Daily Archives

June 6, 2023

କାଳ ହେଲା କାଳବୈଶାଖୀ; ପବନରେ ଝଡ଼ିଗଲା ବର୍ଷକର ରୋଜଗାର

ମାଲକାନଗିରି: ରଜ ପୂର୍ବରୁ ବଗିଚାରେ ଲାଗିଥାଏ ଲୋକଙ୍କ ଭିଡ। ମାଲକାନଗିରି ଓ ବାଲିମେଳା ସହର ବେପାରୀ ଆସି ନେଇ ଯାଆନ୍ତି ଆମ୍ବ। ବଳକାକୁ ରାସ୍ତାକଡ଼ରେ ବସି ବିକ୍ରି ହୋଇ ଯାଇଥାଏ। ସୁବ ବର୍ଷ ପରି ଚଳିତବର୍ଷ ମଧ୍ୟ ଭଲ ଆମ୍ବ ଆସିଥିଲା। ବିକ୍ରି କରି ଟଙ୍କା ରୋଜଗାର କରିବାର ଆଶା ରହିଥିଲା।…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଛାଡ଼ି ନୂଆ ଦଳ ଗଢିବେ କି ସଚିନ ପାଇଲଟ୍ ?

ଜୟପୁର: ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ରାଜସ୍ଥାନ କଂଗ୍ରେସରେ ବିବାଦ ଥମିବାର ନାଁ ନେଉନାହିଁ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହ ବିବାଦ ମଧ୍ୟରେ ସଚିନ ପାଇଲଟ୍ ଦଳ ଛାଡ଼ି ଏକ ନୂଆ ଦଳ ଗଢିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି । ଏପରିକି ସେ ଆସନ୍ତା ୧୧ ତାରିଖରେ ନିଜ ପିତା…
ଅଧିକ ଖବର ଦେଖନ୍ତୁ...

ଟ୍ରେନ୍‌ ଦୁର୍ଘଟଣା ପାଇଁ ’ଲଭ୍‌ ଇନ୍‌ ଲଣ୍ଡନ’ର ରିଲିଜ ଘୁଞ୍ଚାଇବାକୁ ଅନୁରୋଧ କଲେ ଅନୁଭବ

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗାରେ ଗତ ୨ ତାରିଖ ଟ୍ରେନ୍‌ ଦୁର୍ଘଟଣା ନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଏହି ଦୁର୍ଘଟଣା ପାଇଁ ତାଙ୍କ ପ୍ରଯୋଜିତ ଓଡ଼ିଆ ଚଳଚ୍ଚିତ୍ର ’ଲଭ୍‌ ଇନ୍‌ ଲଣ୍ଡନ’ର ରିଲିଜ ତାରିଖ ପରିବର୍ତ୍ତନ କରିବାକୁ ପ୍ରଯୋଜକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜୁନିୟର ଆର୍ଟିଷ୍ଟ ଭାବେ ଆରମ୍ଭ କରିଥିଲେ କ୍ୟାରିୟର, ଏବେ ସୁପରଷ୍ଟାର

ମୁମ୍ବାଇ: ଦିନେ ସେମାନେ ଜୁନିୟର ଆର୍ଟିଷ୍ଟ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ | ସିନେ ପରଦାରେ ମାତ୍ର କିଛି ସେକେଣ୍ଡ ପାଇଁ ନଜର ଆସିଥିବା ଏହି ଅଭିନେତା/ଅଭିନେତ୍ରୀମାନେ ଆଜି ବଲିଉଡର ସୁପରଷ୍ଟାର ତାଲିକାରେ ଗଣାଯାଉଛନ୍ତି | ଆଜି ଆମେ ଆପଣଙ୍କୁ ସେହି ସବୁ ତାରକାମାନଙ୍କ ବିଷୟରେ କହିବୁ…
ଅଧିକ ଖବର ଦେଖନ୍ତୁ...

ମିଛ କହି ବିବାହ କଲା ପ୍ରେମିକ, ପ୍ରତାରକ ପାଇଁ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିରି: ବ୍ରତ ହେବ କହି ବିବାହ କଲା ପ୍ରେମିକ, ସତ ଜାଣିବା ପରେ ପ୍ରେମିକର ଘର ଆଗରେ ଧାରଣାରେ ବସିଲେ ପ୍ରେମିକା। ପ୍ରେମିକ ଘର ଛାଡି କେଉଁ ଆଡେ ଚାଲିଯାଇଥିବା ‌ବେଳେ ପ୍ରେମିକା ଥାନାରେ ଅଭିଯୋଗ ଦେଇଛନ୍ତି। ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ପାତ୍ରଗୁଡା ଗ୍ରାମରେ ଏଭଳି…
ଅଧିକ ଖବର ଦେଖନ୍ତୁ...

ବିବାହ ପୂର୍ବରୁ ମା’ ହୋଇ ଯୁବପିଢ଼ିଙ୍କ ମାନସିକତାକୁ ନଷ୍ଟ କରୁଛ; ଗାବ୍ରିଏଲାଙ୍କୁ ଏଭଳି କହିଲେ ଟ୍ରୋଲର୍ସ

ମୁମ୍ବାଇ: ଦ୍ବିତୀୟ ଥର ମା’ ହେବାକୁ ଯାଉଛନ୍ତି ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ପ୍ରେମିକା ଗାବ୍ରିଏଲା ଡେମେଟ୍ରିଏଡସ। ଜୁଲାଇ ୨୦୧୯ରେ ଗାବ୍ରିଏଲା ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିବା ବେଳେ ଏବେ ସେ ଦ୍ବିତୀୟ ଥର ଗର୍ଭବତୀ ଅଛନ୍ତି। କିଛି ଦିନ ତଳେ ଦୁହେଁ ଏହି ଖୁସି ଖବର ଇନଷ୍ଟା ପୋଷ୍ଟ…
ଅଧିକ ଖବର ଦେଖନ୍ତୁ...

କହିପାରିବେ କି ଏହି ଦୁଇଟି ଫଟୋରେ କ’ଣ ଭିନ୍ନତା ରହିଛି ?

ନୂଆଦିଲ୍ଲୀ: ଖବରକାଗଜରେ ଆପଣଙ୍କୁ ସୁଡୋକୁ ଗେମ ଭଳି ଅନେକ ଖେଳ ଖେଳିବାର ସୁଯୋଗ ମିଳିଥାଏ। ତେବେ ଏବେର ସମୟକୁ ଡିଜିଟାଲ ଯୁଗ ବୋଲି କହୁଛନ୍ତି। ଏହି ଡିଜିଟାଲ ଯୁଗରେ ଆପଣଙ୍କୁ ଅନଲାଇନରେ ଅନେକ ଖେଳ ଖେଳିବାକୁ ମିଳିଥାଏ। ଏଥିମଧ୍ୟରୁ ଉପରୋକ୍ତ ଫଟୋରେ ଯେଉଁଭଳି କୁଇଜ ରହିଛି ଲୋକଙ୍କୁ…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରିରେ ପୁଣି ଡଙ୍ଗା ବୁଡ଼ିଲା, ୨ ନିଖୋଜ

ମାଲକାନଗିରିରେ: ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଚିତ୍ରକୋଣ୍ଡା ଜଳଭଣ୍ଡାରର ଉପରପାର୍ଶ୍ବରେ ସୋମବାର ପୁଣି ଡଙ୍ଗା ବୁଡ଼ି ୨ ନାବାଳକ ନିଖୋଜ ଅଛନ୍ତି। ରାତି ହୋଇଯାଇଥିବାରୁ ଖୋଜାଖୋଜି କାର୍ଯ୍ୟ ପ୍ରଭାବିତ ହୋଇଥିବାବେଳେ ମଙ୍ଗଳବାର ଦିନତମାମ ଅଗ୍ନିଶମ ବାହିନୀ ଉଭୟ ନାବାଳକଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆମେରିକା ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବାକୁ ମୋଦୀଙ୍କୁ ମିଳିଲା ନିମନ୍ତ୍ରଣ, ଗର୍ବ ଅନୁଭବ କରୁଛି ବୋଲି କହିଲେ…

ନୂଆଦିଲ୍ଲୀ : ଆମେରିକା କଂଗ୍ରେସର ମିଳିତ ଅଧିବେଶନରେ ଉଦବୋଧନ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ମିଳିଛି । ନିମନ୍ତ୍ରଣ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଜୁନ୍ ୨୨ରେ ଆମେରିକୀୟ କଂଗ୍ରେସର ଏକ ମିଳିତ ବୈଠକକୁ ସମ୍ବୋଧିତ କରିବେ। ଜୁନ୍ ୧ରେ ଆସିଥିବା ଆମେରିକାର…
ଅଧିକ ଖବର ଦେଖନ୍ତୁ...

ଶିକ୍ଷାନୁଷ୍ଠାନରେ ଶିଶୁଙ୍କୁ ଯୌନ ନିର୍ଯାତନା ପରେ ମାଦ୍ରାସାରୁ ଲୁଚି ଖସି ଆସିଲେ ୨ ନାବାଳକ

ବାଲିପାଟଣା : କଟକ ଜିଲ୍ଲା ନିଆଳି ଥାନା ଅଞ୍ଚଳର ଏକ ମଦ୍ରାସାରେ ଶିଶୁଙ୍କୁ ସମଲିଙ୍ଗି ଯୌନ ନିର୍ଯାତନା ପାଇଁ ବାଧ୍ୟ୍ୟ କରିବା ଏବଂ ମାଡ଼ ମାରିବାର ଅଭିଯୋଗ ହୋଇଛି। ଯନ୍ତ୍ରଣା ଅସହ୍ୟ ହେବାରୁ ସୋମବାର ରାତିରେ ଶିକ୍ଷାନୁଷ୍ଠାନ ଛାଡି ୨ ଶିଶୁ ବାହାରକୁ ଚାଲି ଆସିଥିଲେ। ଏକ ଦୋକାନ ପାଖରେ ବସି…
ଅଧିକ ଖବର ଦେଖନ୍ତୁ...