Daily Archives

June 7, 2023

ମାଲକାନଗିରିରୁ ବିହାର ଚୋରାଚାଲାଣ; ପୁଣି ରେଳ ଷ୍ଟେସନରୁ ଧରାପଡ଼ିଲା ୫୫କିଲୋ ଗଞ୍ଜେଇ

ରାଉରକେଲା: ରାଉରକେଲା ଦେଇ ନିୟମିତ ବ୍ୟବଧାନରେ ଟ୍ରେନ୍‌ରେ ଗଞ୍ଜେଇ ଚୋରାଚାଲାଣ ହେଉଥିଲା। ଏନେଇ ଆର୍‌ପିଏଫ୍‌ ପକ୍ଷରୁ ଯାଞ୍ଚ୍‌କୁ ବ୍ୟାପକ କରାଯିବା ସହ ବହୁ ଚାଲାଣକାରୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଏଣୁ ଭୟଭୀତ ଗଞ୍ଜେଇ ବେପାରି ଏବେ ପଥ ପରିବର୍ତ୍ତନ କରିଛନ୍ତି। ବେପାରି ପୂର୍ବଭଳି ଆଉ…
ଅଧିକ ଖବର ଦେଖନ୍ତୁ...

କୋର୍ଟରେ ଗ୍ୟାଙ୍ଗଷ୍ଟରର ହତ୍ୟା ପରେ ଏହି ନିର୍ଦ୍ଦେଶ ଦେଲେ ଯୋଗୀ

ଲକ୍ଷ୍ନୌ: ଲକ୍ଷ୍ନୌର ଏକ କୋର୍ଟ ପରିସରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସଞ୍ଜୀବ ମାହେଶ୍ୱରୀ ଜୀବାଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଆକ୍ସନମୋଡକୁ ଚାଲିଆସିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ମୁଖ୍ୟମନ୍ତ୍ରୀ ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି…
ଅଧିକ ଖବର ଦେଖନ୍ତୁ...

ଜିଆ ଖାନ ଆତ୍ମହତ୍ୟା ମାମଲାରେ ଦୋଷମୁକ୍ତ ହେବା ପରେ ବିଗ୍ ବସ୍ ଓଟିଟି-୨ରେ ନଜର ଆସିବେ ସୂରଜ !

ମୁମ୍ବାଇ: ଜିଆ ଖାନ ଆତ୍ମହତ୍ୟା ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ବଲିଉଡ ଅଭିନେତା ସୂରଜ ପାଞ୍ଚୋଲି ଏବେ ନୂଆ ଡଙ୍ଗରେ ଜୀବନ ବଞ୍ଚିବା ଆରମ୍ଭ କରିଛନ୍ତି। ଆତ୍ମହତ୍ୟା ମାମଲାରେ ଜେଲ ଯିବା ପ‌ରେ ସୂରଜଙ୍କୁ କାମ ମିଳିବା ବନ୍ଦ ହୋଇଯାଇଥିଲା।ଦୀର୍ଘ ବର୍ଷ ଧରି ସେ ଘରେ ବସି ରହିଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଜେଲରେ ଥିବା ମନୀଷ ସିସୋଦିଆଙ୍କୁ ମନେ ପକାଇ କାନ୍ଦିଲେ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ବୁଧବାର ବଓ୍ଵାନା ଅଞ୍ଚଳରେ ଏକ ନୂତନ ବିଦ୍ୟାଳୟର ଉଦଘାଟନ କରିବା ଅବସରରେ ତାଙ୍କ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଜେଲରେ ଥିବା ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ମନୀଷ ସିସୋଦିଆଙ୍କୁ ମନେ ପକାଇ କାନ୍ଦି ପକାଇଛନ୍ତି। ମନୀଷ…
ଅଧିକ ଖବର ଦେଖନ୍ତୁ...

ବିଶ୍ବ ଟେଷ୍ଟ ଚାମ୍ପିଅନସିପ ଫାଇନାଲ : ଟ୍ରାଭିସ ହେଡଙ୍କ ଶତକ, ପ୍ରଥମ ଦିନରେ ଅଷ୍ଟ୍ରେଲିଆ ୩୨୭/୩

ଲଣ୍ଡନ : କେନିଙ୍ଗଟନ ଓଭାଲଠାରେ ଖେଳାଯାଉଥିବା ବିଶ୍ବ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ମ୍ୟାଚର ପ୍ରଥମ ଦିନର ଖେଳ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୩ ଓ୍ବିକେଟରେ ୩୨୭ ରନକରିଛି । ପ୍ରଥମ ଦିନର ମୁଖ୍ୟ ଆକର୍ଷଣ ଥିଲା ଟ୍ରାଭିସ ହେଡଙ୍କ ବିସ୍ଫୋରକ ୧୪୬ରନ ଓ ଷ୍ଟିଭେନ ସ୍ମିଥଙ୍କ ୯୫ରନ । ଅଷ୍ଟ୍ରେଲିଆ…
ଅଧିକ ଖବର ଦେଖନ୍ତୁ...

ଋଣ ଶୁଝିବାକୁ ନିଜର ପରମାଣୁ ଅସ୍ତ୍ର ବିକିବ କି ପାକିସ୍ତାନ ?

ଇସ୍ଲାମାବାଦ : ଅର୍ଥନୈତିକ ସଙ୍କଟରେ ପଡ଼ିଥିବା ପାକିସ୍ତାନର ସରକାରୀ ରାଜକୋଷରେ ଅର୍ଥର ଅଭାବ ଦେଖାଦେଇଛି । ସ୍ଥିତିରେ ସୁଧାର ଆଣିବା ପାଇଁ ପାକିସ୍ତାନକୁ ଆଉ ଆଇଏମ୍ ଏଫ୍, ବିଶ୍ୱବ୍ୟାଙ୍କଠାରୁ ଋଣ ମିଳୁନାହିଁ କି ଚୀନ୍ ଓ ସାଉଦି ଆରବ ଭଳି ବନ୍ଧୁ ରାଷ୍ଟ୍ର ଏହାକୁ ଅର୍ଥନୈତିକ ପ୍ୟାକେଜ୍…
ଅଧିକ ଖବର ଦେଖନ୍ତୁ...

ଶୁଭମନଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ମଧ୍ୟରେ କ୍ରିକେଟରଙ୍କୁ ବିବାହ କରିବା ନେଇ ଏଭଳି କହିଲେ ସାରା

ନୂଆଦିଲ୍ଲୀ: ବର୍ଷ ବର୍ଷ ଧରି କ୍ରିକେଟ୍ ଏବଂ ବଲିଉଡ ମଧ୍ୟରେ ସମ୍ପର୍କ ସ୍ୱତନ୍ତ୍ର ରହିଛି। ପ୍ରାୟତଃ ଦେଖାଯାଇଛି ଯେ କ୍ରିକେଟ୍ ଜଗତର ତାରକାମାନେ ବଲିଉଡ ଅଭିନେତ୍ରୀମାନଙ୍କ ସହ ବନ୍ଧୁତା କରନ୍ତି ଏବଂ ପରେ ସେମାନଙ୍କ ସମ୍ପର୍କ ବିବାହର ରୂପ ନିଏ। ବଲିଉଡ ଅଭିନେତ୍ରୀ ଶର୍ମିଲା ଟାଗୋର ଏବଂ…
ଅଧିକ ଖବର ଦେଖନ୍ତୁ...

‌ମଜା ଉଡ଼ାଉଥିବା ଲୋକଙ୍କୁ କଡ଼ା ଜବାବ ଦେଲେ ଆଶିଷ ବିଦ୍ୟାର୍ଥୀ

ମୁମ୍ବାଇ:  ଅଭିନେତା ଆଶିଷ ବିଦ୍ୟାର୍ଥୀ ଆସାମର ରୁପାଲି ବରୁଆଙ୍କ  ସହ ମେ ୨୫ ତାରିଖ, ଗୁରୁବାର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।  ଗୌହାଟିରେ ରହୁଥିବା ବିଦ୍ୟାର୍ଥୀଙ୍କ ପତ୍ନୀ ରୁପାଲି କୋଲକାତାର ଏକ ବଡ଼ ଫ୍ୟାସନ୍‌ ଷ୍ଟୋର ସହ ଜଡ଼ିତ ଅଛନ୍ତି। ଅଭିନେତା ଆଶିଷ ନିଜର ୬୦ ବର୍ଷ ବୟସରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଲାଭ ନେଇ ଆସିବ। ଅଫିସରେ କନିଷ୍ଠଙ୍କ ସାହାଯ୍ୟ ପାଇବେ। ବ୍ୟବସାୟୀ ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ। ପରିବାରରେ ଖୁସିର ଆଗମନ ହେବ। ବୃଷ: ପୂଜାପାଠରେ ସମୟ ବିତିବ। ସାହାଯ୍ୟକାରୀ ବ୍ୟକ୍ତିଙ୍କ ସହ ପରିଚୟ ହେବ। ବ୍ୟବସାୟରେ ଲାଗି ରହିଥିବା ବାଧା ଦୂର ହେବ। ପାରିବାରିକ…
ଅଧିକ ଖବର ଦେଖନ୍ତୁ...

ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେଲା ‘ବିପର୍ଯ୍ୟୟ’, ଭାରତ ଉପରେ ବିଶେଷ ପ୍ରଭାବ ନାହିଁ

ନୂଆଦିଲ୍ଲୀ : ଆରବ ସାଗରରେ ସୃଷ୍ଟି ହୋଇଥିବା ଅତି ଭୀଷଣ ସାମୁଦ୍ରିକ ଝଡ଼ ବିପର୍ଯ୍ୟୟ ଧୀରେ ଧୀରେ ଉତ୍ତର, ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି । ଆଜି ସଂଧ୍ୟା ସାଢେ ୫ଟା ସୁଦ୍ଧା ଏହା ଗୋଆଠାରୁ ୮୬୦ କିଲୋମିଟର ପଶ୍ଚିମ,ଦକ୍ଷିଣ-ପଶ୍ଚିମ ଦିଗରେ ଓ ମୁମ୍ବାଇଠାରୁ ୯୪୦ କିଲୋମିଟର ଦକ୍ଷିଣ-ପଶ୍ଚିମ…
ଅଧିକ ଖବର ଦେଖନ୍ତୁ...