Daily Archives

June 2, 2023

ମଣିପୁର ହିଂସାରେ ୯୮ ମୃତ, ୩୧୦ ଆହତ: ରାଜ୍ୟ ସରକାର

ନୂଆଦିଲ୍ଲୀ: ମଣିପୁରରେ ଏକ ମାସ ତଳେ ଘଟିଥିବା ଜାତିଗତ ହିଂସାରେ ଅତି କମରେ ୯୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୧୦ ଜଣ ଆହତ ହୋଇଛନ୍ତି ବୋଲି ଶୁକ୍ରବାର ଦିନ ଏକ ବିବୃତିରେ ସରକାର କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମ୍‌ଓ) ପକ୍ଷରୁ ଜାରି ଏହି ବିବୃତିରେ କୁହାଯାଇଛି ଯେ…
ଅଧିକ ଖବର ଦେଖନ୍ତୁ...

କୌଣସି ଭୁଲ ନଥିଲେ ବି ବାଂଲାଦେଶୀ ସନ୍ଦେହରେ ୩୦୧ ଦିନ ଜେଲରେ ରହିଲେ ପଶ୍ଚିମବଙ୍ଗର ଦମ୍ପତି

ବେଙ୍ଗାଲୁରୁ: ପେଟପାଟଣା ପାଇଁ ପଶ୍ଚିମବଙ୍ଗରୁ ସୁଦୂର କର୍ଣ୍ଣାଟକ ଯାଇଥିବା ଦମ୍ପତିଙ୍କୁ ସନ୍ଦେହରେ ୩୦୧ ଦିନ ଜେଲରେ କାଟିବାକୁ ପଡିଛି | ମିଳିଥିବା ସୂଚନା ମୁତାବକ ଏହି ଦମ୍ପତିଙ୍କର କୌଣସି ଭୁଲ ନଥିବା ସତ୍ତ୍ୱେ ବାଂଲାଦେଶୀ ସନ୍ଦେହରେ ସେମାନଙ୍କୁ ଜେଲରେ ରଖାଯାଇଥିଲା | ଜୁଲାଇ ୨୦୨୨…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଟ୍ରାଜେଡି: ୭୫ ଡାକ୍ତର ନିୟୋଜିତ

ଭୁବନେଶ୍ବର: ଓଡ଼ିଶାର ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ରାତି ପ୍ରାୟ ସଢ଼େ ୬ଟାରେ ସାଲିମାର – ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସର କେତୋଟି ବଗି ଟ୍ରାକରୁ ଖସି ଯାଇଥିବାବେଳେ ବିପରୀତ ଦିଗରୁ ଆସୁଥିବା ବେଙ୍ଗାଲୁର – ହାୱାଡା ଏକ୍ସପ୍ରେସ ଧକ୍କା ହେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଉକ୍ତ ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ବାହାନଗାରେ ୨ ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣା: ଆସନ୍ତାକାଲି ଘଟଣାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍‌ (୧୨୮୬୪) ମଧ୍ୟରେ ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏନେଇ ଅବଗତ ହେଲା ‌ପରେ ସେ…
ଅଧିକ ଖବର ଦେଖନ୍ତୁ...

କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା : ମୃତ୍ୟସଂଖ୍ୟା ୫୦ ଛୁଇଁଲା, ଆହତଙ୍କ ସଂଖ୍ୟା ୩୫୦ ଟପିଲା; ସାରା ରାତି ଜାରି ରହିବ…

ଭୁବନେଶ୍ବର/ ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ‌ରେଳ ଷ୍ଟେସନ ନିକଟରେ ଆଜି ଘଟିଯାଇଛି ଏକ ଛାତିଥରା ରେଳ ଦୁର୍ଘଟଣା। ଦୁଇଟି ଏକ୍ସପ୍ରେସ ଟ୍ରେନର ବଗି ପରସ୍ପର ସହ ପିଟି ହେବା ଫଳରେ ବହୁ ଯାତ୍ରୀ ଶୋଚନୀୟ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ଓ  ଶତାଧିକ ଆହତ ହୋଇଛନ୍ତି। ଜାତୀୟ…
ଅଧିକ ଖବର ଦେଖନ୍ତୁ...

ଭାରତୀୟ କଳାକାର କେବଳ ରେଡ କାର୍ପେଟରେ ଚାଲିବା ପାଇଁ କାନ୍ସ ଯାଉଛନ୍ତି, ମୁଁ ତାହା କରେ ନାହିଁ: ନୱାଜୁଦ୍ଦିନ

ମୁମ୍ବାଇ: ନୱାଜୁଦ୍ଦିନ ସିଦ୍ଦିକି ବଲିଉଡ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ସେ ଜଣେ ମହାନ ଅଭିନେତା ଏବଂ ପ୍ରତି ଫିଲ୍ମରେ ନିଜର ଭିନ୍ନ ଭିନ୍ନ ଚରିତ୍ର ପାଇଁ ଜଣଶୁଣା। ନିକଟରେ ଅଭିନେତାଙ୍କ ଫିଲ୍ମ ଜୋଗିରା ସାରା ରା ରା ମୁକ୍ତିଲାଭ କରିଥିଲା। ଏହି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଟ୍ରେନ ଦୁର୍ଘଟଣା ଯୋଗୁ ୬ ଟ୍ରେନ ବାତିଲ

ଭୁବନେଶ୍ବର: ଓଡ଼ିଶାର ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ରାତି ପ୍ରାୟ ସଢ଼େ ୬ଟାରେ ସାଲିମାର – ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସର କେତୋଟି ବଗି ଟ୍ରାକରୁ ଖସି ଯାଇଥିବାବେଳେ ବିପରୀତ ଦିଗରୁ ଆସୁଥିବା ବାଙ୍ଗାଲୋର – ହାୱାଡା ଏକ୍ସପ୍ରେସ ଧକ୍କା ହେବାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଉକ୍ତ…
ଅଧିକ ଖବର ଦେଖନ୍ତୁ...

ବାହାନଗାରେ କରମଣ୍ଡଳ ସହିତ କେମିତି ଦୁର୍ଘଟଣାଗ୍ରସ୍ତ ହେଲା ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌, ସଂକ୍ଷେପରେ ଜାଣନ୍ତୁ

ଭୁବନେଶ୍ବର: ଶାଲିମାର-ଚେନ୍ନାଇ ସେଣ୍ଟ୍ରାଲ କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧) ଓ ବେଙ୍ଗାଲୁରୁ-ହାୱଡ଼ା ଏକ୍ସପ୍ରେସ୍‌ (୧୨୮୬୪) ଆଜି ସନ୍ଧ୍ୟାରେ ବାଲେଶ୍ବର ଜିଲ୍ଲା ବାହାନଗା ରେଳ ଷ୍ଟେସନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଭୟଙ୍କର ଦୁର୍ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଯାତ୍ରୀଙ୍କର…
ଅଧିକ ଖବର ଦେଖନ୍ତୁ...

ଯୌନ ସଂପର୍କ ସ୍ଥାପନ ପାଇଁ ମନା କରିବାରୁ ପ୍ରେମିକାକୁ ହତ୍ୟା ଉଦ୍ୟମ କଲେ ଯୁବକ

ବାନ୍ଦ୍ରା: ମୁମ୍ବାଇ ମହାନଗରୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ସର୍ବସାଧାରଣ ସ୍ଥାନରେ ଯୌନ ସଂପର୍କ ସ୍ଥାପନ ପାଇଁ ମନା କରିବାରୁ ପ୍ରେମିକାକୁ ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ବାନ୍ଦ୍ରା ସହରର ଏକ ସାର୍ବଜନୀନ ସ୍ଥାନରେ ପ୍ରେମିକାଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ବର ଜଲ୍ଲା ବାହାନଗା ନିକଟରେ ସାଲିମାର – ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ ସହିତ ବିପରୀତ ଦିଗରୁ ଆସୁଥିବା ବାଙ୍ଗାଲୋର – ହାୱାଡା ଏକ୍ସପ୍ରେସ ମୁହାଁମୁହିଁ ଧକ୍କାରୁ ଭୟଙ୍କର ଦୁର୍ଘଟଣା ଘଟିଛି। ଉକ୍ତ ଘଟଣା ପରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଟୁଇଟ କରି…
ଅଧିକ ଖବର ଦେଖନ୍ତୁ...