ଧରାପଡ଼ିଲା ଫେରାର୍ ବ୍ରାଉନସୁଗାର ମାଫିଆ, ଲୁଚାଇଛପାଇ ପୁଲିସର କୋର୍ଟ ଚାଲାଣ
ଖୋର୍ଦ୍ଧା: ଚଳିତ ବର୍ଷ ଫେବ୍ରୁଆରି ୭ ତାରିଖରେ ଖୋର୍ଦ୍ଧା ଟାଉନ ଥାନା ପକ୍ଷରୁ ଚଢ଼ଉ କରାଯାଇ ୫୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯାଇଥିଲା। ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହି କାରବାରର ମୁଖ୍ୟ କାର୍ପେଟଦାର ଦିଲ୍ଳୀପ କୁମାର ମହାପାତ୍ର ଫେରାର୍ ଥିଲା। ଗତକାଲି…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...