Daily Archives

September 14, 2023

ଜୈବବିବିଧତାର ସୁରକ୍ଷା ଓ ବିହନ ସଂରକ୍ଷଣ ନ କଲେ ଆଗାମୀ ପିଢ଼ୀର ଭବିଷ୍ୟତ ହେବ ଅନ୍ଧାର: ହର୍ଷିତା

ଜୟପୁର: କୃଷକ ଅଧିକାର ଉପରେ ବିଶ୍ୱ ଆଲୋଚନାଚକ୍ରରେ ଭାଗ ନେଇ ଜୟପୁର ପ୍ରକାଶ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ହର୍ଷିତା ପ୍ରିୟଦର୍ଶନୀ ମହାନ୍ତି ବକ୍ତା ଭାବେ ଯୋଗ ଦେଇ ଜୈବବିବିଧତାର ସୁରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ। ସେଭଳି ବିଭିନ୍ନ ବିହନର ସଂରକ୍ଷଣ କରି ନ ରଖିଲେ ଆଗାମୀ ଦିନରେ…
ଅଧିକ ଖବର ଦେଖନ୍ତୁ...

‘ଇଣ୍ଡିଆ’ ମେଣ୍ଟର ବଡ଼ ନିଷ୍ପତ୍ତି: ଦେଶର ୧୪ ଲୋକପ୍ରିୟ ନ୍ୟୁଜ ଆଙ୍କରଙ୍କ ସୋ’କୁ ପ୍ରତିନିଧି ପଠାଇବ ନାହିଁ

ନୂଆଦିଲ୍ଲୀ:  ବିରୋଧୀ ମେଣ୍ଟ ଇଣ୍ଡିଆ ପକ୍ଷରୁ ଆଜି ଏକ ବଡ଼ ଘୋଷଣା କରାଯାଇଛି। ଜାତୀୟସ୍ତରରେ ଜଣାଶୁଣା ୧୪ ଜଣ ନ୍ୟୁଜ ଆଙ୍କରଙ୍କ ସୋ’କୁ ମେଣ୍ଟରେ ସାମିଲ ଦଳଗୁଡ଼ିକ ପକ୍ଷରୁ ପ୍ରତିନିଧି ପଠାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। ବରିଷ୍ଠ କଂଗ୍ରେସ ନେତା ପବନ ଖେରା ଏକ୍ସରେ ପୋଷ୍ଟ କରି…
ଅଧିକ ଖବର ଦେଖନ୍ତୁ...

ନିଜର ନୂଆ ୫ଜି ସ୍ମାର୍ଟଫୋନ ସହ ଭାରତୀୟ ବଜାରକୁ ଆସିଲା ଅନର

ମୁମ୍ବାଇ: ତିନି ବର୍ଷ ପରେ ସ୍ମାର୍ଟଫୋନ୍ ବ୍ରାଣ୍ଡ 'ଅନର' ଭାରତୀୟ ସ୍ମାର୍ଟଫୋନ୍ ବଜାରକୁ ପୁଣି ପ୍ରତ୍ୟାବର୍ତ୍ତନ କରିଛି ଏବଂ ଏହାର ନୂତନ ସ୍ମାର୍ଟଫୋନ୍ ଅନର ୯୦ ୫ଜିକୁ ଲଞ୍ଚ କରିଛି | ଏହି ସ୍ମାର୍ଟଫୋନରେ କ୍ୱାଲକମ୍ ସ୍ନାପଡ୍ରାଗନ୍ ୭ ଜେନ ୧ ପ୍ରୋସେସର, ୫୦୦୦ଏମଏଏଚ ବ୍ୟାଟେରୀ ଏବଂ ୨୦୦…
ଅଧିକ ଖବର ଦେଖନ୍ତୁ...

ଦିନକୁ ଦିନ କମୁଛି ‘ଯବାନ’ର କ୍ରେଜ୍ ! କମୁଛି ବକ୍ସ ଅଫିସ ଆୟ

ମୁମ୍ବାଇ: ଗତ ଗୁରୁବାର ରିଲିଜ୍ ହୋଇଥିଲା ଫିଲ୍ମ ‘ଯବାନ’। ରିଲିଜ୍ ହେଉ ହେଉ ଫିଲ୍ମର ଯାଦୁ ଦର୍ଶକଙ୍କ ଉପରେ ପଡ଼ିିଥିବା ଦେଖିବାକୁ ମିଳିଥିଲା। ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର ପ୍ରଥମ ଦିନରେ ବିଶ୍ୱରେ ୧୨୦ କୋଟିରୁ ଅଧିକ ବେପାର କରିବ ବୋଲି ବିଶେଷଜ୍ଞମାନେ ଆକଳନ କରିଥିଲେ । ଯଦି ଏହିଭଳି…
ଅଧିକ ଖବର ଦେଖନ୍ତୁ...

ଗାନ୍ଧୀଧାମ-ପୁରୀ ଟ୍ରେନ୍‌ ଭିତରେ ୨ ଯାତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଟିଟିଲାଗଡ଼: ଗାନ୍ଧୀ ଧାମ-ପୁରୀ ଟ୍ରେନ୍‌ ଭିତରେ ଟିଟିଲାଗଡ ରେଳ ଷ୍ଟେସନ ନିକଟରେ ଯାତ୍ରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ୨ ଜଣଙ୍କ ବେକ କାଟି ହତ୍ୟା ଉଦ୍ୟମ ହୋଇଛି। ଗୁରୁତରଙ୍କୁ ଟିଟିଲାଗଡରୁ ରେଳବାଇ ପୁଲିସ ଉଦ୍ଧାର କରି ସ୍ଥାନୀୟ ଡ଼ାକ୍ତରଖାନାରେ ଭର୍ତ୍ତି କରିଛି। ମାତ୍ର ସେମାନଙ୍କର…
ଅଧିକ ଖବର ଦେଖନ୍ତୁ...

ରାଜ୍ୟପାଳଙ୍କୁ ଭେଟିଲେ ଅଲ୍‌ଟ୍ରାରନର ସୁମିତ

ରାଉରକେଲା: ଗୋଟିଏ ମାସରେ ସର୍ବାଧିକ ୩୩ଟି ଫୁଲ୍‌ ମାରାଥନ ଦୌଡ଼ି ରେକର୍ଡ ସୃଷ୍ଟି କରିଛନ୍ତି ରାଉରକେଲାର ଅଲ୍‌ଟ୍ରାରନ୍‌ର ସୁମିତ ସିଂହ। ଏହି ସଫଳତା ପାଇଁ ତାଙ୍କ ନାଁ ‘ଇଣ୍ଟରନ୍ୟାସନାଲ ବୁକ୍‌ ଅଫ୍‌ ରେକର୍ଡ​ସ୍‌’ରେ ଲିପିବଦ୍ଧ ହୋଇଛି। ଏହି ସଫଳତା ପରେ ତାଙ୍କୁ ଚାରି ଆଡ଼ୁ ପ୍ରଶଂସିତ…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ‘ଯବାନ’ ଅଭିନେତ୍ରୀ ନୟନତାରା

ନୂଆଦିଲ୍ଲୀ: ଅଭିନେତ୍ରୀ ନୟନତାରା ସୁପରଷ୍ଟାର ଶାହରୁଖ ଖାନଙ୍କ ସିନେମା ‘ଯବାନ’ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି। ନୟନତାରାଙ୍କୁ ‘ଯବାନ’ ସିନେମାରେ ଜଣେ ପୁଲିସ ଅଧିକାରୀ ଭୂମିକାରେ ଦେଖିବାକୁ ମିଳୁଛି। ପରଦାରେ ନୟନତାରାଙ୍କୁ ପୁଲିସ ଅଧିକାରୀ ଚରିତ୍ରରେ ଦର୍ଶକ ଖୁବ ପସନ କରୁଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଏସ.ଏନ. ସୁବ୍ରମଣ୍ୟନ ହେଲେ ଏନ୍‌ଆଇଟି ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ​ର ଅଧ୍ୟକ୍ଷ

ରାଉରକେଲା: ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍‌ଆଇଟି) ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ​ର ଅଧ୍ୟକ୍ଷ ଭାବେ ଲାର୍ସନ ଆଣ୍ଡ୍‌ ଟବ୍ରୋ(ଏଲ୍‌ ଆଣ୍ଡ୍‌ ଟି)ର ସିଇଓ ତଥା ଏମ୍‌ଡି ଏସ.ଏନ. ସୁବ୍ରମଣ୍ୟନ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଏହି ନିଯୁକ୍ତି ପ୍ରଦାନ…
ଅଧିକ ଖବର ଦେଖନ୍ତୁ...

ଉତ୍ତମ ପୋଷଣ, ସୁସ୍ଥ ଜୀବନ: ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ମା’, କିଶୋରୀ ଝିଅ ଓ ଶିଶୁମାନଙ୍କ ଉପଯୁକ୍ତ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା’ର ଶୁଭାରମ୍ଭ କରିଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ‘ପଡା ପୁଷ୍ଟି’ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଥିଲେ। …
ଅଧିକ ଖବର ଦେଖନ୍ତୁ...