Daily Archives

September 2, 2023

ଜୟପୁର-ଭୁବନେଶ୍ବର ଦ୍ବିତୀୟ ବିମାନ ଅକ୍ଟୋବରରୁ ଚାଳିବ: ଇଣ୍ଡିଆ ୱାନ ଏୟାର 

ଜୟପୁର: ଜୟପୁର-ଭୁବନେଶ୍ବର ମଧ୍ୟରେ ଦ୍ବିତୀୟ ବିମାନ ସେବା ଆସନ୍ତା ଅ‌କ୍ଟୋବର ମାସରେ ଆରମ୍ଭ ହେବ ବୋଲି କହିଛନ୍ତି ଇଣ୍ଡିଆ ୱାନ୍‌ ଏୟାର କଂପାନିର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଅରୁଣ କୁମାର ସିଂ। ଯାତ୍ରୀମାନଙ୍କ ଚାହିଦା ଓ ଦାବିକୁ ନେଇ ୯ ସିଟ ବିଶିଷ୍ଟ ଏହି ଦ୍ଵିତୀୟ ବିମାନ ଏହି…
ଅଧିକ ଖବର ଦେଖନ୍ତୁ...

ଅନେକ ଦେଶରେ ଶସ୍ତ୍ର ମାଧ୍ୟମରେ ସମସ୍ୟାର ସମାଧାନ କରାଯାଏ, କିନ୍ତୁ ଆମେ ଆଲୋଚନା ମାଧ୍ୟମରେ ସମାଧାନ ବାହାର କରୁ :…

ଆଇଜୋଲ୍ : ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଶନିବାର କହିଛନ୍ତି ଯେ ଅନେକ ଦେଶରେ "ଅସ୍ତ୍ରଶସ୍ତ୍ର ମାଧ୍ୟମରେ" ସମସ୍ୟାର ସମାଧାନ କରାଯାଏ । କିନ୍ତୁ ଆମ ଦେଶରେ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନର ଏକ ସଂସ୍କୃତି ରହିଛି । ଭାରତୀୟ ଅନୁଷ୍ଠାନଗୁଡ଼ିକ ଆଲୋଚନା, ସହିଷ୍ଣୁତା ଏବଂ ଅଂଶୀଦାର…
ଅଧିକ ଖବର ଦେଖନ୍ତୁ...

ସୁଜାନେ ଛାଡ଼ପତ୍ର ବେଳେ ଟଙ୍କା ନେଇଥିବା ପ୍ରସଂଗରେ ଏପରି କହିଲେ ହ୍ରିତିକ ରୋଶନ

ନୂଆଦିଲ୍ଳୀ: ପ୍ରଥମ ପତ୍ନୀ ସୁଜାନେଙ୍କଠାରୁ ଅଲଗା ହେବା ପରେ ଏବେ ବଲିଉଡ ଅଭିନେତା ହ୍ରିତିକ ରୋଶନ ଅଭିନେତ୍ରୀ ସବା ଆଜାଦଙ୍କୁ ଡେଟ୍ କରୁଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ସେମାନେ ‌ଏବେ ନିଜ ସଂପର୍କକୁ କେବେ ଲୁଚାଇବାର ପ୍ରୟାସ କରନ୍ତି ନାହିଁ। ଏକଥା ସମସ୍ତଙ୍କୁ ଜଣା ଯେ ହ୍ରିତିକ ଓ ସବା…
ଅଧିକ ଖବର ଦେଖନ୍ତୁ...

ଗଛ କଟା ପାଇଁ କୋରାପୁଟ ଘାଟି ଜାମ

ଜୟପୁର: ଜୟପୁର କୋରାପୁଟ ଘାଟିରେ ଗଛ କଟା ପାଇଁ ଆଜି ଦିନ ତମାମ ଜାମ୍ ରହିଥିବା ଦେଖିବାକୁ ମିଳିଥିଳା। କେତେବେଳେ ଅଧଘଣ୍ଟା ତ ଆଉ କେତେ ବେଳେ ୧୫ମିନିଟ ଜାମ୍ ହୋଇଥିଲା। ସୂଚନା ଅନୁଯାୟୀ, ଘାଟି ରାସ୍ତାର ୨ଟି ବିପଦସଂକୁଳ ମୋଡ଼କୁ  ପୁନଃସଂୟୋଜନ (ରି ଆଲାଏନମେଣ୍ଟ) କରି ମସୃଣ…
ଅଧିକ ଖବର ଦେଖନ୍ତୁ...

ସରକାର ବଦଳାଇଲେ ନିୟମ; ଏଣିକି ସିମ୍ ହଜିଗଲେ ଏହି ପ୍ରକ୍ରିୟା ଆପଣାଇବାକୁ ପଡ଼ିବ

ନୂଆଦିଲ୍ଲୀ: ସାଇବର ଅପରାଧ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ଅପରାଧୀମାନେ ଲୋକଙ୍କୁ ଠକିବା ପାଇଁ ନକଲି ସିମକାର୍ଡର ବ୍ୟବହାର କରୁଛନ୍ତି। କେବଳ ଏତିକି ନୁହେଁ, ଅନେକ ଘଟଣାରେ ଅପରାଧୀ କିଛିଲୋକଙ୍କ ସିମ ସ୍ବାପ ବି କରି ନେଉଛନ୍ତି। ଏହାପରେ ଅପରାଧୀ ଲୋକଙ୍କ ନମ୍ବରର ଆକସେସ ପାଇ…
ଅଧିକ ଖବର ଦେଖନ୍ତୁ...

୨୦ କୋଟି ବ୍ୟୟରେ ନିର୍ମିତ ଡାକ୍ତରଖାନା ଛାତରୁ ଖସିଲା ପ୍ଲେଟ, ଶିଶୁୱାର୍ଡରେ ବର୍ତ୍ତିଲେ ରୋଗୀ

ଭଦ୍ରକ: କୋଡ଼ିଏ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିର୍ମିତ ଭଦ୍ରକର ଗେଲପୁର ମୌଜାର ନୂତନ ମହିଳା ଓ ଶିଶୁ ଡାକ୍ତରଖାନାର ଛାତରୁ ଆଜି ପ୍ଲେଟ ଖସି ପଡ଼ିଛି। ଶିଶୁ ୱାର୍ଡ ଭିତରେ ଆଜି ଅପରାହ୍ନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଶିଶୁମାନେ ୱାର୍ଡରେ ଚିକିତ୍ସିତ ହେଉଥିବା ବେଳେ ଛାତ ସିଲିଂ ପ୍ଲେଟ…
ଅଧିକ ଖବର ଦେଖନ୍ତୁ...

କସ୍‌ମେଟିକ୍‌ ସର୍ଜରି ବେଳେ ଶରୀରରେ ହୋଇଥିଲା ବିଷାକ୍ତ ସାମଗ୍ରୀର ପ୍ରୟୋଗ, ଚାଲିଗଲା ଜୀବନ

ନୂଆଦିଲ୍ଲୀ: ପ୍ଲାଷ୍ଟିକ୍ ସର୍ଜରି ବିଫଳ ହେବାରୁ ଜଣେ ଅଭିନେତ୍ରୀଙ୍କ ଜୀବନ ଯାଇଛି। ଆର୍ଜେଣ୍ଟିନା ଅଭିନେତ୍ରୀ ସିଲଭିନା ଲୁନାଙ୍କର ପ୍ଲାଷ୍ଟିକ୍‌ ସର୍ଜରି ଭୁଲ୍‌ ହୋଇଥିବାରୁ ମୃତ୍ୟୁ ଘଟିଛି। ସିଲଭିନା ଲୁନା ଜଣେ ଜଣାଶୁଣା ଆର୍ଜେଣ୍ଟିନା ଅଭିନେତ୍ରୀ, ମଡେଲ ଏବଂ ଟିଭି ଉପସ୍ଥାପିକା ଥିଲେ।…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍ : ବର୍ଷା ଯୋଗୁଁ ବାତିଲ ହେଲା ଭାରତ-ପାକିସ୍ତାନ ମ୍ୟାଚ, ପଏଣ୍ଟ ଭାଗ କଲେ ଦୁଇଦଳ

ପାଲେକେଲେ : ଶ୍ରୀଲଙ୍କାର ପାଲେକେଲେଠାରେ ଖେଳାଯାଉଥିବା ଏସିଆ କପର ଗୁରୁତ୍ବପୂର୍ଣ୍ଣ ଭାରତ-ପାକିସ୍ତାନ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୨ୟ ଇନିଂସ ଖେଳ ଆଦୌ ହୋଇପାରିନଥିଲା । ଫଳରେ ଏହି ମହାମୁକାବିଲା ଦେଖିବାକୁ ଅନେକ ଦିନ ପୂର୍ବରୁ ଅପେକ୍ଷା କରିରହିଥିବା…
ଅଧିକ ଖବର ଦେଖନ୍ତୁ...

‘ଉପମୁଖ୍ୟମନ୍ତ୍ରୀଙ୍କ କାର ଯାଉଥିବା ରାସ୍ତାରେ କ’ଣ ମୋର ଯିବାର ଅଧିକାର ନାହିଁ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମାଉ ଜିଲ୍ଲା ଘୋସି ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନକୁ ନେଇ ଆଜିକାଲି ରାଜନୈତିକ ବାକ୍‌ଯୁଦ୍ଧ ଚାଲିଛି। ଏହି କ୍ରମରେ ସୋସିଆଲ ମିଡିଆରେ ଜଣେ ଟ୍ରାଫିକ ପୁଲିସ କର୍ମଚାରୀ ଜଣେ ବୃଦ୍ଧ ସାଇକେଲ ଆ‌ରୋହୀଙ୍କୁ ଧକ୍କା ଦେଇ ରାସ୍ତାରୁ ଓହ୍ଲାଇ ଦେଇଥିବାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବୃଥା ଭ୍ରମଣ, ଅଯଥା ବ୍ୟୟ ଓ ଅର୍ଥହାନି ଘଟିପାରେ । ଖର୍ଚ୍ଚବାର୍ଚ୍ଚରେ ନିୟନ୍ତ୍ରଣ ରଖିବା ଆବଶ୍ୟକ । ନୂତନ ଦ୍ରବ୍ୟ କ୍ରୟ ବା ସତ୍କାର୍ଯ୍ୟରେ ଦାନ କରିପାରନ୍ତି । ଇଷ୍ଟକାର୍ଯ୍ୟରେ ନିବିଷ୍ଟ ରୁହନ୍ତୁ, ଅଶୁଭ ପରିସ୍ଥିତିକୁ ଏଡ଼ାଇପାରିବେ । ଦିବା ୧୦ା୩୯ ଗତେ ଉତ୍ତମ ପାନ-ଭୋଜନରେ ଆପ୍ୟାୟିତ…
ଅଧିକ ଖବର ଦେଖନ୍ତୁ...