ଗଜପତିରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୯ ଲକ୍ଷରୁ ଊର୍ଦ୍ଧ୍ବ ଜରିମାନା ଆଦାୟ
ପାରଳାଖେମୁଣ୍ତି: ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି ଜିଲ୍ଲା ତଥା ଦୌରା ଜଜ୍ ପ୍ରଣବ କୁମାର ରାଉତରାୟ ଓ ପ୍ରାଧିକରଣ ସଚିବ ରବିନାରାୟଣ ବେହେରା ଯୋଗ ଦେଇ କୋର୍ଟ କାର୍ଯ୍ୟର ତଦାରଖ କରିଥିଲେ।…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...