Daily Archives

February 5, 2024

‘ସମନ୍ୱିତ’କୁ ନାହିଁ ପାନୀୟ ଜଳ ବ୍ୟବସ୍ଥା; ପାଣି ପାଇଁ ସବୁ ଗୋଳମାଳ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଅନ୍ତର୍ଗତ ୪ ନମ୍ୱର୍ ୱାର୍ଡରେ ଥିବା ସମନ୍ୱିତ ଯାହାକି ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ସ୍ବେଛାସେବୀ ସଂସ୍ଥା। ଏହାର ଅଧ୍ୟକ୍ଷ କନ୍ଧମାଳ ଜିଲ୍ଲାପାଳ ନିଜେ। ଏହି ଅନୁଷ୍ଠାନରେ ସରକାରଙ୍କ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆ ମେଣ୍ଟରୁ ଲୋକ ପଳାଉଛନ୍ତି ତ ମୁଁ କଣ କରିବି ? : ଖଡ଼ଗେ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ସୋମବାର ଇଣ୍ଡିଆ ମେଣ୍ଟ ଉପରେ ନିଜର ମତ ରଖିଛନ୍ତି । ସେ କହିଛନ୍ତି ଯେ ଏହି ମେଣ୍ଟ ସୁଦୃଢ ରହିଛି । ମେଣ୍ଟର ସବୁ ଦଳଙ୍କ ସହମତିରେ ଆବାହକ ନିଯୁକ୍ତ କରାଯିବ । କିନ୍ତୁ ଯଦି କିଛି ଲୋକ ମେଣ୍ଟ ଛାଡ଼ି ପଳାଉଛନ୍ତି, ତେବେ ମୁଁ କଣ କରିବି ?…
ଅଧିକ ଖବର ଦେଖନ୍ତୁ...

ପରିଣୀତିଙ୍କ ସହ ଝଗଡା ଲାଗିଲେ ଏମିତି ସମାଧାନ କରନ୍ତି ରାଘବ

ନୂଆଦିଲ୍ଲୀ: ଆପ ନେତା ରାଘବ ଚଢା ଏବଂ ଅଭିନେତ୍ରୀ ପତ୍ନୀ ପରିଣୀତି ଚୋପ୍ରାଙ୍କ ମଧ୍ୟରେ ଝଗଡା ହୁଏ କି? ଯଦି କେବେ ଝଗଡା ହୁଏ, ତେବେ କିପରି ସମାଧାନ କରନ୍ତି? ଏସବୁ ପ୍ରଶ୍ନର ଉତ୍ତର ଦେଇଛନ୍ତି ରାଘବ | ରାଘବ ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ବିବାହରୁ ସେ କଣ ଶିଖିଛନ୍ତି ଓ କିପରି ନିଜର…
ଅଧିକ ଖବର ଦେଖନ୍ତୁ...

ଭାରତ ଓ ପାକିସ୍ତାନର ସୀମାକୁ ନେଇ ପରୀକ୍ଷାରେ ପଚରା ଯାଇଥିବା ପ୍ରଶ୍ନର ଏଭଳି ଉତ୍ତର ଦେଲା ଛାତ୍ର

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ କିଛିଦିନ ହେବ ଏକ ପରୀକ୍ଷା ଉତ୍ତର ଖାତା ଭାଇରାଲ ହେବାରେ ଲାଗିଛି। ଏହି ଉତ୍ତରଟି ଜଣେ ଶିଶୁ ଦେଇଥିବା ଜଣାପଡ଼ିଛି। କୁହାଯାଉଛି ‌ପିଲାଙ୍କୁ ପରୀକ୍ଷାରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ସୀମା ବିଷୟରେ ପଚରା ଯାଇଥିଲା। ଜଣେ ଛାତ୍ର ଏହି ପ୍ରଶ୍ନର ଉତ୍ତର…
ଅଧିକ ଖବର ଦେଖନ୍ତୁ...

ମୋଦୀ କଣ ଥକିଗଲେଣି? କିଛି ନୂଆ କହିଥାନ୍ତେ: ଶଶି ଥରୁର

ନୂଆଦିଲ୍ଲୀ: ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଭାଗ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଦେଶର ଲୋକମାନଙ୍କ ଯେଉଁ ମିଜାଜ ଦେଖୁଛି ସେଥିରୁ ଲାଗୁଛି ଯେ ଏନଡିଏ ୪୦୦ରୁ ଅଧିକ ଆସନ ପାଇବ ଓ ବିଜେପି ୩୭୦ରୁ ଅଧିକ ଆସନ ପାଇବ । ଏନଡିଏ…
ଅଧିକ ଖବର ଦେଖନ୍ତୁ...

‘ମୁଁ ପ୍ରତିଜ୍ଞା କରୁଛି ଯେ ପର୍ଯ୍ୟନ୍ତ ଯୋଗୀ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି ଖାଲି ପାଦରେ ବୁଲିବି’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରେ ମନୋଜ ସିଂହ ଓରଫ ମନୋଜାନନ୍ଦ ଗୋଲଡେନ ବାବା ଭାବେ ଜଣାଶୁଣା ରହିଛନ୍ତି। ସୋମବାର ଗୋଲଡେନ ବାବା ଏକ ସଂକଳ୍ପ ନେଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଗୋଲଡେନ ବାବା ମନୋଜ ସିଂହ ଓରଫ ମନୋଜାନନ୍ଦ ସୋସିଆଲ ମିଡିଆରେ ନିଜର ଭିଡିଓ ଓ…
ଅଧିକ ଖବର ଦେଖନ୍ତୁ...

କଟକ ବଡ଼ଡ଼ାକ୍ତରଖାନାରେ ରୋଗୀଙ୍କୁ ଅବହେଳା! ଅଭିଯୋଗ ପରେ ଚିକିତ୍ସା କଲେ ଡାକ୍ତର

କଟକ: ଏସସିବି ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ ଆସିଛି। କାଜୁଆଲିଟିରେ ଘଣ୍ଟାଘଣ୍ଟା ଧରି ରୋଗୀ ପଡ଼ି ରହିଥିବା ନେଇ ଚର୍ଚ୍ଚା ହେଉଛି। ମେଡିକାଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ପରେ ଡାକ୍ତର ଚିକିତ୍ସା କରିଛନ୍ତି। କଟକ ଏସସିବି ମେଡିକାଲରେ ଏଭଳି ଏକ ଅଭାବନୀୟ ଘଟଣା ଚର୍ଚ୍ଚା ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଟ୍ରାକ୍ଟର ଚାପାରେ ଶ୍ରମିକ ମୃତ, ଡ୍ରାଇଭର ଫେରାର୍

କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ରାବିଡ଼ି ଗ୍ରାମରେ ଟ୍ରାକ୍ଟର ଚାପାରେ ରଞ୍ଜିତ ଜାଲ (୨୨) ନାମକ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, ସୋମବାର ପୂର୍ବାହ୍ଣ ୧୧ଟା ସମୟରେ ରାବିଡ଼ି ଗ୍ରାମର ଟ୍ରାକ୍ଟର ଚାଳକ ଶରତ ବଗର୍ତ୍ତି ଟ୍ରାକ୍ଟର (ଓଡି ୩୧କେ ୪୯୬୦)ରେ ବିଲରେ ହଳ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ କିନ୍ନରଙ୍କୁ ମିଳିବ ମାଗଣା ବସଯାତ୍ରା, ଘୋଷଣା କଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଏଣିକି ଦିଲ୍ଲୀରେ କିନ୍ନରମାନଙ୍କ ପାଇଁ ବସଯାତ୍ରା ମାଗଣା ହେବ । ଏ ନେଇ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି । ଦିଲ୍ଲୀରେ ପୂର୍ବରୁ ହିଁ ମହିଳା ମାନଙ୍କ ପାଇଁ ମାଗଣା ବସଯାତ୍ରାର ସୁବିଧା ମିଳୁଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର ଘୋଷଣା କରିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ସାପ୍ତାହିକ ହାଟରୁ ଫେରିବା ବେଳେ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାଗ୍ରସ୍ତ; ୫୦ ଫୁଟ୍‌ ତଳକୁ ଖସିଲା, ୮ଯାତ୍ରୀ ଆହତ

ଲକ୍ଷ୍ମୀପୁର/କାକିରିଗୁମା: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଥାନା ଉପରମିଟିଙ୍ଗ ଗାଁ ନିକଟ ଘାଟିରେ ଏକ ସାର ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣା ଯୋଗୁଁ ଆଠ ଜଣ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ଅଛନ୍ତି ଆଶୁ ଯାମ୍ବେକା, ନୀଳ ଶିରିକା, କୁଶ ସିରିକା। ଏମାନଙ୍କୁ…
ଅଧିକ ଖବର ଦେଖନ୍ତୁ...