Daily Archives

September 20, 2023

ସରିଲା ଟ୍ରାଏଲ୍‌ ରନ୍‌୨,୪ରୁ ଚାଲିବ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍‌

ରାଉରକେଲା: ନୂଆଁଖାଇରେ ପଶ୍ଚିମାଞ୍ଚଳବାସୀଙ୍କୁ କେନ୍ଦ୍ର ସରକାରଙ୍କ ଭେଟି। ଆସନ୍ତା ୨୪ରୁ ପୁରୀ-ରାଉରକେଲା ମଧ୍ୟରେ ଚାଲିବ ଅତ୍ୟାଧୁନିକ ଟ୍ରେନ୍‌ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦି ଆଭାସି ଜରିଆରେ ପୁରୀ-ରାଉରକେଲା ସମେତ ଦେଶର ବିଭିନ୍ନ ରାଜ୍ୟରେ ଚାଲିବାକୁ…
ଅଧିକ ଖବର ଦେଖନ୍ତୁ...

ମହିଳା ସଂରକ୍ଷଣ ବିଲ ବିରୋଧରେ ଭୋଟ ଦେଇଥିବା ୨ ସାଂସଦ କିଏ ?

ନୂଆଦିଲ୍ଲୀ: ମହିଳା ସଂରକ୍ଷଣ ବିଲ୍ (ନାରୀ ଶକ୍ତି ବନ୍ଦନା ଆଇନ ବିଲ୍) ବୁଧବାର ଲୋକସଭାରେ ଆଲୋଚନା ପରେ ଗୃହୀତ ହୋଇଛି। ଏହା ସପକ୍ଷରେ ୪୫୪ ଓ ବିପକ୍ଷରେ ୨ ଭୋଟ ପଡ଼ିଥିଲା। ତେବେ ବିରୋଧରେ ଭୋଟ ଦେଇଥିବା ୨ ଜଣ ସାଂସଦ କିଏ ? ଉକ୍ତ ୨ ଜଣ ସାଂସଦ ହେଉଛନ୍ତି ଗୋଟିଏ ଦଳର । ସେମାନେ ହେଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ମା’ଙ୍କୁ ଚିଠି ଲେଖି ଘର ଛାଡ଼ିଚାଲି ଯାଇଥିବା ପୁଅ ଫେରିବା ପରେ ଦେଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁରରେ ପୁଅ ପାଠ ନପଢ଼ିବାରୁ ମା’ ଗାଳି କରିଥିଲେ। ମା’ଙ୍କ ଗାଳିକୁ ସହି ନପାରି ପୁଅ କିଛି ଦସ୍ତାବିଜ ସହିତ ୨ହଜାର ଟଙ୍କାକୁ ସ୍କୁଲ ବ୍ୟାଗରେ ଭରି କାହାକୁ କିଛି ନଜଣାଇ ଏକ ଚିଠି ଲେଖି ଘର ଛାଡ଼ି ଚାଲିଯାଇଥିଲା। ଏହି ଚିଠିରେ ପୁଅ ଲେଖିଥିଲା, ‘ମା’ ବ୍ୟସ୍ତ ହବୁ…
ଅଧିକ ଖବର ଦେଖନ୍ତୁ...

ଆପଣ କଫି ପିଇବାର ଅଭ୍ୟାସ ରଖିଛନ୍ତି କି? ତା’ଠାରୁ କିନ୍ତୁ ଚା’ ଭଲ

ଭାରତୀୟ ମାନେ ପ୍ରାୟତଃ ଚା ପିଇବାର ଅଭ୍ୟାସ ରଖିଥାନ୍ତି। ମାତ୍ର ଜାଣିରଖନ୍ତୁ ‌ଯେ କଫି ପିଇବା ଚା’ଠାରୁ ବି ବେଶି ଭଲ ହୋଇଥାଏ। କଫିକୁ ନେଇ ନିକଟରେ ହୋଇଥିବା ଗୁଡ଼ାଏ ଗଷେବଣାରୁ ତା’ର ଅନେକ ସୁଗୁଣ ଥିବା ଦେଖିବାକୁ ମିଳିଛି। କଫି ବିଶ୍ବର ଦ୍ବିତୀୟ ଲୋକପ୍ରିୟ ପାନୀୟ। ଚାହା ତୁଳନାରେ କଫିରୁ…
ଅଧିକ ଖବର ଦେଖନ୍ତୁ...

ବିବାଦ ପରେ ଖଲିସ୍ତାନୀ ସମର୍ଥକ ରାପର୍ ଶୁଭନୀତଙ୍କ ମୁମ୍ବାଇ କନସର୍ଟ ବାତିଲ

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା ଖଲିସ୍ତାନୀ ବିବାଦ ମଧ୍ୟରେ କାନାଡାର ଜଣେ ପଞ୍ଜାବୀ ରାପର୍ ଏବଂ ଗାୟକ ଶୁଭନୀତ ସିଂହଙ୍କ ମୁମ୍ବାଇ କନସର୍ଟକୁ ବାତିଲ କରାଯାଇଛି। ଶୁଭ ଖଲିସ୍ତାନ ସମର୍ଥକ ବୋଲି ଅଭିଯୋଗ ହୋଇଛି। କିଛି ଦିନ ତଳେ ସେ ସୋସିଆଲ ମିଡିଆରେ ଭାରତର ଏକ ବିବାଦୀୟ…
ଅଧିକ ଖବର ଦେଖନ୍ତୁ...

ତିରିଂ ବ୍ଲକ୍ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼ଙ୍କ ବିଜେଡ଼ିରୁ ଇସ୍ତଫା

ରାଇରଙ୍ଗପୁର/ତିରିଂ: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଟାଣୁଆ ଆଦିବାସୀ ନେତା ତଥା ତିରିଂ ବ୍ଲକ୍ ଅଧ୍ୟକ୍ଷ ପରମେଶ୍ୱର ସାମାଡ଼୍ ଆଜି ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ରକୁ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନିକଟକୁ…
ଅଧିକ ଖବର ଦେଖନ୍ତୁ...

ଛାୟା ସରକାରଙ୍କ ପ୍ରତିଶୋଧ ବିରୋଧରେ ପ୍ରତିବାଦ, ଶ୍ରୀମନ୍ଦିର ସମ୍ମୁଖରେ ସମ୍ବାଦ ସମର୍ଥନରେ ବାହାରିଲେ ଖବରକାଗଜ ବିତରକ…

ପୁରୀ: ‘ସମ୍ବାଦ’ କାର୍ଯ୍ୟାଳୟରେ ଇଓଡବ୍ଲୁର ଚଢ଼ାଉ ପରେ ରାଜ୍ୟବ୍ୟାପୀ ପ୍ରତିବାଦର ସ୍ବର ଦେଖିବାକୁ ମିଳିଛି। ଗତକାଲି ବିଭିନ୍ନ ସଂଗଠନ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିବା ବେଳେ ଆଜି ମଧ୍ୟ ବିଭିନ୍ନ ରାଜନୈତିକ ବ୍ୟକ୍ତିବିଶେଷ, ସାମାଜିକ ସଂଗଠନ ଓ ଛାତ୍ରସମାଜ ରାଜରାସ୍ତାକୁ ଓହ୍ଲାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ମା’କୁ ଯନ୍ତ୍ରଣା ବଖାଣିଲା ୫ ବର୍ଷର ଝିଅ: ପଡ଼ିଶାଘର ପିଲା ମୋ ସହ ଖରାପ କାମ କରିଛି, କଷ୍ଟ ହେଉଛି; ଡାକ୍ତର ଅଙ୍କଲ…

ନୂଆଦିଲ୍ଲୀ: ମହିଳା ଓ ଶିଶୁଙ୍କ ଉପରେ ହେଉଥିବା ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ଏଭଳି ମାମଲାକୁ ହ୍ରାସ କରିବା ପାଇଁ କଡ଼ା ଆଇନ ବି ଜାରି କରିଛନ୍ତି। ଏହି କ୍ରମରେ ଦେଖିବାକୁ ଗଲେ କାନପୁର ଦେହାତରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଦୁଷ୍କର୍ମକାରୀ…
ଅଧିକ ଖବର ଦେଖନ୍ତୁ...

‘ଗଦର-୨’ ପ୍ରଶଂସକଙ୍କ ପାଇଁ ଖୁସି ଖବର: ଜଣାପଡ଼ିଲା ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍‌ ତାରିଖ

ମୁମ୍ବାଇ: ଏବେ ବଲିଉଡ ଅଭିନେତା ସନ୍ନି ଦେଓଲ ତାଙ୍କ ଚଳଚ୍ଚିତ୍ର ‘ଗଦର ୨’ର ସଫଳତାକୁ ଉପଭୋଗ କରୁଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ୫୦୦କୋଟି ଟଙ୍କା ଆୟ କରିବା ପରେ ଏହା ବଲିଉଡ୍‌ର ଖୁବ୍ ଅଧିକ ରୋଜଗାର କରିଥିବା ସିନେମା ମଧ୍ୟରେ ସାମିଲ୍‌ ହୋଇଯାଇଛି। ବଲିଉଡ ଅଭିନେତା ସନ୍ନି ଦେଓଲ ଏବଂ…
ଅଧିକ ଖବର ଦେଖନ୍ତୁ...

ଏଣିକି ଆବେଦନର ୧୪ ଦିନ ମଧ୍ୟରେ ମିଳିବ କିଷାନ କ୍ରେଡିଟ କାର୍ଡ

ନୂଆଦିଲ୍ଲୀ: ଏବେ କିଷାନ କ୍ରେଡିଟ୍ କାର୍ଡ ତିଆରି ପ୍ରକ୍ରିୟାକୁ କେନ୍ଦ୍ର ସରକାର ସରଳ କରିଛନ୍ତି। ଏଣିକି ଆବେଦନ କରିବାର ୧୪ ଦିନ ମଧ୍ୟରେ ବ୍ୟାଙ୍କ ଚାଷୀଙ୍କୁ କାର୍ଡ ପ୍ରଦାନ କରିବ। କେନ୍ଦ୍ର କୃଷି ମନ୍ତ୍ରାଳୟ ପକ୍ଷରୁ ବୁଧବାର ଏ ସଂପର୍କରେ ଘୋଷଣା କରାଯାଇଛି । ମନ୍ତ୍ରାଳୟର ଘୋଷଣା…
ଅଧିକ ଖବର ଦେଖନ୍ତୁ...