Daily Archives

May 26, 2023

ପଶ୍ଚିମବଙ୍ଗ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟଣା: ମୃତ ମାଲିକଙ୍କ ପତ୍ନୀ କମର୍ଦ୍ଦାରୁ ଗିରଫ

କମର୍ଦ୍ଦା: ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ରାଜ୍ୟ ଏଗ୍ରା ଥାନା ଅଧୀନ ଖାଦିକୁଲ ଗ୍ରାମରେ ଦୀର୍ଘ ୪୦ ବର୍ଷ ଧରି ଏକ ବେଆଇନ ବାଣ କାରଖାନା ରହିଥିଲା। ଭାନୁ ବାଗ ନାମକ ଜଣେ ବ୍ୟକ୍ତି ଏହାକୁ ଚଳାଉଥିଲେ। ଗତ ୧୬ ତାରିଖ ଦିନ କାରଖାନାରେ ସ୍ଥାନୀୟ ଓ ବାହାର ଅଞ୍ଚଳର ୩୫ ଜଣରୁ ଅଧିକ ଶ୍ରମିକ ବାଣ…
ଅଧିକ ଖବର ଦେଖନ୍ତୁ...

‘ପ୍ରତ୍ୟେକ ଦିନ ସେନା ଉପରେ କୃତଜ୍ଞ ହେବା ଆବଶ୍ୟକ’

ରାଉରକେଲା: ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି)ରେ ‘ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥା ଓ ନ୍ୟାସନାଲ କ୍ୟାଡେଟ୍‌ କର୍ପ୍‌ସ(ଏନସିସି)ର ଭୂମିକା’ ଶୀର୍ଷକ ପ୍ରଥମ ଜାତୀୟ ସମ୍ମିଳନୀ ଆଜି ଆରମ୍ଭ ହୋଇଛି। ଅନୁଷ୍ଠାନର ଭୁବନେଶ୍ବର ବେହେରା ଅଡିଟୋରିୟମରେ ଏହି ସମ୍ମିଳନୀ ଦୁଇ ଦିନ…
ଅଧିକ ଖବର ଦେଖନ୍ତୁ...

ୟାସିନ ମଲ୍ଲିକଙ୍କୁ ଫାଶୀ ହେବ କି? ଆଜୀବନ କାରାଦଣ୍ଡ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଏନଆଇଏ

ନୂଆଦିଲ୍ଲୀ: ଆତଙ୍କବାଦୀ ୟାସିନ୍ ମଲ୍ଲିକକୁ ଦିଆଯାଇଥିବା ଆଜୀବନ କାରାଦଣ୍ଡରେ ସନ୍ତୁଷ୍ଟ ନାହିଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) । ତାକୁ ଫାଶୀ ଦେବାକୁ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଏନଆଇଏ । ଏନଆଇଏ ଆରମ୍ଭରୁ ୟାସିନ ମଲ୍ଲିକଙ୍କୁ ଫାଶୀ ଦେବାକୁ ଚାହୁଁଥିଲା, କିନ୍ତୁ ନିମ୍ନ…
ଅଧିକ ଖବର ଦେଖନ୍ତୁ...

‘ଦ କେରଳ ଷ୍ଟୋରି’ ଅଭିନେତ୍ରୀଙ୍କ ଏଡିଟେଡ୍‌ ଫଟୋ ସହ ଲିକ୍‌ ହେଲା ଫୋନ୍‌ ନମ୍ବର; ବିକୃତ ମାନସିକତା କହି ନିନ୍ଦା…

ମୁମ୍ବାଇ: ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ‘ଦି କେରଳ ଷ୍ଟୋରି’। ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ରୋଜଗାର କରୁଛି। ରିଲିଜ୍‌ ପୂର୍ବରୁ ନେଇ ରିଲିଜ୍‌ ହେବା ପରେ ବି ବିବାଦ ମଧ୍ୟରେ ରହିଥିବା ଏହି ଚଳଚ୍ଚିତ୍ରଟି ଅନେକ ଚଳଚ୍ଚିତ୍ରକୁ ରୋଜଗାର କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ଜୁନ ୯ରେ ରିଲିଜ ହେବାକୁ ଥିବା ସିନେମା ‘ଗଦର’ରେ ‘ଗଦର-୨’ର ଝଲକ ଦେଖିବାକୁ ମିଳିବ

ମୁମ୍ବାଇ: ସିନମୋ ‘ଗଦର: ଏକ ପ୍ରେମ କଥା’ ୨୨ବର୍ଷ ପୂର୍ବେ ଅର୍ଥାତ ୨୦୦୧ ମସିହାରେ ପ୍ରଥମେ ଯେତେବେଳେ ରିଲିଜ ହୋଇଥିଲା  ଦର୍ଶକଙ୍କୁ ଚକିତ କରି ଦେଇଥିଲା।  ପ୍ରେକ୍ଷାଳୟ ଦର୍ଶକରେ ଫୁଲ ହୋଇଯାଇଥିଲା। ଏଥିସହିତ ବକ୍ସ ଅଫିସରରେ ବି ସିନେମା ବେଶ ରୋଜଗାର କରି ପାରିଥିଲା। ଅନେକ ଦିନ ଧରି…
ଅଧିକ ଖବର ଦେଖନ୍ତୁ...

୨୦୨୪ରେ ଅଲଗା-ଅଲଗା ନିର୍ବାଚନ ଲଢିବେ ବିଜେପି, ଏକନାଥ ଗୋଷ୍ଠୀ

ମୁମ୍ବାଇ : ମହାରାଷ୍ଟ୍ରରେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବିଜେପି ଏବଂ ଶିବସେନା (ସିନ୍ଦେ ଗୋଷ୍ଠୀ) ୨୦୧୯ ଆସନ ବୁଝାମଣା ଫର୍ମୁଲା ଗ୍ରହଣ କରିବାକୁ ବିଚାର କରୁଛନ୍ତି। ଶିବସେନାର ବରିଷ୍ଠ ନେତା ଗଜାନନ କିର୍ତିକର ମଧ୍ୟ ଏହାର ସଙ୍କେତ…
ଅଧିକ ଖବର ଦେଖନ୍ତୁ...

୨୨ ଲକ୍ଷ ଟଙ୍କାର ଚାକିରି ଛାଡି ୟୁପିଏସସି ପାଇଁ ପ୍ରସ୍ତୁତି କଲେ, ଏବେ ପାଇଲେ ଆଇଏଏସ

ଚଣ୍ଡୀଗଡ଼: ଏକ ନାମିଦାମୀ କମ୍ପାନୀରେ ସେ ଚାକିରି କରୁଥିଲେ କିନ୍ତୁ ସଫ୍ଟୱେୟାର ଚାକିରି ତାଙ୍କୁ ବେଶୀ ଦିନ ବାନ୍ଧିପାରିନଥିଲା | ପିଲାଟିଦିନରୁ କିଭଳି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ ସେ ନେଇ ସ୍ବପ୍ନ ଦେଖୁଥିବା ଅଙ୍କିତା ଚାକିରି ଛାଡି ପ୍ରସ୍ତୁତି ଚଳାଇଥିଲେ | ଆଉ ଶେଷରେ…
ଅଧିକ ଖବର ଦେଖନ୍ତୁ...

ଘରୋଇ ଫାଇନାନ୍ସ କମ୍ପାନି କର୍ମଚାରୀଙ୍କୁ ଲୁଟ ଅଭିଯୋଗ

ଖୋର୍ଦ୍ଧା: ଖୋର୍ଦ୍ଧାରେ ଥିବା ଭାରତ ଫାଇନାନ୍ସ କମ୍ପାନି ନାମକ ଏକ ଘରୋଇ ଫାଇନାନ୍ସ କମ୍ପାନିର ଜଣେ କର୍ମଚାରୀଙ୍କ ଠାରୁ ୭ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଆରମ୍ଭ କରିଛି। ସୂଚନାନୁସାରେ, ଆଜି…
ଅଧିକ ଖବର ଦେଖନ୍ତୁ...

ହାତୀପଲ ଘଉଡ଼ାଇବା ପାଇଁ ମଶାଲ ଧରି ରାତି ତମାମ ପହରା ଦେଉଛି ବନବିଭାଗ

ବିଶୋଇ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ବିଶୋଇ ବନ୍ୟପ୍ରାଣୀ ବନାଞ୍ଚଳ ଅଧିନ ସରଗଡା ବନାଞ୍ଚଳରେ ପୁଣି ଥରେ ଝାଡ଼ଖଣ୍ଡୀ ହାତୀପଲଙ୍କ ଉପଦ୍ରଵ ଦେଖିବାକୁ ମିଳିଛି। ଗତ ୪ ଦିନ ଧରି ଏହି ଅଞ୍ଚଳରେ ୨୩ ଖଣ୍ଡ ହାତୀପଲଙ୍କ ଆତଙ୍କ ଲାଗି ରହୁଥିବାରୁ ବନବିଭାଗର ଏକପ୍ରକାର ନିଦ ହଜି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଧିକ ପରିଶ୍ରମ କରି ସବୁ କାମ ସଂପୂର୍ଣ୍ଣ କରିନେବେ। ସମ୍ମାନିତ ଲୋକଙ୍କ ସହ ମିଶିବାର ସୁଯୋଗ ମିଳିବ। ବ୍ୟବସାୟରେ ଭଲ ପ୍ରଗତି ହେବ। ବୃଷ: ସାହସ ଓ ଶୌର୍ଯ୍ୟ ଆପଣଙ୍କୁ ସମସ୍ତଙ୍କ ଠାରୁ ଅଲଗା ଅନୁଭବ କରାଇବ। ଚାକିରି ଖୋଜୁଥିବା ମହିଳାମାନେ ଭଲ ଖବର ପାଇବେ। ବୈଜ୍ଞାନିକଙ୍କୁ ନୂଆ…
ଅଧିକ ଖବର ଦେଖନ୍ତୁ...