Daily Archives

February 1, 2024

ମିଲନଙ୍କ ସଫଳତା: ରାୟଗଡ଼ାରୁ ଟଲିଉଡ, ତେଲୁଗୁ ସିନେମା ‘ହନୁମାନ’ରେ ସହନିର୍ଦ୍ଦେଶନା ଦେଇ ଚର୍ଚ୍ଚାରେ

ରାୟଗଡ଼: ରାୟଗଡ଼ା ବାସିନ୍ଦା ମିଲନ ନାୟକଙ୍କ ସଫଳଥା ଏବେ ଜିଲ୍ଲା ଓ ରାଜ୍ୟରେ ବେଶ ଚର୍ଚ୍ଚା ସାଉଁଟିଛି। ପିଲାଟି ଦିନରୁ ସିନେମା ପ୍ରତି ଆଗ୍ରହ ଥିବାରୁ ସେ ଏବେ ଟଲିଉଡ଼ ଜଗତର ଆଗଧାଡ଼ିର ନିର୍ଦ୍ଦେଶକ ଭାବେ ଉଭା ହୋଇଛନ୍ତି। ରାୟଗଡ଼ା ନିକଟସ୍ଥ ଜେକେପୁର ଠାରେ ତାଂକର ଜନ୍ମ। ବାଲ୍ୟ ଶିକ୍ଷା…
ଅଧିକ ଖବର ଦେଖନ୍ତୁ...

ରାମ ମନ୍ଦିର: ୧୧ ଦିନରେ ୨୫ ଲକ୍ଷ ଶ୍ରଦ୍ଧାଳୁଙ୍କ ଦର୍ଶନ, ୧୧ କୋଟିର ଦାନ

ଅଯୋଧ୍ୟା: ଜାନୁଆରି ୨୨ ତାରିଖରେ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ପରେ ଗତ ୧୧ ଦିନ ମଧ୍ୟରେ ପ୍ରାୟ ୨୫ ଲକ୍ଷ ଶ୍ରଦ୍ଧାଳୁ ମନ୍ଦିରକୁ ଆସିଛନ୍ତି ଏବଂ ଅର୍ପଣ ଓ ଦାନ ପରିମାଣ ୧୧ କୋଟି ଟଙ୍କା ଅତିକ୍ରମ କରିଛି। ମନ୍ଦିର ଟ୍ରଷ୍ଟର ଦାୟିତ୍ୱରେ ଥିବା କାର୍ଯ୍ୟାଳୟ…
ଅଧିକ ଖବର ଦେଖନ୍ତୁ...

ମେକଅପକୁ ନେଇ ଶାଶୁଙ୍କ ସହ ଝଗଡା ପରେ ଛାଡପତ୍ର ଦାବି କଲେ ମହିଳା

ଆଗ୍ରା: ମେକଅପକୁ ନେଇ ଏବେ ଜଣେ ମହିଳା ଛାଡପତ୍ର ଦାବି କରିଛନ୍ତି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ବାସ୍ତବରେ, ଏହି ଘଟଣା ଉତ୍ତରପ୍ରଦେଶର ଆଗ୍ରାରେ ଘଟିଛି | ଆଉ ଏହି ଘଟଣାରେ ଜଣେ ମହିଳା ମେକଅପ୍ ପାଇଁ ସ୍ୱାମୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଇଛନ୍ତି |…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନାରୁ ଶିଶୁପୁତ୍ରକୁ ଅପହରଣ: ଥାନାରେ ଅଭିଯୋଗ

ସୋର: ବାଲେଶ୍ବର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଜି ଅପରାହ୍ନରେ ଜଣେ ମହିଳା ତାଙ୍କର୧ ବର୍ଷର ଶିଶୁପୁତ୍ରକୁ ସାଙ୍ଗରେ ଆଣିଥିବା ବେଳେ ଡାକ୍ତରଖାନା ପରିସରରୁ ତାଙ୍କ ପୁଅକୁ ଅପହରଣ କରାଯାଇଥିବା ନେଇ  ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ସିମୁଳିଆ ଥାନା ବାଲିକଣା…
ଅଧିକ ଖବର ଦେଖନ୍ତୁ...

ପାଟଣା ଅଞ୍ଚଳରେ ହାତୀ ଉପଦ୍ରବ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଞ୍ଚଳକୁ କିଛିଦିନର ବ୍ୟବଧାନ ପରେ ପୁଣି ୧୭ ଟିକିଆ  ହାତୀପଲ ପଶି ଉପଦ୍ରବ ଜାରି ରଖିଛନ୍ତି। ଗତକାଲି ରାତିରେ କରଞ୍ଜିଆ ରେଞ୍ଜରୁ ହାତୀପଲ ଆସି ପାଟଣା ରେଞ୍ଜ ହରିଡ଼ାଗୋଠ ଗ୍ରାମର ମଧୁ ମୁଣ୍ଡାଙ୍କ ଭାଙ୍ଗି ଦେଇଛନ୍ତି। ଏହାପରେ ହାତୀପଲ ପାଟଣା ନିକଟସ୍ଥ…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡରୁ ହାଇଦ୍ରାବାଦ୍‌ ଯିବାକୁ ଥିବା ବିମାନ ‘ରନ୍‌ୱେ’ରେ ଅଟକିଲା, ଖରାପ ପାଗ ଯୋଗୁଁ ଉଡ଼ିପାରିଲାନି

ରାଞ୍ଚି: ଝାଡ଼ଖଣ୍ଡରୁ ହାଇଦ୍ରାବାଦ୍‌କୁ ଯିବାକୁ ଥିବା ଚାଟାର୍ଡ ପ୍ଲେନ୍‌ ରାଞ୍ଚି ବିମାନବନ୍ଦରର ରନ୍‌ୱେରେ ଅଟକିଛି। ପାଗ ଖରାପ ଯୋଗୁଁ ବିଧାୟକଙ୍କୁ ନେଇଯିବା ପାଇଁ ବାହାରି ଥିବା ବିମାନ ଉଡ଼ିପାରି ନାହିଁ। ଫଳରେ ଝାଡ଼ଖଣ୍ଡର ମେଣ୍ଟ ସରକାର ସହିତ ଜଡ଼ିତ ଥିବା ବିଧାୟକମାନେ ହାଇଦ୍ରାବାଦ୍‌…
ଅଧିକ ଖବର ଦେଖନ୍ତୁ...

ଜନଜାତିଙ୍କ ସଂସ୍କୃତି, ପରଂପରା ଓ ଐତିହ ଅନନ୍ୟ: ମନ୍ତ୍ରୀ

ରାୟଗଡା: ରାୟଗଡ଼ ଜିଲ୍ଲାସ୍ତରୀୟ ଜନଜାତି ସାଂସ୍କୃତିକ ମହୋତ୍ସବ ଗୁରୁବାର ଉଦଘାଟିତ ହୋଇଯାଇଛି। ତିନି ଦିବସୀୟ ଏହି ମହୋତ୍ସବର ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବେ ମହିଳା ଓ ଶିଶୁ କଲ୍ୟାଣ ଓ ମିସନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ରମ ଯୋଗ ଦେଇ ଜନଜାତିଙ୍କ ପରଂପରା ଅନନ୍ୟ ବୋଲି କହିଥିଲେ।…
ଅଧିକ ଖବର ଦେଖନ୍ତୁ...

ବିଚାରପତିଙ୍କ ବିରୋଧରେ ମିଥ୍ୟା ତଥ୍ୟ ଦେଇ ଫସିଲେ ୩ ଓକିଲ; ହାଇକୋର୍ଟ ରୁଜୁକଲେ ଅବମାନନା ମାମଲା

ମୁମ୍ବାଇ: ହାଇକୋର୍ଟର ଜଣେ ବିଚାରପତିଙ୍କ ଉପରେ ଆପତ୍ତି ଉଠାଇ ଏକ ମନଗଢ଼ା ଖବର ଦାଖଲ କରିଥିବା ୩ ଜଣ ଓକିଲଙ୍କ ବିରୋଧରେ ବମ୍ବେ ହାଇକୋର୍ଟ ନିଜ ତରଫରୁ ଅବମାନନା ମାମଲା ଆରମ୍ଭ କରିଛନ୍ତି। ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ ଅନୁଜା ପ୍ରଭୁଦେଶାଇ ଏବଂ ଜଷ୍ଟିସ ଏନଆର ବୋରକରଙ୍କୁ ନେଇ ଗଠିତ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼ରେ ୨୯ ହଜାର କୋଟିର ବିଦ୍ୟୁତ୍ ପ୍ରକଳ୍ପ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଲେଫ୍ରିପଡ଼ା: ଫେବ୍ରୁଆରି ୩ ତାରିଖ ଓଡ଼ିଶା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନ୍‌ଟିପିସି ଦର୍ଲିପାଲି ସୁପର ଥର୍ମାଲ ପାଓ୍ବାର ଷ୍ଟେସନ(୨୮୦୦ ମେଗାୱାଟ୍‌) ଏବଂ ଏନ୍ଏସ୍‌ପିସିଏଲ୍ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ(୧୨୫୦ ମେଗାୱାଟ୍‌)କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।…
ଅଧିକ ଖବର ଦେଖନ୍ତୁ...

ଏହି କାରଣ ଯୋଗୁଁ ଉଡ଼ିପାରିଲାନି ଜେଏମଏମ ବିଧାୟକଙ୍କୁ ନେଇ ଯାଉଥିବା ବିମାନ

ରାଞ୍ଚି:ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗତକାଲି ବିଳମ୍ବିତ ରାତିରେ ଗିରଫ ହୋଇଥିବା ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗୁରୁବାର ସକାଳେ ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯାଇ ଗୋଟିଏ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ…
ଅଧିକ ଖବର ଦେଖନ୍ତୁ...