Daily Archives

September 11, 2023

ବର୍ଷା ପାଣିରେ ଜୟପୁର ଉବୁଟୁବୁ

ଜୟପୁର: ଆଜି ମଧ୍ୟାହ୍ନ ୨ଟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ସାଢ଼େ ୪ଟାରୁ ଜୟପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିଲା। ଜୟପୁର ପୌରପାଳିକା ସହ ବ୍ଲକ ଅଂଚଳରେ ବି ପ୍ରବଳ ବର୍ଷା ହୋଇଥିଲା। ସହରର ମୁଖ୍ୟରାସ୍ତା ସହ ସବୁ ସାହି ଓଗଳିରେ ପାଣିର ଲହଡ଼ି ଖେଳୁଥିବା ଦେଖିବାକୁ ମିଳିଥିଲା।…
ଅଧିକ ଖବର ଦେଖନ୍ତୁ...

ସୋମବାର ରାତି ବି ଦିଲ୍ଲୀରେ ରହିବେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ପାଇଁ ଭାରତ ଆସିଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଗତ ଦୁଇଦିନ ହେଲା ନୂଆ ଦିଲ୍ଲୀରେ ଅଟକି ରହିଛନ୍ତି । ସେ ରବିବାର କାନାଡା ଫେରିବାର କାର୍ଯ୍ୟକ୍ରମ ଥିଲେ ବି ତାଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସେ ଯାଇପାରିନଥିଲେ ଓ ଦିଲ୍ଲୀରେ…
ଅଧିକ ଖବର ଦେଖନ୍ତୁ...

‘ଗଦର ୨’ ସଫଳ ହେବା ପରେ ଅଭିନୟରୁ ବିରତି ନେଇ ଆମେରିକା ଗଲେ ସନ୍ନି, କାରଣ…

ମୁମ୍ବାଇ: ଏବେ ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କ ଚଳଚ୍ଚିତ୍ର 'ଗଦର ୨'ର ସଫଳତାକୁ ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ୫୦୦କୋଟି ପାଖାପାଖି ଆୟ କରିିଥିବା ବେଳେ ଏବେ ଖବର ଆସୁଛି ଯେ ତାଙ୍କ ପିତା ଧର୍ମେନ୍ଦ୍ରଙ୍କ ଚିକିତ୍ସା ପାଇଁ ସନ୍ନି ଆମେରିକା ଯାଇଛନ୍ତି। ସେଠାରେ ସେ ୧୫-୨୦ଦିନ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ ! ୨୨୮ ରନରେ ହାରିଲା ପାକିସ୍ତାନ ଟିମ୍  

କଲମ୍ବୋ : କଲମ୍ବୋର ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପର ସୁପର-୪ ମ୍ୟାଚରେ ପାକିସ୍ତାନକୁ ୨୨୮ ରନର ବିଶାଳ ବ୍ୟବଧାନରେ ପରାସ୍ତ କରିଛି ଟିମ ଇଣ୍ଡିଆ । ପାକିସ୍ତାନ ବିପକ୍ଷରେ ଭାରତର ଏହା ଅନ୍ୟତମ ବୃହତ୍ ବିଜୟ । ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଭାରତ ଉନ୍ନତ ପ୍ରଦର୍ଶନ କରି…
ଅଧିକ ଖବର ଦେଖନ୍ତୁ...

ସେବାଶ୍ରମ ବିଦ୍ୟାଳୟ ଛାତ୍ରୀଙ୍କ ଅସ୍ବାଭାବିକ ମୃତ୍ୟୁ ପରେ ଡାକ୍ତରଖାନାରେ ଉତ୍ତେଜନା

ଜୟପୁର: ଆ‌ଜି ସକାଳ ସାଢ଼େ ୭ଟା ବେଳେ ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତ ଅର୍ନ୍ତଗତ ହରଡାପୁଟ ଠାରେ ରାଜ୍ୟ ଅନୁସୂଚିତ ଜାତି ଓଜନଜାତି ବିଭାଗ ଦ୍ବାରା ପରିଚାଳିତ ବାଳିକା ଉଚ୍ଚବିଦ୍ୟାଳୟ ସେବାଶ୍ରମର ଅଷ୍ଠମ ଶ୍ରେଣୀରେ ପଢ଼ୁଥିବା ଅନ୍ତେବାସୀ ଛାତ୍ରୀ ତପସ୍ବିନୀ ଗାଧବା(୧୩)ଙ୍କ ଅସ୍ବାଭାବିକ…
ଅଧିକ ଖବର ଦେଖନ୍ତୁ...

ଦୀପିକାଙ୍କ କାଚବୋତଲ ମାଡ଼ରେ ଆହତ ହୋଇଥିଲେ ରୋହିତ!

ନୂଆଦିଲ୍ଲୀ: ବଲିଉଡ କୁଇନ ଦୀପିକା ପାଦୁକୋନ ସର୍ବଦା ହସହସ ମୁଖରେ ରହିଥାଆନ୍ତି। କିନ୍ତୁ ଯେତେବେଳେ ଦୀପିକା ରାଗି ଯାଇଥାଆନ୍ତି। କାହାରି କଥା ଶୁଣି ନଥାଆନ୍ତି ତାଙ୍କୁ ବୁଝାଇବା ପାଇଁ ବହୁତ କଷ୍ଟ ହୋଇଥାଏ। ଏତେ ଶୀଘ୍ର ତାଙ୍କ ରାଗ ଶାନ୍ତ ହୋଇ ନଥାଏ। କିଛିଦିନ ହେବ ଦୀପିକାଙ୍କ ଏକ…
ଅଧିକ ଖବର ଦେଖନ୍ତୁ...

ଛାତ ଉପରକୁ ଓହ୍ଲାଉଥିବା ବେ‌ଳେ ଶିଡ଼ିରୁ ଖସିପଡ଼ି ଯୁବକ ମୃତ

ବଲାଙ୍ଗୀର: ଛାତ ଉପରକୁ ଓହ୍ଲାଉଥିବା ବେ‌ଳେ ଶିଡ଼ିରୁ ଖସିପଡ଼ି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲର ଗୋକୁଳ ବରିହାଙ୍କ ପୁଅ ତରୁଣ ବରିହା (୧୭ବର୍ଷ)ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ରବିବାର ରାତିରେ ତରୁଣ ତାଙ୍କ ଘର ଛାତ ଉପରେ ଶୋଇଥିଲେ। ରାତି ପ୍ରାୟ ୧୨ଟାରେ ତଳକୁ ଓହ୍ଲାଉଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ହାଓ୍ବାଇର କିଲାଉଆ ଆଗ୍ନେୟଗିରିରୁ ଅଗ୍ନି ଉଦଗୀରଣ, ସରକାରଙ୍କ ପକ୍ଷରୁ ସତର୍କତା ଜାରି

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ସକ୍ରିୟ ଆଗ୍ନେୟଗିରି ହାୱାଇର କିଲାଉଆ ଆଗ୍ନେୟଗିରିରେ ପୁଣି ଥରେ ବିସ୍ଫୋରଣ ହୋଇ ୮୦ ଫୁଟରୁ ଅଧିକ ଉଚ୍ଚତାର ଲାଭା ଉଦଗୀରଣ ହୋଇଛି । ୟୁଏସ୍ ଜିଓଲୋଜିକାଲ୍ ସର୍ଭେ (ୟୁଏସ୍ଜିଏସ୍)ର ହାୱାଇ ଆଗ୍ନେୟଗିରି ଅବଜର୍ଭେଟୋରି କହିଛି ଯେ ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୩ଟା…
ଅଧିକ ଖବର ଦେଖନ୍ତୁ...

ଆଉ ୨-୩ ଜଣ ପିଲା ହେଲେ ବି ମୋର ଅସୁବିଧା ନାହିଁ…; ଜେନେଲିଆଙ୍କ ମା’ ହେବା ଗୁଜବକୁ ନେଇ ରିତେଶଙ୍କ…

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଦମ୍ପତି ରି‌ତେଶ ଦେଶମୁଖ ଏବଂ ଜେନେଲିଆ ଡି’ସୁଜା ଦେଶମୁଖଙ୍କୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ବିବାହ ପରେ ଜେନେଲିଆ ଫିଲ୍ମରେ ବେଶୀ ସକ୍ରିୟ ରହୁନଥିବା ବେଳେ ବିଭିନ୍ନ ଇଭେଣ୍ଟରେ ନିଜ ସ୍ବାମୀଙ୍କ ସହ ନଜର ଆସନ୍ତି ଜେନେଲିଆ। ଶନିବାର ଉଭୟଙ୍କୁ ଏକ…
ଅଧିକ ଖବର ଦେଖନ୍ତୁ...

ସୌମ୍ୟବାବୁଙ୍କ ସଂପାଦକୀୟକୁ ନେଇ ରାଜନୀତି କରିବା ଠିକ୍ ନୁହଁ : ତାରା

ଜୟପୁର: ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ‘ଆମଘର ହାଲଚାଲ’ରେ ଲେଖିଥିବା ସଂପାଦକୀୟକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ଦେଖାଦେଇଛି। ‘ସମ୍ବାଦ’ର ସଂପାଦକ ଭାବେ ସୌମ୍ୟବାବୁ ସବୁ ବେଳେ ଆମଘରର ହାଲଚାଲ ସଂପାଦକୀୟ ଲେଖୁଛନ୍ତି। ସେ ଲେଖି ପାରିବେ, ତାହା ତାଙ୍କର ଗଣତାନ୍ତ୍ରିକ ଅଧିକାର।…
ଅଧିକ ଖବର ଦେଖନ୍ତୁ...