Daily Archives

September 7, 2023

ଶ୍ବଶୁର ଘରକୁ ବୁଲି ଆସିଥିଲେ; ନିଶାରେ ନଦୀକୁ ଖସିପଡ଼ି ବ୍ୟକ୍ତି ନିଖୋଜ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଲଣ୍ଡାଗାଁ ପଞ୍ଚାୟତ କର୍ଣ୍ଣିବେଡ଼ା ଗ୍ରାମର ଚୈତନ୍ୟ ନାୟକ ଅସାବଧାନତା ଭାବେ ସ୍ଥାନୀୟ ପୋଲ ଉପରୁ ଖସିପଡ଼ି ଖଡ଼୍‌ଗ ନଦୀରେ ନିଖୋଜ ହୋଇଯାଇଛନ୍ତି। ଚୈତନ୍ୟ ଜନ୍ମାଷ୍ଟମୀ ଅବସରରେ ନିଜ ଶ୍ବଶୁର ଘର ମୁଠାବାଲିକୁ ବୁଲିବାକୁ ଆସିଥିଲେ। ଆଜି ସକାଳେ…
ଅଧିକ ଖବର ଦେଖନ୍ତୁ...

ଆମେରିକାର ନାଗରିକତା ପାଇଁ ୧୩୪ ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ !

ୱାଶିଂଟନ: ଆମେରିକାର ନାଗରିକତା ପାଇବା ପାଇଁ ଭାରତୀୟମାନେ ସବୁଠାରୁ ଅଧିକ ଆଶାୟୀ । ନିଯୁକ୍ତି ଭିତ୍ତିକ ନାଗରିକତା ପାଇଁ ପ୍ରାୟ ୧୮ ଲକ୍ଷ ଆବେଦନ ବିଚାରାଧୀନ ଥିବା ବେଳେ ସେଥିମଧ୍ୟରୁ ୧୧ ଲକ୍ଷ ଭାରତରୁ ଆସିଛନ୍ତି। ଆମେରିକାରେ ପ୍ରବାସୀମାନଙ୍କୁ ସ୍ଥାୟୀ ବାସସ୍ଥାନ ପାଇଁ ଗ୍ରୀନ୍ କାର୍ଡ…
ଅଧିକ ଖବର ଦେଖନ୍ତୁ...

ବିଦେଶ ଚାଳାଣ ପୂର୍ବରୁ ଏସଟିଏଫ ହାତରେ ଧରା ପଡ଼ିଲେ ୨ ଚାଲାଣକାରୀ, ଉଦ୍ଧାର କଲେ ବଜ୍ରକାପ୍ତା (ଫ

ଜୟପୁର: ବିଦେଶକୁ ବଜ୍ରକାପ୍ତା ଚାଳାଣ କରିବାକୁ କିଛି ବନ୍ୟଜନ୍ତୁ ଚାଳାଣକାରୀ ମାନେ ଯୋଜନା କରିଥିବା ବେଳେ ତାହାକୁ ଜୟପୁର ବନଖଣ୍ଡ ଏସଟିଏଫ୍ ସହଯୋଗରେ ପଣ୍ଡ କରିଛି। ଏସଟିଏଫର ଅଧିକାରୀ ମାନେ ବନ୍ୟଜନ୍ତୁ ଚାଳାଣକାରୀଙ୍କ ବେଶରେ ଜୟପୁର ସହରର ବାମୁଣୀଗାଁ ନିକଟରେ ଏହି ବନ୍ୟଜନ୍ତୁ ଚାଳାଣକାରୀ…
ଅଧିକ ଖବର ଦେଖନ୍ତୁ...

କଙ୍ଗନା ଭାରତର ପ୍ରତିଭାଶାଳୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ: ଜ୍ୟୋତିକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ନିଜର ଆଗାମୀ ଚଳଚ୍ଚିତ୍ର 'ଚନ୍ଦ୍ରମୁଖୀ-୨'କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଆଗକୁ ଫିଲ୍ମ ରିଲିଜ୍ ହେବାକୁ ଥିବାରୁ ସେ ଏବେ ଫିଲ୍ମର ପ୍ରଚାର କରିବାରେ ବ୍ୟସ୍ତ। ଏମଧ୍ୟରେ ସାଉଥ ଅଭିନେତ୍ରୀ ଜ୍ୟୋତିକା ତଥା ଫିଲ୍ମର ପ୍ରଥମ ଭାଗରେ ଚନ୍ଦ୍ରମୁଖୀ…
ଅଧିକ ଖବର ଦେଖନ୍ତୁ...

ଜୀବନର ଅବସୋସ କଥା ପଚାରିଲେ ମୁଁ କହିବି- ‘ମୋତେ କ୍ରିକେଟର ହେବାର ନଥିଲା’

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ପ୍ରାୟତଃ  ଦେଉଥିବା ବୟାନ ପାଇଁ ଚର୍ଚ୍ଚାର ପରିସରକୁ ଆସିଥାଆନ୍ତି। ସେ ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ‘ମୋତେ କ୍ରିକେଟର ହେବାର ନଥିଲା।’ ନିଜର କ୍ରିକେଟ ଜୀବନ ମଧ୍ୟରେ ଗମ୍ଭୀର ଭାରତ ପାଇଁ ଅନେକ ସଫଳ ମ୍ୟାଚ ଖେଳିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଉମରକୋଟରେ କଙ୍ଗାରୁ କୋର୍ଟ: ମକା ଚୋରି ଅଭିଯୋଗରେ ୧୦ ଯୁବକଙ୍କୁ ନିସ୍ତୁକ ପିଟିଲେ

ଉମରକୋଟ: ନବରଂଗପୁର ଜିଲ୍ଲା ଉମରକୋଟ ନିକଟସ୍ଥ ବିଜୁ ପଟ୍ଟନାୟକ ଷ୍ଟାଡିୟମ ପାର୍ଶ୍ଵରେ ନିର୍ମାଣ ହେଉଥିବା ଇନଣ୍ତୋର ଷ୍ଟାଡିୟମରେ ରଙ୍ଗ ମାରୁଥିବା ଯୁବକଙ୍କୁ ସ୍ଥାନୀୟ କିଛି ଲୋକ ନିସ୍ତୁକ ମାଡ ମାରିବା ଏକ ଭିଡିଓ ଭାଇରାଲ ହେଇଛି। ଫଳରେ ପ୍ରାଣ ଭୟରେ କଳାହାଣ୍ଡିରୁ ଆସିଥିବା ଏହି ୧୦ ଯୁବକ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନରେ ଆଶ୍ରୟ ନେଇଥିବା କଶ୍ମୀର ଆତଙ୍କବାଦୀଙ୍କ ସଂପତ୍ତି ଜବତ କରାଯିବ

ରାଜୌରୀ: କଶ୍ମୀର ଆତଙ୍କବାଦୀଙ୍କ ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛନ୍ତି ସରକାର । ପାକିସ୍ତାନରେ ଆଶ୍ରୟ ନେଇଥିବା ଓ ଆତଙ୍କବାଦୀ ତାଲିମ ନେଉଥିବା  କଶ୍ମୀରର ବାସିନ୍ଦାଙ୍କ ସମ୍ପତ୍ତି ଜବତ କରାଯିବ ବୋଲି ଜମ୍ମୁ-କଶ୍ମୀର ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଦିଲବାଗ…
ଅଧିକ ଖବର ଦେଖନ୍ତୁ...

ଚୋରି କରିବା ପରେ ଚପଲ ଛାଡ଼ିଆସିବାରୁ ପୁଣି ଘର ଭିତରକୁ ଯାଇଥିଲେ ଯୁବକ, ଛେଚିଲେ ଲୋକେ

ଲକ୍ଷ୍ନୌ: ଚୋରି କରିବା ପରେ ଚପଲ ଛାଡ଼ିଆସିବାରୁ ପୁଣି ଘର ଭିତରକୁ ଯାଇଥିଲେ ଯୁବକ। ଛେଚିଲେ ଲୋକେ। ୟୁପିର ମିରଟରେ ଚୋରିର ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ପ୍ରବେଶ କରିଥିବା ଜଣେ ଚୋର ଜିନିଷ ଚୋରି କରି ଘର ବାହାରକୁ ଚାଲି ଆସିଥିଲେ। ହେଲେ ପରେ ଚପଲ ଛାଡ଼ି ଆସିଥିବା…
ଅଧିକ ଖବର ଦେଖନ୍ତୁ...

ଗୋ-ମାଂସ ଭର୍ତି କଣ୍ଟେନର ଜବତ, ଦୁଇ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା-ଭୁବନେଶ୍ବର ବାଇପାସ ବାଟମଙ୍ଗଳା ଠାରେ ଆଜି ଭୋର ପ୍ରାୟ ସାଢ଼େ ୩ଟା ବେଳେ ଏକ ମୃତ ଗାଈ ଓ ଗୋମାଂସ ଭର୍ତି କଣ୍ଟେନରକୁ ପୁଲିସ ଜବତ କରିଛି। ଜବତ ଗୋମାଂସର ପରିମାଣ ପ୍ରାୟ ୫ହଜାର କିଲୋଗ୍ରାମ ହେବ ବୋଲି ଜଣାଯାଇଛି। ଗତକାଲି ଭୋରରେ ଆନ୍ଧ୍ରପ୍ରଦେଶ ପଞ୍ଜୀକୃତ…
ଅଧିକ ଖବର ଦେଖନ୍ତୁ...

ବଜାରରେ ଶ୍ରାବଣ ଛତୁର ପସରା, ସକାଳେ ଅପେକ୍ଷା ସନ୍ଧ୍ୟାରେ କମୁଛି ଦାମ

ରାୟଗଡା: ରାୟଗଡା ସହରର ଛକ ମାନଙ୍କରେ ଏବେ ଛତୁର ପସରା। ଜିଲ୍ଲାରେ ବର୍ଷା ଓ ଘଡଘଡି ନଥିବାରୁ ଜିଲ୍ଲାରେ ଚଳିତ ବର୍ଷ ଶ୍ରାବଣ ଛତୁର ସ୍ବାଦ ଲୋକେ ଆଉ ପାଇ ପାରିବେ ନାହଁ ବୋଲି ଭାବି ନେଇଥିଲେ। ଡେରିରେ ହେଲେ ମଧ୍ୟ ବଜାରରେ ଶ୍ରାବଣ କଢର ପସରା ଦେଖିବାକୁ ମିଳିଛି। ତେବେ ଦାମ କିନ୍ତୁ ଆକାଶ…
ଅଧିକ ଖବର ଦେଖନ୍ତୁ...