Daily Archives

June 10, 2023

କେଏମ୍‌ବିବିର ଅଧ୍ୟକ୍ଷ ଡ ସୌମ୍ୟଦର୍ଶନ ହେଲେ ବିପିୟୁଟି ପରିଚାଳନା ବୋର୍ଡ ସଦସ୍ୟ

ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟ ଠାରେ ଥିବା କନକ ମଂଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ (କେଏମ୍‌ବିବି)ର ଅଧ୍ୟକ୍ଷ ଡ ସୌମ୍ୟଦର୍ଶନ ମହାନ୍ତି ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ପରିଚାଳନା ବୋର୍ଡ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ୯ ତାରିଖରେ…
ଅଧିକ ଖବର ଦେଖନ୍ତୁ...

୨୦୧୯ରେ ଉଦ୍ଧବ ଠାକରେ ଆମକୁ ଧୋକା ଦେଇଥିଲେ : ଅମିତ ଶାହା

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସହ ହାତ ମିଳାଇ ଭାରତୀୟ ଜନତା ପାର୍ଟି (ବିଜେପି)କୁ ବିଶ୍ୱାସଘାତକତା କରିଥିଲେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶନିବାର ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ପୁଣି ଏକାଠି ନଜର ଆସିବେ ରଜନୀକାନ୍ତ ଓ ଅମିତାଭ ବଚ୍ଚନ

ଚେନ୍ନାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଥାଲାଇଭର୍ ୧୭୦'କୁ ନେଇ ଚର୍ଚ୍ଚାରେ ଅଛନ୍ତି | ତେବେ ବର୍ତ୍ତମାନ ଏହି ଫିଲ୍ମକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି, ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଖୁସି ହୋଇଯିବେ | ରିପୋର୍ଟ ଅନୁଯାୟୀ, ଭାରତୀୟ ସିନେମାର ଦୁଇ…
ଅଧିକ ଖବର ଦେଖନ୍ତୁ...

ପ୍ରତିଦିନ ରାମାୟଣ ପଢ଼ୁଥିଲୁ, କାରର ସିଟ୍ ପଛରେ ଲୁଚି ଶାଢ଼ି ପିନ୍ଧିବାକୁ ପଡ଼ୁଥିଲା; ସୁଟିଂ ସମୟର ସ୍ମୃତି ବଖାଣିଲେ…

ମୁମ୍ବାଇ: ଜୁନ୍ ୧୬ରେ ରିଲିଜ୍ ହେବ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଆଦିପୁରୁଷ'। ଏହି ଫିଲ୍ମର ନିର୍ମାଣରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ଏହା ଲୋକଙ୍କ ମନ କିଣିପାରିନାହିଁ। ରାମାନନ୍ଦ ସାଗରଙ୍କ ରାମାୟଣ ସହ ‘ଆଦିପୁରୁଷ’ର ତୁଳନା କରାଯାଉଥିବା ବେଳେ ‘ଆଦିପୁରୁଷ’ର ପ୍ରତିଟି…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମବଙ୍ଗ ଓବିସି ସଂରକ୍ଷଣ : ୧୭୮ ଜାତିରୁ ୧୧୮ ଜାତି ମୁସଲିମ୍

ନୂଆଦିଲ୍ଲୀ :  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ମୁସଲିମ ତୁଷ୍ଟୀକରଣ ରାଜନୀତି କରୁଛି ବୋଲି ବିଜେପି ବିଗତ କିଛି ବର୍ଷ ହେଲା ଅଭିଯୋଗ କରିଆସୁଛି । କିନ୍ତୁ ଏବେ ପଶ୍ଚିମବଙ୍ଗ ଓବିସି ସଂରକ୍ଷଣ ତାଲିକାକୁ ନେଇ କେତେକ ଅନିୟମିତତା ଜଣାପଡିବା ପରେ ମମତାଙ୍କ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦକୁ କାମ କରିବାକୁ ଯାଇଥିଲେ; ଶବ ହୋଇ ଫେରିଲେ ଚରଣ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପୁଣି ଜଣେ ଦାଦନ ଶ୍ରମିକଙ୍କ ଜୀବନ ଯାଇଛି। କୋକସରା ବ୍ଲକ ଆମପାଣି ଥାନା ନୂଆଗାଁର ବାସୁ ମାଝୀଙ୍କ ପୁଅ ଚରଣ ମାଝୀ (୨୩) ଦେଢ଼ ମାସ ତଳେ ପରିବାର ପ୍ରତିପୋଷଣ ପାଇଁ ହାଇଦ୍ରାବାଦ ରାଜ୍ୟ ସିକନ୍ଦରାବାଦକୁ କାମ କରିବାକୁ ଯାଇଥିଲେ। ସେଠାରେ ଏକ…
ଅଧିକ ଖବର ଦେଖନ୍ତୁ...

ଜିଓ ମାର୍ଟ ଓ ଟାଟାକୁ ଟକ୍କର ଦେବାକୁ ଡିମାର୍ଟ ଲଞ୍ଚ କରିପାରେ ଏହି ସ୍ୱତନ୍ତ୍ର ଯୋଜନା

ନୂଆଦିଲ୍ଲୀ: ରିଟେଲ ମଲ କମ୍ପାନୀ ଡିମାର୍ଟ ରିଲାଏନ୍ସର ଜିଓ ମାର୍ଟ ଏବଂ ଟାଟାର ବିଗ୍ ବାସ୍କେଟକୁ କଡା ଟକ୍କର ଦେବାକୁ ଯୋଜନା କରିଛି। ଏକ ରିପୋର୍ଟ ଅନୁଯାୟୀ, ଏଥିପାଇଁ କମ୍ପାନୀ ଜୁନ୍ ମାସରେ ଗ୍ରାହକଙ୍କୁ ବିଭିନ୍ନ ଉତ୍ପାଦ ଉପରେ ୨୦ ରୁ ୩୦ ପ୍ରତିଶତ ରିହାତି ଦେବାକୁ ଯୋଜନା କରିଛି।…
ଅଧିକ ଖବର ଦେଖନ୍ତୁ...

ସାଢ଼େ ୫କୋଟି ଟଙ୍କା ଖର୍ଚ୍ଚ କରି ମା’ଙ୍କ ସ୍ମୃତିରେ ତାଜମହଲର ପ୍ରତିକୃତି ତିଆରି କଲା ପୁଅ

ନୂଆଦିଲ୍ଲୀ: ମୋଗଲ ସମ୍ରାଟ ଶାହାଜାହାନ ତାଙ୍କ ପତ୍ନୀ ମମତାଜଙ୍କ ସ୍ମୃତିରେ ପ୍ରେମର ପ୍ରତୀକ ଭାବରେ ତାଜମହଲ ନିର୍ମାଣ କରିଥିଲେ। ଏବେ ଜଣେ ପୁଅ କୋଟି କୋଟି ଟଙ୍କା ଖର୍ଚ୍ଚ କରି ତାଙ୍କ ମାଆଙ୍କ ସ୍ମୃତିରେ ତାଜମହଲର ପ୍ରତିକୃତି ତିଆରି କରିଥିବା ଜଣାପଡ଼ିଛି। ତାମିଲନାଡୁର ତିରୁବରୁର ଜିଲ୍ଲାରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ସମ୍ମାନଜନକ ଲୋକଙ୍କ ସହ ମିଶିପାରନ୍ତି। ବୁଧ ଓ ଗୁରୁବାର: ବେପାରୀଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର: ରୋଜଗାରର ମଉକା ପାଇବେ। ରବି, ସୋମ ଓ ମଙ୍ଗଳବାର: ଛୋଟିଆ ସୁଯୋଗ ଆପଣଙ୍କୁ ଧନାଢ଼୍ୟ ବନାଇପାରେ। ବୁଧ ଓ ଗୁରୁବାର: କାମରେ ଦୂର ସ୍ଥାନକୁ ଯିବେ। ଶୁକ୍ର…
ଅଧିକ ଖବର ଦେଖନ୍ତୁ...

ପରିତ୍ୟକ୍ତ ବୋମା ସହ ଖେଳୁଥିଲେ ଛୋଟ ପିଲା, ବିସ୍ଫୋରଣ ହେବାରୁ ୨୭ ମୃତ

ମୋଗାଦିସୁ : ଆଫ୍ରିକୀୟ ଦେଶ ସୋମାଲିଆରେ ଏକ ଦୁଃଖଦ ଘଟଣା ଘଟିଛି । ଛୋଟପିଲା ଏକ ପରିତ୍ୟକ୍ତ ମୋର୍ଟାର ସେଲ ସହ ଖେଳୁଥିବାବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ୨୭ ଜଣ ମୃତ୍ୟୁବରଣ କରିଥିବାବେଳେ ୫୪ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଛୋଟ ପିଲା ବୋଲି ଜଣାପଡ଼ିଛି । ଘଟଣାଟି…
ଅଧିକ ଖବର ଦେଖନ୍ତୁ...