୩ବର୍ଷ ପରେ ଲୋକାର୍ପିତ ହେଲା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ
ଜୟପୁର: ଗତ ୩ବର୍ଷ ହେବ ନିର୍ମାଣ ହୋଇ ସେଭଳି ପଡ଼ି ରହିଥିବା ଜୟପୁର ସହର ରାଜସ୍ବ ନିରୀକ୍ଷକ-୨ଙ୍କ ବାସଭବନ ଓ କାର୍ଯ୍ୟାଳୟ ମଙ୍ଗଳବାର ଲୋକାର୍ପିତ ହୋଇଛି। ପବିତ୍ର ଗଣେଶ ପୂଜାରେ ଆଜି ଏହାର ଲୋକାର୍ପଣ ଉପଜିଲ୍ଲାପାଳ ପ୍ରଭାତକୁମାର ପରିଡ଼ା କରିଥିଲେ। ତହସିଲଦାର ସୁଶ୍ରୀ ସାଗରିକା ଷଡଙ୍ଗୀ,…
ଅଧିକ ଖବର ଦେଖନ୍ତୁ...
ଅଧିକ ଖବର ଦେଖନ୍ତୁ...