Daily Archives

February 4, 2024

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଆଦିବାସୀ ମେଳାରେ ‘ବହୁଭାଷୀ ନାଟକ ମହୋତ୍ସବ’

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଛି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ। ଏହି ଅବସରରେ ଭୁବନେଶ୍ୱର ୟୁନିଟ୍-୧ସ୍ଥିତ ଆଦିବାସୀ ପଡ଼ିଆରେ ଆୟୋଜିତ "ଆଦିବାସୀ ମେଳା'ରେ ବହୁଭାଷୀ ନାଟକ ମହୋତ୍ସବ ଆୟୋଜନ କରାଯାଇଛି। ଫେବ୍ରୁଆରି ୩ରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ସାନ୍ତାଳୀ, ମୁଣ୍ଡାରୀ,…
ଅଧିକ ଖବର ଦେଖନ୍ତୁ...

ଲକ୍ଷ୍ମୀ ବସ୍‌ରେ ନିଯୁକ୍ତି ପାଇଁ ଟଙ୍କା କାରବାର ମାମଲା: ୨ ଅଭିଯୁକ୍ତ ଗିରଫ

ଟିଟିଲାଗଡ଼: ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍‌ ଯୋଜନା ଆରମ୍ଭ ନହେଉଣୁ ଏବେ ନିଯୁକ୍ତିକୁ ନେଇ ଟଙ୍କା କାରବାର ବଲାଙ୍ଗୀର ଜିଲ୍ଲାରେ ଚର୍ଚ୍ଚାର ବିଷୟ ସାଜିଛି। କିଛି ଦିନ ପୂର୍ବରୁ ଲକ୍ଷ୍ମୀ ବସ୍‌ରେ କଣ୍ଡକ୍ଟର ନିଯୁକ୍ତିକୁ ନେଇ ୨୫ ହଜାର ଟଙ୍କା ଲାଞ୍ଚ ମାଗିବା ଘଟଣା ପ୍ରଘଟ ହେବା ପରେ ଏନେଇ ଏକ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଦେବୀଙ୍କ ମୃତ୍ୟୁ ସଂପର୍କରେ ଚାଞ୍ଚଲ୍ୟକର ଖବର ପାଇଁ ଜାଲ ଚିଠି ପ୍ରସ୍ତୁତ କରିଥିଲେ ୟୁଟ୍ୟୁବର, ଚାର୍ଜସିଟ୍ ଦାଖଲ…

ନୂଆଦିଲ୍ଲୀ: ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ସଂକ୍ରାନ୍ତ ଏକ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ନକଲି ଚିଠି ପ୍ରସ୍ତୁତ କରି ପ୍ରମାଣ ଭାବେ ଉପସ୍ଥାପନ କରିଥିବା ଭୁବନେଶ୍ବରର ଜଣେ ୟୁଟ୍ୟୁବର ଏବେ…
ଅଧିକ ଖବର ଦେଖନ୍ତୁ...

ଗ୍ରାମ ପାଇଁ ବିପଦ ଆଣୁଛି ବେଆଇନ ବିସ୍ଫୋରଣ; ତଦନ୍ତ ପାଇଁ ଆସିଥିବା ଖଣି ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

ଖଇରା: ଉଗ୍ର ହେଲେଣି ମାଫିଆ। ମନଇଚ୍ଛା ବେଆଇନ ଭାବେ ପାହାଡ଼ ଫଟାଇ ଖୋଳି ନେଉଛନ୍ତି ପଥର। ଫଳରେ ସରକାର ରାଜସ୍ବ ହରାଉଥିବା ବେଳ ସ୍ଥାନୀୟ ଗ୍ରାମବାସୀ ଭୋଗୁଛନ୍ତି ସମସ୍ୟା। ଏପରି ସମୟରେ ଆଜି ଉତ୍ତ୍ୟକ୍ତ ଲୋକେ ତଦନ୍ତ ପାଇଁ ଆସିଥିବା ଖଣି ଅଧିକାରୀଙ୍କୁ ଘେରିଛନ୍ତି। ଘଟଣାଟି ଘଟିଛି…
ଅଧିକ ଖବର ଦେଖନ୍ତୁ...

ଏହି ଦିନ ଓଟିଟିରେ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ଗୁଣ୍ଟୁର କାରମ’

ମୁମ୍ବାଇ: ସାଉଥ ସିନେମାର ସୁପରଷ୍ଟାର ମହେଶ ବାବୁଙ୍କ ଆକ୍ସନ୍ ଥ୍ରୀଲର ଫିଲ୍ମ 'ଗୁଣ୍ଟୁର କାରମ' ୨୦୨୪ ବର୍ଷ ଆରମ୍ଭରୁ ରିଲିଜ ହୋଇଥିବାବେଳେ ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି | ସିନେମାଟି ବିପୁଳ ରୋଜଗାର କରିଥିବାବେଳେ ଖୁବ ଶୀଘ୍ର ଏହି ଚଳଚ୍ଚିତ୍ରଟି ଓଟିଟିରେ ଲଞ୍ଚ ହେବାକୁ ଯାଉଛି।…
ଅଧିକ ଖବର ଦେଖନ୍ତୁ...

ନବ ବିବାହିତାଙ୍କ ମୃତ୍ୟୁ ଘଟଣାରେ ନଣନ୍ଦ ଓ ଶାଶୁ କୋର୍ଟ ଚାଲାଣ

ରାଇରଙ୍ଗପୁର/ବାଦାମପାହାଡ଼: ମୟୂରଭଂଜ ଜିଲ୍ଲା ବାଦାମପାହାଡ଼ ଥାନା ଅର୍ନ୍ତଗତ ଦଲକି ଗ୍ରାମର ନବ ବିବାହିତା ମହିଳାଙ୍କ ମୃତ୍ୟୁ ଘଟଣାରେ ପୁଣି ଦୁଇଜଣ ଅଭିଯୁକ୍ତ କୋର୍ଟ ଚାଲାଣ ହୋଇଛନ୍ତି। ସୂଚନା ଅନୁଯାୟୀ ଦଲକି ଗ୍ରାମର ବିଏସଏଫ୍ ଯବାନ ଗଣେଶ ମହାନ୍ତଙ୍କ ସ୍ତ୍ରୀ ରିଙ୍କି ମହାନ୍ତ(୨୨)ଙ୍କୁ…
ଅଧିକ ଖବର ଦେଖନ୍ତୁ...

ସଫା ଆଳରେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର

ସୋର: ସୋର ଥାନା ଅନନ୍ତପୁର ପଞ୍ଚାୟତ ବାଲିଛନ୍ଦା ଘାଟ ନିକଟରେ ସଫା କରିବାକୁ କହି ଜଣେ ମହିଳାଙ୍କ ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟ୍‌ କରିଛନ୍ତି କିଛି ଦୁର୍ବୃତ୍ତ। ଆଜି ମଧ୍ୟାହ୍ନ ସମୟରେ ଦୁଇଜଣ ଯୁବକ ଏକ ବାଇକ୍‌ରେ ଗ୍ରାମର ଗୌରୀ ପଣ୍ଡାଙ୍କ ଘରକୁ ଅାସି ଅଳଙ୍କାର ସଫା କରିଦେବେ ବୋଲି…
ଅଧିକ ଖବର ଦେଖନ୍ତୁ...

ସମୀର କୁମାର ମହାନ୍ତି ଆରଏସ୍‌ଏସ୍ ଓଡ଼ିଶା ପ୍ରାନ୍ତ ସଂଘଚାଳକ ରୂପେ ନିର୍ବାଚିତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ଓଡିଶା ପୂର୍ବ ପ୍ରାନ୍ତର ଦୁଇ ଦିନିଆ ପ୍ରାନ୍ତ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଉତ୍କଳ ବିପନ୍ନ ସହାୟତା ସମିତି ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଫେବ୍ରୁଆରି ୩ ଓ ୪ ଦୁଇ ଦିନଧରି ଅନୁଷ୍ଠିତ ଏହି ବୈଠକର ଶେଷ ଦିନରେ ସଂଘର ପ୍ରାନ୍ତ କାର୍ଯ୍ୟକାରିଣୀ…
ଅଧିକ ଖବର ଦେଖନ୍ତୁ...

‘ଭଲ ଗୁଣକୁ ବିକଶିତ କରିପାରିଲେ ସାମାଜିକ ଜୀବନ ଆନନ୍ଦମୟ ହେବ’

ବାଲେଶ୍ବର: ସମାଜରେ ଭଲ ଲୋକଙ୍କ ସଂଖ୍ୟା ଅଧିକ, କିନ୍ତୁ ସେମାନେ ସହଜରେ ଏକାଠି ହୋଇପାରନ୍ତି ନାହିଁ। ଅପରନ୍ତୁ ଖରାପ ଲୋକ ସହଜରେ ଏକାଠି ହୋଇଯା’ନ୍ତି। ଗୋଟିଏ ଚୋର ପ୍ରତି ବିପଦ ପଡ଼ିଲେ ସେ ହୁଇସିଲ୍‌ ମାରି ସବୁ ଚୋରଙ୍କୁ ଏକାଠି କରିଦିଏ। ଫଳରେ ଦୁନିଆରେ ଭଲ ଲୋକ ନା ଖରାପ ଲୋକ ଅଧିକ…
ଅଧିକ ଖବର ଦେଖନ୍ତୁ...

ହାଇଦ୍ରାବାଦ ପହଞ୍ଚିଲେ ବିହାରର କଂଗ୍ରେସ ବିଧାୟକ, କହିଲେ.. ଆମେ ବୁଲି ଆସିଛୁ

ହାଇଦ୍ରାବାଦ: ବିହାର ବିଧାନସଭାରେ ଆସନ୍ତା ୧୨ ତାରିଖରେ ନୀତୀଶ ସରକାର ଆସ୍ଥାଭୋଟର ସମ୍ମୁଖୀନ ହେବେ । ଏହାର ପ୍ରାୟ ଏକ ସପ୍ତାହ ପୂର୍ବରୁ ବିହାରରେ ରାଜନୈତିକ ପାଣିପାଗ ଗରମ ହୋଇଯାଇଛି । ରବିବାର କଂଗ୍ରେସ ପକ୍ଷରୁ ନିଜ ବିଧାୟକମାନଙ୍କୁ ହାଇଦ୍ରାବାଦ ଅଣାଯାଇଛି । ତେବେ ଏ ସଂପର୍କରେ…
ଅଧିକ ଖବର ଦେଖନ୍ତୁ...