Daily Archives

May 28, 2023

କାର୍‌ ସହ ୫ ଶହ ଲିଟର ଦେଶୀ ମଦ ଜବତ

ରାଉରକେଲା: ଇସ୍ପାତ ସହରକୁ ଦେଶୀ ମଦ ଚୋରାଚାଲାଣ ଏବେ ନିତିଦିନିଆ ହେଲାଣି। ପୂର୍ବରୁ ମଦ ମାଫିଆ କେବଳ ବିଳମ୍ବିତ ରାତିରେ ଲୁଚାଛପା ମଦ ଚାଲାଣ କରୁଥିବାବେଳେ ଏବେ କିନ୍ତୁ ଦିନ ଦ୍ବିପ୍ରହରରେ ବି କାରବାର ଜାରି ରଖିଛନ୍ତି। ସଂପ୍ରତି କେବଳ ବାଇକ୍‌ କିମ୍ବା ସ୍କୁଟିରେ ନୁହେଁ; ବରଂ କାର୍‌,…
ଅଧିକ ଖବର ଦେଖନ୍ତୁ...

ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତା: ଉତ୍ତରପ୍ରଦେଶ ବିଜେତା, ଓଡ଼ିଶା ଉପବିଜେତା

ରାଉରକେଲା: ୧୩ତମ ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତାରେ ଓଡ଼ିଶା ଦଳକୁ ନିରାଶ ହେବାକୁ ପଡ଼ିଛି। ଓଡ଼ିଶା ଦଳ ଫାଇନାଲ ମ୍ୟାଚ୍‌ରେ ଉତ୍ତରପ୍ରଦେଶଠାରୁ ୧-୭ଗୋଲ୍‌ରେ ପରା ପରାସ୍ତ ହୋଇ ଉପବିଜେତାରେ ସନ୍ତୁଷ୍ଟ ହୋଇଛି। ଅପରପକ୍ଷରେ ଉତ୍ତରପ୍ରଦେଶ କ୍ରମାଗତ ଦ୍ବିତୀୟଥର ପାଇଁ ବିଜେତା…
ଅଧିକ ଖବର ଦେଖନ୍ତୁ...

୨୦୨୪ ନିର୍ବାଚନ ପୂର୍ବରୁ ଦେଶରେ ଜନଗଣନା ସମ୍ଭାବନା କମ୍

ନୂଆଦିଲ୍ଲୀ : ମହାମାରୀ କାରଣରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ଜନଗଣନା ପ୍ରକ୍ରିୟା ୨୦୨୪ ଏପ୍ରିଲ-ମେ ମାସରେ ହେବାକୁ ଥିବା ପରବର୍ତ୍ତୀ ଲୋକସଭା ନିର୍ବାଚନ ପୂର୍ବରୁ ହେବାର ସମ୍ଭାବନା ନାହିଁ। ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡ଼ିଛି । ତେବେ ଜନଗଣନା ଯେବେବି କରାଯିବ,…
ଅଧିକ ଖବର ଦେଖନ୍ତୁ...

କୁରୋଡପଶିରେ ଅଗ୍ନିକାଣ୍ଡ: ୨୫ ଛେଳି ଜିଅନ୍ତା ଜଳିଗଲେ

ରିଆମାଳ: ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା କୁରୋଡପଶି ଗ୍ରାମର ଏକ ଗୁହାଳରେ ରବିବାର ସନ୍ଧ୍ୟା ୭ଟାରେ ଅଗ୍ନିକାଣ୍ଡ ଘଟିଛି । ୨୫ ଛେଳି ଜୀଅନ୍ତା ଜଳିଯାଇଛନ୍ତି।  ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବାବେଳେ ଛେଳି ପାଳନ କରୁଥିବା ପରିବାର ସର୍ବସ୍ବାନ୍ତ ହୋଇପଡିଛନ୍ତି। ଗ୍ରାମର ସୁଦର୍ଶନ ପେଂଠେଇ…
ଅଧିକ ଖବର ଦେଖନ୍ତୁ...

ସବୁଜ ଓ ହଳଦିଆ ରଙ୍ଗର କଦଳୀ ଅପେକ୍ଷା ନାଲି କଦଳୀ ସ୍ୱାସ୍ଥ୍ୟକୁ ଦିଏ ଏସବୁ ଫାଇଦା

ନୂଆଦିଲ୍ଲୀ: କଦଳୀ ହେଉଛି ଏମିତି ଏକ ଫଳ ଯାହା ପ୍ରତି ଋତୁରେ ମିଳିଥାଏ | ଫାଇବର, ଭିଟାମିନ୍, ମିନେରାଲସ ଭରପୁର ଥିବା କଦଳୀରେ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ | କଦଳୀରେ, ଆଣ୍ଟିଅକ୍ସିଡାଣ୍ଟ, ଫାଇବର ଏବଂ ଆଇରନ୍ ପ୍ରଚୁର ପରିମାଣରେ ଥାଏ, ଯାହା କିଡନୀ, ହୃତପିଣ୍ଡ ଏବଂ ହଜମ ପ୍ରକ୍ରିୟା ପାଇଁ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା ଶିଳ୍ପ ଓ ବଣିକ ସଂଘ ନିର୍ବାଚନ: ସୁନୀଲ ସଭାପତି, ପ୍ରଭାତ ସାଧାରଣ ସମ୍ପାଦକ

ରାଉରକେଲା: ରାଉରକେଲା ଶିଳ୍ପ ଓ ବଣିକ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକଙ୍କ ପ୍ୟାନେଲ୍‌ର ପ୍ରାୟ ସମସ୍ତ ସଦସ୍ୟ ବାଜିମାତ୍‌ କରିଛନ୍ତି। ସଭାପତି ଭାବେ ସୁନୀଲ କାୟଲ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ସାଧାରଣ ସମ୍ପାଦକ ଭାବେ ପ୍ରଭାତ…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ଖୋଲିବ ଓଡିଶା ଆଦର୍ଶ ବିଦ୍ୟାଳୟ: ଜମି ଖୋଜା ଆରମ୍ଭ

ଜୟପୁର: ଜୟପୁର ବ୍ଲକରେ ପୂର୍ବରୁ ଜୟନ୍ତଗିରୀ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ରହିଛି। ଏହା ବାଦେ ଆଉ ଗୋଟିଏ ନୂଆରେ ଓଡିଶା ଆଦର୍ଶ ବିଦ୍ୟାଳୟ ଜୟପୁର ସଦରମହକୁମା ଠାରେ ଖୋଲିବ। ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ଏ ‌ ନେଇ ଜିଲ୍ଲାପ୍ରଶାସନକୁ ଚିଠି ଆସିଛି।  ଜିଲ୍ଲାପାଳ ମହମ୍ମଦ ଆବ୍ଦାଲ…
ଅଧିକ ଖବର ଦେଖନ୍ତୁ...

ଏହିସବୁ ଖାଦ୍ୟ ପେଟ ପାଇଁ ବିଷ ସାବ୍ୟସ୍ତ ହୋଇଥାଏ

ନୂଆଦିଲ୍ଲୀ: ଶରୀରକୁ ସୁସ୍ଥ ରଖିବାକୁ ହେଲେ ପେଟକୁ ସୁସ୍ଥ ରଖିବାକୁ ହେବ। ଏଥିପାଇଁ ଆମର ଖାଦ୍ୟ ଓ ପାନୀୟ ଉପରେ ବିଶେଷ ଭାବେ ଧ୍ୟାନ ଦେବାକୁ ପଡ଼ିବ। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଏମିତି ୫ଟି ଖାଦ୍ୟ ରହିଛି। ଯାହା ଆମ ପେଟ ପାଇଁ ହାନିକାରଣ ହୋଇଥାଏ। ସାଧାରଣରେ କହିବାକୁ…
ଅଧିକ ଖବର ଦେଖନ୍ତୁ...

‌ଲୋକଙ୍କୁ ମିଳୁନି, ପାଇପ୍ ଫାଟି ଡ୍ରେନରେ ଚାଲିଛି ପାଣି

ଜୟପୁର: ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଯାଉଥିବା ପାଇପ ଗୁଡିକର ରକ୍ଷଣାବେକ୍ଷଣ, ଦେଖାରଖା ବର୍ଷ ତମାମ କରିବା କଥା। କିନ୍ତୁ ସେଭଳି ନ ହେବାରୁ ବହୁ ସମୟରେ ବହୁ ସ୍ଥାନରେ ପାଇପ୍ ଗୁଡିକ ପାଟି ଘରକୁ ଯିବା ପାଣି ରାସ୍ତାରେ ବହିଯାଉଥିବା ଦେଖିବାକୁ ମିଳିଛି। ଏପରି ସହରର ଖାଲସାହି ଅଂଚଳରେ…
ଅଧିକ ଖବର ଦେଖନ୍ତୁ...

ଚୀନରେ ରହିଛି ୨ ହଜାର ବର୍ଷ ପୁରୁଣା ମମି, ଗବେଷଣାରୁ ମିଳିଲା ରୋଚକ ତଥ୍ୟ

ନୂଆଦିଲ୍ଲୀ : ମୃତଦେହକୁ କେତେ ଦିନ ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରିବ? ହୁଏତ କିଛି ଦିନ । କିନ୍ତୁ ଚୀନରେ ଜଣେ ମହିଳାଙ୍କ ମୃତଦେହ ପ୍ରାୟ ୨ ହଜାର ବର୍ଷ ଧରି ରଖାଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ପୂରା ଶରୀର ପ୍ରାୟତଃ ଅକ୍ଷତ ରହିଛି। କୁହାଯାଉଛି ଯେ ଏହି ମମି ଜଣେ ଚାଇନା ମହିଳାଙ୍କର ।…
ଅଧିକ ଖବର ଦେଖନ୍ତୁ...