Daily Archives

June 4, 2023

ମୃତ୍ୟୁମୁଖରୁ ଫେରିଲେ ପରିବାରର ୭ ସଦସ୍ୟ

ବ୍ରହ୍ମପୁର: ସେ ଦିନର ଘଟଣା ବର୍ଣ୍ଣାନା କରି ହେଉ ନାହିଁ। ଚାରିଆଡ଼େ ରକ୍ତର ଛିଟା। ଲୋକଙ୍କ ଚିତ୍କାରରେ ଅଞ୍ଚଳ ଫାଟି ପଡ଼ୁଥିଲା। ଦୁର୍ଘଟଣା ଏତେ ଜୋର୍‌ ଥିଲା ଯେ ଆମ ଆଗରେ ଥିବା କିଛି ବଗି ସମ୍ପୂର୍ଣ୍ଣ ଓଲଟି ପଡ଼ିଥିଲା। ସୌଭାଗ୍ୟ କ୍ରମେ ଆମର ବଗି କିଛି ହୋଇ ନଥିଲା। ଦୁର୍ଘଟଣା ପରେ ଛୋଟ…
ଅଧିକ ଖବର ଦେଖନ୍ତୁ...

ଏବେ ବି ଅଶାନ୍ତ ମଣିପୁର, ହିଂସାର ତଦନ୍ତ ପାଇଁ ଗଠନ ହେଲା କମିଟି

ନୂଆଦିଲ୍ଲୀ : ମଣିପୁର ହିଂସାକାଣ୍ଡର ତଦନ୍ତ ପାଇଁ କେନ୍ଦ୍ର ସରକାର ତିନିଜଣିଆ କମିଶନ ଗଠନ କରିଛନ୍ତି । ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଅଜୟ ଲାମ୍ବାଙ୍କ ନେତୃତ୍ୱରେ ଏହି କମିଶନ ଗଠନ କରାଯାଇଛି । ହିଂସାକାଣ୍ଡରେ ରାଜ୍ୟରେ ୮୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ…
ଅଧିକ ଖବର ଦେଖନ୍ତୁ...

ପୁଣି ଆସିବାକୁ ଯାଉଛି ଶାର୍କ ଟ୍ୟାଙ୍କ ଇଣ୍ଡିଆ ସିଜିନ-୩

ମୁମ୍ବାଇ: ଦୁଇଟି ସିଜିନର ସଫଳତା ପରେ, 'ଶାର୍କ ଟ୍ୟାଙ୍କ ଇଣ୍ଡିଆ' ସିଜିନ-୩ ଆସିବାକୁ ଯାଉଛି | ଆଉ ସମଗ୍ର ଦେଶରେ ଯୁବ ଉଦ୍ୟୋଗୀମାନେ ବର୍ତ୍ତମାନ ଏହି ଟିଭି ସୋରେ ଅଂଶଗ୍ରହଣ କରି ସେମାନଙ୍କର କମ୍ପାନୀ ପାଇଁ ପୁଞ୍ଜି ଯୋଗାଡ କରିପାରିବେ | ବାସ୍ତବରେ ଶାର୍କ ଟ୍ୟାଙ୍କ ଇଣ୍ଡିଆ- ସିଜିନ୍ ୩ର…
ଅଧିକ ଖବର ଦେଖନ୍ତୁ...

ବିବାହ କାର୍ଡରେ ବର ନିଜ ଫଟୋ ବଦଳରେ ଛାପିଲେ ଧୋନିଙ୍କ ଚିତ୍ର

ନୂଆଦିଲ୍ଲୀ: ବିବାହ କାର୍ଡରେ ବର-ବଧୂଙ୍କ ନାମ ସହିତ ପରିବାର ସହସ୍ୟଙ୍କ ନାମ ବି ଲେଖା ହେବା ସହିତ ବିବାହ ତାରିଖ ସହିତ ‌ଭୋଜି ପାଇଁ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥାଏ। ତେବେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ବିବାହ କାର୍ଡ ଭାଇରାଲ ହୋଇଥାଏ। ନିକଟରେ ଏମିତି ଏକ ବିବାହ କାର୍ଡ ଭାଇରାଲ…
ଅଧିକ ଖବର ଦେଖନ୍ତୁ...

ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପିଲାମାନଙ୍କୁ ମାଗଣାରେ ପାଠ ପଢାଇବେ ସେହଓ୍ବାଗ

ଭୁବନେଶ୍ବର : ବାଲେଶ୍ବର ରେଳ ଦୁର୍ଘଟଣା ପୀଡ଼ିତ ଲୋକମାନଙ୍କ ପ୍ରତି ସହାୟତାର ହାତ ପହଞ୍ଚିବାରେ ଲାଗିଛି । ଏହି ଦୁର୍ଘଟଣାରେ ଅନାଥ ହୋଇଥିବା ପିଲାଙ୍କୁ ମାଗଣାରେ ପାଠ ପଢାଇବେ ବୋଲି କହିଛନ୍ତି  କ୍ରିକେଟ ଖେଳା​ଳି ବୀରେନ୍ଦ୍ର ସେହୱାଗ । ସେହୱାଗ ଟୁଇଟ୍ କରି ଲେଖିଛନ୍ତି, ଏହି ଫଟୋ ଆମକୁ…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ଏମ୍‌ସ ଭୁବନେଶ୍ବରରେ ପହଞ୍ଚିଲା ୧୨୦ ମୃତଦେହ, ୧୫ ଆମ୍ବୁଲାନ୍ସରେ ପୁଣି ଆସିବ ୩୦ ମରଶରୀର

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍‌ ଦୁର୍ଘଟଣାର ଶିକାର ହୋଇଥିବା ଯାତ୍ରୀମାନଙ୍କର ୧୨୦ଟି ମୃତଦେହ ଭୁବନେଶ୍ବର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍‌ସ)ରେ ପହଞ୍ଚି ସାରିଛି। ଏହି ମୃତଦେହଗୁଡ଼ିକ ଏବେ ଏଠାକାର ଶବାଗାରରେ ରଖାଯାଇଛି। ଏମ୍‌ସ ପକ୍ଷରୁ ଗଣମାଧ୍ୟମକୁ ଏହି…
ଅଧିକ ଖବର ଦେଖନ୍ତୁ...

ପରଲୋକରେ ବଲିଉଡର ଭେଟେରାନ ଅଭିନେତ୍ରୀ ସୁଲୋଚନା

ମୁମ୍ବାଇ: ବଲିଉଡ ଜଗତର ଭେଟେରାନ ଅଭିନେତ୍ରୀ ସୁଲୋଚନା ଲଟକରଙ୍କର ୯୪ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି | ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ଏହି ଅଭିନେତ୍ରୀଙ୍କୁ କିଛିଦିନ ହେଲା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ନିଶ୍ୱାସ ନେବାରେ ଅସୁବିଧା ସହ ବୟସ ସମ୍ବନ୍ଧୀୟ ଅସୁସ୍ଥତା ହେତୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି କଥାକୁ ନେଇ ବହୁତ ଭାବିବେ। ଆପଣଙ୍କୁ ପରିବାରର ସାହାଯ୍ୟ ମିଳିବ। ଚାକିରି ପାଇଁ ଲାଗି ରହିଥିବା ଯୁବକଙ୍କୁ ସଫଳତା ମିଳିବ। ଆପଣଙ୍କର ଖର୍ଚ୍ଚ ବଢ଼ିବ। ବୃଷ: ଆପଣଙ୍କ ମନ ଧାର୍ମିକ କାର୍ଯ୍ୟରେ ଅଧିକ ଲାଗି ରହିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଛାତ୍ରଛାତ୍ରୀ ମନ…
ଅଧିକ ଖବର ଦେଖନ୍ତୁ...

ଟ୍ରେନ ଛାତରେ ଚଢ଼ି ରିଲ କରୁଥିବା ବେଳେ ଛାତ୍ର ବିଦ୍ୟୁତ ଆଘାତର ହେଲା ଶିକାର; ହସ୍ପିଟାଲରେ ଭର୍ତ୍ତି କଲା ଜିଆରପି ପୁଲିସ

ନୂଆଦିଲ୍ଲୀ: ବିହାରର ସୀତାମଢ଼ି ଜିଲ୍ଲାରେ ଜଣେ ନାବାଳକ ଛାତ୍ର ଟ୍ରେନ ଛାତ ଉପରେ ଚଢ଼ି ରିଲ ତିଆରି କରୁଥିଲେ। ଏହି ସମୟରେ ତାଙ୍କୁ ବିଦ୍ୟୁତ ଆଘାତ ଲାଗିବାରୁ ସେ ଗୁରୁତର ଆହତ ହୋଇପଡ଼ିଛି। ଚିକିତ୍ସା ପାଇଁ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ଅଧିକ ଖବର ଦେଖନ୍ତୁ...