Daily Archives

May 27, 2023

୮ ଲକ୍ଷ ଟଙ୍କାର ଗଂଜେଇ ଜବତ, ୪ ମହିଳାଙ୍କ ସମେତ ୬ ଗିରଫ

ଖୋର୍ଦ୍ଧା: ପ୍ରାୟ ୧ ବର୍ଷ ପୂର୍ବେ ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଂଚଳରେ ବ୍ରାଉନସୁଗାର, ଗଂଜେଇ ଆଦିର ଚୋରା ଚାଲାଣ ପ୍ରାୟତଃ ହ୍ରାସ ପାଇଥିଲା। ବର୍ତ୍ତମାନ ପୁଣିଥରେ ଏହା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି। ଅବକାରୀ ବିଭାଗ ୪ ମହିଳାଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି। ଗିରଫ…
ଅଧିକ ଖବର ଦେଖନ୍ତୁ...

‘୬ ମାସ ଅପେକ୍ଷା କର, ଦିଲ୍ଲୀରେ ସରକାର ବଦଳିବାକୁ ଯାଉଛି’ ଏଭଳି କାହିଁକି କହିଲେ ମମତା ଜାଣନ୍ତୁ

କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବିଜେପି ଦଙ୍ଗା ସୃଷ୍ଟି କରି ପଶ୍ଚିମବଙ୍ଗରେ ମଣିପୁର ଭଳି ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛି। ପଶ୍ଚିମ ମେଦିନୀପୁରରେ ଏକ ସାଧାରଣ…
ଅଧିକ ଖବର ଦେଖନ୍ତୁ...

ମିସ ୱାର୍ଲଡ ମୁକୁଟ ପିନ୍ଧି ଚଟାଣରେ ବସି ଖାଉଥିବା ଐଶ୍ବର୍ଯ୍ୟାଙ୍କ ଫଟୋ ଭାଇରାଲ

ମୁମ୍ବାଇ: ମିସ ୱାର୍ଲଡ ମୁକୁଟ ପିନ୍ଧି ଐଶ୍ବର୍ଯ୍ୟା ରାଏ ବଚ୍ଚନ ତଳେ ବସି ଖାଉଥିବ‌ାର ଏକ ଫଟୋ ଏବେ ‌ସୋସିଆଲ ମିଡିଆରେ ଘୁରି ବୁଲୁଛି। ଐଶ୍ବର୍ଯ୍ୟା ତାଙ୍କ ସୌନ୍ଦର୍ଯ୍ୟ ସହ ଉତ୍ତମ ସ୍ବଭାବ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ସେ ମିସ ୱ‌ାର୍ଲଡର ମୁକୁଟ ପିନ୍ଧିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

କୁଆଖାଇରେ ବୁଡି ୨ ଯୁବକଙ୍କ ମୃତ୍ୟୁ

ବାଲିଅନ୍ତା : ବାଲିଅନ୍ତା ଥାନା ବାଳକାଟୀ ଫାଣ୍ଡି ତଥା ଭୁବନେଶ୍ବର ଇନ୍ଦ୍ରପାଲ ନିକଟ କୁଆଖାଇ ନଦୀରେ ଶନିବର ଅଘଟଣ ଘଟିଛି। ଅପରାହ୍ନରେ ଗାଧୋଇବାକୁ ଆସିଥିବାବେଳେ ନଦୀରେ ବୁଡ଼ି ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ତମାଣ୍ଡୋ ଅଂଚଳ ସ୍ମୃତି ସୌରଭ ପ୍ରଧାନ ଓ ଅନଗୁଳ ରେଙ୍ଗାଲି ଅଂଚଳର…
ଅଧିକ ଖବର ଦେଖନ୍ତୁ...

ସେ ବିଷୟରେ ଆଲୋଚନା କରି ଲାଭ ନାହିଁ: ସଲ୍‌ମାନଙ୍କ ଅଙ୍ଗରକ୍ଷୀ ଧକ୍କା ଦେବା ପ୍ରସଂଗରେ କହିଲେ ଭିକି କୌଶଲ

ନୂଆଦିଲ୍ଲୀ: ସୁପରଷ୍ଟାର ସଲମାନ ଖାନଙ୍କ ଅଙ୍ଗରକ୍ଷୀ କଟ୍ରିନାଙ୍କ ସ୍ବାମୀ ଭିକ୍କି କୌଶଲଙ୍କୁ ଧକ୍କା ଦେଇଥିବାର ଏକ ଘଟଣା ଗତକାଲି ସାମ୍ନାକୁ ଆସିଥିଲା। ଏହି ଘଟଣାର ଭିଡିଓ ବି ସୋସିଆଲ ମିଡିଆରେ ଘୂରି ବୁଲୁଛି। ତେବେ ଏ ନେଇ ନିଜର ମତ ରଖିଛନ୍ତି ନିଜେ ବିକି କୌଶଲ। ଗଣମାଧ୍ୟମରେ ନିଜର…
ଅଧିକ ଖବର ଦେଖନ୍ତୁ...

ଚଳନ୍ତା ହାଇୱାର ପଛ ଚକାରେ ଡେଇଁ ମୃତ ବ୍ୟକ୍ତିର ମିଳିଲା ପରିଚୟ

ଜୟପୁର: ଶୁକ୍ରବାର ସକାଳ  ୬ଟା ବେଳେ ଜୟପୁର ସଦରଥାନା ଅର୍ନ୍ତଗତ ଉମୁରୀ ଗାଁ ନିକଟରେ ଚଳନ୍ତାହାଇୱାର ପଛ ଚକାରେ ଡେଇଁ ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କର ପରିଚୟ ଜୟପୁର ସଦରଥାନା ପୁଲିସକୁ ମିଳିଛି। ମୃତ ବ୍ୟକ୍ତିଙ୍କ ନିଜ ଘର ଝାରଖଣ୍ଡ ରାଜ୍ୟର ରାମଗଡ଼ ଜିଲ୍ଲାର ବାସଲପାତ୍ରୁ ଥାନା ଅର୍ନ୍ତଗତ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାରୀକୁ କ୍ଷମା ଦିଆଯାଉଛି, ଆଉ ୟାସିନ ମଲ୍ଲିକ ତ…

ଶ୍ରୀନଗର: ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ର ଅଧ୍ୟକ୍ଷା ମେହବୁବା ମୁଫତି, ୟାସିନ୍ ମଲ୍ଲିକର ମାମଲାର ସମୀକ୍ଷା କରିବାକୁ ଦାବି କରିଛନ୍ତି। ସେ ଆଜି କହିଛନ୍ତି ଯେ ଜମ୍ମୁ କାଶ୍ମୀର ଲିବରେସନ୍ ଫ୍ରଣ୍ଟ (ଜେ.କେ.ଏଲ୍.ଏଫ୍) ମୁଖ୍ୟ ୟାସିନ୍…
ଅଧିକ ଖବର ଦେଖନ୍ତୁ...

ଭଗବାନ ସାମଲ ହତ୍ୟା ମାମଲା: ୩ ଜଣଙ୍କୁ ଆଜୀବନ ଜେଲ୍ ଜାମିନରେ ଆସି ଜଣେ ଅଭିଯୁକ୍ତ ହତ୍ୟାର ଶିକାର ହୋଇଥିଲେ

ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅଧୀନ ଜାହାଡ଼ା ଗ୍ରାମରେ ୨୦୧୩ ଡିସେମ୍ବର ୧୧ ତାରିଖରେ ଘଟିଥିବା ଭଗବାନ ସାମଲ ହତ୍ୟାକାଣ୍ଡର ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଆସିକା ଅତିରିକ୍ତ ଗଞ୍ଜାମ ଜିଲ୍ଲା ଦୌରାଜଜ୍ ପ୍ରବୀର କୁମାର ଚୌଧୁରୀ ମାମଲାର ବିଚାରଣା କରି ତିନିଜଣ ଅଭିଯୁକ୍ତ ଭଗବାନ…
ଅଧିକ ଖବର ଦେଖନ୍ତୁ...

ଜାତୀୟ ବିଧାୟକ ସମ୍ମିଳନୀରେ ଯୋଗଦେବେ ପ୍ରାକ୍ତନ ସରପଞ୍ଚ ଆରତୀ ଦେବୀ

ପୋଲସରା: ମିଟ୍ ସ୍କୁଲ ଅଫ୍ ପୁନେ ପକ୍ଷରୁ ଆସନ୍ତା ଜୁନ୍ ୧୫ରୁ ୧୭ ତାରିଖ ତିନି ଦିନ ଧରି ମୁମ୍ବାଇରେ ହେବାକୁ ଯାଉଥିବା ଜାତୀୟ ବିଧାୟକ ସମ୍ମିଳନୀରେ ଯୋଗଦେବାକୁ ଦ୍ବିତୀୟ ଥର ପାଇଁ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଢୁଙ୍କାପଡ଼ାର ପ୍ରାକ୍ତନ ସରପଞ୍ଚ ସୁଶ୍ରୀ ଆରତୀ ଦେବୀ ନିମନ୍ତ୍ରିତ…
ଅଧିକ ଖବର ଦେଖନ୍ତୁ...

ବାହା ହେବାକୁ ମନା କରିବାରୁ ପ୍ରେମିକର ଉନ୍ମତ୍ତକାଣ୍ଡ: ପ୍ରେମିକା, ମା’ ଓ ଭାଇଙ୍କୁ ଜାଳି ମାରିବାକୁ କଲା ଉଦ୍ୟମ

ବଲାଙ୍ଗୀର/ଲାଠୋର/ପାଟଣାଗଡ଼: ପ୍ରେମିକର ନିର୍ଯାତନା ସହିନପାରି ପ୍ରେମିକା ବାହା ହେବାକୁ ମନା କଲା। ଆଉ ତା’ପରେ ପ୍ରେମିକ ଉନ୍ମତ୍ତକାଣ୍ଡ ଭିଆଇଛି। ପ୍ରେମିକା, ତାଙ୍କ ମା’ ଓ ଭାଇଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛି। ଏଥିରେ ତିନିଜଣ ଯାକ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗୀର ଜିଲ୍ଲା…
ଅଧିକ ଖବର ଦେଖନ୍ତୁ...