ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି ଚଢଉ: ରାଇସ ମିଲ ନାଁରେ ସିମେଣ୍ଟ, ଛଡ ଟ୍ରେଡିଂ କରୁଥିଲେ
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସରର ମୁଖ୍ୟ ରାସ୍ତାକଡ଼ରେ ଥିବା ବ୍ୟବସାୟୀ ଦେବରାଜ ପାତ୍ରଙ୍କ ଘର, କାର୍ଯ୍ୟାଳୟ ଓ ତାଙ୍କ କ୍ରିଷ୍ଣା ରାଇସ ମିଲ ଉପରେ ଜିଏସଟି ଚଢଉ କରିଥିବା ଜଣାପଡିଛି। ଦ୍ବିପ୍ରହରରୁ ରାତି ପର୍ଯ୍ୟନ୍ତ ଜିଏସଟି ବିଭାଗର ଅଧିକାରୀମାନେ କାଗଜ ପତ୍ର ତଲାସି ତଥା ଯାଞ୍ଚ…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...