Daily Archives

June 5, 2023

ଟିଟିଲାଗଡ଼ ପୁରୁଣା ବ୍ୟାଙ୍କ ଛକରୁ ୩ ଲକ୍ଷ ଲୁଟ୍‌ ଘଟଣା: ଗଞ୍ଜାମରୁ ୧.୯୪ ଲକ୍ଷ ଉଦ୍ଧାର

ଟିଟିଲାଗଡ଼: ଟିଟିଲାଗଡ଼ ପୁରୁଣା ବ୍ୟାଙ୍କ ଛକରୁ କିଛିଦିନ ତଳେ ଲୁଟ୍‌ ହୋଇଥିବା ୩ ଲକ୍ଷ ଟଙ୍କାରୁ ପୁଲିସ ୧ଲକ୍ଷ ୯୪ ହଜାର ୭୫୦ ଟଙ୍କା ଗଞ୍ଜାମରୁ ଉଦ୍ଧାର କରିଛି। ହେଲେ ପୁଲିସ ଚଢ଼ଉ ସମୟରେ ଦୁଇ ଲୁଟେରା ଖସି ପଳାଇଥିଲେ। ଉଦ୍ଧାର ଟଙ୍କାକୁ ଲୁଟ୍‌ର ଶିକାର ହୋଇଥିବା ନବନୀତ ଜୈନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆଜି ବି ଅନ୍ଧାରରେ ଗ୍ରାମବାସୀ, କିରୋସିନି ନ ମିଳିବାରୁ ଜାଳି ପାରୁନାହାନ୍ତି ଡିବିରି

ରାୟଗଡା: ରାୟଗଡା ଜିଲ୍ଲାରେ ଆଜି ଲୋକେ ବିନା ବିଦ୍ୟୁତ ସେବାରେ ଦିନ କାଟୁଛନ୍ତି। ସହରରେ ଯଦି କିଛି ଘଣ୍ଟା ପାଇଁ ବିଦ୍ୟୁତ ଚାଲିଯାଏ ତେବେ ସହର କମ୍ପି ଉଠୁଥିବା ବେଳେ ଗ୍ରାମାଞ୍ଚଳରେ ଲୋକେ ବିନା ବିଦ୍ୟୁତରେ କିପରି ରହୁଥିବେ ସହଜରେ ଅନୁମେଯ। ଏଭଳି ଗ୍ରାମ ହେଉଛି ସଦର ରାୟଗଡା ବ୍ଲକର…
ଅଧିକ ଖବର ଦେଖନ୍ତୁ...

ଓ୍ବେଷ୍ଟଇଣ୍ଡିଜ୍-ଆମେରିକା ବଦଳରେ ଇଂଲଣ୍ଡରେ ହୋଇପାରେ ୨୦୨୪ ଟି-୨୦ ବିଶ୍ବକପ୍

ନୂଆଦିଲ୍ଲୀ : ୨୦୨୪ରେ ୱେଷ୍ଟଇଣ୍ଡିଜ୍ ଓ ଯୁକ୍ତରାଷ୍ଟ୍ର ଆମେରିକା ପକ୍ଷରୁ ମିଳିତ ଭାବେ ଆୟୋଜନ ହେବାକୁ ଥିବା ଟି-୨୦ ବିଶ୍ୱକପର  ପ୍ରସ୍ତୁତିକୁ ନେଇ ଆଇସିସି ସନ୍ତୁଷ୍ଟ ନାହିଁ  । କାରଣ ଟୁର୍ଣ୍ଣାମେଣ୍ଟ ହେବାକୁ ଆଉ ମାତ୍ର ୧୨ ମାସ ବାକି ଥିବା ବେଳେ ଆମେରିକାରେ ଏପର୍ଯ୍ୟନ୍ତ ଗୋଟିଏ ବି…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ ଦୁର୍ଘଟଣା: କୋଚ୍‌ ବଦଳାଇ ପୁଅ ପଳାଇ ଆସିଥିଲା ବାପା ମା’ଙ୍କ ପାଖକୁ

ବ୍ରହ୍ମପୁର: ଟ୍ରେନ୍‌ ଦୁର୍ଘଟଣା ହେବା ପରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଟ୍ରେନ୍‌ ଜୋର୍‌ରେ ଘଷି ହେଲା ଭଳି ଲାଗିଥିଲା। କିଛି ସମୟ ପରେ ହଠାତ୍‌ ଟ୍ରେନ୍‌ ରହି ଯାଇଥିଲା। ବାହାରକୁ ଯାଇ ଦେଖିଲା ବେଳେ ଆମର ବି-୨ କୋଚ୍‌ ଟ୍ରାକ୍‌ରୁ ଓହ୍ଲାଇ ତଳକୁ ଖସି ଆସି ଛିଡ଼ା ହୋଇଥିଲା। ସୌଭାଗ୍ୟକ୍ରମେ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ନାଭାଲ୍-ଟାଟା ଗ୍ରାସ୍‌ରୁଟ୍‌ ହକି ଦଳ ଚୟନ

ଛତ୍ରପୁର: ତୃଣମୂଳସ୍ତରରେ ୧୬ ବର୍ଷ ବୟସରୁ କମ୍ ହକି ପ୍ରତିଭାଙ୍କୁ ଚିହ୍ନଟ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଆଜିଠୁ ତୃତୀୟ ଓଡ଼ିଶା ନାଭାଲ୍ ଟାଟା ହକି ଗ୍ରାସ୍‌ରୁଟ୍ ଲିଗ୍-୨୦୨୩ ଆରମ୍ଭ ହୋଇଛି। ଏଠାରୁ ଗଞ୍ଜାମ, ଢେଙ୍କାନାଳ, ଯାଜପୁର, ନୟାଗଡ଼, ମୟୂରଭଞ୍ଜ, କଳାହାଣ୍ଡି,…
ଅଧିକ ଖବର ଦେଖନ୍ତୁ...

ଅଜାତିରେ ବିବାହ କରିବାରୁ ଭଉଣୀକୁ ବାଇକରେ ଉଠାଇ ନେଲେ ଭାଇ

ପାଟନା: ଅଜାତିରେ ପ୍ରେମବିବାହ କରିଥିବାରୁ ଭଉଣୀକୁ ଜୋର ଜବରଦସ୍ତ ବାଇକରେ ଉଠାଇ ନେଲେ ଭାଇ। ବିହାରର ଆରାରିଆରେ ଘଟିଛି ଏଭଳି ଆଶ୍ଚର୍ଯ୍ୟଜନକ ଘଟଣା। ଏହାର ଭିଡିଓ ଏବେ ସାମ୍ନାକୁ ଆସିବା ସହ ଏହି ଘଟଣାକୁ ନେଇ ପୁଅର ବାପା ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ,…
ଅଧିକ ଖବର ଦେଖନ୍ତୁ...

ମିଛ ମାଓ ଅପହରଣ ନାଟକ ରଚି ଫସିଲେ, ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୬ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ ଉପାଧ୍ୟକ୍ଷ ଅଜିତ୍‌ ସାହୁଙ୍କ ଅପହରଣ ମିଛ ଥିଲା। ନିଜକୁ ଚର୍ଚ୍ଚାରେ ରଖିବା ପାଇଁ ଏବଂ ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ଶାସକ ଦଳରେ ନିଜର ପତିଆରା ବୃଦ୍ଧି କରିବା ପାଇଁ ସେ ନିଜେ ଏଭଳି ଏକ ମିଛ ନାଟକ ରଚନା କରିଥିଲେ। ତିନିଦିନ ପରେ ଏକ…
ଅଧିକ ଖବର ଦେଖନ୍ତୁ...

ପୋଖରୀରେ ବୁଡି ମହିଳା ମୃତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ମାଠପଡା ପଞ୍ଚାୟତର ତେନ୍ତୁଳିପଦର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡି ଜଣେ ବିଧବା ମହିଳାଙ୍କ ମୃତ୍ୟୁ ଘଟିବା ପରେ ଶୋକର ଛାୟା ଖେଳିଯାଇଛି। ଅଗ୍ନିଶମ କର୍ମଚାରୀ ପୋଖରୀରେ ମୃତଦେହ ଉଦ୍ଧାର କରିବା ପରେ ରାମଗିରି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ଟ୍ରେନ ଦୁର୍ଘଟଣା: ମୃତାହତ ପରିବାରକୁ ସହାୟତା କରିବ ରିଲାଏନ୍ସ ଫାଉଣ୍ଡେସନ

ମୁମ୍ବାଇ/ଭୁବନେଶ୍ୱର: ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପୀଡ଼ିତ ଓ ସେମାନଙ୍କ ପରିବାରକୁ ସହାୟତା କରାଯିବ ବୋଲି ସୋମବାର ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଘୋଷଣା କରାଯାଇଛି। ରିଲାଏନ୍ସ ଫାଉଣ୍ଡେସନ (ଆର୍‌ଏଫ୍‌)ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷା ନୀତା ଅମ୍ବାନି କହିଛନ୍ତି ଯେ, ଓଡ଼ଶାର ବାଲେଶ୍ବରରେ…
ଅଧିକ ଖବର ଦେଖନ୍ତୁ...

ପ୍ଲାଷ୍ଟିକ ଆମକୁ ମାରିବା ପୂର୍ବରୁ ପ୍ଲାଷ୍ଟିକକୁ ଆମେ ମାରିବାକୁ ପଡିବ

ରାୟଗଡା: ରାୟଗଡା ଜିଲ୍ଲାର ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ୫୧ ତମ ବିଶ୍ବ ପରିବେଶ ଦିବସ ପାଳିତ ହୋଇ ଯାଇଛି। ରାୟଗଡା ସ୍ଥିତ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦ ସହଯୋଗରେ ଏବଂ ଇମ୍ଫାର ଉପ ସଭାପତି ଆଶିଷ କୁମାର ରାୟଙ୍କ ନେତୃତ୍ବରେ ପାଳିତ ଏହି କାର୍ଯ୍ୟକ୍ରମରେ ରାୟଗଡା…
ଅଧିକ ଖବର ଦେଖନ୍ତୁ...