Daily Archives

September 17, 2023

ମୋଦୀଙ୍କ ଅବସର ସମୟ ଆସିଯାଇଛି : କଂଗ୍ରେସ ନେତା ଜୟରାମ ରମେଶ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ରବିବାର ଆରମ୍ଭ କରାଯାଇଥିବା ବିଶ୍ବକର୍ମା ଯୋଜନାକୁ ସମାଲୋଚନା କରିଛି କଂଗ୍ରେସ । କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ମୋଦୀଙ୍କର ଏହା ଆଉ ଏକ ‘ଜୁମଲା’ । କଂଗ୍ରେସ ସାଧାରଣ ସମ୍ପାଦକ ଥିବା ଜୟରାମ 'ପିଏମ୍ ବିଶ୍ୱକର୍ମା'…
ଅଧିକ ଖବର ଦେଖନ୍ତୁ...

ଜରିନ ଖାନଙ୍କ ବିରୋଧରେ ଜାରି ହେଲା ଗିରଫ ୱାରେଣ୍ଟ, ଇଭେଣ୍ଟ କମ୍ପାନୀର ଅଭିଯୋଗ ପରେ ନିର୍ଦ୍ଦେଶ ଦେଲେ କୋର୍ଟ

ମୁମ୍ବାଇ: ବଲିଉଡ ଦବଙ୍ଗ ସଲମାନ ଖାନଙ୍କ ଫିଲ୍ମ 'ବୀର'ରୁ କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଜରିନ ଖାନଙ୍କ ବିରୋଧରେ ଆଜି ଗିରଫ ୱାରେଣ୍ଟ ଜାରି କରାଯାଇଛି | ଏକ ଠକେଇ ମାମଲାରେ ରବିବାର ଦିନ କୋଲକାତାର ଏକ କୋର୍ଟ ବଲିଉଡ ଅଭିନେତ୍ରୀ ଜରିନ ଖାନଙ୍କ ବିରୋଧରେ ଗିରଫ ପରୱାନା ଜାରି…
ଅଧିକ ଖବର ଦେଖନ୍ତୁ...

ଏଲନ୍‌ ମସ୍କଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ଗୁଗୁଲ୍‌ ସହ ପ୍ରତିଷ୍ଠାତା

ନୂଆଦିଲ୍ଲୀ: ଗୁଗୁଲର ସହ-ପ୍ରତିଷ୍ଠାତା ସର୍ଗେ ବ୍ରିନ୍‌ କୋଟିପତି ଏଲନ୍‌ ମସ୍କଙ୍କ ସହ ତାଙ୍କ ପତ୍ନୀଙ୍କର ସମ୍ପର୍କକୁ ନେଇ ଗୁଜବ ଚାଲିଥିବା ବେଳେ ପତ୍ନୀଙ୍କ ସହ ଛାଡ଼ପତ୍ର ପ୍ରକ୍ରିୟାକୁ ଶେଷ କରିଛନ୍ତି। ଗୁଗୁଲର ସହ-ପ୍ରତିଷ୍ଠାତା ସର୍ଗେ ବ୍ରିନ୍‌ଙ୍କ ପତ୍ନୀ ନିକୋଲ ଶାନାହାନ ମଧ୍ୟ ଜଣେ…
ଅଧିକ ଖବର ଦେଖନ୍ତୁ...

ବିଶ୍ବକର୍ମା ପୂଜା ପାଇଁ ଗାଡ଼ି ଧୋଇବାକୁ ଯାଇଥିଲେ; କେନାଲରେ ବୁଡ଼ି ଜଣେ ମୃତ, ୨ ଗୁରୁତର

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ବିଶ୍ବକର୍ମା ପୂଜା ପାଇଁ ଗାଡ଼ି ଧୋଇବାକୁ ଯାଇଥିବା ବେଳେ କେନାଲରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ଧର୍ମଗଡ଼ର ହରମନ ନାଏକ (୧୫ବର୍ଷ)। ପ୍ରକାଶ ଯେ,…
ଅଧିକ ଖବର ଦେଖନ୍ତୁ...

‘ଦାବି ପୂରଣ ନହେବାରୁ ମୋର ଦୁଇଝିଅଙ୍କୁ ମାରିଦେଲେ ଶାଶୁଘର ଲୋକ’: ବାପା

ଅଲୱାର୍: ଗତ ଶନିବାର ଦିନ ହରିୟାଣା ନିକଟସ୍ଥ ରାଜସ୍ଥାନର ଅଲୱାର ଜିଲ୍ଲା ଅନ୍ତର୍ଗତ କଠୁମର ପୁଲିସ ଷ୍ଟେସନ ଅଞ୍ଚଳର ନାଗଲା ଫରାସିଆ ସାଙ୍ଖ ଗ୍ରାମରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏଠାରେ ଦୁଇଜଣ ବିବାହିତ ଭଉଣୀଙ୍କର ମୃତଦେହକୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ଦୁଇଭଉଣୀଙ୍କ…
ଅଧିକ ଖବର ଦେଖନ୍ତୁ...

ଲାଠୋର ଲାନ୍ଥନଦୀ ପାଖରେ ମାଓବାଦୀ ବ୍ୟାନର୍‌

ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ସଦର ଗ୍ରାମ ଲାନ୍ଥନଦୀ ନିକଟରେ ରବିବାର ସକାଳେ ଦୁଇଟି ମାଓବାଦୀ ବ୍ୟାନର୍‌ ଲାଗିଥିବା ଦେଖିବାକୁ ମିଳିଥିଲା। ଏଥରେ ଭାରତର କମ୍ୟୁନିଷ୍ଟ ପାର୍ଟି ୨୦ ବର୍ଷ ପୂର୍ତ୍ତିର ସ୍ଥାପନା ଦିବସ ସେପ୍ଟେମ୍ବର ୨୧ ତାରିଖ ଦିନ ପ୍ରତି ଗାଁରେ ପାଳନ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...

ଗୁଗଲ୍‌ରେ କଷ୍ଟମର କେୟାର ନମ୍ବର ଖୋଜି ଦେଢ଼ ଲକ୍ଷ ହରାଇଲେ

ଝାରସୁଗୁଡ଼ା: ବିମାନବନ୍ଦର ଥାନା ଓଏମ୍‌ପିର ଜଣେ ବ୍ୟକ୍ତି ଗୁଗଲରେ ଗୁଗଲ ପେ’ କଷ୍ଟମର କେୟାର ନମ୍ବର ଖୋଜି ସେଥିରେ ଯୋଗାଯୋଗ କରିବା ପରେ ୧ ଲକ୍ଷ ୫୪ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି।…
ଅଧିକ ଖବର ଦେଖନ୍ତୁ...

ଲଗାଣ ବର୍ଷାରେ ସୁନ୍ଦରଗଡ଼ ସହରରସ୍ଥିତି ବେହାଲ; ସିଡିଏମଓଙ୍କ ଅଫିସରେ ଆଣ୍ଠୁଏ ପାଣି

ସୁନ୍ଦରଗଡ଼: ୧୭ ତାରିଖ ସନ୍ଧ୍ୟାରେ ହୋଇଥିବା ଅବିଶ୍ରାନ୍ତ ବର୍ଷା ସୁନ୍ଦରଗଡ଼ ସହରରସ୍ଥିତିକୁ ବେହାଲ କରି ଦେଇଛି। ସିଡିଏମଓଙ୍କ ଅଫିସ ସମେତ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଆଣ୍ଠୁଏ ପାଣି ଭରି ରହିଥିବାବେଳେ ସହର ବହୁ ଗଳି ରାସ୍ତା ଜଳବନ୍ଦୀ ହୋଇପଡ଼ିଛି। ଏପରିକି ଗାନ୍ଧୀପଡ଼ା, ବିଜୟ ଟକିଜ ରୋଡ,…
ଅଧିକ ଖବର ଦେଖନ୍ତୁ...

କୋଇଲା ବୋଝେଇ ଟ୍ରକ ଧକ୍କାରେ ଯୁବକ ମୃତ; ରାସ୍ତାରୋକ ପରେ ୩ ଲକ୍ଷ କ୍ଷତିପୂରଣ ଓ ମୃତକଙ୍କ ପତ୍ନୀଙ୍କୁ ଚାକିରି…

ସୁନ୍ଦରଗଡ଼: ରବିବାର ଅପରାହ୍ନ ୨ଟାରେ ହେମଗିର ଥାନା ଗର୍ଜନବାହାଲ ବିଦ୍ୟୁତ ସବଷ୍ଟେସନ ନିକଟରେ ଏକ କୋଇଲା ବୋଝେଇ ଡିପିଏସ କମ୍ପାନିର ହାଇୱା (୧୬ଡି ୭୦୫୬) ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଶୋଚନୀୟ ମୃତ୍ୟୁ ହୋଇଥିଲା। ମୃତକ ଡୁଡୁକାର ଅଜୟ ଭୋଏ (୩୫)। ଗାଡ଼ିଟି କୁଲଡା ଖଣିରୁ କୋଇଲା ନେଇ…
ଅଧିକ ଖବର ଦେଖନ୍ତୁ...