Daily Archives

May 26, 2023

ଆଇପିଏଲ : ଶୁଭମନଙ୍କ ବିସ୍ଫୋରକ ଶତକ, ମୁମ୍ବାଇ ଆଗରେ ୨୩୪ ରନର ଲକ୍ଷ୍ୟ ରଖିଲା ଗୁଜରାଟ

ଅହମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୩ର ୨ୟ କ୍ବାଲିଫାୟାରରେ ମୁମ୍ବାଇ ଆଗରେ ୨୩୪ ରନର ବିଜୟ ଲକ୍ଷ୍ୟ ରଖିଛି ଗୁଜରାଟ । ଗୁଜରାଟ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ । ଏହି ମ୍ୟାଚରେ ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ…
ଅଧିକ ଖବର ଦେଖନ୍ତୁ...

ବିବାହର ତିନିମାସ ପରେ ଜୀବନକୁ ପଶି ଆସିଥିବା ସଉତୁଣୀକୁ ନେଇ କ’ଣ କହିଲେ ସ୍ବରା ଜାଣନ୍ତୁ

ନୂଆଦିଲ୍ଲୀ: ବିବାହର ତିନିମାସ ପରେ ସ୍ବରା ଜୀବନରେ ସୌତନ୍- ଏହି ଶୀର୍ଷକ ପଢ଼ିଲା ପରେ ଆପଣଙ୍କ ମନରେ ଅନେକ ପ୍ରଶ୍ନ ଆସି ସାରିବଣି। କିଏ ଏଇ ସୌତନ ବା ସଉତୁଣୀ ?  ସ୍ବରା ଏହି ସୌତନଙ୍କୁ ନେଇ କ’ଣ କହିବାକୁ ଚାହାନ୍ତି। ଆସନ୍ତୁ ଜାଣିବା ଘଟଣାଟି କ’ଣ? ବଲିଉଡ୍ ଅଭିନେତ୍ରୀ  ସ୍ବରା…
ଅଧିକ ଖବର ଦେଖନ୍ତୁ...

ଫର୍ଚୁନ୍ ବ୍ରାଣ୍ଡ ନାମରେ ବଜାରରେ ଗହମ ବିକ୍ରି କରିବ ଆଦାନୀ ୱିଲମାର

ମୁମ୍ବାଇ: ଆପଣ ଅନେକ ସମୟରେ ପ୍ୟାକେଟରେ ଭର୍ତ୍ତି ଅଟା ପ୍ୟାକେଟ ଦେଖିଥିବେ | ୧ କିଲୋଗ୍ରାମ, ୫ କିଲୋଗ୍ରାମ ଓଜନରେ ଅଟା ପ୍ୟାକେଟ ବିକ୍ରି ହେଉଥିବାର ଆପଣ ଦେଖିଥିବେ | ଏହାବାଦ ବର୍ତ୍ତମାନ ଅଟାର ବ୍ୟବହାର ଘରେ ଘରେ ବଢ଼ିଥିବାବେଳେ ଲୋକମାନେ ପ୍ୟାକେଟ ଅଟା କିଣୁଛନ୍ତି | ଏହା ଛଡା କିଛି ଲୋକ…
ଅଧିକ ଖବର ଦେଖନ୍ତୁ...

ଛୁରାମାଡ କରି ମୋବାଇଲ ଲୁଟିଲେ, ଗୁରୁତର ଯୁବକଙ୍କୁ କୋରାପୁଟ ସ୍ଥାନାନ୍ତରିତ

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଦିଗି ସଲପା-ଅଣ୍ଟାସର ରାସ୍ତାର ପଣ୍ଡାଗୁଡା ନିକଟରେ ଜଣେ ଯୁବକଙ୍କୁ ଛୁରାମାଡ଼ କରି ମୋବାଇଲ ଓ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଦିଗି ଗ୍ରାମର ତ୍ରିନାଥ ମହାନ୍ତି ଅନ୍ୟ ଜଣେ ସାଙ୍ଗ…
ଅଧିକ ଖବର ଦେଖନ୍ତୁ...

ଡାହାଣୀ ସନ୍ଦେହରେ ପୁତୁରାବୋହୂଙ୍କୁ ତୀର ମାଡ଼

ରାଇରଙ୍ଗପୁର/ବିଶୋଇ: ମୟୂରଭଞ୍ଜ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ଡାହାଣୀ ସନ୍ଦେହ କରି ନିଜ ପୁତୁରାବୋହୂଙ୍କୁ ତୀର ମାଡ଼ କଲେ ଜନୈକ କକା ଶଶୁର। ତୀର ମାଡ଼ରେ ପୁତୁରାବୋହୂଙ୍କୁ ଜଣକ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଅନ୍ତବସ୍ତ୍ର ପିନ୍ଧି ରାସ୍ତାରେ ବୁଲିଲେ ଯୁବକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଫଟୋ ଓ ଭିଡିଓ ଭାଇରାଲ ‌ହୋଇଥାଏ। ଏଥିମଧ୍ୟରୁ ଏମିତି କିଛି ଭିଡିଓ ଓ ଫଟୋ ଥାଏ ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ନିକଟରେ ଜଣେ ବ୍ୟକ୍ତି ଦିଲ୍ଲୀ ମ୍ୟାଟ୍ରୋରେ ଅଦ୍ଭୁତ ପ୍ରକାର ପୋଷାକପିନ୍ଧି ଯାତ୍ରା କରୁଥିବାର…
ଅଧିକ ଖବର ଦେଖନ୍ତୁ...

ଆସିଲା ଫାଷ୍ଟଲୁକ : ଭିତରୁ ଏମିତି ଦେଖାଯାଏ ନୂଆ ସଂସଦ, ଭିଡିଓ ଦେଖିଲେ ବାରମ୍ବାର ଦେଖିବାକୁ ଇଚ୍ଛା ହେବ

ନୂଆଦିଲ୍ଲୀ: ଆସନ୍ତା ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ସଂସଦ ଭବନର ଉଦଘାଟନ କରିବେ | ତେବେ ଆଜି ନୂତନ ସଂସଦର ଭିତର ପାର୍ଶ୍ଵର ଭିଡିଓ ସାମ୍ନାକୁ ଆସିଛି | ସଂସଦର ଉଭୟ ବାହାର ଓ ଭିତର ଦୃଶ୍ୟ ମଧ୍ୟ ଏହି ଭିଡିଓରେ ଦେଖିବାକୁ ମିଳିଛି | ଭିଡିଓରେ ଅଶୋକ ସ୍ତମ୍ଭଠାରୁ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଆଉ ୨ଟି ଅବତାରରେ ଆସିବ ବନ୍ଦେ ଭାରତ

ନୂଆଦିଲ୍ଲୀ : ଭାରତରେ ରେଳ ପରିବହନ କ୍ଷେତ୍ରରେ ଏକ ନୂଆ ବିପ୍ଳବ ଆଣିବାକୁ ସକ୍ଷମ ହୋଇଛି  ବନ୍ଦେ ଭାରତ ଏକ୍ସପ୍ରେସ୍ । ସମଗ୍ର ଦେଶରେ ଧୀରେ ଧୀରେ ଲୋକପ୍ରିୟ ହେଉଛି ଏହି ଟ୍ରେନ । ଆଗାମୀ ବର୍ଷରୁ ବନ୍ଦେ ଭାରତର ଆଉ ଦୁଇଟି ପ୍ରକାର ଚାଲୁ କରାଯିବ ।  ଗୋଟିଏ ହେଉଛି ବନ୍ଦେ ମେଟ୍ରୋ ଓ ବନ୍ଦେ…
ଅଧିକ ଖବର ଦେଖନ୍ତୁ...

ମହାନଦୀ ସ୍ଥିତି ଅନୁଧ୍ୟାନ କ‌ଲା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଟିମ୍‌

କଟକ: ମହାନଦୀ ଅନୁଧ୍ୟାନ ପାଇଁ ୧୦ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ସଦସ୍ୟମାନେ ଆଜି କଟକର ବିଭିନ୍ନ ସ୍ଥାନରେ ମହାନଦୀର ସ୍ଥିତିକୁ ଅନୁଧ୍ୟାନ କରିବା ସହିତ ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ। ମହାନଦୀ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ସୁପ୍ରିମ କୋର୍ଟର…
ଅଧିକ ଖବର ଦେଖନ୍ତୁ...

ନବୀକରଣ ହେବ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର, ୱାଇଫାଇ ସହିତ ଫୁଡ୍‌କୋର୍ଟ ସୁବିଧା ମିଳିବ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭିକେ ପାଣ୍ଡିଆନ ଶୁକ୍ରବାର ଭୁବନେଶ୍ବରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ। ସେଠାରେ ସେ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା…
ଅଧିକ ଖବର ଦେଖନ୍ତୁ...