Daily Archives

September 5, 2023

ନାବାଳିକାକୁ ଦୁ‌‌ଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଗିରଫ

ଜୟପୁର: ଜୟପୁର ସଦରଥାନା ଅଞ୍ଚଳର ଜୈନେକ ନାବାଳିକାଙ୍କ ସହ ବୋରିଗୁମ୍ମା ବ୍ଲକର ବିସିଂହପୁର ଥାନା ଅର୍ନ୍ତଗତ ମୁଣ୍ଡାଗୁଡା ଗାଁର ବିକାଶ ନାଗ ପ୍ରେମ ସମ୍ପର୍କ ସ୍ଥାପନ କରି ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ନାବାଳିକା ଜଣକ ଗର୍ଭବତୀ ହେବାରୁ ପରିବାରବର୍ଗ ଜୟପୁର ସଦରଥାନାରେ ଅଭିଯୋଗ…
ଅଧିକ ଖବର ଦେଖନ୍ତୁ...

ମଧ୍ୟପ୍ରଦେଶ : ବିଜେପିର ଜନ ଆଶୀର୍ବାଦ ଯାତ୍ରା ଉପରେ ପଥର ମାଡ଼

ନିମଚ: ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଜନ ଆଶୀର୍ବାଦ ଯାତ୍ରା ଉପରେ ପଥର ମାଡ଼ କରାଯାଇଥିବା ଖବର ଆସିଛି । ନିମୁଚର ମନସାରେ ଘଟିଛି ପଥର ମାଡ଼ ଘଟଣା । ରଥ ଉପରେ ବିଜେପି ନେତା କୈଳାସ ବିଜୟବର୍ଗୀୟ ଓ ମନ୍ତ୍ରୀ ମୋହନ ଯାଦବ ଥିବା ବେଳେ ପଥର ମାଡ଼ ହୋଇଥିଲା। ପଥର ମାଡ଼ରେ…
ଅଧିକ ଖବର ଦେଖନ୍ତୁ...

‘ଭାରତ ମାତା କି ଜୟ’; ଦେଶର ନାମକୁ ନେଇ ବିତର୍କ ଚାଲୁଥିବା ବେଳେ ଏଭଳି ପୋଷ୍ଟ କଲେ ବିଗ୍ ବି

ମୁମ୍ବାଇ: ଗତ କିଛି ଦିନ ହେଲାଣି ଭାରତ ଜି-୨୦ ସମ୍ମିଳନୀ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଛି। ରାଜଧାନୀ ଦିଲ୍ଲୀ ଏବଂ ସମଗ୍ର ଦେଶ, ବିଦେଶୀ ଅତିଥିମାନଙ୍କୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛି। ଏହି ସମୟରେ ବିରୋଧୀ ଦଳ ଏକ ନୂଆ ବିତର୍କ ଆରମ୍ଭ କରିଛନ୍ତି। ସୂଚନା ମୁତାବକ, ଜି -୨୦…
ଅଧିକ ଖବର ଦେଖନ୍ତୁ...

‘ହେମାଙ୍କ ସହିତ ମୋ ଦିନ ଝଗଡ଼ାରୁ ଆରମ୍ଭ ହୋଇଥାଏ’: ଧର୍ମେନ୍ଦ୍ର

ମୁମ୍ବାଇ: ଧର୍ମେନ୍ଦ୍ର ଓ ହେମା ମାଳିନୀଙ୍କ ପ୍ରେମ ସମ୍ପର୍କ କୌଣସି ସିନେମା କାହାଣୀ ଠାରୁ କମ ନୁହେଁ।  ଧର୍ମେନ୍ଦ୍ର ଦ୍ବିତୀୟ ପତ୍ନୀ ହେମାଙ୍କୁ ଖୁବ ସ୍ନେହ କରନ୍ତି। ଛୋଟଛୋଟ କଥାକୁ ଧ୍ୟାନ ଦିଅନ୍ତି। ଧର୍ମେନ୍ଦ୍ର ତାଙ୍କର ଏକ ପୁରୁଣା ସାକ୍ଷାତକାରରେ କହିଥିଲେ, ‘ମୋ ସ୍ତ୍ରୀ ହେମା।…
ଅଧିକ ଖବର ଦେଖନ୍ତୁ...

‘ଜାତୀୟ ଶିକ୍ଷକ ପୁରସ୍କାର-୨୦୨୩’ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ଥିବା ବିଶେଷ କ୍ଷମତାକୁ ଜାଣିବା ଏବଂ ପିଲାଙ୍କର ସେହି କ୍ଷମତାକୁ ବିକଶିତ କରିବାରେ ସାହାଯ୍ୟ କରିବା ଶିକ୍ଷକ ଏବଂ ଅଭିଭାବକଙ୍କ କର୍ତ୍ତବ୍ୟ ଅଟେ । ପିଲାଙ୍କୁ ସାହାଯ୍ୟ କରିବା ପାଇଁ ଶିକ୍ଷକଙ୍କ ମଧ୍ୟରେ ସମ୍ବେଦନଶୀଳତା ଥିବା ଜରୁରୀ ବୋଲି ମଙ୍ଗଳବାର…
ଅଧିକ ଖବର ଦେଖନ୍ତୁ...

ଋଷିକୁଲ୍ୟା ନଦୀକୁ ଡେଇଁ ବିବାହିତାଙ୍କ ଆତ୍ମହତ୍ୟା ଉଦ୍ୟମ: ଜୀବିତ ଉଦ୍ଧାର କଲେ ସ୍ବେଚ୍ଛାସେବୀ, ପୁଲିସକୁ ହସ୍ତାନ୍ତର

ଗଞ୍ଜାମ: ଗଞ୍ଜାମ ସହର ସଂଲଗ୍ନ ବ୍ରିଜ୍‌ ଉପରୁ ଋଷିକୁଲ୍ୟା ନଦୀକୁ ଡେଇଁ ଆଜି ଜଣେ ବିବାହିତ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳାଜଣକ ହେଉଛନ୍ତି, ଗଞ୍ଜାମ ବ୍ଲକ ବିରିପୁର ଗ୍ରାମର ନର୍ମଦା ବେହେରା। ତେବେ ତାଙ୍କୁ ଜଣେ ବ୍ୟକ୍ତି ତାଙ୍କୁ ସୁରକ୍ଷିତ ଓ ଜୀବିତାବସ୍ଥାରେ ଉଦ୍ଧାର କରିବାରେ…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍ : ଲଢୁଆ ଖେଳ ପ୍ରଦର୍ଶନ କରି ହାରିଲା ଆଫଗାନିସ୍ତାନ, ଶ୍ରୀଲଙ୍କା ୨ ରନରେ ବିଜୟୀ

ଲାହୋର : ‘ଏସିଆ କପ ଗ୍ରୁପ-ବି’ର ଏକ ରୋମାଞ୍ଚକର ମ୍ୟାଚରେ  ଆଫଗାନିସ୍ତାନକୁ ୨ ରନରେ ପରାସ୍ତ କରିଛି ଶ୍ରୀଲଙ୍କା । ଶ୍ରୀଲଙ୍କା ପରି ଅଭିଜ୍ଞ ଦଳ ବିରୋଧରେ ଲଢୁଆ ଖେଳ ପ୍ରଦର୍ଶନ କରିଥିଲେ ବି ହାରିଯାଇଛି ଆଫଗାନିସ୍ତାନ । ଏହି ମ୍ୟାଚରେ ଆଫଗାନିସ୍ତାନ ଆଗରେ ୨୯୨ରନର ବିଜୟ ଲକ୍ଷ୍ୟ ରଖିଥିଲା…
ଅଧିକ ଖବର ଦେଖନ୍ତୁ...

ପଙ୍କଳବାଡ଼ି ଡବଲ୍ ମର୍ଡ଼ର୍ ମାମଲା: ଗୋଟିଏ ପରିବାରର ୭ ଗିରଫ, ପିସ୍ତଲ ଓ ୭ ଗୁଳି ଜବତ

କବିସୂର୍ଯ୍ୟନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ସୁନାରିଝୋଳା ପଞ୍ଚାୟତ ପଙ୍କଳବାଡ଼ି ଗ୍ରାମରେ ଗତକାଲି ରାତିରେ ଦୁଇ ପରିବାର ମଧ୍ୟରେ ଲାଗିରହିଥିବା ପୁରୁଣା ବିବାଦ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା। ଉକ୍ତ ଗ୍ରାମର ମିଥୁନ୍ ଭୂୟାଁ ଓ ତାଙ୍କ ଶାଳକ ଲିପୁନ୍ ସ୍ବାଇଁଙ୍କୁ ପ୍ରତିପକ୍ଷ…
ଅଧିକ ଖବର ଦେଖନ୍ତୁ...

୩ ନକଲି ଆର୍‌ଟିଓକୁ ବାନ୍ଧିଲା ପୁଲିସ

ରାଉରକେଲା: ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ପରିଚୟ ଦେଇ ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଟ୍ରକ ଡ୍ରାଇଭରଙ୍କ ଠାରୁ ବଟି ଆଦାୟ କରିବା ତିନି ଯୁବକଙ୍କୁ ମହଙ୍ଗା ପଡ଼ିଛି। ଝାଡ଼ଖଣ୍ଡର ଠେଠେଇଟାଙ୍ଗର ପୁଲିସ ତିନି ଯୁବକଙ୍କୁ ଗିରଫ କରି ସିମ୍‌ଡେଗା ଜେଲକୁ ପଠାଇ ଦେଇଛି। ଗିରଫ ଯୁବକମାନେ…
ଅଧିକ ଖବର ଦେଖନ୍ତୁ...

ସେପ୍ଟେମ୍ବର ୨୩ରେ ମଙ୍ଗନ ଓ ୨୪ରେ ବିବାହ: ଉଦୟପୁରରେ ଜୀବନସାଥୀ ହେବେ ରାଘବ-ପରିଣୀତି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରିଥିଲେ। ନିର୍ବନ୍ଧ ପରଠାରୁ ଦୁହିଁଙ୍କ ବିବାହ କେବେ ହେବ ସେନେଇ ଚର୍ଚ୍ଚା ଚାଲିଥିଲା। ହେଲେ ‌ଏବେ ଦୁହିଁଙ୍କ ପ୍ରଶଂସକଙ୍କ ଅପେକ୍ଷାର ଅନ୍ତ ଘଟିଛି। କୁହାଯାଉଛି ଯେ,…
ଅଧିକ ଖବର ଦେଖନ୍ତୁ...