ଆମ୍ବ ଗୋଟାଇବା ହେଲା କାଳ, ହାତୀ ଆକ୍ରମଣରେ ଜଣେ ମୃତ
ରାମପୁର: ହାତୀ ଆକ୍ରମଣରେ ପୁଣି ଜଣେ ନିରୀହ ଲୋକଙ୍କ ଜୀବନ ଚାଲିଗଲା। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କାଣିଗୁମା ଗ୍ରାମପଞ୍ଚାୟତ ଅଧିନ ଟେଭାମହୁଲ୍ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ଗୁରୁବାର ରାତି ପ୍ରାୟ ୧୦.୩୦ରେ ଆମ୍ବ ଗୋଟାଇବାକୁ ଯାଇଥିବା ବେଳେ ଗାଁ ଭିତରକୁ ପଶି ଆସିଥିବା…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...