୁରୁବାର ଦେବଦମ୍ପତିଙ୍କ ଯୁଗଳ ଦର୍ଶନ…
ଅଧିକ ଖବର ଦେଖନ୍ତୁ...

ସାଂସଦଙ୍କ କାର୍‌ ଧକ୍କାରେ ସ୍କୁଟି ଆରୋହୀ ମୃତ୍ୟୁ ଘଟଣାରେ ହିଟ୍‌ ଆଣ୍ଡ ରନ୍‌ ମାମଲା ରୁଜୁ ଦାବି କଲା ବିଜେପି

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼- ଗାଈସିଲାଟ ମୁଖ୍ୟ ରାସ୍ତାର ତମିଆଁ ଓ ସୁନାମୁଦି ଛକ ମଝିରେ ସାଂସଦ ନିରଞ୍ଜନ ବିଶିଙ୍କ କାର୍‌ ଧକ୍କାରେ ସ୍କୁଟି ଆରୋହୀ ପାଟଣାଗଡ଼ ଇନ୍ଦପୁର ନିବାସୀ ଟଙ୍କଧର ବିଶ୍ବାଳ (୩୫ବର୍ଷ)ଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବିଜେପି ତାର ପ୍ରତିକ୍ରିୟା…
ଅଧିକ ଖବର ଦେଖନ୍ତୁ...

ଆଜୀବନ ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କାରାଗାରରେ ଆଜୀବନ ସଜା କାଟୁଥିବା ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି। ମୃତ କଏଦୀ ଜଣକ ବେଲପଡ଼ା ଥାନା ସର୍ଗିଗୁଡ଼ା ଗାଁର ସୁନାଧର ବାଗ (୭୦ବର୍ଷ) ବୋଲି ଜଣାପଡ଼ିଛି। ୨୦୦୭ ମସିହାରେ ଜଣେ ନାବାଳକ ହତ୍ୟା ଘଟଣାରେ ଗିରଫ ହୋଇ ବଲାଙ୍ଗୀର ଜେଲରେ ଆଜୀବନ ସଜା କାଟୁଥିଲେ…
ଅଧିକ ଖବର ଦେଖନ୍ତୁ...

ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟାଙ୍କ ଦେଶୀ ଲୁକ୍‌; ଦାମୀ କାର ଛାଡ଼ି ଚଳାଇଲେ ଟ୍ରାକ୍ଟର

ନୂଆଦିଲ୍ଲୀ: ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛନ୍ତି । ସ୍ୱାସ୍ଥ୍ୟ କମ୍ପାନି ଆରା ହେଲ୍ଥର ସହ-ପ୍ରତିଷ୍ଠାତା ନବ୍ୟା ନିକଟରେ ଗୁଜୁରାଟର ଏକ ଗାଁରେ ପହଞ୍ଚିଥିଲେ, ଯେଉଁଠାରେ ସେ ବିଳାସପୂର୍ଣ୍ଣ କାର ବଦଳରେ କ୍ଷେତରେ…
ଅଧିକ ଖବର ଦେଖନ୍ତୁ...

ନୋ-ମେକ୍‌ଅପ୍‌ ଫଟୋ ସେୟାର୍‌ କଲେ ଦୀପିକା: ଏପରି କମେଣ୍ଟ୍‌ ଦେଲେ ଶୀର୍ଷ ବିୟୁଟି ଇନ୍‌ଫ୍ଲୁଏନ୍ସର୍‌

ନୂଆଦିଲ୍ଲୀ: ଯେତେବେଳେ ଲେଡି ସୁପରଷ୍ଟାର ଦୀପିକା ପାଦୁକୋନ ସେ‌ାସିଆଲ୍‌ ମିଡିଆରେ କିଛି ଫଟୋ ସେୟାର୍‌ କରନ୍ତି ତ ସେଥିରେ ଲାଇକ୍‌ସ, କମେଣ୍ଟ୍‌ସ ବହୁଳ ମାତ୍ରାରେ ଦେଖିବାକୁ ମିଳେ। ସ୍କିନ୍‌ କେୟାର୍‌ ବ୍ରାଣ୍ଡ୍‌ ‘୮୨ ଡିଗ୍ରି ଇ’ର ନିର୍ମାତା ଦୀପିକା ନିକଟରେ ତାଙ୍କର ଏକ ଫଟୋ ସେୟାର୍‌…
ଅଧିକ ଖବର ଦେଖନ୍ତୁ...

ମୁକୁଳିଲେ ଦୁଇ ଭାଇ ସହ ୩ କଏଦୀ, କହିଲେ ‘ଖୁସି ଏତିକି.. ମାଟି ପାଇବୁ’

ବଲାଙ୍ଗୀର: ୧୪ ବର୍ଷ ସଜା କାଟିବୁ ଭାବିଥିଲୁ। ଦେଖୁ ଦେଖୁ ବିତିଗଲା ବର୍ଷ ପରେ ବର୍ଷ। ୧୮ ବର୍ଷ ୬ ମାସ ହେଲା ସରକାର ବୁଢ଼ା ବେଳେ ମୁକୁଳାଇଲେ। ଏବେ ଆଉ ଖୁସି କଣ? ମଲା ବେଳେ ମାଟି ଟିକିଏ ଦେଖିବୁ। ଏଭଳି କିଛି କୋହଭରା କଣ୍ଠରେ କହିଛନ୍ତି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜେଲରୁ…
ଅଧିକ ଖବର ଦେଖନ୍ତୁ...

ଚାଉଳ ୨କିଲୋ କମାଇବାରୁ ଅଟକ ରହିଲେ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ

ଖୋର୍ଦ୍ଧା: ଆଜି ମଲ୍ଲିପୁର ପଞ୍ଚାୟତରେ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ଚାଉଳ ବାଣ୍ଟିବା ବେଳେ ନିର୍ଦ୍ଧାରିତ ଓଜନରୁ ୨ରୁ୩ କିଲୋଗ୍ରାମ ଚାଉଳ କମ ଦିଆଯାଉଥିବାକୁ କେନ୍ଦ୍ର କରି ଆଜି ଏକ ଅଭାବନୀୟ ଘଟଣା ଘଟିଛି। ମଲ୍ଲିପୁର ପଞ୍ଚାୟତର ଚମ୍ପାପୁର ଗ୍ରାମବାସୀ ଉଭୟ…
ଅଧିକ ଖବର ଦେଖନ୍ତୁ...

କେତେ ଋଣ କରିଛି ଆମେରିକା ? ଯଦି ଆମେରିକା ଋଣ ଖିଲାପ କରେ ତେବେ କ’ଣ ହେବ?

ନ୍ୟୁୟର୍କ : ବିଶ୍ବର ନଂ୧ ଅର୍ଥନୀତି ଆମେରିକା ଉପରେ ବି ମାନ୍ଦାବସ୍ଥାର ପ୍ରଭାବ । ସ୍ଥିତି ଏପରି ହୋଇଛି ଯେ ଆମେରିକା ନିଜ ଋଣ ଖିଲାପି (ଡିଫଲ୍ଟ) କରିବାର ଆଶଙ୍କା ରହିଛି । ଆମେରିକା ଋଣ ପରିଶୋଧ ନକଲେ କ'ଣ ହେବ ତାକୁ ନେଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳିଯାଇଛି । ଭାରତ ସମେତ ଅନ୍ୟ ବିକାଶଶୀଳ…
ଅଧିକ ଖବର ଦେଖନ୍ତୁ...