Daily Archives

February 6, 2024

ରାସ୍ତା କାମରେ ଦୁର୍ନୀତି ନେଇ ଭିଜିଲାନସ୍‌ର ତସନ୍ତ ଆରମ୍ଭ

ଭଦ୍ରକ: ଭଦ୍ରକ ବ୍ଲକର ଗୁଜିଦରଡ଼ା ପଞ୍ଚାୟତରେ ସରକାରୀ ଅନୁଦାନରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ବାଲେଶ୍ବର ଭିଜିଲାନସ୍ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ୧୦ଟି ରାସ୍ତା କାମରେ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ କରାଯାଇଥିଲା। ଏଇ…
ଅଧିକ ଖବର ଦେଖନ୍ତୁ...

୨ ହାର୍ଡକୋର ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ/ଜହ୍ନାପଙ୍କ: ମଙ୍ଗଳବାର ୨ ଜଣ ହାର୍ଡକୋର୍‌ ମହିଳା ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୂଚନାନୁସାରେ କିଛିଦିନ ହେଲା ବୌଦ୍ଧ ଜିଲ୍ଲା ଶଗଡ଼ା ଫାଣ୍ଡି ଓ କଣ୍ଟାମାଳ ଥାନାର ଆଭ୍ୟନ୍ତରୀଣ ଜଙ୍ଗଲରେ କେକେବିଏନ୍ ଡିଭିଜନର ମାଓବାଦୀ ତାଙ୍କର ଉପସ୍ଥିତି ଜାହିର…
ଅଧିକ ଖବର ଦେଖନ୍ତୁ...

ମିଆଁମାର ଗୃହଯୁଦ୍ଧ ଚରମରେ, ପ୍ରାଣ ବିକଳରେ ବାଂଲାଦେଶ ସୀମାରେ ପ୍ରବେଶ କଲେ ୧୧୬ ସୈନିକ

ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶ ମିଆଁମାରରେ ସେନା ଓ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଚରମ ସୀମାରେ ପହଞ୍ଚିଛି। ମଙ୍ଗଳବାର ସକାଳେ ସଂଘର୍ଷ ମଧ୍ୟରେ ଏଭଳି ପରିସ୍ଥିତି ଉପୁଜିଥିଲା ଯେ ସୈନିକମାନେ ପଳାଇ ପଡୋଶୀ ବାଂଲାଦେଶରେ ଆଶ୍ରୟ ନେଇଛନ୍ତି। ମିଆଁମାରରେ ବିଦ୍ରୋହୀ ଆରାକାନ ସେନା ଓ ସେନା…
ଅଧିକ ଖବର ଦେଖନ୍ତୁ...

ପଡିଶା ଘରର ଯୁବକ ହନିଟ୍ରାପ ଚଳାଉଛି, ଥାନାରେ ଏଭଳି ଅଭିଯୋଗ କଲେ ଯୁବତୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସାହାରଣପୁରର ଇନ୍ଦିରା କଲୋନୀର ଜଣେ ଯୁବତୀ ନିଜ ଅଞ୍ଚଳର ଜଣେ ଯୁବକ ହନିଟ୍ରାପ ଗ୍ୟାଙ୍ଗ ଚଳାଇଥିବା ଅଭିଯୋଗ କରିଛନ୍ତି। ସେ ବଡ ବଡ ଘରର ଯୁବକମାନଙ୍କୁ ଫାନ୍ଦରେ ପକାନ୍ତି ଏବଂ ଜଣେ ମହିଳାଙ୍କ ସହ ଅଶ୍ଳୀଳ ଭିଡିଓ କରନ୍ତି | ଏହା ପରେ ସେ ସେମାନଙ୍କୁ ବ୍ଲାକମେଲ…
ଅଧିକ ଖବର ଦେଖନ୍ତୁ...

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ ଥୁଆମୂଳ

ରାମପୁର, ୬ା୨ (ଇମିସ): ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିବା ସହ ଅନ୍ୟ ଦୁଇ ଜଣଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ ଜିଲ୍ଲା କାଶୀପୁର ଏବଂ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳରେ। ସୂଚନା ଅନୁସାରେ, ରାୟଗଡ଼ ଜିଲ୍ଲା କାଶୀପୁର ଥାନା…
ଅଧିକ ଖବର ଦେଖନ୍ତୁ...

ହଠାତ ସଲମାନଙ୍କ ଟ୍ରାନ୍ସଫରମେସନ ଦେଖି ଫ୍ୟାନ୍ସ ଚକିତ

ମୁମ୍ବାଇ:  ସଲମାନ ଖାନ ଓ କରଣ ଜୋହରଙ୍କୁ ଶେଷଥର ପାଇଁ ‘କୁଛ କୁଛ ହୋତା ହୈ’ ସିନେମାରେ ଏକାଠି ଦେଖିବାକୁ ମିଳିଥିଲା। ଏହାପରେ ଦୁହିଁଙ୍କୁ ବିଷ୍ଣୁବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଆକସନ ଥ୍ରିଲର ସିନେମା ‘ଦ ବୁଲ’ରେ ଦେଖିବାକୁ ମିଳିବ। ଏହି ସିନେମାରେ ସଲମାନ ବି ନିର୍ଦ୍ଦେଶନା ଦେଇଥିବା…
ଅଧିକ ଖବର ଦେଖନ୍ତୁ...

ମୋବାଇଲରୁ ଆରମ୍ଭ ହେଲା ପ୍ରେମ; ପରିବାରର ବାରଣ ସତ୍ତ୍ବେ ଦିବ୍ୟାଙ୍ଗଙ୍କୁ ପୁରୀ ନେଇ ବିବାହ କଲେ ଯୁବକ

ବେତନଟୀ ସଦର: ସମାଜରେ ଦିବ୍ୟାଙ୍ଗମାନେ ସାଧାରଣ ଲୋକଙ୍କ ଭଳି ଜୀବନଯାପନ କରିବାରେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ହେଲେ ଅଢ଼େଇ ଅକ୍ଷର ବିଶିଷ୍ଟ ପ୍ରେମ ବୁଝେ ନାହିଁ ଧନୀ କି ଗରିବ। ପ୍ରେମ ମାନେନାହିିଁ କୌଣସି ବି ବନ୍ଧନ। ପ୍ରେମ ହେଉଛି ଶ୍ବାଶତ ଏବଂ ନିସ୍ୱାର୍ଥପରର ଏକ ପବିତ୍ର…
ଅଧିକ ଖବର ଦେଖନ୍ତୁ...

ହରଦା ବିସ୍ଫୋରଣ : ୪୦ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା ଶବ୍ଦ, ରାସ୍ତାରେ ଏଣେ ତେଣେ ପଡ଼ିଛି ମୃତଦେହ

ଭୋପାଳ: ମଧ୍ୟପ୍ରଦେଶର ହରଦାରେ ଥିବା ଏକ ବାଣ କାରଖାନାରେ ମଙ୍ଗଳବାର ହୋଇଥିବା ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ପ୍ରାୟ ୪୦ କିଲୋମିଟର ପର୍ଯ୍ୟନ୍ତ ତାହାର ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା । କାରଖାନା ଥିବା ଆଖପାଖ ଅଂଚଳ ସଂପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି । ମୃତଦେହଗୁଡ଼ିକ ଏଣେତେଣେ…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କ ନ୍ୟାୟ ଯାତ୍ରାରେ ସାମିଲ ହେବାକୁ ଅଖିଳେଶଙ୍କୁ ନିମନ୍ତ୍ରଣ ପଠାଇଲେ ଖଡ଼ଗେ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା କଂଗ୍ରେସ ଦଳର ଭାରତ ଯୋଡ ନ୍ୟାୟ ଯାତ୍ରାରେ ଭାଗ ନେବାକୁ କଂଗ୍ରେସ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ ନିମନ୍ତ୍ରଣ ପଠାଇଛି। ଫେବୃଆରୀ ୧୬ରେ ଉତ୍ତରପ୍ରଦେଶରେ ପହଞ୍ଚିବା ପରେ ଏଥିରେ ଯୋଗ ଦେବାକୁ କଂଗ୍ରେସ ସଭାପତି…
ଅଧିକ ଖବର ଦେଖନ୍ତୁ...

‘ହେମନ୍ତ ସୋରେନ୍‌ଙ୍କୁ ମିଛ ମାମଲାରେ ଗିରଫ କରାଯାଇଛି’

ରାଇରଙ୍ଗପୁର: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ତାଙ୍କୁ ମିଛ ମାମଲାରେ ଫସାଇ ଦିଆଯାଇଛି। ରାଇରଙ୍ଗପୁରସ୍ଥିତ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌)ର ଓଡ଼ିଶା ରାଜ୍ୟର ମୂଖ୍ୟ କାର୍ଯ୍ୟାଳୟରେ ରାଜ୍ୟ ସଭାପତି ଅଞ୍ଜନୀ…
ଅଧିକ ଖବର ଦେଖନ୍ତୁ...