ଇଡକୋ ଜମି ଅଧିଗ୍ରହଣ ଓ ଜମି ମାଫିଆଙ୍କ ବିରୋଧରେ ଜିଲ୍ଲାପାଳଙ୍କୁ ଦାବିପତ୍ର
ଖୋର୍ଦ୍ଧା: ଜଟଣୀ ନିର୍ବାଚନମଣ୍ଡଳୀରେ ଜାମୁକୋଳି ଠାରେ କେତେକ ଜମି ମାଫିଆ ଚାଷ ଜମିକୁ ଯାଉଥିବା ନାଳକୁ ଅବରୋଧ କରି ପ୍ରାଚୀର ନିର୍ମାଣ କରିଛନ୍ତି । ଅପରପକ୍ଷରେ ବେଣାପଂଜରୀ ଠାରେ ପୂର୍ବରୁ ଆଦିବାସୀଙ୍କୁ ବୃକ୍ଷରୋପଣ କରି ପେଟ ପୋଷିବା ପାଇଁ ଦିଆଯାଇଥିବା ୫ଏକର ଜମିକୁ ଅଧିଗ୍ରହଣ କରିବାକୁ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...