Daily Archives

September 10, 2023

ଜୀବିତ ଲୋକକୁ ମୃତ ଘୋଷଣା କରି ଖାଉଟି କାର୍ଡରୁ କାଟିଲେ ନାମ

ଜି. ଉଦୟଗିରି: ଅଜବ ସରକାରୀ କାର୍ଯ୍ୟ ଜୀବିତ ଥାଇ ମୃତ ଦର୍ଶାଉଛି ସରକାରୀ ରେକର୍ଡ। ଶରୀର ଜୀବିତ ମାତ୍ର କାଗଜ କଲମରେ ମୃତ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ବ୍ଲକ ଅଧିନରେ ଥିବା କଳିଙ୍ଗା ପଞ୍ଚାୟତର ୧୯ ନମ୍ୱର ୱାର୍ଡ ମାଲାନସୁଗା ଗ୍ରାମର ଏକାକୀ ରହିଥିବା ଅସହାୟ ବ୍ୟକ୍ତି…
ଅଧିକ ଖବର ଦେଖନ୍ତୁ...

କାନାଡା ପ୍ରଧାମନ୍ତ୍ରୀ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି, ରବିବାର ରାତି ଦିଲ୍ଲୀରେ ରହିବେ

ନୂଆଦିଲ୍ଲୀ: ଦିଲ୍ଲୀରେ ଚାଲିଥିବା ଦୁଇଦିନିଆ ଗ୍ରୁପ୍ ଅଫ୍ ୨୦ ବୈଠକରେ ଯୋଗଦେବା ପାଇଁ ଭାରତ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ସେ ସ୍ବଦେଶ ଫେରିପାରିନାହାନ୍ତି । ଫଳରେ ତାଙ୍କୁ ଆଜି ଦିଲ୍ଲୀରେ ରହିବାକୁ ପଡ଼ିବ ।…
ଅଧିକ ଖବର ଦେଖନ୍ତୁ...

ବିଗ୍ ବି କେବିସି ହୋଷ୍ଟ କରନ୍ତୁ ବୋଲି ଚାହୁନଥିଲେ ପତ୍ନୀ ଜୟା, କାରଣ…

ମୁମ୍ବାଇ: ଆମେ ଟିଭିରେ ଅନେକ ରିଆଲିଟି ସୋ’ ଦେଖିଛେ, କିନ୍ତୁ କୌନ ବନେଗା କରୋଡପତି(କେବିସି) ପ୍ରତ୍ୟେକ ଦଶର୍କଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି। ଯେତେବେଳେ ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏହି ସୋ’ର ଉପସ୍ଥାପନା କରନ୍ତି, ଏହା ଆହୁରି ସ୍ୱତନ୍ତ୍ର ହୋଇଯାଏ। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

‘ମୋର ତିନିଟି କନ୍ୟା ଥିବା ବେଳେ ବଗିଚାର ମାଟି ତଳୁ ପୁତ୍ର ସନ୍ତାନକୁ ପାଇଲି’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁର ଦେହାତରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ସୁସାନଗର ଥାନା ଅଧୀନରେ ଥିବା ପୁଲନ୍ଦର ଗ୍ରାମ ନିକଟସ୍ଥ  ପ୍ରାଥମିକ ବିଦ୍ୟାଳୟ ବଗିଚାରୁ ଜୀବିତ ଅବସ୍ଥାରେ ନବଜାତ ଶିଶୁ ଉଦ୍ଧାର ହୋଇଛି। ଉଦ୍ଧାର ପରେ ନବଜାତକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି…
ଅଧିକ ଖବର ଦେଖନ୍ତୁ...

ଛିଣ୍ଡିପଡ଼ିଲା ୪୦ ମହଲା କୋଠାର ଲିଫ୍ଟ, ୭ ମୃତ

ଥାନେ: ଥାନେର ବାଲକୁମ ଅଞ୍ଚଳରେ ରୁନୱାଲ ନାମକ ଏକ ନିର୍ମାଣାଧୀନ ବହୁତଳ କୋଠାର ଲିଫ୍ଟ ଜୋରରେ ଭୁଶୁଡ଼ି ପଡ଼ିବାରୁ ୭ ଜଣ ଶ୍ରମିକ ମୃତ୍ୟୁବରଣ କରିଛନ୍ତି । ଶ୍ରମିକମାନେ କାମ ସାରି ୪୦ ମହଲା କୋଠାରୁ ତଳକୁ ଓହ୍ଲାଇବା ବେଳେ ଏହି ଅଘଟଣ ଘଟିଥିଲା। ଏହି ଦୁର୍ଘଟଣାରେ ଆଉ କିଛି ଶ୍ରମିକ ଆହତ…
ଅଧିକ ଖବର ଦେଖନ୍ତୁ...

ଜିଆଙ୍କ ମୃତ୍ୟୁ ପରେ ୭ବର୍ଷ ହେଲାଣି ଜଣଙ୍କୁ ଡେଟ୍ କରୁଛନ୍ତି ସୂରଜ, ଟ୍ରୋଲିଂ ଡରରେ ଲୁଚାଇଥିବା କହିଲେ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜିଆ ଖାନ୍‌ଙ୍କ ଆତ୍ମହତ୍ୟା ମାମଲାରେ ଏପ୍ରିଲ ମାସରେ ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ପୁତ୍ର ସୂରଜ ପାଞ୍ଚୋଲିଙ୍କୁ ଦୋଷମୁକ୍ତ କରିଥିଲେ। ଯଥେଷ୍ଟ ପ୍ରମାଣ ଅଭାବରୁ ବିଚାରପତି  ଏ. ଏସ୍‌. ସୟଦ୍‌ ସୂରଜଙ୍କୁ ଏହି ମାମଲାରେ…
ଅଧିକ ଖବର ଦେଖନ୍ତୁ...

ମଦ୍ୟପ ପୁଲିସ ବାବୁଙ୍କ ଉନ୍ମତ୍ତକାଣ୍ଡ: ୱାର୍ଡସଭ୍ୟଙ୍କ ମୁଣ୍ଡ ଫଟାଇ ନିଲମ୍ବିତ ହେଲେ ଏଏସ୍‌ଆଇ

ଖୋର୍ଦ୍ଧା: ଖୋର୍ଦ୍ଧା ଗ୍ରାମାଞ୍ଚଳ ପୁଲିସ ଜିଲ୍ଲାରେ ପୁଲିସର ଦୌରାତ୍ମ ଓ ମନମାନିର ଏକ ନିଚ୍ଛକ ଉଦାହରଣ ଆଜି ଦେଖିବାକୁ ମିଳିଛି। କୌଣସି ଏକ ମାମଲା ସମ୍ପର୍କରେ ବୁଝିବାକୁ  ଯାଇଥିଲେ ଜନୈକ ୱାର୍ଡସଭ୍ୟ । ତାଙ୍କୁ ପଛରୁ ଡାକିଥିଲେ ଜଙ୍କିଆ ଥାନାର ଏଏସ୍‌ଆଇ ନିରଞ୍ଜନ ମହାନ୍ତି।…
ଅଧିକ ଖବର ଦେଖନ୍ତୁ...

୮ ଲକ୍ଷ ପୁରସ୍କାର ଘୋଷଣା ଥିବା ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକମା ଜିଲ୍ଲାରେ ୮ ଲକ୍ଷ ଟଙ୍କାର ପୁରସ୍କାର ଘୋଷିତ ଜଣେ ମହିଳା ମାଓବାଦୀଙ୍କ ସମେତ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ତିନି ଜଣ ମାଓବାଦୀ ହେଲେ ମାଓନେତ୍ରୀ କମଳା, କମ୍ପାନି ସଦସ୍ୟ ଦେବା ଓ ଡିଏକେଏମଏସ୍ ସଦସ୍ୟ ସନ୍ନୁ।…
ଅଧିକ ଖବର ଦେଖନ୍ତୁ...

ଜି୨୦ ୱେଲକମ୍ ‌ଷ୍ଟେଜର ପଛପାର୍ଶ୍ବରେ ଥିବା କୋଣାର୍କ ଚକ୍ର ଦେଉଛି ଏଭଳି ବାର୍ତ୍ତା

ନୂଆଦିଲ୍ଲୀ: ‘ଏକ ବିଶ୍ବ, ଏକ ପରିବାର ଓ ଏକ ଭବିଷ୍ୟତ’ ପାଇଁ ପରିକଳ୍ପିତ ମାର୍ଗ ଆନନ୍ଦପ୍ରଦ ହେବ। ଆପଣମାନଙ୍କୁ ଧନ୍ୟବାଦ। ଭାରତର ‘ଜି୨୦’ ଅଧ୍ୟକ୍ଷତା ଆଉ ଅଢ଼େଇ ମାସ ବାକି ଅଛି। ଚାଲନ୍ତୁ, ନଭେମ୍ବର ମାସରେ ‘ଜି୨୦’ର ଏକ ଭର୍ଚ୍ୟୁଆଲ୍‌ ଅଧିବେଶନ ଆୟୋଜନ କରିବା କହି ଆଜି ‘ଭାରତ ମଣ୍ଡପମ୍’ରେ…
ଅଧିକ ଖବର ଦେଖନ୍ତୁ...

ଏସିଆ କପ୍ : ବର୍ଷା ଯୋଗୁଁ ଭାରତ-ପାକ୍ ମ୍ୟାଚ ସ୍ଥଗିତ, ସୋମବାର ୧୪୭/୨ରୁ ଆଗକୁ ଖେଳିବ ଭାରତ

କଲମ୍ବୋ : ପୁଣି ଥରେ ବର୍ଷାଯୋଗୁଁ ବାଧାପ୍ରାପ୍ତ ହୋଇଛି ଭାରତ-ପାକିସ୍ତାନ ମ୍ୟାଚ । ଏସିଆ କପ ଅଧିନରେ ଗତ ୨ ତାରିଖରେ ଖେଳାଯାଇଥିବା ପ୍ରଥମ ମ୍ୟାଚଟି ବର୍ଷାଯୋଗୁଁ ବାତିଲ ହେବା ପରେ କ୍ରିକେଟପ୍ରେମୀ ଆଜିର ମ୍ୟାଚକୁ ଅପେକ୍ଷା କରିରହିଥିଲେ । କିନ୍ତୁ ଆଜି ମଧ୍ୟ ବର୍ଷା ଖଳନାୟକ ସାଜିଛି । ଆଜିର…
ଅଧିକ ଖବର ଦେଖନ୍ତୁ...