Daily Archives

September 8, 2023

ସେ‌‌ପ୍ଟେମ୍ବର ୧୫ରୁ ପ୍ରଥମ ବି.ସି ମହାନ୍ତି ସ୍ମାରକୀ ଅନ୍ତଃରାଜ୍ୟ ଟି-୨୦ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ

କଟକ: ବାରବାଟୀ ଷ୍ଟାଡିୟମର ପ୍ରତିଷ୍ଠାତା ଭୈରବ ଚନ୍ଦ୍ର ମହାନ୍ତିଙ୍କ ସ୍ମୃତିରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ) ପକ୍ଷରୁ ଆସନ୍ତା ୧୫ ତାରିଖରୁ ବି.ସି. ମହାନ୍ତି ସ୍ମାରକୀ ଅନ୍ତଃ ରାଜ୍ୟ ଟି/୨୦ କ୍ରିକେଟ୍‌ ମ୍ୟାଚ୍‌ ଆୟୋଜନ କରିବାକୁ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ଓସିଏ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଖାଦ୍ୟ ଖାଇଲେ ନିୟନ୍ତ୍ରଣରେ ରହିବ କୋଲେଷ୍ଟ୍ରଲ୍‌

ଆଜିକ‌ାଲି ଉଚ୍ଚ ରକ୍ତଚାପ ଏକ ସାଧାରଣ ସମସ୍ୟା ପାଲଟିଗଲାଣି। ଏହା କୋଲେଷ୍ଟ୍ରଲର କାରଣ ହୋଇଥାଏ। କେ‌ାଲେଷ୍ଟ୍ରଲ୍‌ ହେତୁ ବିଭିନ୍ନ ପ୍ରକାରର ରୋଗ ହୋଇପାରେ। କେ‌ାଲେଷ୍ଟ୍ରଲ୍‌ ଥିବା ରୋଗୀମାନେ ଥକାପଣ ଅନୁଭବ କରିବା ସହ ଆହୁରି ଅନେକ ସମସ୍ୟାର ସାମ୍ନା କରନ୍ତି। ସେମାନଙ୍କ କ୍ଷେତ୍ରରେ…
ଅଧିକ ଖବର ଦେଖନ୍ତୁ...

ଶରୀରକୁ ସୁସ୍ଥ ରଖିବାର ଉପାୟ ଜଣାଇଲେ ସଦଗୁରୁ

ନୂଆଦିଲ୍ଲୀ : ବ୍ୟସ୍ତବହୁଳ ଜୀବନରେ ଆମେ ପ୍ରାୟତଃ କାମ ପଛରେ ଧାଉଁଛେ । ତେଣୁ  ଯେତେବେଳେ ଯାହା ପାଇଲେ ଖାଇ ଦେଉ‌ଛେ ତ କେତେବେଳେ ଉପବାସ ରହି ଯାଉଛେ। ଏହି କାରଣରୁ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଉଛି। ତେଣୁ ଶରୀରକୁ ସର୍ବଦା ସୁସ୍ଥ ରଖିବାକୁ ହେଲେ ଆମର ପାଚନ କ୍ରିୟା ଠିକ…
ଅଧିକ ଖବର ଦେଖନ୍ତୁ...

ଏହି ସବୁ ଜିନିଷରୁ ଜାଣନ୍ତୁ ହ୍ୟାକର୍ସଙ୍କ କବଳରୁ ଆପଣଙ୍କ ଫୋନ୍‌ ସୁରକ୍ଷିତ କି ନୁହେଁ

ନୂଆଦିଲ୍ଳୀ: ହ୍ୟାକିଂ ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। ଇଣ୍ଟର୍‌ନେଟ୍‌ ଯୁଗରେ ଆମେ ଯେତିକି ସୁବିଧା ପାଉଛେ, ସେତିକି ଅସୁବିଧାର ବି ସମ୍ମୁଖୀନ ହେଉଛେ। ପ୍ରତିଦିନ ଆପଣ କାହାର ଫେସ୍‌ବୁକ୍‌, ଇନ୍‌ଷ୍ଟା କିମ୍ବା ଟ୍ବିଟର୍‌ ଆକାଉଣ୍ଟ୍‌ ହ୍ୟାକ୍‌ ହେଉଛି ବୋଲି ଖବର ଶୁଣିବାକୁ ପାଉଥିବେ।…
ଅଧିକ ଖବର ଦେଖନ୍ତୁ...

ଶାଢ଼ିରେ ଫାଶି ଲଗାଇ ଝୁଲିପଡ଼ିଲେ ମହିଳା

ବରପାଲି: ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଝୁଲପିଆପାଲି ଗ୍ରାମର ଗୋପୀନାଥ ଭୁଏଙ୍କ ପତ୍ନୀ ପଙ୍କଜିନୀ ଭୁଏ ଘରେ ଶାଢ଼ିରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପ୍ରାପ୍ତ ସୂଚନାନୁସାରେ ଗତ ୩ ବର୍ଷ ତଳେ ଗାଈସିଲେଟ ଥାନା ଅଏଁଲାବାହାଲ ଗ୍ରାମର ଚିନ୍ତାମଣି ଭୁଏ ଝିଅ ପଙ୍କଜିନୀଙ୍କୁ…
ଅଧିକ ଖବର ଦେଖନ୍ତୁ...

୧୫ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ଜମାଦେଈପୁର ବରୁଣେଇ ନଗର ଠାରେ ଚଢ଼ଉ କରାଯାଇ ୧୫ ଗ୍ରାମ ବ୍ରାଉନସୁଗାର ସହ ଜଣେ ପେଶାଦାର ବ୍ରାଉନସୁଗାର ବ୍ୟବସାୟୀକୁ ଗିରଫ କରାଯାଇଛି। ତେବେ ଅଭିଯୁକ୍ତଙ୍କୁ ଦୁଇ ଦିନ ପୂର୍ବରୁ ବ୍ରାଉସୁଗାର ସହ ଧରାଯାଇଥିବା ବେଳେ ଆଜି ଏନେଇ ସୂଚନା ଦେବା…
ଅଧିକ ଖବର ଦେଖନ୍ତୁ...

ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର ଘଟଣା: ୯ ମାସ ପରେ ଫେରାର ସ୍ବାମୀ ଗିରଫ

ତୁଷୁରା/ଦେଓଗାଁ: ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ମକୁନ୍ଦପର ପଞ୍ଚାୟତ ରୁଗୁଡ଼ିପାଲି ନିକଟ ଏକ ବିଲରୁ ୯ ମାସ ତଳେ ଜୟନ୍ତୀ ଅମାତ ନାମ୍ନୀ ଜଣେ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ସେତେବେଳେ ମୃତ ମହିଳାଙ୍କ ବାପା ଲିଙ୍ଗ ମେର୍ଲି ଝିଅକୁ ତାଙ୍କ ଜ୍ବାଇଁ ଛତାପିପଲ ଗାଁର ଗଜେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ଫିଲ୍ମ ‘ଯବାନ’ରେ କଳାକାରଙ୍କୁ କାଷ୍ଟ କରିବା ପାଇଁ ବର୍ଷେ ସମୟ ନେଇଥିଲେ କାଷ୍ଟିଂ ନିର୍ଦ୍ଦେଶକ

ମୁମ୍ବାଇ: ଗୁରୁବାର ରିଲିଜ୍ ହୋଇଛି ଫିଲ୍ମ 'ଯବାନ'। ରିଲିଜ୍ ହେଉ ହେଉ ଫିଲ୍ମର ଯାଦୁ ଦର୍ଶକଙ୍କ ଉପରେ ପଡ଼ିିଥିବା ଦେଖିବାକୁ ମିଳିଛି। ବିଶେଷଜ୍ଞମାନଙ୍କ ପ୍ରାରମ୍ଭିକ ଆକଳନ ଅନୁସାରେ, ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପ୍ରଥମ ଦିନରେ ବିଶ୍ୱରେ ୧୨୦ କୋଟିରୁ ଅଧିକ ବେପାର କରିଛି। ଯଦି ଏହିଭଳି…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷାରେ ଘରର କାନ୍ଥ ଭାଙ୍ଗିଲା; ବେଘରର ହେଲେ ୨ ପରିବାର, ଅଳ୍ପକେ ବର୍ତ୍ତିଲେ ୨ ପରିବାରର ସଦସ୍ୟ

ରାୟଗଡା: ଗତ ଦୁଇ ଦିନ ହେଲା ଲଘୁଚାପ ଜନିତ ବର୍ଷାରେ ରାୟଗଡା ସହର ବେହାଲ। ରାୟଗଡାରେ ପ୍ରବଳ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଲା ଦୁଇଟି ଘରର କାନ୍ଥ। ତେବେ ଉଭୟ ପରିବାରର ସଦସ୍ୟ କେହି ଘରେ ନ ଥିବାରୁ ଅଳ୍ପକେ ବର୍ତ୍ତୀ ଯାଇଥିବା ଜଣାପଡିଛି। ରାୟଗଡା ଜିଲ୍ଲା ସଦର ବ୍ଲକ କନ୍ଧ ମାଲିଗାଁ ଗ୍ରାମ…
ଅଧିକ ଖବର ଦେଖନ୍ତୁ...

କଳିଙ୍ଗା ଘାଟିରୁ ମହିଳାଙ୍କୁ କାର୍‌ରେ ଅପହରଣ: ଚାରିଘଣ୍ଟାରେ ଉଦ୍ଧାର

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଥାନା ଅଧୀନ କଳିଙ୍ଗା ଘାଟିରୁ ଆଜି ଅପରାହ୍ନ ୪ଟାରେ ଜଣେ ମହିଳାଙ୍କୁ କିଛି ଦୁର୍ବୃତ୍ତ କାର୍‌ରେ ଅପହରଣ କରିନେଇଥିଲେ। ତେବ‌େ ୪ ଘଣ୍ଟା ପରେ ପୁଲିସ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛି। ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି।…
ଅଧିକ ଖବର ଦେଖନ୍ତୁ...