Daily Archives

June 1, 2023

ଅନ୍ତର୍ନିହିତ ପ୍ରେରଣାରେ ଆଶୁତୋଷ ଆଙ୍କୁଛନ୍ତି ତାଳପତ୍ର ଓ ପଟ୍ଟଚିତ୍ର

ଖୋର୍ଦ୍ଧା: କଳା ଜନ୍ମଜାତ ବୋଲି କଥିତ। ନିକଟରେ ୧୦ମ ଶ୍ରେଣୀର ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଆଶୁତୋଷ ଚୌଧୁରୀଙ୍କ ହାତରେ ଚିତ୍ରିତ ସୁନ୍ଦର ପଟ୍ଟ ଓ ତାଳପତ୍ର ଚିତ୍ରକୁ ଦେଖିଲେ ଏହି ଆପ୍ତ ବଚନ ସ୍ୱତଃ ପ୍ରମାଣିତ ହୋଇଯାଏ। ଖୋର୍ଦ୍ଧାର ସେଭେନ୍ଥ ଡେ…
ଅଧିକ ଖବର ଦେଖନ୍ତୁ...

ଚୋରି କରି‌ ନେଇ ଯାଇଥିଲେ ‌‌‌ଚୋର, ୧୭ ବାଇକ୍‌ ଉଦ୍ଧାର କଲା ପୁଲିସ୍‌, ୪ ଅଭିଯୁକ୍ତ ଗିରଫ

ଡ଼ାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ପୁଲିସକୁ ମିଳିଛି ବଡ ସଫଳତା। ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ୍ ଚୋରିରେ ସଂପୃକ୍ତ ଥିବା ୪ ଆସାମୀକୁ ପୁଲିସ ଗିରଫ କରିଥିବା ବେଳେ ବିଭିନ୍ନ ସ୍ଥାନରୁ ୧୭ଟି ଚୋରା ବାଇକ୍ ପୁଲିସ ଜବତ କରାଯାଇଛି। ୪ ଆସାମୀ ହେଲେ ଡ଼ାବୁଗାଁ ଥାନା ସଦର ଡଙ୍ଗରିଗୁଡ଼ାର…
ଅଧିକ ଖବର ଦେଖନ୍ତୁ...

ଶତ୍ରୁ ବିରୋଧରେ ଲଢିବା ବଦଳରେ ଆମେ ପରସ୍ପର ମଧ୍ୟରେ ଲଢୁଛୁ : ମୋହନ ଭାଗବତ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ କହିଛନ୍ତି ଯେ ସୀମାରେ ଛିଡ଼ା ହୋଇ ଭାରତ ଉପରେ ଖରାପ ନଜର ରଖୁଥିବା ଶତ୍ରୁମାନଙ୍କ ବିରୋଧରେ ଲଢିବା  ପରିବର୍ତ୍ତେ ଆମେ ପରସ୍ପର ମଧ୍ୟରେ ଲଢ଼େଇ କରୁଛୁ। ଭାଷା, ସମ୍ପ୍ରଦାୟ ଓ ଜାତିକୁ ନେଇ ଦେଶରେ ସବୁ ପ୍ରକାର ବିବାଦ…
ଅଧିକ ଖବର ଦେଖନ୍ତୁ...

ପୃଥିବୀକୁ ୧୦ କିଲୋମିଟର ଯାଏଁ ଖୋଳୁଛି ଚୀନ

ନୂଆଦିଲ୍ଲୀ: ପୃଥିବୀ ପୃଷ୍ଠକୁ ଏବେ ଖୋଳିବାରେ ଲାଗିପଡ଼ିଛି ଚୀନ | ଚୀନ ଏବେ ଏତେ ଗଭୀର ଖୋଳୁଛି ଯାହା ବାବଦରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ | ସାଧାରଣତଃ ଭୂମିରୁ ୫୦ ରୁ ୧୦୦ ଫୁଟ ଖୋଳିଲେ, ତେବେ ଭୂତଳ ଜଳ ମିଳିଥାଏ | ସେହିପରି ୧୦୦୦ ଫୁଟ ଖୋଳିବା ପରେ ଅଶୋଧିତ ତୈଳ ଏବଂ ଗ୍ୟାସ୍…
ଅଧିକ ଖବର ଦେଖନ୍ତୁ...

ମୁଁ କେବେ ବି ଟଙ୍କା ପାଇଁ ଫିଲ୍ମରେ କାମ କରିନାହିଁ: ଶାହିଦ କପୁର

ମୁମ୍ବାଇ: ବଲିଉଡ ଅଭିନେତ‌ା ଶାହିଦ କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର 'ବ୍ଲଡି ଡାଡି' ପାଇଁ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଟ୍ରେଲର ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ସୃଷ୍ଟି କରିଛି। ଟ୍ରେଲରରେ ଦମଦାର ଆକ୍ସନ୍ କରୁଥିବାର ନଜର ଆସିଛନ୍ତି ଶାହିଦ କପୁର। ଶାହିଦ କପୁର ଏହି ଫିଲ୍ମ ପାଇଁ…
ଅଧିକ ଖବର ଦେଖନ୍ତୁ...

‌ମେକ୍-ଅପରେ ମା’କୁ ଚିହ୍ନି ନପାରି ଭୋଭୋ ହୋଇ କାନ୍ଦୁଛି କୁନି ପୁଅ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓ‌ରେ ଆପଣ ଦେଖି ପାରିବେ କି, ଜଣେ ମହିଳା ମେକଅପ ଲଗାଇ ସଜେଇ ହୋଇ ତାଙ୍କ ଛୋଟ ପୁଅ ପାଖକୁ ଆସୁଛନ୍ତି। ମା’ଙ୍କୁ ଦେଖି ଛୋଟ ପିଲାଟି ଭୋଭୋ ହୋଇ କାନ୍ଦିବାକୁ ଲାଗୁଛି।। ଆଉ କ‌ାନ୍ଦିକାନ୍ଦି କହୁଛି, ‘ ମୋ ମା’…
ଅଧିକ ଖବର ଦେଖନ୍ତୁ...

ଆୟୁଷ୍ମାନ ଭାରତର ସର୍ବାଧିକ ଫାଇଦା ନେଉଛନ୍ତି ତମ୍ବାଖୁ ସେବନକାରୀ ରୋଗୀ : ସର୍ଭେ

ନୂଆଦିଲ୍ଲୀ :  ମୋଦୀ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନାରେ କେନ୍ଦ୍ର ସରକାର ଲୋକମାନଙ୍କୁ ବିଭିନ୍ନ ହସ୍ପିଟାଲରେ ମାଗଣା ରେ ଚିକିତ୍ସା ଯୋଗାଇ ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ରେ ସାରା ଦେଶରେ ଲକ୍ଷ ଲକ୍ଷ ଲୋକ ଗୁରୁତର ରୋଗର ମାଗଣା ଚିକିତ୍ସା ପାଇସାରିଲେଣି । ତେବେ ନିକଟରେ…
ଅଧିକ ଖବର ଦେଖନ୍ତୁ...

ଶେରଗଡ଼ରୁ ପୁରୀ ଗଡ଼ିଲା ବସ୍, ଜିଲ୍ଲା ମୁଖ୍ୟାଳୟ, ଉପଖଣ୍ଡକୁ କେବେ? ବଦଳାଇବାକୁ ପଡ଼ୁଛି ୩ ଗାଡ଼ି

ଶେରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଶେରଗଡ଼ରୁ ପୁରୀକୁ ସିଧାସଳଖ ସରକାରୀ ଏସି ବସ୍ ସେବାର ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ସ୍ବାଗତ କରିଛନ୍ତି। ହେଲେ କ୍ଷୋଭର ବିଷୟ ହେଉଛି, ବିଭିନ୍ନ ମହଲରେ ବହୁବାର ଦାବି ଉପସ୍ଥାପନ ସତ୍ତ୍ବେ ଶେରଗଡ଼ରୁ ଜିଲ୍ଲା ସଦର…
ଅଧିକ ଖବର ଦେଖନ୍ତୁ...

ଏହି ସୁନ୍ଦରୀ କିନ୍ନରଙ୍କ ବାବଦରେ ଜାଣିଛନ୍ତି କି? ମିଳିଲା ମିସ ଟ୍ରାନ୍ସ ପୁରସ୍କାର

ଲାହୋର: ପାକିସ୍ତାନରେ ହଜାର ହଜାର କିନ୍ନର ରହୁଛନ୍ତି | ତେବେ ଗତକାଲି ଆଲିନା ଖାନ ନାମକ ଜଣେ କିନ୍ନରଙ୍କୁ ମିସ୍ ଟ୍ରାନ୍ସ ପାକିସ୍ତାନ ୨୦୨୩ ପୁରସ୍କାରରେ ସମ୍ମାନିତ କରାଯାଇଛି | ନିଜ ଇନଷ୍ଟାଗ୍ରାମରେ କିଛି ଫଟୋ ସେୟାର କରି ଆଲିନା ଏହି ପୁରସ୍କାରକୁ ତାଙ୍କ ଜୀବନର "ସର୍ବୋତ୍ତମ ମୁହୂର୍ତ୍ତ"…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରୁ ଝାଡ଼ଖଣ୍ଡକୁ ବେଆଇନ୍‌ ବାଲି ଚାଲାଣ, ବିରୋଧରେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ରାଇରଙ୍ଗପୁର/ତିରିଂ: ମୟୂରଭଞ୍ଜ ଜିଲ୍ଲା ତିରିଂ ତହସିଲ ଅଞ୍ଚଳରୁ ପଡ଼ୋଶୀ ଝାଡ଼ଖଣ୍ଡକୁ ବେଆଇନ୍‌ ଭାବେ ବାଲି ଚାଲାଣ ହେଉଛି। ଏହାକୁ ବିରୋଧ କରି ତିରିଂ ଅଞ୍ଚଳର ବିଭିନ୍ନ ସାମାଜିକ ସଂଗଠନ ତଥା ଜନସାଧାରଣ କ୍ଷୋଭର ସହ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ, ତିରିଂ ତହସିଲ…
ଅଧିକ ଖବର ଦେଖନ୍ତୁ...