Daily Archives

May 27, 2023

ଏଭଳି ଶୈଳୀରେ କାନ୍ସ ଫେଷ୍ଟିଭାଲରେ ପାଦ ରଖିଲେ ଅନୁଷ୍କା

ମୁମ୍ବାଇ: ଅନୁଷ୍କା ଶର୍ମା ୭୬ତମ କାନ୍ସ ଫିଲ୍ମ ଫେଷ୍ଟିଭାଲ -୨୦୨୩ରେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ଏହି କ୍ରମରେ ଅନୁଷ୍କା କାନ୍ସ ଫେଷ୍ଟିଭାଲରେ ଡେବ୍ୟୁ କରି ତାଙ୍କ ଫ୍ୟାନ୍ସମାନଙ୍କ ଅପେକ୍ଷାରେ ଅନ୍ତ ଘଟାଇଛନ୍ତି। ତେବେ କାନ୍ସ ଫିଲ୍ମ ଫେଷ୍ଟିଭାଲକୁ ନେଇ ଅନୁଷ୍କାଙ୍କ…
ଅଧିକ ଖବର ଦେଖନ୍ତୁ...

ଦେଶରେ ପ୍ରଥମ : କ୍ଲୋନିଂ ପଦ୍ଧତିରେ ଜନ୍ମ ହୋଇ ପୂରା ସୁସ୍ଥ ଅଛି ବାଛୁରୀ ‘ଗଙ୍ଗା’

ନୂଆଦିଲ୍ଲୀ : ଦୁନିଆରେ ପ୍ରତ୍ୟେକ ଜୀବର ଜନ୍ମ ସ୍ୱତନ୍ତ୍ର। କିନ୍ତୁ  ଏହି ବର୍ଷ ମାର୍ଚ୍ଚ ୧୬ ତାରିଖରେ ଜନ୍ମିତ ବାଛୁରୀ 'ଗଙ୍ଗା' ର ଜନ୍ମ ସଂପୂର୍ଣ୍ଣ ଭାବେ ଭିନ୍ନ । ଗଙ୍ଗା ହେଉଛି ଭାରତର ପ୍ରଥମ କ୍ଲୋନଡ୍ ଗାଈ ବା କ୍ଲୋନିଂ ପଦ୍ଧତିରେ ଜନ୍ମିତ ଗାଈ। ଗଙ୍ଗା ହରିୟାଣାର କର୍ଣ୍ଣାଲରେ ଥିବା…
ଅଧିକ ଖବର ଦେଖନ୍ତୁ...

ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ ଯୁକ୍ତ ୩ ଓ ପିଜି ପରୀକ୍ଷା ଫଳ ପ୍ରକାଶିତ: ବାଜି ମାରିଲେ ଛାତ୍ରୀ

ଜୟପୁର: ସ୍ଥାନୀୟ ବିକ୍ରମ ଦେବ ସ୍ବୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ୩ ଶେଷ ବର୍ଷ(ଷଷ୍ଠ ସେମିଷ୍ଠାର) ଓ ପିଜି ଶେଷ ବର୍ଷର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ବିଜ୍ଞାନରେ ଶ୍ରେଷ୍ଠ ଛାତ୍ରୀ ହୋଇଛନ୍ତି ଶୁଭସ୍ମିତା ଦାଶ। ସେ ‘ଓ’ ଗ୍ରେଡ୍ ରଖିଛନ୍ତି। କଳାରେ ଇସାବେଲ ଦାଶ  ‘ଓ’ ଗ୍ରେଡ଼ ରଖି…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବିବାର: କୌଣସି ଭଲ ଖବର ପାଇବେ। ସୋମ, ମଙ୍ଗଳ ଓ ବୁଧବାର: ସମାଜ କାମ ଲାଗି ପ୍ରସିଦ୍ଧି ବଢ଼ିବ। ଗୁରୁ ଓ ଶୁକ୍ରବାର: ପ୍ରେମ ଜୀବନ ମଧୁର ହେବ। ଶନିବାର: ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ରବିବାର: ଆୟ ବୃଦ୍ଧି ହେବ। ସୋମ, ମଙ୍ଗଳ ଓ ବୁଧବାର: ଦାୟିତ୍ବକୁ ସୁଚାରୁ ରୂପେ ତୁଲାଇବେ।…
ଅଧିକ ଖବର ଦେଖନ୍ତୁ...

ନବୀନଙ୍କ ସମେତ ନୀତି ଆୟୋଗ ବୈଠକରେ ଯୋଗଦେଲେ ନାହିଁ ୧୧ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଆଜି ନୀତି ଆୟୋଗର ଅଷ୍ଟମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ୧୯ ଟି ରାଜ୍ୟ ଏବଂ ୬ଟି କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ…
ଅଧିକ ଖବର ଦେଖନ୍ତୁ...

ଯଦି ଆପଣଙ୍କ ପାଖରେ ପ୍ରତିଭା ଓ ଇଚ୍ଛାଶକ୍ତି ଅଛି ତେବେ ଆଇଏଏସ ପାଇବା କଷ୍ଟ ନୁହେଁ: କସ୍ତୁରୀ ପଣ୍ଡା

ଭୁ‌ବନେଶ୍ବର: ଓଡ଼ିଶା ଏଜୁକେଶନ କନକ୍ଲେଭ ‘ଉତ୍କର୍ଷ’ ୨୦୨୩ରେ ଯୋଗ ଦେଇଛନ୍ତି ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା କସ୍ତୁରୀ ପଣ୍ଡା। ଏହି ସମାରୋହରେ ସେ ନିଜ ସଫଳତାର କାହାଣୀ କହିଛନ୍ତି। ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଇଥିବା କସ୍ତୁରୀ ପଣ୍ଡା କହିଛନ୍ତି, ଛୋଟବେଳୁ ଆଇଏଏସ…
ଅଧିକ ଖବର ଦେଖନ୍ତୁ...

ମୁଁ ଯଦିଓ ଯିବି, କିନ୍ତୁ ମୋଦୀ ଏହି ପ୍ରଶ୍ନର ଉତ୍ତର ଦିଅନ୍ତୁ: କମଲ ହାସନ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନର ଉଦଘାଟନ କରିବେ | ତେବେ କଂଗ୍ରେସ ସମେତ ଆଉ କିଛି ବିରୋଧୀ ଦଳ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି | ସେମାନେ କହିଛନ୍ତି ଯେ ନୂତନ ସଂସଦ ଭବନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ…
ଅଧିକ ଖବର ଦେଖନ୍ତୁ...

ମଧ୍ୟାହ୍ନ ଭୋଜନରେ ସ୍କୁଲ୍ ପିଲାଙ୍କୁ ପରଷା ଯାଇଥିଲା ଖେଚୁଡ଼ି, ଖାଇଲା ବେଳେ ଥାଳିରୁ ବାହାରିଲା ସାପ

ନୂଆଦିଲ୍ଲୀ: ବିହାରର ଏକ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ସାପ ବାହାରିବା ପରେ ଚାଞ୍ଚଲ୍ୟ ଖେଳି ଯାଇଛି। ଫାରବିସଗଞ୍ଜର ଅମୌନାରେ ହୋଇଥିବା ଏହି ଘଟଣା ପରେ ଅନେକ ପିଲା ଅସୁସ୍ଥ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ସୁଚନାଯୋଗ୍ୟ, ସ୍କୁଲରେ ମଧ୍ୟାହ୍ନ ଭୋଜନ ପାଇଁ ପିଲାମାନେ ବସିଥିଲେ। ଜଣକ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାର ପିଲା ପ୍ରଥମେ ନିଜ ଉପରେ ବିଶ୍ୱାସ ରଖନ୍ତୁ, ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହେବେ: ସତ୍ୟପ୍ରକାଶ ମିଶ୍ର

ଭୁବନେଶ୍ବର: ଅଫିସ ଓ ବ୍ୟକ୍ତିଗତ ଜୀବନ ସମ୍ପୂର୍ଣ୍ଣ ଭିନ୍ନ। ଅଫିସରେ ଅଧିକାରୀ ଯେଉଁଭଳି ବ୍ୟବହାର କରନ୍ତି ଘରେ ସେହିଭଳି କେହି କରିନଥାନ୍ତି। କାରଣ ଅଫିସର ବ୍ୟବସ୍ଥା ହିଁ କିଛି ସେମିତି। ଓଡ଼ିଶାର ପିଲା ପ୍ରଥମେ ନିଜ ଉପରେ ବିଶ୍ୱାସ ରଖନ୍ତୁ ଯେ, ସିଭିଲ ସର୍ଭିସ ପରୀକ୍ଷାରେ ପାସ୍…
ଅଧିକ ଖବର ଦେଖନ୍ତୁ...

ପାଞ୍ଚ ବର୍ଷ ପରେ ମାଆଙ୍କୁ ଭେଟି କାନ୍ଧରେ ଟେକି ନେଲେ ପୁଅ; ଗାଡ଼ିରେ ବସାଇ ସହର ବୁଲାଇଲେ

ନୂଆଦିଲ୍ଳୀ: ମହାମାରୀ ହେତୁ ବିଦେଶରେ ରହୁଥିବା ଅନେକ ଲୋକ ନିଜ ଦେଶକୁ ଫେରିପାରିନଥିଲେ। ଯାହାଫଳରେ ପରିବାର ଏବଂ ବନ୍ଧୁମାନଙ୍କଠାରୁ ଦୀର୍ଘ ସମୟ ଦୂରରେ ରହିବାକୁ ପଡୁଥିଲା। ଏହି କାରଣରୁ ଜଣେ ପୁଅ ନିଜ ମାଆଠାରୁ ପାଞ୍ଚ ବର୍ଷ ଧରି ଦୂରରେ ରହିଥିଲେ। ପାଞ୍ଚ ବର୍ଷ ପରେ ସ୍ୱିଜରଲ୍ୟାଣ୍ଡରୁ…
ଅଧିକ ଖବର ଦେଖନ୍ତୁ...