Daily Archives

June 3, 2023

ଯୁବକଙ୍କୁ ଚାପି ଦେଇ ଟ୍ରକ ଚାଲିଗଲା

ରାଇରଙ୍ଗପୁର: ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଞ୍ଚି-ବିଜୟବାଡା ୨୨୦ ନଂ ଜାତୀୟ ରାଜପଥରେ ଶନିବାର ଟ୍ରକ ଧକ୍କାରେ ଅଚିହ୍ନା ଯୁବ କଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଉକ୍ତ ଜାତୀୟ ରାଜପଥର ଭାଲୁବସା ନିକଟରେ ଜଣେ ଅଚିହ୍ନା ଯୁବକ ରାସ୍ତାରେ ଚାଲି ଚାଲି ଯାଉଥିବା ସମୟରେ ଏକ ଟ୍ରକ…
ଅଧିକ ଖବର ଦେଖନ୍ତୁ...

ବଜ୍ରପାତରେ ଜଳିଗଲା ତେନ୍ତୁୁଳିଗଛ

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍‌ ମହାଦେଈଯୋଡ଼ା ପଞ୍ଚାୟତ ମଦରଙ୍ଗାଯୋଡ଼ି ଗାଁରେ ଶନିବାର ଅପରରାହ୍ନରେ ବଜ୍ରପାତରେ ଏକ ତେନ୍ତୁଳିଗଛ ଜଳିଯାଇଛି। କାଳବୈଶାଖୀ ପ୍ରଭାବରେ ଏଭଳି ହୋଇଛି। ବଜ୍ରପାତ ହେବାରୁ ଉକ୍ତ ଗଛ ଉପରେ ପଡିଥିବାରୁ ଏଭଳି ହୋଇଥିବା ଅନୁମାନ କରାଯାଉଛି। କିନ୍ତୁ ଗଛ…
ଅଧିକ ଖବର ଦେଖନ୍ତୁ...

“ସେମାନେ ଭାରତୀୟ ରେଳକୁ ନଷ୍ଟ କରିଦେଲେ” ରେଳ ଦୁର୍ଘଟଣା ସମ୍ପର୍କରେ କହିଲେ ଲାଲୁ

ପାଟନା : ଓଡ଼ିଶାର ବାହାନଗାଠାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ସେ କହିଛନ୍ତି ଯେ ରେଳବାଇର ଘୋର ଅବହେଳା ଯୋଗୁଁ ଏପରି ଦୁର୍ଘଟଣା ହେଲା । ଏତେବଡ଼ ଦୁର୍ଘଟଣା ପାଇଁ ସେମାନେ ପ୍ରସ୍ତୁତ ନଥିଲେ ।  ଏହା…
ଅଧିକ ଖବର ଦେଖନ୍ତୁ...

କାଳ ବୈଶାଖୀ: ଗଛ ପଡ଼ି ରାସ୍ତା ଅବରୋଧ

ପଦ୍ମପୁର: ଶନିବାର ଅପରାହ୍ଣରେ କେନ୍ଦୁଝର ପୁରୁଣା ସହରରେ କାଳବୈଶାଖୀ ତାଣ୍ଡବ ରଚାଇଛି। ଅଧିକ ଝଡ଼ତୋଫାନ ହେବା ଯୋଗୁଁ ଏକ ବିରାଟ ଗଛ ରାସ୍ତା ଉପରେ ପଡ଼ିଯାଇଥିଲା। ଏହି ସମୟରେ ସେଠାରେ କେହି ନଥିବାରୁ ସୌଭାଗ୍ୟବଶତଃ କାହାରି କୌଣସି କ୍ଷୟକ୍ଷତି ହୋଇ ନଥିବାବେଳେ ବିଦ୍ୟୁତ ତାର ଛିଣ୍ତି…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ମେଡିକାଲରେ ଆହତଙ୍କୁ ଭେଟିଲେ କର୍ଣ୍ଣାଟକ ରାଜସ୍ବ ମନ୍ତ୍ରୀ

ଭଦ୍ରକ: ବାଲେଶ୍ବର ଜିଲ୍ଲା ବାହାନଗାଠାରେ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁର ହାୱାଡା ଦୂରନ୍ତ ଏକ୍ସପ୍ରେସ ମଧ୍ୟରେ ଦୁର୍ଘଟଣା ଘଟିଥିଲା। ଏଥିରେ ଅନେକ ମୃତାହାତ ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଆହତମାନଙ୍କୁ ବିଭିନ୍ନ ହସପିଟାଲରେ…
ଅଧିକ ଖବର ଦେଖନ୍ତୁ...

ଲକ୍ଷାଧିକ ଟଙ୍କା ହଡ଼ପ: ପୋଷ୍ଟମାଷ୍ଟର ଗିରଫ

ପାଟଣା: ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ କଣ୍ଟିଆପଡ଼ା ପୋଷ୍ଟ ଅଫିସର ପୋଷ୍ଟମାଷ୍ଟର ଭୈରବ ନାଏକ (୩୮)ଙ୍କୁ ଆଜି ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି। କଣ୍ଟିଆପଡ଼ା, ପୁରୁଣିଆ, ବଲାଣିପଶି ଆଦି ଗ୍ରାମର ଶତାଧିକ ଲୋକେ…
ଅଧିକ ଖବର ଦେଖନ୍ତୁ...

ନୃସିଂହନାଥ ଭୀମକୁଣ୍ତ ଝରଣାରେ ସ୍ନାନ ବେଳେ ପଥରରେ ଫସି ଯୁବକଙ୍କ ମୃତ୍ୟୁ

ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳସ୍ଥିତ ନୃସିଂହନାଥ ମନ୍ଦିର ନିକଟରେ ପ୍ରବାହିତ ହେଉଥିବା ଭୀମକୁଣ୍ତ ଝରଣାରେ ସ୍ନାନ କରୁଥିବା ବେଳେ ପାଣିରୁ ବାହାରି ନପାରି ଯୁବକ ମୃତ୍ୟୁ ହୋଇଯାଇଛି। ଶନିବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ବରଗଡ଼ ନିକଟସ୍ଥ ଚକୁଳିଫାର୍ମ ଅଞ୍ଚଳରୁ କିଛି ଯାତ୍ରୀ ଏଠାକୁ…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ୍ କର୍ମଚାରୀଙ୍କୁ ଆକ୍ରମଣ, ୪ ଜଣଙ୍କୁ ନୋଟିସ୍‌

ବରଗଡ଼: ଟାଟା ପାୱାର୍‌ ସଂସ୍ଥାର କର୍ମଚାରୀଙ୍କୁ ମାଡ୍‌ପିଟ୍‌ ଅଭିଯୋଗରେ ୪ଜଣଙ୍କୁ ଅଦାଲତରୁ ନୋଟିସ୍‌ ଜାରି ହୋଇଛି। ମେଲ୍‌ଛାମୁଣ୍ଡା ଥାନା ଖୁଜେନ୍‌ ଗାଁରେ ମିଟର୍‌ ରିଡିଂ ନେବାକୁ ଯାଇଥିବା କର୍ମଚାରୀଙ୍କୁ ଉକ୍ତ ଗାଁର ଗିରି ସ୍ବାଇଁ ଏବଂ ଶିରି ସ୍ବାଇଁ ଗାଳିଗୁଲଜ କରି ରିଡିଂ ମେସିନ୍ ଓ…
ଅଧିକ ଖବର ଦେଖନ୍ତୁ...

କରମଣ୍ଡଳ ଦୁର୍ଘଟଣା, ରଘୁବେଡ଼ା ଯୁବକଙ୍କ ପତ୍ତା ମିଳୁନି

ଢେଙ୍କିକୋଟ: ଘଟଗାଁ ଥାନା ଢେଙ୍କିକୋଟ ନିକଟ ସାନ୍ତରାପୁର ପଞ୍ଚାୟତ ରଘୁବେଡ଼ା ଗ୍ରାମର ବିବାହିତ ଯୁବକ ଭୁବନ ନାୟକ ଶୁକ୍ରବାର ବାଲେଶ୍ଵର ଷ୍ଟେସନରୁ କରମଣ୍ଡଳ ଏକ୍ସପ୍ରେସରେ ଚଢ଼ିଥିଲେ। ବାହାନଗା ନିକଟରେ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହେବା ପରେ ତାଙ୍କର କୌଣସି ପତ୍ତା ମିଳୁନାହିଁ। ତାଙ୍କ…
ଅଧିକ ଖବର ଦେଖନ୍ତୁ...

ପତଳା ଶରୀରକୁ ନେଇ ଚିନ୍ତାରେ ରହୁଛନ୍ତି କି? ଦୁଗ୍ଧରେ ଏହି ସବୁ ଜିନିଷ ମିଶାଇ ପିଇଲେ ଦୂର ହେବ ସମସ୍ୟା

ଓଜନ ଅଧିକ ହୋଇଯିବା ଯେପରି ଚିନ୍ତାର କାରଣ, ଓଜନ କମ୍‌ ହେବା ବି ସେହିପରି ଏକ ଚିନ୍ତାର କାରଣ। ଖୁବ୍ ଅଧିକ ପତଳା ଲୋକ ଅଧିକାଂଶ ସମୟରେ ନିଜ ଓଜନ ବୃଦ୍ଧି କରିବା ଚେଷ୍ଟାରେ ଲାଗିଥାନ୍ତି। ବିଭିନ୍ନ ପ୍ରକାର ଖାଦ୍ୟ ଖାଆନ୍ତି, ବିଭିନ୍ନ ଲୋକଙ୍କ ପରାମର୍ଶ ନିଅନ୍ତି। କିପରି ଟିକେ ମୋଟା…
ଅଧିକ ଖବର ଦେଖନ୍ତୁ...