Daily Archives

May 29, 2023

ରାଇରଙ୍ଗପୁର ଆଇଟିଡିଏ କାର୍ଯ୍ୟାଳୟ ଘେରାଉ କଲା ଭଞ୍ଜସେନା

ରାଇରଙ୍ଗପୁର: ଆଇଟିଡିଏ କାର୍ଯ୍ୟାଳୟରେ ଚାଲିଥିବା ଅବ୍ୟବସ୍ଥାକୁ ନେଇ ସ୍ବର ଉତ୍ତୋଳନ କରିଛି ଭଞ୍ଜସେନା। ତା’ ସହିତ ଆଜି ସକାଳ ୯ ଘଟିକା ସମୟରୁ ରାଇରଙ୍ଗପୁର ଆଇଟିଡିଏ କାର୍ଯ୍ୟାଳୟରେ ଅଣରାଜନୈତିକ ସଂଗଠନ ଭଞ୍ଜସେନାର ସଦସ୍ୟମାନଙ୍କ ଦ୍ଵାରା ଘେରାଉ କରାଯାଇଛି। ଆଦିବାସୀଙ୍କ ବିକାଶ ପରିବର୍ତ୍ତେ…
ଅଧିକ ଖବର ଦେଖନ୍ତୁ...

ରାଜସ୍ଥାନ କଂଗ୍ରେସ କନ୍ଦଳ : ଗେହଲୋଟ ଓ ପାଇଲଟଙ୍କୁ ଭେଟିଲେ ରାହୁଲ, ଖଡ଼ଗେ

ଜୟପୁର : ରାଜସ୍ଥାନ କଂଗ୍ରେସରେ ଚାଲିଥିବା କନ୍ଦଳର ଅନ୍ତ ଘଟାଇବା ପାଇଁ କଂଗ୍ରେସ ନେତୃତ୍ୱ ଏବେ ସମ୍ପୂର୍ଣ୍ଣ ସକ୍ରିୟ ହୋଇଯାଇଛନ୍ତି  । କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ନିଜେ ଏହି ପ୍ରସଙ୍ଗରେ ସକ୍ରିୟ ହୋଇଛନ୍ତି। ଉଭୟ ନେତା ସୋମବାର ସଚିନ ପାଇଲଟ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଉପକରଣ ବଣ୍ଟନ

ରାୟଗଡା: ଗତ ୨୨ ତାରିଖରୁ ସୋମବାର ପର୍ଯ୍ୟନ୍ତ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସପ୍ତାହ ବ୍ୟାପୀ ସଚେତନତା ଅଭିଯାନ ଚାଲିଛି। ଏହି ଅବସରରେର ସ୍ଥାନୀୟ ନୂତନ ଜ୍ଞାନ ବର୍ଦ୍ଧିନି ସୂତନ୍ତ୍ର ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ନିବେଦିତା ପଣ୍ଡାଙ୍କ ତତ୍ବାବଧାନରେ…
ଅଧିକ ଖବର ଦେଖନ୍ତୁ...

ଝିଅ ବିଦା ନକରିବାରୁ ଶାଶୁକୁ ଗୁଳି ମାରିଲା ଜ୍ବାଇଁ

ମୋତିହାରୀ(ବିହାର): ଝିଅ ବିଦା ନକରିବାରୁ ଶାଶୁକୁ ଗୁଳି ମାରିଲା ଜ୍ବାଇଁ। ବିହାରର ମୋତିହାରିରେ ଘଟିଛି ଏଭଳି ଘଟଣା। ଗୁଳିମାଡ଼ରେ ଶାଶୁଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଏହି ଘଟଣା ମୋତିହାରୀର କୁଣ୍ଡୱା ଚୈନପୁରର ଜତୱାଲିଆ ଗାଁରେ ଘଟିଛି। ରବିବାର ବିଳମ୍ବିତ ରାତିରେ ଛୋଟନ ଶାହ ନାମକ…
ଅଧିକ ଖବର ଦେଖନ୍ତୁ...

ସକାଳ ଜଳଖିଆରେ ସାମିଲ୍‌ କରନ୍ତୁ ଅମୃତଭଣ୍ଡା: ଶେଷ ହୋଇଯିବ ଏ ସମସ୍ତ ସମସ୍ୟା

ଯଦି ଅଳ୍ପ ଟଙ୍କାରେ ସୁସ୍ଥକର କୌଣସି ଫଳ ଖାଇବାକୁ ଚାହାନ୍ତି ତ ତେବେ ଅମୃତଭଣ୍ଡାଠୁ ଭଲ ଫଳ ଆଉ କିଛି ହୋଇପାରେନା। ଅମୃତଭଣ୍ଡାରେ ଫାଇବର୍‌, ଆଣ୍ଟି ଅକ୍ସିଡାଣ୍ଟ୍‌ ଓ ଅନେକ ମିନେରାଲ୍‌ସ ଓ ଭିଟାମିନ୍‌ସ ରହିଛି। ତେବେ ସକାଳ ଜଳଖିଆରେ ଆପଣ ଯଦ ଅମୃତଭଣ୍ଡା ଖାଉଛନ୍ତି ତାହାରେ ଏହାଠାରୁ ଭଲ…
ଅଧିକ ଖବର ଦେଖନ୍ତୁ...

ଫସଲ ପାଇଁ ମଦ : ଫସଲରେ କୀଟନାଶକ ବଦଳରେ ମଦ ସିଞ୍ଚନ କରୁଛନ୍ତି ମଧ୍ୟପ୍ରଦେଶର ଚାଷୀ

ଭୋପାଳ: ମଦ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ, କିନ୍ତୁ ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲାର କୃଷକମାନେ ଏହାକୁ ମୁଗ ପାଇଁ ବରଦାନ ବୋଲି ଭାବୁଛନ୍ତି। ମୁଗ ବ୍ୟତୀତ କିଛି ଚାଷୀ ଫସଲରେ ହଳଦୀ, କ୍ଷୀର ମଧ୍ୟ ବ୍ୟବହାର କରୁଛନ୍ତି। ନର୍ମଦାପୁରମର କୃଷକମାନେ ବିଶ୍ୱାସ କରନ୍ତି ଯେ ମଦ ସିଞ୍ଚନ କରିବା…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ପଛରେ ପିଟିହେଲା ବାଇକ, ଜଣେ ମୃତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ରାମଗିରି ହାଟପଦା ଠାରେ ସଡ଼କ ଦୁର୍ଘଟଣା ଘଟି ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ଗୁପ୍ତେଶ୍ୱର ପଞ୍ଚାୟତର ଗୟଲକୁଣ୍ଡ ଗ୍ରାମର ଭୀମସେନ ପରଜା (୨୯) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଭୀମସେନ ନିଜ ସାଙ୍ଗ ଜଳନ୍ଦର ମାଳିଙ୍କ…
ଅଧିକ ଖବର ଦେଖନ୍ତୁ...

ବଲିଉଡ କଳାକାରଙ୍କୁ ପଛରେ ପକାଇ ସବୁଠାରୁ ଦାମୀ ସୁପରଷ୍ଟାର ପାଲଟିଲେ ଏହି ଅଭିନେତା

ମୁମ୍ବାଇ: ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସବୁଠୁ ମହଙ୍ଗା ଫିଲ୍ମ ଇଣ୍ଡଷ୍ଟ୍ରି ଭାବେ ବିବେଚନା କରାଯାଏ। ବେଳେ ବେଳେ ଫିଲ୍ମର ବଜେଟଠାରୁ ଢ଼େର ଅଧିକ ପାରିଶ୍ରମିକ ନିଅନ୍ତି ବଲିଉଡ ଷ୍ଟାର। ହେଲେ ବଲିଉଡର ସବୁ କଳାକାରଙ୍କୁ ପଛରେ ପକାଇ ଏବେ ଜଣେ ଦକ୍ଷିଣ ଭାରତୀୟ ଷ୍ଟାର ସବୁଠାରୁ ଦାମୀ ସୁପରଷ୍ଟାର…
ଅଧିକ ଖବର ଦେଖନ୍ତୁ...

ଝୁଲା ପଥରର ମନ୍ଦିର ‘କକନମଠ’ : ଯେଉଁଠି ନାହାନ୍ତି ପୂଜାରୀ, ସଂଜ ହେଲେ କେହି ବି ରହିବାକୁ କରନ୍ତି ନାହିଁ ସାହସ

ଏହି ମନ୍ଦିରକୁ ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହେବେ ନିଶ୍ଚୟ। ପଥରଗୁଡ଼ିକ ଝୁଲନ୍ତା ଅବସ୍ଥାରେ ରହିଥିବା ମନେହେବ। ଭ‌ାରତର ମନ୍ଦିରଗୁଡ଼ିକ କେବଳ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ପ୍ରତ୍ୟେକ ମନ୍ଦିରର ପୃଥକ କାହାଣୀ ରହିଛି। ଶୈଳୀ ତଥା କଳା ଦୃଷ୍ଟିରୁ ମଧ୍ୟ ଅନେକ ମନ୍ଦିରର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଝମେଲା ଠାରୁ ଦୂରେଇ ରହନ୍ତୁ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତିର ନିକଟତର ଥିଲେ ଅଧିକ ପରିଶ୍ରମ କରନ୍ତୁ।‌ ପ୍ରେମୀ ଯୁଗଳ ‌ଏକତ୍ର ସମୟ ଅତିବାହିତ କରିବେ। ବୃଷ: କରି ଆସୁଥିବା କାମରେ ଲାଭ ପାଇବେ। ଲୋକମାନଙ୍କ ଆଗରେ ଆପଣଙ୍କ ଛବି ଭଲ ରହିବ। ସାଥୀ ଭାବନାକୁ ବୁଝିବେ। ସମ୍ବନ୍ଧରେ…
ଅଧିକ ଖବର ଦେଖନ୍ତୁ...