Daily Archives

June 11, 2023

ହାତୀପଲ ଆକ୍ରମଣରେ ୭ରୁ ଊର୍ଦ୍ଧ୍ବ ଘର ନଷ୍ଟ, ତେଜୁଛି ଜନ ଅସନ୍ତୋଷ 

ଚିତ୍ରଡ଼ା: ବର୍ଷ ତମାମ ହାତୀ ଉପଦ୍ରବ ମୋରଡା ବ୍ଲକରେ ଲାଗି ରହିଛି। ହାତୀ ଉପଦ୍ରବକୁ ନେଇ ଲୋକେ ଅତିଷ୍ଠ ହୋଇଗଲେଣି । ହାତୀ ଆକ୍ରମଣରେ ଧନଜୀବନ ହାନି ଘଟିବା ଘଟଣା ମୋରଡା ବ୍ଲକରେ ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ତେବେ ଗୋଟିଏ ରାତିରେ ୭ରୁ ଊର୍ଦ୍ଧ୍ବ ଲୋକଙ୍କ ଘରକୁ ହାତୀପଲ ଭାଙ୍ଗି…
ଅଧିକ ଖବର ଦେଖନ୍ତୁ...

ଫ୍ୟାଶନ ଶୋ ସମୟରେ ଖସିପଡିଲା ଲାଇଟ ଷ୍ଟାଣ୍ଡ, ମଡେଲଙ୍କର ମୃତ୍ୟୁ

ନୋଏଡା: ଫ୍ୟାଶନ ଶୋ ସମୟରେ ଖସିପଡିଲା ଲାଇଟ ଷ୍ଟାଣ୍ଡ | ଆଉ ଏଥିରେ ଜଣେ ମଡେଲଙ୍କର ମୃତ୍ୟୁ ହୋଇଯାଇଛି | ନୋଏଡାର ସେକ୍ଟର -୨୦ ପୁଲିସ ଷ୍ଟେସନ ଅଞ୍ଚଳରେ ଫିଲ୍ମ ସିଟିରେ ଥିବା ଲକ୍ଷ୍ମୀ ଷ୍ଟୁଡିଓରେ ଏକ ଫ୍ୟାଶନ ସୋ ସମୟରେ ଏଭଳି ଏକ ଦୁର୍ଘଟଣା ଘଟିଛି | ଏହି କାର୍ଯ୍ୟକ୍ରମ ସମୟରେ ଜଣେ ମହିଳା…
ଅଧିକ ଖବର ଦେଖନ୍ତୁ...

ମସାବାଙ୍କଠାରୁ ଅଲଗା ହେବା ପରେ ଈରାଙ୍କୁ ବିବାହ କଲେ ‘କୁଇନ୍’ ଫିଲ୍ମର ପ୍ରଯୋଜକ ମଧୁ ମଣ୍ଟେନା

ମୁମ୍ବାଇ: ଲେଖିକା ଈରା ତ୍ରିବେଦୀଙ୍କୁ ବିବାହ କଲେ ଚଳଚ୍ଚିତ୍ର ନିର୍ମାତା ମଧୁ ମଣ୍ଟେନା। ଜୁନ୍ ୧୧ରେ ଅର୍ଥାତ୍ ଆଜି ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଜଣାପଡ଼ିଛି। ବିବାହ ସମାରୋହର ପ୍ରଥମ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମଧୁ ଏକ ପାରମ୍ପାରିକ ଧୋତି ଏବଂ ମେଳ ଖାଉଥିବା…
ଅଧିକ ଖବର ଦେଖନ୍ତୁ...

ସ୍ବାମୀଙ୍କ ପାଇଁ ମଜାଳିଆ ପୋଷ୍ଟ ସେୟାର କଲେ ଦୀପିକା

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ଦମ୍ପତି ମଧ୍ୟରୁ ରଣବୀର ସିଂ ଏବଂ ଦୀପିକା ପାଦୁକୋନ ବେଶ୍‌ ଜଣାଶୁଣା। ଦୁହିଁଙ୍କ ମଧ୍ୟରେ ବହୁତ ଭଲ ବୁଝାମଣା ରହିଛି। ଯାହାର ଅନେକ ଉଦାହରଣ ଆମେ ପୂର୍ବରୁ ପାଇ ସାରିଛେ। ଦୁହେଁ ସୋସିଆଲ ମିଡିଆରେ ପରସ୍ପରକୁ ଥଟ୍ଟା କରି ମଜା ନେଉଥିବା ବି ଅନେକ ସମୟରେ…
ଅଧିକ ଖବର ଦେଖନ୍ତୁ...

ଗର୍ଭବତୀ ମହିଳାମାନେ ‘ସୁନ୍ଦରାକାଣ୍ଡ’ ପଢିବା ଉଚିତ: ତେଲେଙ୍ଗାନା ରାଜ୍ୟପାଳ

ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନ ରବିବାର କହିଛନ୍ତି ଯେ ଗର୍ଭବତୀ ମହିଳାମାନେ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ଛୁଆ ଜନ୍ମ କରିବା ପାଇଁ ସୁନ୍ଦରାକାଣ୍ଡ ଓ ରାମାୟଣ ପାଠ କରିବା ଉଚିତ୍ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ (ଆରଏସଏସ) ସହ ଜଡିତ ଏକ ସଂଗଠନର 'ଗର୍ଭ…
ଅଧିକ ଖବର ଦେଖନ୍ତୁ...

ଭଦ୍ରକ ଜିଲ୍ଲାବାସୀଙ୍କର ଦୁଇ ପ୍ରମୁଖ ଦାବି ମୁଖ୍ୟମନ୍ତ୍ରୀ ଘୋଷଣା କରିବେ: ୫-ଟି ସଚିବ

ଭଦ୍ରକ: ଭଦ୍ରକ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ରବିବାର ଅପରାହ୍ନ ୩ ଟା ୪୦ ମିନିଟ୍ ସମୟରେ ରାଜ୍ୟ ସରକାରଙ୍କର ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ନେହେରୁ ଷ୍ଟାଡିୟମ ଠାରେ ପହଞ୍ଚିଥିଲେ। ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗୋ ଭଦ୍ରକରେ ପହଞ୍ଚିବା ପରେ ନେହେରୁ ଷ୍ଟାଡିୟମର…
ଅଧିକ ଖବର ଦେଖନ୍ତୁ...

ଦିନେ ହଂସିକାଙ୍କୁ ଏହି କାରଣ ପାଇଁ ନିଜ ପୋଷାକ ପିନ୍ଧିବାକୁ ଦେଉନଥିଲେ ଡିଜାଇନର୍ସ, ଏବେ ଲାଗୁଛି ଲାଇନ୍

ମୁମ୍ବାଇ: ହଂସିକା ମୋଟୱାନି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା କଳାକାର। ସେ ଅନେକ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ କାମ କରି ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଏଭଳି ଜଣେ ପ୍ରସିଦ୍ଧ ତାରକା ହେବା ପରେ ମଧ୍ୟ କିଛି ଡିଜାଇନର୍ ଥିଲେ ଯେଉଁମାନେ ହଂସିକାଙ୍କୁ ନିଜ ପୋଷାକ ପିନ୍ଧିବାକୁ…
ଅଧିକ ଖବର ଦେଖନ୍ତୁ...

ବାହାନଗା ଟ୍ରେନ୍‌ ଦୁର୍ଘଟଣା: ୪ଟି ପରିବାରରେ ଚାଲିଛି କ୍ରିୟାକର୍ମ, ଲୁହରେ ଭିଜୁଛି ଫୁଟୁକିଶୋଳ ଗ୍ରାମ

ଚିତ୍ରଡ଼ା: ଲୋକଙ୍କ ମନରୁ ଲିଭିନି ବାହାନଗା ଟ୍ରେନ ଟ୍ରାଜେଡ଼ିର ଦୁଃଖ ଦାୟକ ତଥା ହୃଦୟସ୍ପର୍ଶୀ ଦୃଶ୍ୟ। ଦୁର୍ଘଟଣାରେ ଶହଶହ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶହଶହ ସଂଖ୍ୟାରେ ଗୁରୁତର ଆହତ ଏବେବି ଚିକିତ୍ସାଧିନ ରହିଛନ୍ତି। ମୟୂରଭଞ୍ଜ ଜିଲ୍ଲା ମୋରଡା ନିର୍ବାଚନମଣ୍ଡଳୀ ମୋରଡା ବ୍ଲକ ଗଡ଼ିଆ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାରରେ ସମସ୍ତଙ୍କର ବ୍ୟବହାର ସକାରାତ୍ମକ ରହିବ। କାମର ବୋଝ ଅଧିକ ହେବ। କୌଣସି ସାମାଜିକ ସମାରୋହରେ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ବୃଷ: ଦୀର୍ଘ ଦିନରୁ କରିଥିବା ଯୋଜନା ସଫଳ ହେବ। ଜମି ଦଲାଲଙ୍କୁ ବକେୟା ଅର୍ଥ ମିଳିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।…
ଅଧିକ ଖବର ଦେଖନ୍ତୁ...

ମନ୍ନତ ବାହାରେ ଛିଡ଼ା ହୋଇଥିବା ୩୦୦ ଫ୍ୟାନ୍ସଙ୍କୁ ଶାହରୁଖ ଦେଲେ ଉପହାର

ମୁମ୍ବାଇ: ସୁପରଷ୍ଟାର କିଙ୍ଗ ଖାନଙ୍କ ମୁମ୍ବାଇସ୍ଥିତ ଘର ମନ୍ନତ ବାହାରେ ପ୍ରାୟତଃ ଲୋକଙ୍କ ଭିଡ଼ ଜମି ରହିଥାଏ। ସେହିପରି ଶାହରଖ ବି ଭେଟିବାକୁ ଆସିଥିବା ଫ୍ୟାନ୍ସଙ୍କୁ କେବେ ନିରାଶ କରନ୍ତି ନାହିଁ। ଯଥା ସମ୍ଭବ ସେ ମନ୍ନତ ବ‌ାହାରକୁ ଆସି ଫ୍ୟାନ୍ସମାନଙ୍କୁ ଭେଟି ଥ‌ାଆନ୍ତି। ଏହି କ୍ରମରେ…
ଅଧିକ ଖବର ଦେଖନ୍ତୁ...