Daily Archives

February 3, 2024

ବିଜୁସେତୁ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପବାଚସ୍ପତି

ଘୁ.ଉଦୟଗିରି: ସ୍ଥାନୀୟ ବ୍ଳକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମ ପଞ୍ଚାୟତ ଠାରୁ ଘୁ. ଉଦୟଗିରିକୁ ସଂଯୋଗ କରୁଥିବା ଦଦଲାକୁଟିସ୍ଥିତ ସାଲୁଙ୍କି  ନାଳରେ ରାଜ୍ୟ ସରକାରଙ୍କ ତରଫରୁ ବିଜୁସେତୁ ଯୋଜନା ମାଧ୍ୟମରେ ସୁଉଚ୍ଚ ସେତୁ ନିର୍ମାଣ ପ୍ରକଳ୍ପର ମାନ୍ୟବର ଉପବାଚସ୍ପତି ସାଲୁଗା ପ୍ରଧାନଙ୍କ କର କମଳରେ…
ଅଧିକ ଖବର ଦେଖନ୍ତୁ...

ଝାଡ଼ଖଣ୍ଡ ସରକାରକୁ ଅପହରଣ କରିବାକୁ ଚକ୍ରାନ୍ତ କରିଥିଲା ବିଜେପି : ରାହୁଲ ଗାନ୍ଧି

ଗୋଡ୍ଡା/ଦେଓଘର (ଝାଡ଼ଖଣ୍ଡ): ଝାଡ଼ଖଣ୍ଡ ସରକାରକୁ ଅପହରଣ କରିବାକୁ ବିଜେପି ଉଦ୍ୟମ କରିଥିଲା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି। ଜନାଦେଶକୁ ରକ୍ଷା କରିବା ପାଇଁ କଂଗ୍ରେସ ହସ୍ତକ୍ଷେପ କରିଛି ବୋଲି ସେ କହିଛନ୍ତି। ଗୋଡ୍ଡା ଜିଲ୍ଲାରେ କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା…
ଅଧିକ ଖବର ଦେଖନ୍ତୁ...

ସୀତା ଧୂମପାନ କରୁଥିବା ‘ରାମଲୀଳା’ ପ୍ରଦର୍ଶିିତ କରାଇ ପ୍ରଫେସର ଓ ୫ ଛାତ୍ର ଗିରଫ

ମୁମ୍ବାଇ: ପୁଣେ ସ୍ଥିତ ସାବିତ୍ରୀବାଇ ଫୁଲେ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଏବଂ ୫ ଜଣ ଛାତ୍ରଙ୍କୁ ହିନ୍ଦୁ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ଗିରଫ କରାଯାଇଛି। ଆପତ୍ତିଜନକ ସଂଳାପ ଓ ଦୃଶ୍ୟ ଥିବା ‘ରାମଲୀଳା’ ଉପରେ ଆଧାରିତ ଏକ ନାଟକକୁ ନେଇ ଏହି ଗିରଫଦାରୀ…
ଅଧିକ ଖବର ଦେଖନ୍ତୁ...

ଶସ୍ତା ଆଉ ସୁବିଧାରେ ଏପରି କରନ୍ତୁ ତିରୁପତିଙ୍କ ଦର୍ଶନ

ନୂଆଦିଲ୍ଲୀ: ଯଦି ଆପଣ ନିଜ ପରିବାର ଏବଂ ସାଙ୍ଗମାନଙ୍କ ସହିତ ତିରୁପତି ବାଲାଜୀଙ୍କ ଦର୍ଶନ କରିବାକୁ ଚାହୁଁଛନ୍ତି , ତେବେ ଆଜି ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି | ବାସ୍ତବରେ ଆଇଆରସିଟିସି ତିରୁପତି ବାଲାଜୀ ଦର୍ଶନ ପାଇଁ ଏକ ଟୁର୍ ପ୍ୟାକେଜ୍ ଲଞ୍ଚ କରିଛି | ଯଦି ଆପଣ ଶସ୍ତା ଓ ସୁବିଧାରେ…
ଅଧିକ ଖବର ଦେଖନ୍ତୁ...

ଯୁବକକୁ ପିଟିପିଟି ହତ୍ୟା ଘଟଣା : ଦୁଇ ଭାଇ ଗିରଫ 

ବୀରମିତ୍ରପୁର/କୁଆରମୁଣ୍ଡା,୩।୨(ଇମିସ): ବୀରମିତ୍ରପୁର ଥାନା ଅନ୍ତର୍ଗତ ରାମପାଲ ଛକ ନିକଟରେ ଯୁବକକୁ ଚୋରି କରିଥିବା ଅଭିଯୋଗରେ ଦୁଇଭାଇ ମିଶି ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଘଟଣାରେ ଆଜି ପୁଲିସ ଦୁଇଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାପ୍ତ ସୂଚନା ଅନୁଯାଇ ରାମପାଲ ଛକ…
ଅଧିକ ଖବର ଦେଖନ୍ତୁ...

କୋଭିଡ୍‌ ଓ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହେଲେ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ: ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ କୋଭିଡ୍‌-୧୯ ଓ ସ୍ୱାଇନ୍‌ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି। ପରେ ଜ୍ୱର ଓ ଅମ୍ଳଜାନ ଅଭାବରୁ ତାଙ୍କୁ ସୱାଇ ମାନସିଂହ (ଏସ୍‌ଏମ୍‌ଏସ୍‌) ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ଶୁକ୍ରବାର ରାତିରେ ଏକ୍ସରେ କରିଥିବା ଏକ ପୋଷ୍ଟରେ…
ଅଧିକ ଖବର ଦେଖନ୍ତୁ...

କାଶୀପୁରରେ ପୁଣି ଅଜଣା ରୋଗର ଆତଙ୍କ; ୩ ଦିନରେ ୩ ଜଣଙ୍କର ମୃତ୍ୟୁ, ୪ ଗୁରୁତର

ରାୟଗଡ଼ା: ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ପୁଣି ଅଜଣା ରୋଗର ଆତଙ୍କ। ଝାଡାବାନ୍ତି ହେବା ସହ ପେଟ ଯନ୍ତ୍ରଣାରେ ଛଟପଟ ହୋଇ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ଘଟଣା ଘଟିଛି କାଶୀପୁର ବ୍ଲକରେ କଣ୍ଟାମାଳ କରଳ ଗ୍ରାମରେ। ଗତ ତିନି ଦିନ ତଳେ କିଛି ଲୋକ ହଠାତ୍ ପେଟ ଯନ୍ତ୍ରଣାରେ ଛଟପଟ ହେବା ସହ…
ଅଧିକ ଖବର ଦେଖନ୍ତୁ...

କୁକୁର ସହ ବୁଥ ଏଜେଣ୍ଟଙ୍କୁ ତୁଳନା କଲେ ଖଡ଼ଗେ: ଅମିତ ମାଲବୀୟ

ନୂଆଦିଲ୍ଲୀ: ଦିଲ୍ଲୀର ରାମଲିଲା ମୈଦାନରେ ଆୟୋଜିତ କଂଗ୍ରେସର 'ନ୍ୟାୟ ସଂକଳ୍ପ ରାଲି'ରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ବୟାନକୁ ନେଇ ଏବେ ବିଜେପି ଘେରିଛି | ବିଜେପି ନେତା ଅମିତ ମାଲବୀୟା ଏକ ଭିଡିଓ ସେୟାର କରି କଂଗ୍ରେସ ସଭାପତିଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ନେତାଙ୍କ…
ଅଧିକ ଖବର ଦେଖନ୍ତୁ...

ମେ ୧୦ ସୁଦ୍ଧା ଭାରତର ସମସ୍ତ ସୈନ୍ୟ ଫେରିଯିବେ : ମାଳଦ୍ବୀପ

ମାଲେ: ମାଳଦ୍ୱୀପର ବୈଦେଶିକ ମନ୍ତ୍ରଣାଳୟ ଶନିବାର ଦାବି କରିଛି ଯେ ଚଳିତ ବର୍ଷ ମେ ମାସ ସୁଦ୍ଧା ଭାରତ ଏହି ଦ୍ୱୀପଦେଶରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବ।  ମାଳଦ୍ବୀପର ବିଭିନ୍ନ ଦ୍ବୀପରେ ମୁତୟନ ହୋଇଥିବା ପ୍ରାୟ ୮୦ ଜଣ ଯବାନଙ୍କ ସ୍ଥାନରେ ଭାରତୀୟ ବେସାମରିକ ବିଶେଷଜ୍ଞଙ୍କୁ ନିୟୋଜିତ…
ଅଧିକ ଖବର ଦେଖନ୍ତୁ...

ସମନ ଅବଜ୍ଞା କରୁଥିବାରୁ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଜାରି ହୋଇଥିବା ଏକାଧିକ ସମନକୁ ସେ ପାଳନ କରୁ ନଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କ ବିରୋଧରେ ନୂଆ ଅଭିଯୋଗ ଆଣିଛି। ଜଣେ ସରକାରୀ କର୍ମଚାରୀଙ୍କ ଆଦେଶକୁ ପାଳନ ନ କରିବା ଏବଂ ଇଡି…
ଅଧିକ ଖବର ଦେଖନ୍ତୁ...